Home

ପୋଲିସ ମାଡ଼ରେ ଜଣେ ଗୁରୁତର

ଭଦ୍ରକ,୩୧ା୧୨(ସନାତନ ରାଉତ): ଭଦ୍ରକ ଜିଲା ଆଗରପଡ଼ା ପୋଲିସ ମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ଆହତଙ୍କୁ ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଆଗରପଡ଼ା ଥାନା ଅଧୀନ କାଣ୍ଡବା ପୋଲ ନିକଟରେ ପୋଲିସ ଶନିବାର ରାତିରେ ଏହି ଘଟିଛି ଘଟଣା।…

ଝିଅମାନଙ୍କ ଲୁହଠାରୁ ବଡ଼ ନୁହେଁ ରାଜନୈତିକ ଫାଇଦା: ମୋଦିଙ୍କୁ କହିଲେ ରାହୁଲ…

ନୂଆଦିଲ୍ଲୀ,୩୧।୧୨ : ବିଶ୍ୱ ପଦକ ବିଜେତା କୁସ୍ତି ଖେଳାଳି ଭିନେଶ ଫୋଗାଟ ଶନିବାର ଖେଳ ରତ୍ନ ଏବଂ ଅର୍ଜୁନ ପୁରସ୍କାର ଫେରାଇ ଦେଇଛନ୍ତି। ଭିନେଶ ଏହି ଉଭୟ ପୁରସ୍କାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘର ବାହାରେ ରଖିବାକୁ ଚାହୁଁଥିଲେ କିନ୍ତୁ ପୋଲିସ…

ତେହରିକ୍‌-ଏ-ହୁରିୟତ ବ୍ୟାନ୍‌

ନୂଆଦିଲ୍ଲୀ,୩୧ା୧୨: ଜମ୍ମୁ-କଶ୍ମୀରରେ ବିଚ୍ଛିନ୍ନତାବାଦୀ ଚିନ୍ତାଧାରାକୁ ନେଇ ମୋଦି ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ତେହରିକ୍‌-ଏ-ହୁରିୟତ ଜମ୍ମୁ-କଶ୍ମୀର ସଂଗଠନକୁ ଭାରତ ସରକାର ଏକ ବେଆଇନ ସଂଗଠନ ଭାବେ ଘୋଷଣା କରିଛନ୍ତି। ଭାରତ ସରକାରଙ୍କ ଏହି ପଦକ୍ଷେପ ଉପରେ ସ୍ବରାଷ୍ଟ ମନ୍ତ୍ରୀ ଅମିତ…

ନେପାଳୀ ନୁଡଲରୁ ହୋଇଯାଆନ୍ତୁ ସତର୍କ, ଚିନ୍ତା ପ୍ରକାଶ କଲେ ଡାକ୍ତର

ନୂଆଦିଲ୍ଲୀ,୩୧।୧୨: କ’ଣ ଆପଣ ନେପାଳ ନୁଡଲର ସୌକିନ ଅଟନ୍ତି? ତେବେ ସତର୍କ ହୋଇଯାଆନ୍ତୁ। ଏହି ନୁଡଲ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ପ୍ରମାଣିତ ହୋଇଛି। ଏହି ନୁଡଲରେ ଅପମିଶ୍ରଣ ଚିହ୍ନଟ ହେବା ପରେ ପାଟନା ଉଚ୍ଚ ନ୍ୟାୟଳୟ ଏକ କମ୍ପାନୀ ଉପରେ ପ୍ରତିବନ୍ଧକ…

ଜାଣନ୍ତୁ ଏହି ରାଶିମାନଙ୍କ ପାଇଁ କେମିତି ରହିଛି ନୂଆବର୍ଷ

ଆସନ୍ତାକାଲି ବଦଳିଯିବ କ୍ୟାଲେଣ୍ଡର। ଆରମ୍ଭ ହେବ ଆଉ ଏକ ବର୍ଷ। ଏହି ନୂଆବର୍ଷକୁ ନେଇ ଅନେକ ଲୋକ ଅନେକ କିଛି ଭାବିଥାନ୍ତି। ଲୋକଙ୍କର ବିଶ୍ୱାସ ରହିଥାଏ ବର୍ଷର ଆରମ୍ଭ ଦିନ ଯଦି ଭଲରେ କଟେ ତେବେ ବର୍ଷସାରା କେବଳ ଭଲ ହିଁ…

ନୂଆବର୍ଷରେ ଖୁସି ଖବର : ୨୦୨୪ ବର୍ଷରେ ସୁନା ପାଲଟିବ ନିବେଶର ଉପଯୁକ୍ତ ବିକଳ୍ପ…

ନୂୂଆଦିଲ୍ଲୀ,୩୧।୧୨ : ନୂଆବର୍ଷରେ ନିବେଶକଙ୍କ ପାଇଁ ଖୁସି ଖବର ଆସିଛି। ରିପୋର୍ଟ ଅନୁସାରେ ସୁନାରେ ନିବେଶ ପାଇଁ ନୂତନ ବର୍ଷ ୨୦୨୪ ଆଶା ଜନକ ରହିବ ବୋଲି କୁହାଯାଉଛି। ପ୍ରକାଶିତ ରିପୋର୍ଟ ନେଇ ନିବେଶକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ୨୦୨୪…

ନୂଆବର୍ଷରେ ପିତାମାତା ପିଲାଙ୍କୁ ଫିଙ୍ଗନ୍ତି ପିଆଜ-ଭାଙ୍ଗନ୍ତି ପ୍ଲେଟ, ଏଠାରେ ରହିଛି କିଛି ଅଜବ ପରମ୍ପରା

ନୂଆ ବର୍ଷ ଆସିବା ପାଇଁ ଆଉ କେଇ ଘଣ୍ଟା ବାକି ଥିବାବେଳେ ଲୋକେ ସେଲିବ୍ରେଶନ ପାଇଁ ଜୋରସୋରରେ ଲାଗି ପଡିଛନ୍ତି। କିଏ ଭୋଜି ପାଇଁ ପ୍ରସ୍ତୁତ ହେଉଛି ତ କିଏ ଜିରୋ ନାଇଟ ସେଲିବ୍ରେଶନ ପାଇଁ। କିଛିଜଣ ନୂଆବର୍ଷରେ ରିଜୋଲ୍ୟୁଶନ ସେଟ୍‌…

ଗର୍ଭବତୀ କରାଇ ପାରିଲେ ନେବୁ ୧୩ ଲକ୍ଷ, ବିଫଳ ହେଲେ ଦେବୁ ୫ ଲକ୍ଷ: ଠକ ଦଳଙ୍କୁ ଗିରଫ କଲେ ପୋଲିସ, ଭିଡିଓ ଭାଇରାଲ…

ପାଟନା,୩୧।୧୨ : ବିହାରର ନୱାଦାରୁ ଏକ ଆଶ୍ଚର୍ଯ୍ୟଜନକ ଠକେଇ ମାମଲା ସାମ୍ନାକୁ ଆସିଛି। ଏଠାରେ ଥିବା ସାଇବର ପୋଲିସ ଷ୍ଟେଶନ ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଯାହା ମହିଳାମାନଙ୍କୁ ଗର୍ଭବତୀ କରିବା ନାମରେ ପ୍ରତାରଣା କରୁଥିଲା। ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ମହିଳାଙ୍କ…

ଦ୍ୱିତୀୟ ସ୍ତ୍ରୀଙ୍କ ସହ ହନିମୁନ୍‌ରେ ବାହାରିଲେ ଅରବାଜ

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତା ଅରବାଜ ଖାନ୍‌ ମେକଅପ୍‌ କଳାକାର ଶୌରା ଖାନ୍‌ଙ୍କୁ ବିବାହ କରିଛନ୍ତି। ଏହା ଅରବାଜଙ୍କର ଦ୍ୱିତୀୟ ବିବାହ। ବିବାହ ପରେ ଅରବାଜ ତାଙ୍କ ସ୍ତ୍ରୀଙ୍କ ସହିତ ନୂଆବର୍ଷ ଏବଂ ହନିମୁନ୍‌ ପାଇଁ ବାହାରିଛନ୍ତି। ଶନିବାର ତାଙ୍କୁ ସ୍ତ୍ରୀଙ୍କ…

୯ମାସରେ ପିଇଛନ୍ତି ୧୩୦୮କୋଟି ଟଙ୍କାର ମଦ, ନୂଆବର୍ଷରେ ରେକର୍ଡ ଭାଙ୍ଗିବେ ନୋଏଡାବାସୀ

ନୋଏଡା,୩୧।୧୨: ପୁରୁଣା ବର୍ଷ ୨୦୨୩ ସରବାକୁ ଆଉ କେଇ ଘଣ୍ଟା ବାକି ଅଛି। ଏହାପରେ ପଦାର୍ପଣ କରିବ ୨୦୨୪। ତେବେ ଚଳିତ ବର୍ଷ ୯ମାସରେ ନୋଏଡାବାସୀ କୋଟି କୋଟି ଟଙ୍କାର ମଦ ପିଇଛନ୍ତି। ଅବକାରୀ ବିଭାଗର ତଥ୍ୟ ଅନୁଯାୟୀ, ନୋଏଡାବାସୀ ୯ମାସ…

ଯାତ୍ରୀଙ୍କ ସୁରକ୍ଷା ପାଇଁ ଏଭଳି କରୁଛି କୁକୁର, ଭିଡିଓ ଭାଇରାଲ…

ନୂଆଦିଲ୍ଲୀ,୩୧।୧୨ : ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ କୁକୁର ଟ୍ରେନ ଯାତ୍ରୀଙ୍କ ସୁରକ୍ଷାକୁ ବୁଝିବା ଯୋଗୁ କୁକୁର ହିରୋ ପାଲଟି ପାରିଛି। ଭିଡିଓରେ କୁକୁରଟି ଚଳନ୍ତା ଟ୍ରେନ ସହିତ ଦୌଡୁଥିବା ଦେଖାଯାଉଛି ଏବଂ…

ପୁଣି ନୂଆ ଲହର ଆଶଙ୍କା ଘନେଇଲା: ୨୨୭ ଦିନ ପରେ ଭାରତରେ ସର୍ବାଧିକ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୮୪୧ ନୂଆ ମାମଲା ରିପୋର୍ଟ…

ନୂଆଦିଲ୍ଲୀ,୩୧।୧୨ : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣର ମାମଲା ବଢ଼ିବାରୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତିତ ଅଛନ୍ତି॥ ଗତ ୧୦ ଦିନର ତଥ୍ୟରୁ ଜଣାପଡ଼ିଛି ପ୍ରତିଦିନ ହାରାହାରି ୫୦୦-୬୦୦ ନୂଆ ମାମଲା ରିପୋର୍ଟ କରାଯାଉଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ରବିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri