Home

ସମ୍ବଲପୁର ଭାଜପାରେ ବଢ଼ୁଛି କନ୍ଦଳ

ସମ୍ବଲପୁର,୮ା୩(ପ୍ରମୋଦ ବହିଦାର):ଭାଜପା ଗଡ଼ ଭାବେ ପରିଚିତ ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏବେ ଅନ୍ତଃକନ୍ଦଳ ପଦାକୁ ଆସିଛି। ଦୁଇ ପ୍ରଭାରୀଙ୍କ ଉପସ୍ଥିତିରେ ବୁଧବାର ରାତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅପ୍ରତ୍ୟାଶିତ ଭାବେ ଏଭଳି ଏକ ସ୍ଥିତି ସୃଷ୍ଟି ହୋଇଥିବା ବିଷୟ ଗୁରୁବାର ଜଣାପଡ଼ିବା…

ରାଷ୍ଟ୍ର ନିଷ୍ପତ୍ତିକୁ ସମାଲୋଚନା କରିପାରିବେ ନାଗରିକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୩(ପି.ଟି.):ରାଷ୍ଟ୍ରର ଯେକୌଣସି ନିଷ୍ପତ୍ତିକୁ ସମାଲୋଚନା କରିବା ଅଧିକାର ପ୍ରତ୍ୟେକ ନାଗରିକଙ୍କର ରହିଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ସମାଲୋଚନା କରି ହ୍ବାଟ୍ସଆପ୍‌ରେ ମେସେଜ୍‌ ପୋଷ୍ଟ କରିଥିବା ଜଣେ ପ୍ରଫେସରଙ୍କ ବିରୋଧରେ ମାମଲାକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେବା ଅବସରରେ ଏହା କହିଛନ୍ତି। ସରକାରଙ୍କ…

ଝରଣା ଶୁଖିଲେ ପ୍ରାକୃତିକ ବିପତ୍ତିର ସୂଚନା ମିଳେ

ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବରୁଣାବନ୍ତ ପାହାଡ ପାଦଦେଶରେ ତଥା ଚଣ୍ଡିଖୋଲ ଛକଠାରୁ ମାତ୍ର ୪ କିମି ଦୂରରେ ରହିଛି ମହାବିନାୟକ ମନ୍ଦିର। ଏହି ପୀଠକୁ ବିଭିନ୍ନ ପ୍ରାନ୍ତରୁ ଭକ୍ତ ଆସିଥାନ୍ତି। ଏଠାକାର ନିଆରା କଥା ହେଲା ମହାପ୍ରଭୁଙ୍କ ମନ୍ଦିର…

୮୨୦ କୋଟିର ୟୁକୋ ବ୍ୟାଙ୍କ ଦୁର୍ନୀତି

ନୂଆଦିଲ୍ଲୀ,୮।୩: ୟୁକୋ ବ୍ୟାଙ୍କରେ ୮୨୦ କୋଟି ଟଙ୍କାର ସନ୍ଦେହଜନକ କାରବାର ଅଭିଯୋଗରେ ସିବିଆଇ ୨ ଇଞ୍ଜିନିୟରଙ୍କ ବିରୋଧରେ ମାମଲା ରୁଜୁ କରିଛି। ୟୁକୋ ବ୍ୟାଙ୍କ୍‌ର ମୋବାଇଲ୍‌ ବ୍ୟାଙ୍କିଙ୍ଗ ଆପ୍‌ ପରିଚାଳନା କରୁଥିବା କମ୍ପାନୀ ଏଲ୍‌କୋଡ୍‌ ଟେକ୍‌ନୋଲୋଜିଜ୍‌ ପ୍ରା.ଲିଃରେ ୨ ଇଞ୍ଜିନିୟର ଅଭିଷେକ…

ଆଜି ଆସିପାରେ କଂଗ୍ରେସର ପ୍ରଥମ ଲିଷ୍ଟ:୪୦ ଜଣିଆ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ

ନୂଆଦିଲ୍ଲୀ,୮।୩:ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ୪୦ ଜଣିଆ ପ୍ରାର୍ଥୀ ତାଲିକା ଗୁରୁବାର ଚୂଡ଼ାନ୍ତ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ କେରଳର ଓ୍ବାୟନାଡ୍‌ରୁ ନିର୍ବାଚନ ଲଢ଼ିବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।…

ରାତି ଉଜାଗର ରହିବେ ପଞ୍ଚ ଦେବତା

ଚଣ୍ଡିଖୋଲ,୮ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହା ଶିବରାତ୍ରି ଜାଗର ଅବସରରେ ଯାଜପୁର ଜିଲାର ପ୍ରସିଦ୍ଧ ଶୈବ ପୀଠ ମହାବିନାୟକ ମନ୍ଦିରରେ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ। ପ୍ରସିଦ୍ଧ ଶୈବ ପୀଠ ହେଇଥିଲେ ମଧ୍ୟ ପୁତ୍ର ମହାବିନାୟକଙ୍କ ନାମରେ ନାମିତ ମନ୍ଦିରରେ ପଞ୍ଚ ଦେବତା…

ଟାଙ୍କିଏ ପାଣିକୁ ୨୦୦୦ ଟଙ୍କା

ବେଙ୍ଗାଲୁରୁ,୮।୩:କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ଉତ୍କଟ ଜଳସଙ୍କଟ ଦେଖାଦେଇଥିବାବେଳେ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଭଳି ଜଳସଙ୍କଟ କେବେ ଦେଖାଦେଇ ନ ଥିଲା। ଏହାର ସୁଯୋଗ ନେଇ ମାଫିଆମାନେ ପାଣି ଟ୍ୟାଙ୍କର ଦାମ୍‌ ମନଇଚ୍ଛା ବଢ଼ାଇ ଦେଇଛନ୍ତି। ୧,୦୦୦ ଟଙ୍କାରେ ପୂର୍ବରୁ…

୩.୭୦ କୋଟି ମୁଦ୍ରାଋଣ ଠକେଇ ମାମଲା: ଆଇଡିବିଆଇ ବ୍ୟାଙ୍କ ଆସିଷ୍ଟାଣ୍ଟ୍‌ ମ୍ୟାନେଜର ଗିରଫ

ଭୁବନେଶ୍ୱର,୮।୩(ସତ୍ୟଜିତ୍‌ ରାଉତ): ୩କୋଟି ୭୦ଲକ୍ଷ ଟଙ୍କାର ମୁଦ୍ରାଋଣ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପୁରୀ ଜିଲା ପିପିଲି ଦାଣ୍ଡମୁକୁନ୍ଦପୁରସ୍ଥିତ ଆଇଡିବିଆଇ ବ୍ୟାଙ୍କ ଶାଖାର ଆସିଷ୍ଟାଣ୍ଟ୍‌ ମ୍ୟାନେଜର ତନ୍ମୟ କୁମାର ମହାରଣାଙ୍କୁ ବୁଧବାର ଛତିଶଗଡ଼ ରାୟପୁରରୁ ଗିରଫ କରିଛି।…

୩୦୦ ଟଙ୍କା ଉଜ୍ଜ୍ୱଳା ସବ୍‌ସିଡି ଆଉ ବର୍ଷେ ବଢ଼ିଲା

ନୂଆଦିଲ୍ଲୀ,୮।୩ : ଉଜ୍ଜ୍ୱଳା ଯୋଜନା ହିତାଧିକାରୀମାନଙ୍କୁ ମିଳୁଥିବା ରନ୍ଧନ ଗ୍ୟାସ (ଏଲ୍‌ପିଜି) ସିଲିଣ୍ଡର ପିଛା ସବ୍‌ସିଡିକୁ କେନ୍ଦ୍ର ସରକାର ଗୁରୁବାର ୩୦୦ ଟଙ୍କା ବଢ଼ାଇଛନ୍ତି। ଏପ୍ରିଲ ୧ରୁ ଆରମ୍ଭ ହେଉଥିବା ନୂତନ ଆର୍ଥତ୍କ ବର୍ଷରେ ଏହି ସବ୍‌ସିଡି ସୁବିଧା ମିଳିବ। ଗତ…

ଜଗିବେ ୧୨ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର,୮।୩(ସୂର୍ଯ୍ୟକାନ୍ତ ବେହେରା): ମହାଶିବରାତ୍ରୀରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଶ୍ରଦ୍ଧାଳୁମାନେ କିପରି ଶାନ୍ତିଶୃଙ୍ଖଳାରେ ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେନେଇ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା…

ଜାତୀୟ ଦଳଙ୍କ ଅଜଣା ଆୟର ୮୨.୪୨% ଇଲେକ୍ଟୋରାଲ ବଣ୍ଡ୍‌ରୁ: ଏଡିଆର୍‌

ନୂଆଦିଲ୍ଲୀ,୮।୩(ପି.ଟି.):୨୦୨୨-୨୩ ଆର୍ଥିକ ବର୍ଷରେ ଜାତୀୟ ଦଳଗୁଡ଼ିକ ଘୋଷଣା କରିଥିବା ଅଜଣା ସୂତ୍ର ଆୟର ୮୨.୪୨% ଇଲେକ୍ଟୋରାଲ ବଣ୍ଡ୍‌ରୁ ଆସିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ପକ୍ଷରୁ କୁହାଯାଇଛି। ଜାତୀୟ ଦଳଗୁଡ଼ିକର ଅଡିଟ୍‌ ରିପୋର୍ଟ ଏବଂ ନିର୍ବାଚନ କମିଶନଙ୍କ ନିକଟରେ ସେମାନେ…

ଏସ୍‌ବିଆଇ ବିରୋଧରେ ଅଦାଲତ ଅବମାନନା

ନୂଆଦିଲ୍ଲୀ,୮।୩(ପି.ଟି.):ସୁପ୍ରିମକୋର୍ଟ ଇଲେକ୍ଟୋରାଲ ବଣ୍ଡ୍‌ ବ୍ୟବସ୍ଥାକୁ ଅସାମ୍ବିଧାନିକ ଏବଂ ତଥ୍ୟ ଜାଣିବା ଅଧିକାରର ଉଲ୍ଲଂଘନ ଦର୍ଶାଇ ଏହାକୁ ରଦ୍ଦ କରିବା ସହ ମାର୍ଚ୍ଚ ୬ ସୁଦ୍ଧା ନିର୍ବାଚନ କମିଶନ(ଇସି)ଙ୍କ ନିକଟରେ ଏହାର ସବିଶେଷ ତଥ୍ୟ ଦାଖଲ କରିବାକୁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?