Home

ମହିଳାଙ୍କଠାରୁ କୁନି ଶିଶୁଙ୍କୁ ନେଇ ଖେଳାଇବାକୁ ଲାଗିଲେ ପ୍ରଧାନମନ୍ତ୍ରୀ ମୋଦି: ଦେଖନ୍ତୁ ଭାଇରାଲ୍‌ ଭିଡିଓ

ଭୋପାଳ,୬।୧୧: ମଧ୍ୟପ୍ରଦେଶର ସିଓନି ଜିଲାରେ ନିର୍ବାଚନ ମଞ୍ଚରେ ବିରୋଧୀ ଦଳମାନଙ୍କୁ ଟାର୍ଗେଟ୍‌ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଭିନ୍ନ ରୂପ ଦେଖିବାକୁ ମିଳିଥିଲା। ଏଠାରେ ପ୍ରଧାନମନ୍ତ୍ରୀ ମୋଦି ଏକ ଛୋଟ ପିଲାକୁ କୋଳରେ ନେଇ ତାଙ୍କୁ ବହୁତ ଗେହ୍ଲା…

ଆୟୋସ ମାଲେଟ ମାଛ ଉପରେ ଗବେଷଣା

ବ୍ରହ୍ମପୁର,୬ା୧୧(ତନୁଶ୍ରୀ ନାହାକ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଥିବା ନୂତନ ପ୍ରଜାତିର ଆୟୋସ ମାଲେଟ୍‌ ମାଛ ଉପରେ ଗବେଷଣା ଜାରି ରହିଛି। ପଶ୍ଚିମ ଓଡ଼ିଶାର ସୋନପୁରଠାରେ ପ୍ରବାହିତ ମହାନଦୀରେ ଏହି ମାଛ ଠାବ କରାଯାଇଥିବା ବିଭାଗର ଅଧ୍ୟାପକ ପ୍ରଫେସର…

ଏ ସ୍ମଲ ଷ୍ଟେପ୍‌’ ଡକ୍ୟୁମେଣ୍ଟାରି ଜାତୀୟ ପୁରସ୍କାର ପାଇଁ ମନୋନୀତ

କୋରାପୁଟ,୬ା୧୧(ଅମିତାଭ ବେହେରା): ଜାତୀୟତୀୟ ସ୍ତରରେ ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଦ୍ୱାରା ‘କମ୍ୟୁନିଟି ମିଡିଆ ଚାଲେଞ୍ଜ-୨୦୨୩’ ଶୀର୍ଷକରେ ଆୟୋଜିତ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ପ୍ରତିଯୋଗିତାରେ ଓଡିଆ ଝିଅ ଝରଣା କାଦ୍ରାକା ଅଂଶଗ୍ରହଣ କରି ଜାତୀୟ ସ୍ତରୀୟ ଦ୍ୱିତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଚଳିତ…

ଜାଣନ୍ତି ହମାସ୍‌ ଉପରେ ଭାରତ କାହିଁକି ଲଗାଉନାହିଁ ପ୍ରତିବନ୍ଧକ

ଜେରୁଜେଲମ୍‌/ନୂଆଦିଲ୍ଲୀ,୬ା୧୧: ଅକ୍ଟୋବର ୭ରେ ଇସ୍ରାଏଲ ବିରୋଧରେ ହୋଇଥିବା ଆକ୍ରମଣ ପରଠାରୁ ପାଲେଷ୍ଟାଇନ୍‌ର ଆତଙ୍କବାଦୀ ସଂଗଠନ ହମାସ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଶ୍ୱବ୍ୟାପୀ ଦାବି ହୋଇଆସୁଛି। ତେବେ ଭାରତୀୟ ଗୁପ୍ତଚର ଏଜେନ୍ସି ସହ ଜଡ଼ିତ ବିଶେଷ ସୂତ୍ରରୁ ଏହା ସ୍ପଷ୍ଟ ହୋଇଛି ଯେ,…

ଲକ୍ଷ୍ମଣ ରେଖା ଅତିକ୍ରମ ନ କରନ୍ତୁ ଅଖିଳେଶ, କଂଗ୍ରେସର ଚେତାବନୀ…

ଭୋପାଳ,୬।୧୧ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଏସପି ମୁଖ୍ୟ ଅଖିଳେଶ ଯାଦବ କଂଗ୍ରେସକୁ କ୍ରମାଗତ ଟାର୍ଗେଟ କରୁଛନ୍ତି। ଇଣ୍ଡିଆ ମିଳିତ ମଞ୍ଚରେ ସମାଜବାଦି ପାର୍ଟି ସହ ରାଜ୍ୟରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ କଂଗ୍ରେସ ପ୍ରତି ତାଙ୍କର ଅସନ୍ତୋଷ ରହିଛି।…

୮୦ହଜାର ସରକାରୀ କର୍ମଚାରୀଙ୍କୁ ମିଳିବ ଦିପାବଳୀ ବୋନସ

ନୂଆଦିଲ୍ଲୀ,୬।୧୧: ଦିପାବଳୀ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବୋନସ ଦେବାକୁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୮୦ ହଜାର କର୍ମଚାରୀଙ୍କୁ ବୋନସ ଦେବାକୁ ଘୋଷଣା କରିଛନ୍ତି। ସର୍ବଶେଷ ସୂଚନା ଅନୁଯାୟୀ, ଦିଲ୍ଲୀ…

ବିଶ୍ୱ ଚାମ୍ପିୟନର ପରାଜୟ ନେଇ କ୍ରିକେଟ ବୋର୍ଡକୁ ନିଲମ୍ବିତ କଲେ ସରକାର…

କଲମ୍ବୋ,୬।୧୧ : ବିଶ୍ୱକପ ୨୦୨୩ରେ ଶ୍ରୀଲଙ୍କାର ଖରାପ ପ୍ରଦର୍ଶନର ପ୍ରଭାବ ଦୃଶ୍ୟମାନ ହେବାକୁ ଲାଗିଲାଣି। ଶ୍ରୀଲଙ୍କା ସରକାର ସମଗ୍ର କ୍ରିକେଟ ବୋର୍ଡକୁ ନିଲମ୍ବିତ କରିଛନ୍ତି। ସୋମବାର ଶ୍ରୀଲଙ୍କାର କ୍ରୀଡା ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଶ୍ରୀଲଙ୍କା ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱକପରେ ଖେଳାଯାଇଥିବା…

ଭାରତ ବିଶ୍ୱ ଚାମ୍ପିୟନ୍‌ ଆଶା ହେବ କି ଧୂଳିସାତ୍‌: ଲିଗ୍‌ ଷ୍ଟେଜ୍‌ରେ ଟପ୍‌ରେ ରହିବା ଦଳ ପାଇଁ ଅଶୁଭ

ନୂଆଦିଲ୍ଲୀ,୬।୧୧: ୨୦୨୩ ଦିନିକିଆ ବିଶ୍ୱକପରେ ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଗୋଟିଏ ବି ମ୍ୟାଚ ହାରିନାହିଁ। ଭାରତ ଏକପାଖିଆ ଭାବେ ସମସ୍ତ ମ୍ୟାଚ ଜିତିଛି। ଭାରତ ବିପକ୍ଷରେ ବିପକ୍ଷ ଦଳ ସମ୍ପୂର୍ଣ୍ଣ ଭାବେ…

କମଲ ହାସନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ସାଉଥ୍‌ ସୁପରଷ୍ଟାର କମଲ ହାସନ ଆଜି ୬୮ ବର୍ଷରେ ପଦାର୍ପଣ କରିଛନ୍ତି। ଏକାଧାରାରେ ଭାରତୀୟ ଅଭିନେତା, ନିର୍ଦ୍ଦେଶକ, ସ୍କ୍ରିନ ରାଇଟର୍‌, ଗାୟକ ତଥା ରାଜନେତା କମଲ ହାସନ ଅନେକ ସଫଳତା ହାସଲ କରିଛନ୍ତି। ସେ ଭାରତୀୟ ସିନେମାର ଅନ୍ୟତମ ପ୍ରସିଦ୍ଧ ଚେହେରା…

ହମାସ୍‌କୁ ସମର୍ଥନ କରିବା ପାଇଁ ଆଗେଇ ଆସିଲା ପାକ୍‌

ଜେରୁଜେଲମ୍‌,୬ା୧୧: ହମାସ୍‌କୁ ହଟାଇବା ପାଇଁ ଇସ୍ରାଏଲ କ୍ରମାଗତ ଭାବରେ ନିଜର ଆକ୍ରମଣକୁ ଜୋରଦାର କରୁଛି। ଗାଜା ଉପରେ ଚାଲିଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଅନେକ ମୁସଲମାନ ଦେଶ ଆତଙ୍କବାଦୀ ଗୋଷ୍ଠୀ ହମାସ୍‌କୁ ସମର୍ଥନ କରିଛନ୍ତି। ଏହି ସମୟରେ ପାକିସ୍ତାନ ମଧ୍ୟ ହମାସ୍‌…

ଏମ୍‌ଆର୍‌ଆଇ ପାଇଁ ଯାଉଥିଲେ ଭୁଲ୍‌ରେ ବି ସାଙ୍ଗରେ ନିଅନ୍ତୁନି ଏହି ଜିନିଷ, ନଚେତ ଭୋଗିବେ କୁପରିଣାମ, ଭିଡିଓ ଦେଖିଲେ ହିଁ ବୁଝିପାରିବେ

ଯେତେବେଳେ ଆମେ ଏମ୍‌ଆର୍‌ଆଇ ପାଇଁ ଯାଇଥାଉ ସେଠାରେ ଥିବା କର୍ମଚାରୀମାନେ ଆମକୁ ଆଗୁଆ କୁହନ୍ତି ଯେ, ଧାତୁରେ ତିଆରି ଜିନିଷଗୁଡିକ ଭୁଲ୍‌ରେ ନେବା ଉଚିତ ନୁହେଁ। ଏପରିକି ସମସ୍ତ ଅଳଙ୍କାର ମଧ୍ୟ ଶରୀରରୁ ବାହାର କରାଯାଇଥାଏ। ଅନେକ ଲୋକ ଭାବନ୍ତି, ଏହା…

ଲୋକଙ୍କୁ ଚା’ବାଣ୍ଟିଲେ ରାହୁଲ ଗାନ୍ଧୀ

ଡେରାଡୁନ,୬।୧୧: ପାଞ୍ଚଟି ରାଜ୍ୟରେ ନିର୍ବାଚନ ପୂର୍ବରୁ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି। କେଦାରନାଥ ଧାମରେ ପ୍ରାର୍ଥନା କରିବା ପରେ ସେ ଲୋକଙ୍କ ସହ ସମୟ ବିତାଇବା ସହ ଚା’ ପାର୍ଟି ମଧ୍ୟ ଉପଭୋଗ କରିଛନ୍ତି। ଏହି ସମୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri