Home

ଟେକଅପ ସମୟରେ ଖସିଗଲା ବିମାନର ଚକ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସାନ ଫ୍ରାନ୍ସିସକୋ,୮।୩: ଏକ ବିମାନର ଚକ ମଝି ଆକସରେ ଖ୍‌ସୀ ଯାଉଥିବାର ଏକ ଚକିତ ଭିଡିଓ ସାମ୍ନାକୁ ଆସିଛି। ବାସ୍ତବରେ ୟୁନାଇଟେଡ ଏୟାରଲାଇନ୍ସର ବିମାନ ଜାପାନ ଯାଉଥିଲା। ବିମାନଟି ଉଡ଼ି ଆକାଶରେ ପହଞ୍ଚିବା ମାତ୍ରେ ଏହାର ଚକ ବାହାରିଗଲା । ବିମାନର…

କପିଳାସ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ୧୦ ପ୍ଲାଟୁନ୍‌ ପୋଲିସ ମୁତୟନ

ଢେଙ୍କାନାଳ,୮ା୩(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସ ପୀଠରେ ଶୁକ୍ରବାର ମହାଶିବରାତ୍ରି ଓ ପ୍ରସିଦ୍ଧ ଜାଗରଯାତ୍ରା ଉପଲକ୍ଷେ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଭିଡ଼ ଲାଗିଛି। ରାଜ୍ୟ ଏବଂ ଢେଙ୍କାନାଳ ଜିଲାର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। କପିଳାସ…

୧୦୦% ଗ୍ୟାରେଣ୍ଟି ଦେଉଛି, ଆମ ସରକାର ୧୫ ବର୍ଷରୁ ଅଧିକ ଶାସନ କରିବ: ଜୟଶଙ୍କର

ନୂଆଦିଲ୍ଲୀ/ଟୋକିଓ,୮।୩: ଭାରତର ବୈଦେଶିକ ମନ୍ତ୍ରୀ ଜାପାନ ଗସ୍ତରେ ଅଛନ୍ତି। ଜାପାନରେ ଏକ କାର୍ଯ୍ୟକ୍ରମ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ଆମ ସରକାର ୧୫ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ କ୍ଷମତାରେ ରହିବ। ମୋ ଏହା ଶତପ୍ରତିଶତ…

ଗ୍ୟାସ ସିଲିଣ୍ଡର ଦାମ କମ୍‌ର ଟାଇମିଂକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ

ନୂଆଦିଲ୍ଲୀ,୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ମହିଳାମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏକ ବଡ଼ ହ୍ରାସ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗ୍ୟାସ ସିଲିଣ୍ଡରର…

ଗୁଜରାଟ ଟାଇଟାନ୍ସକୁ ବଡ଼ ଝଟ୍‌କା: ପ୍ରଥମ ମ୍ୟାଚ୍‌ରୁ ବାଦ୍‌ ପଡିପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୮।୩: ଆଇପିଏଲ ୨୦୨୪ ପୂର୍ବରୁ ଗୁଜରାଟ ଟାଇଟାନ୍ସକୁ ସମସ୍ୟା ଦୂର ହେବାର ନାଁ ଧରୁନି।ପ୍ରଥମେ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ଛାଡିଥିଲେ। ତା’ପରେ ମୁଖ୍ୟ ଦ୍ରୁତ ବୋଲର ମହମ୍ମଦ ଶାମି ପୁରା ଟୁର୍ନାମେଣ୍ଟରୁ ବାଦ ପଡିଥିଲେ। ବର୍ତ୍ତମାନ ଦଳ ଆଉ ଏକ ବଡ଼…

ମେ ୧୦ରେ ଖୋଲିବ କେଦାରନାଥ ଧାମ

ନୂଆଦିଲ୍ଲୀ,୮।୩: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଶିବରାତ୍ରି ଶୁଭ ଅବସରରେ ବାବା କେଦାରନାଥ ଧାମଙ୍କ ଦ୍ୱାର ଖୋଲିବାର ତାରିଖ ଘୋଷଣା କରାଯାଇଛି। ଶୁକ୍ରବାର ଓମକାରେଶ୍ୱର ମନ୍ଦିର ଉଖିମଠରେ ତାରିଖ ଘୋଷଣା କରାଯାଇଥିଲା। ମେ ୧୦ ସକାଳ ୭ରେ ବାବାଙ୍କ କବାଟ…

ପରିବାର ଲୋକଙ୍କୁ ଛୁରିରେ ଆକ୍ରମଣ କଲେ ଛାତ୍ର, ୬ ମୃତ

ଓଟାଓ୍ବା,୮।୩: କାନାଡାର ରାଜଧାନୀ ଓଟାଓ୍ବାରେ ଛୁରାମାଡ଼ରେ ୬ଜଣଙ୍କର ମତ୍ୟୁ ହୋଇଛି। ତାଙ୍କର ୬ଜଣ ରୁମମେଟଙ୍କୁ ଛୁରାମାଡ଼ ଅଭିଯୋଗରେ ଓଟାଓ୍ବା ପୋଲିସ ଜଣେ ୧୯ବର୍ଷୀୟ ଶ୍ରୀଲଙ୍କା ଛାତ୍ରଙ୍କୁ ଗିରଫ କରିଛି। ମୃତକଙ୍କ ମଧ୍ୟରେ ଶ୍ରୀଲଙ୍କା ପରିବାରର ଚାରି ପିଲା ମଧ୍ୟ ଅଛନ୍ତି। ଓଟାଓ୍ବା…

ସ୍ତ୍ରୀଙ୍କ ଆଗରେ ସ୍ବାମୀଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା,୮ା୩: କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଦକ୍ଷିଣଭେଡ଼ା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଲକୁ ପାଣି ମଡ଼ାଇବାକୁ ଯାଇଥିବା ବେଳେ ବାଇଧର ମଲିକଙ୍କୁ ସ୍ତ୍ରୀଙ୍କ ଆଖି ସାମ୍ନାରେ ଟାଣିନେଇଛି କୁମ୍ଭୀର। ହଂସୁଆ ନଦୀରେ ଗ୍ରାମବାସୀଙ୍କ ଦ୍ୱାରା ଖୋଜାଖୋଜି…

ରାସ୍ତାକଡ଼ରେ ମା’-ଛୁଆ ପ୍ରେମର ହୃଦୟଛୁଆଁ ଭିଡିଓ ଭାଇରାଲ

ଦୁନିଆରେ ପ୍ରେମ ସବୁଠାରୁ ମୂଲ୍ୟବାନ ବୋଲି ବିବେଚନା କରାଯାଏ। ଜଣେ ମା’ ନିଜ ସନ୍ତାନକୁ ଯେତିକି ଭଲ ପାଏ, ବୋଧହୁଏ ଆଉ କେହି କରିପାରିବେନି। ମା’ ନିଜ ପିଲାମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରେ ଏବଂ ପ୍ରତ୍ୟେକ ଅସୁବିଧାରେ ସେମାନଙ୍କ ପାଖରେ…

‘ଲୋକତନ୍ତ୍ର ବିପଦରେ’, ଟ୍ରମ୍ପଙ୍କୁ ବାଇଡେନଙ୍କ ତେରଛା ବାଣ

ଓ୍ବାଶିଂଟନ,୮।୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଦେଶ (ଷ୍ଟେଟ ଅଫ ୟୁନିଅନ ସ୍ପିଚ) କୁ ସମ୍ବୋଧିତ କରି ଆମେରିକାର ଗଣତନ୍ତ୍ର ବିପଦରେ ଥିବା ଚେତାବନୀ ଦେଇଛନ୍ତି। ତାଙ୍କ ସମ୍ବୋଧନ ଆରମ୍ଭରେ ବାଇଡେନ କହିଛନ୍ତି, ମୁଁ ବିପଦ…

କନ୍ୟାଙ୍କ ଅଜବ ସର୍ତ୍ତ: ଯଦି ମୁଁ ଶାଶୁଘର ଯିବି ମୋ ପୁରୁଣା ପ୍ରେମିକଙ୍କୁ ସାଥୀରେ ନେବି, କାରଣ ଜାଣିଲେ…

ଆପଣ ନିଶ୍ଚିତ ଭାବରେ ଧ୍ୟାନ ଦେଇଥିବେ, ଯେତେବେଳେ ଏକ ବିବାହ ସ୍ଥିର ହୁଏ, ସେତେବେଳେ ବିଭିନ୍ନ ସର୍ତ୍ତ ରହିଥାଏ। ସମସ୍ତ ବିଷୟ ଉଭୟ ପରିବାର ଦ୍ୱାରା ସ୍ଥିର ହୋଇଥାଏ। ଏଥିରେ ପୁଅଙ୍କ ପରିବାର ପକ୍ଷରୁ ଅଧିକ ସର୍ତ୍ତ ରହିଥାଏ। ମାତ୍ର ଆଜି…

କ୍ୟାନ୍‌ସରରେ ଆଖିବୁଜିଲେ ଏହି ଅଭିନେତ୍ରୀ

‘ଝନକ’ ଫେମ୍‌ ଡଲି ସୋହିଙ୍କର କ୍ୟାନ୍‌ସରରେ ପରଲୋକ ଘଟିଛି। ଯକୃତ ଜନିତ ସମସ୍ୟା ହେତୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ବୟସରେ ଡଲି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଡଲି ସୋହି ଗର୍ଭାଶୟ କ୍ୟାନ୍‌ସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?