Home

ଜଗଦୀପ ଧନଖଡଙ୍କୁ ମିମିକ୍ରି ପଡିଲା ମହଙ୍ଗା, କଲ୍ୟାଣ ବାନାର୍ଜୀଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୦।୧୨: ବିରୋଧୀ ଏମପିଙ୍କ ନିଲମ୍ବନ ପରେ ପାର୍ଲାମେଣ୍ଟ କମ୍ପ୍ଲେକ୍ସରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ମିମିକ୍ରିକରିଥିବା ଟିଏମସି ଏମପି କଲ୍ୟାଣ ବାନାର୍ଜୀଙ୍କ ପାଇଁ ସମସ୍ୟା ବଢିପାରେ। ତାଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି। ଅଭିଷେକ ଗୌତମ ନାମକ ଜଣେ…

ଦିଲ୍ଲୀରେ ଲଜ୍ୟା: ୯ବର୍ଷ ଶିଶୁକୁ ବଳାତ୍କାର ପରେ ହତ୍ୟାକଲେ ଘର ମାଲିକ

ନୂଆଦିଲ୍ଲୀ,୨୦।୧୨: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ୯ବର୍ଷର ବାଳିକା ସହ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ଝିଅଟି ତାଙ୍କ ପରିବାର ସହିତ ଉତ୍ତର ଦିଲ୍ଲୀର ସ୍ବରୂପ ନଗରରେ ଏକ ଭଡା ଘରେ ରହୁଥିଲେ। ଏଠାରେ ଝିଅର ୫୨ବର୍ଷିୟ ଘର ମାଲିକ ତାଙ୍କୁ…

ଜଗଦୀପ ଧନଖଡଙ୍କ ମିମିକ୍ରିକୁ ନେଇ ବଢିଲା ବିବାଦ, ସରକାର କହିଲେ ଦୁର୍ଭାଗ୍ୟପୂର୍ଣ୍ଣ

ନୂଆଦିଲ୍ଲୀ,୨୦।୧୨: ଲୋକ ସଭା ଓ ରାଜ୍ୟ ସଭାରେ ମଙ୍ଗଳବାର ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ବିବାଦ ଆହୁରି ବଢିଛି। ଏମ୍‌ପିଙ୍କ ନିଲମ୍ବନକୁ ବିରୋଧ କରୁଥିବା ବିରୋଧୀ ପ୍ରଦର୍ଶନ ସମୟରେ କରାଯାଇଥିବା ଅନୁକରଣ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଭାଜପା…

ରାମ ମନ୍ଦିରର ଭବ୍ୟ ଉଦଘାଟନ ସମାରୋହରେ ବିଶେଷ ଅତିଥି ହେବେ ଭଜନ ସମ୍ରାଟ ଅନୁପ ଜଲୋଟା

ମୁମ୍ବାଇ,୨୦।୧୨: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନୀ ଉତ୍ସବକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଆସନ୍ତା ବର୍ଷ ଅର୍ଥାତ୍‌ ୨୨ ଜାନୁୟାରୀ ୨୦୨୪ରେ ହେବ। ରାମ ମନ୍ଦିରର ଉଦଘାଟନକୁ ନେଇ ସମସ୍ତେ ବହୁତ ଉତ୍ସାହିତ…

ଭୟଙ୍କର ଝଡ଼ ତୋପାଫାନରେ ରନଓ୍ବେରେ ୯୦ଡିଗ୍ରୀ ବୁଲିଗଲା ବିମାନ, ଦେଖନ୍ତୁ ଭିଡିଓ

ବୁଏନୋସ ଆଇରେସ,୨୦।୧୨: ଆର୍ଜେଣ୍ଟିନାରେ ଆସିଥିବା ଏକ ଘୂର୍ଣ୍ଣିବଳୟ ହଇଚଇ ସୃଷ୍ଟି କରିଛି। ଗତ ସପ୍ତାହ ଶେଷରେ, ଏହି କାରଣରୁ ୧୬ ଜଣଙ୍କର ମତ୍ୟୁ ହୋଇଥିଲା। ଝଡ଼ର ପ୍ରବଳ ପବନ ମଧ୍ୟ ରାଜଧାନୀ ବୁଏନୋସ ଆଇରେସରେ ଗଛ ଏବଂ ଲାଇଟ୍‌ପୋଷ୍ଟ ଭାଙ୍ଗି ଦେଇଛି।…

ବିବାହ ସମୟରେ ବାପା ଦେଇଥିବା ବାଇକରେ ନବ ବିବାହିତାଙ୍କ ଅଜବ କାରନାମା

ଅନେକ ଥର ଏପରି ଭିଡିଓ ସୋସିଆଲ ମିଡିଆରେ ଦେଖାଯାଏ, ଯାହା ଦେଖିବା ପରେ ଲୋକମାନେ ଭାବିବାକୁ ବାଧ୍ୟ ହୁଅନ୍ତି। ଆଜିକାଲି ଏକ ସମାନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ନବ ବିବାହିତା କନ୍ୟା ବାଇକରେ…

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ କାର ଦୁର୍ଘଟଣା

ଜୟପୁର,୨୦।୧୨: ରାଜସ୍ଥାନର ନବ ନିର୍ବାଚତ ମୁଖ୍ୟମନ୍ତ୍ରୀ ଭଜନଲ ଶର୍ମା ମଙ୍ଗଳବାର ଭରତପୁର ଆସିଥିଲେ। ଭରତପୁରରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ବାସଭବନକୁ ଯାଇ ସେଠାରେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ଭରତପୁରର ସର୍କିଟ ହାଉସରେ ପହଞ୍ଚିଥିଲେ। ଭାରତପୁରର…

ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷିତ ହେଲେ ଟ୍ରମ୍ଫ

ଓ୍ବାଶିଂଟନ,୨୦।୧୨: ହ୍ବାଇଟ ହାଉସ ରେସ ପାଇଁ ପ୍ରଚାର କରୁଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମଙ୍ଗଳବାର କଲରାଡୋ ରାଜ୍ୟର ମୁଖ୍ୟ କୋର୍ଟ କ୍ୟାପିଟାଲ ହିଂସା ମାମଲାରେ ଆମେରିକାର ସମ୍ବିଧାନ ଅନୁଯାୟୀ ଟ୍ରମ୍ପଙ୍କୁ ରାଷ୍ଟ୍ରପତି…

ଦକ୍ଷିଣ ଆଫ୍ରିକା ଜିତିଲା

ଜିକ୍ୱେବେରା, ୧୯।୧୨: ଟୋନି ଡି ଜର୍ଜିଙ୍କ ଶତକ ସହିତ ଦକ୍ଷିଣ ଆଫ୍ରିକା ମଙ୍ଗଳବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତକୁ ୮ ଉଇକେଟରେ ପରାସ୍ତ କରିଛି। ଭାରତ ୪୬.୨ ଓଭରରେ ୨୧୧ ରନକରି ଅଲ୍‌ଆଉଟ ହୋଇଥିବାବେଳେ ଦକ୍ଷିଣ ଆଫ୍ରିକା ୪୨.୩…

ରୋହିତଙ୍କୁ ଟ୍ରେଡ୍‌ କରାଯିବା ନେଇ ହେଉଥିଲା ଚର୍ଚ୍ଚା: ଏବେ ଆଧିକାରୀକ ଭାବେ ପ୍ରତିକ୍ରିୟା ରଖିଲା ମୁମ୍ବାଇ

ନୂଆଦିଲ୍ଲୀ,୧୯।୧୨: ଆଇପିଏଲ୍‌ ୨୦୨୪ ଲାଗି ଆୟୋଜିତ ମିନି ଅକ୍ସନର ପ୍ରାୟ ଏକ ସପ୍ତାହ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରିଥିଲା। ଫଳରେ ଦୀର୍ଘ ଏକ ଦଶନ୍ଧି ଧରି ଦଳର ନେତୃତ୍ୱ ନେଇଆସିଥିବା ରୋହିତ…

ଭାରତ ସମେତ ୧୧ ଦେଶରେ କରୋନା ଆତଙ୍କ: ଡବ୍ଲୁଏଚଓର ଚେତାବନୀ, ଜେଏନ.୧କୁ ଭ୍ୟାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଘୋଷିତ…

ଜେନେଭା/ନୂଆଦିଲ୍ଲୀ,୧୯।୧୨ : କରୋନା ମହାମାରୀ ପୁଣି ଥରେ ମୁଣ୍ଡ ଟେକିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଜେଏନ.୧ ଷ୍ଟ୍ରେନ କୁ ଭ୍ୟାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଘୋଷିତ କରିଛି । ଏହା ମଧ୍ୟ କୁହାଯାଇଛି ଏହା ଜନସ୍ବାସ୍ଥ୍ୟ ପାଇଁ ଅଧିକ ବିପଦ ସୃଷ୍ଟି…

ନିରାଶ ହେଲେ ସ୍ମିଥ୍‌, ତ୍ରିଶତକ ମାରିଥିବା ନାୟାରଙ୍କୁ ବି କେହି କିଣିଲେ ନାହିଁ; ଦେଖନ୍ତୁ ଅନସୋଲ୍ଡ ଖେଳାଳିଙ୍କ ତାଲିକା

ଦୁବାଇ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ ଲାଗି ମଙ୍ଗଳବାର ମିନି ଅକ୍ସନ ଶେଷ ହୋଇଛି। ଏହି ସମୟରେ ଅନେକ ଚର୍ଚ୍ଚିତ ଖେଳାଳିଙ୍କ ଉପରେ ନିଲାମ ଡକା ଯାଇଥିଲା। ମିଚେଲ ଷ୍ଟାର୍କ ଆଇପିଏଲ୍‌ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଥିଲେ। ତାଙ୍କୁ କୋଲକାତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri