Home

ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୋଲିସ କର୍ମଚାରୀ, ପ୍ରଶ୍ନ ଉଠାଇଲା ଭାଜପା, କହିଲା ରାଜ୍ୟ ସରକାର…

ଭୁବନେଶ୍ୱର,୩୦।୩: ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୋଲିସ କର୍ମଚାରୀ ମୁତୟନ ହେଉଛନ୍ତି। ଯେଉଁଥିରେ ୨ ସବଇନ୍ସପେକ୍ଟର, ୧୨ ହାବିଲଦାର, ୫୬ କନଷ୍ଟେବଳ ଓ ୪ ମହିଳା କନଷ୍ଟେବଳ ଅଛନ୍ତି। ଏଥିସହ ଗୋଟିଏ ଗାଡି ଗୃହ…

ମୁଖତାରଙ୍କ ଶେଷକୃତ୍ୟ ପାଇଁ ଗାଜିପୁରରେ ପୋଲିସ ଛାଉଣି, ଆଇଜି-ଡିଆଇଜିଙ୍କଠାରୁ ଆରମ୍ଭ କରି ୫୦୦୦ ଯବାନ ମୁତୟନ

ଗାଜିପୁର,୩୦।୩: ମୁଖତାର୍‌ ଅନସାରୀଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶର ଗାଜିପୁର ଜିଲାରେ କଡା ସୁରାକ୍ଷା ବ୍ୟବସ୍ଥା କରାଯାଇଛି। ଗାଜିପୁରର ମହମ୍ମଦାବାଦ ୟୁସୁଫପୁର ସହରର ପ୍ରତ୍ୟେକ କୋଣ ଅନୁକୋଣରେ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ମୁଖତାରଙ୍କୁ ଶନିବାର (୩୦ ମାର୍ଚ୍ଚ) ସକାଳ ୧୦ଟାରେ ମହମ୍ମଦାବାଦ…

ଆସନ୍ତା ମାସରେ ସୂର୍ଯ୍ୟପରାଗ

ନୂଆଦିଲ୍ଲୀ,୩୦।୩: ଆସନ୍ତା ମାସରେ ଅର୍ଥାତ ଏପ୍ରିଲ ୮ରେ ସୂର୍ଯ୍ୟ ପରାଗ ହେବ। ଯଦିଓ ଏହି ଜ୍ୟୋର୍ତିବିଜ୍ଞାନ ଇଭେଣ୍ଟ ପାଇଁ ଏକ ସପ୍ତାହରୁ ଅଧିକ ସମୟ ବାକି ଅଛି, ଏହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି। ଚଳିତ ବର୍ଷର…

ପାରାମାଉଣ୍ଟ-ରାମେଶ୍ୱର ଫାଇନାଲ ଆଜି

ଭୁବନେଶ୍ୱର, ୩୦।୩,(ତପନ ସ୍ବାଇଁ): ରାମେଶ୍ୱର ସ୍ପୋର୍ଟିଂ ଆନୁକୂଲ୍ୟରେ ବିଏମ୍‌ ହାଇସ୍କୁଲ ପଡ଼ିଆରେ ଚାଲିଥିବା କମଳା ପରିଡ଼ା ସ୍ମାରକୀ ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ ୧୪ ବର୍ଷରୁ କମ୍‌ ବର୍ଗର ୨ଟି ଯାକ ସେମିଫାଇନାଲ ଶେଷ ହୋଇଛି। ଏଥିରେ ବିଜୟୀ ହୋଇ ପାରାମାଉଣ୍ଟ…

ଡବଲ୍ସରେ ଆହାନଙ୍କୁ ଟାଇଟଲ

ଭୁବନେଶ୍ୱର, ୩୦।୩, (ତପନ ସ୍ବାଇଁ): କୋଲକାତାର ଶ୍ୟାମ ବଜାରଠାରେ ୧୪ ବର୍ଷରୁ କମ୍‌ ଏସିଆନ ର଼୍ୟାଙ୍କିଙ୍ଗ ଟେନିସ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଶେଷ ହୋଇଥିବା ପ୍ରତିଯୋଗିତାର ଡବଲ୍ସରେ ଓଡ଼ିଶାର ଆହାନ ମିଶ୍ର ଟାଇଟଲ ହାସଲ କରିଛନ୍ତି। ଏଥିରେ ଆହାନଙ୍କର ଡବଲ୍ସ…

ଓଡ଼ିଶା ଏଫ୍‌ସି-ବେଙ୍ଗାଲୁରୁ ମ୍ୟାଚ ଆଜି

ଭୁବନେଶ୍ୱର, ୩୦।୩,(ତପନ ସ୍ବାଇଁ): ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଓଡ଼ିଶା ଏଫ୍‌ସି ଓ ବେଙ୍ଗାଲୁରୁ ଏଫ୍‌ସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ବେଙ୍ଗାଲୁରୁସ୍ଥିତ ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଭାରତର ଅନ୍ତର୍ଜାତୀୟ ମ୍ୟାଚ ପାଇଁ କିଛି…

ମାଛ ସହ ଡିନର କରୁଛନ୍ତି ଲୋକେ

ଆଜିକାଲି ଖାଦ୍ୟ ବ୍ୟବସାୟର କ୍ରେଜ ବ୍ୟବସାୟୀଙ୍କ ଉପରେ ପଡିଛି। ଏହା ଏକ ବ୍ୟବସାୟ, ଯେଉଁଥିରେ ସର୍ବାଧିକ ଲାଭ ଅଛି। ଏହି କାରଣରୁ ଆଜିକାଲି ରେଷ୍ଟୁରାଣ୍ଟଗୁଡିକ ଗଳିକନ୍ଦିରେ ଖୋଲାଯାଉଛି। ଆଜିକାଲି ପ୍ରତିଯୋଗିତାମୂଳକ ଦୁନିଆରେ ଲୋକଙ୍କୁ ଆକୃଷ୍ଟ କଲା ଭଳି ରେଷ୍ଟୁରାଣ୍ଟ ଖୋଲିବାର ଧାରଣା…

୩୧ରେ ଓ୍ବାକ୍‌ ଫର୍‌ ଏ ଲାଇଫ-୨୦୨୪

ଭୁବନେଶ୍ୱର,୩୦।୩: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲ୍‌କୋ ମେଡିକାଲ ସେଣ୍ଟର (ବିଏମ୍‌ସି) ପକ୍ଷରୁ ଏକ ଦିନିକିଆ ଓ୍ବାକାଥନ୍‌ ‘ଓ୍ବାକ୍‌ ଫର୍‌ ଏ ଲାଇଫ-୨୦୨୪’ର ଆୟୋଜନ ମାର୍ଚ୍ଚ ୩୧ରେ ଛତିଶଗଡ଼ର ରାୟପୁରଠାରେ ଆୟୋଜିତ ହେବାକୁ ଯାଉଛି। ବିଶେଷକରି କର୍କଟ ସଚେତନତା ପାଇଁ…

ଟିଭିଏସ୍‌ ରୋନିନ୍‌ର ନୂତନ ଅଭିଯାନ

ଭୁବନେଶ୍ୱର,୩୦।୩: ଟିଭିଏସ୍‌ ମୋଟର କମ୍ପାନୀର ନୂତନ ଅଭିଯାନ ‘ଟେଷ୍ଟ-ରାଇଡ୍‌ କ୍ରିକେଟ ବା ଟିଆର୍‌ସି’ର ଶୁଭାରମ୍ଭ ନିକଟରେ ଘୋଷଣା ହୋଇଥିଲା। ଦେଶରେ କ୍ରିକେଟ ବିଶ୍ୱକପ୍‌ ଉତ୍ସାହକୁ ପାଳନ କରିବା ପାଇଁ ଟିଭିଏସ୍‌ ରୋନିନ୍‌-୨୦୨୩ କ୍ରିକେଟ ବିଶ୍ୱକପ୍‌ ସମୟରେ ଶୁବମନ ଗିଲ୍‌ଙ୍କ ଅଭିନୀତ ‘ମୁଭ୍‌…

ଏଚ୍‌ଏମ୍‌ଆଇଏଫ୍‌ର ‘ଆର୍ଟ ଫର୍‌ ହୋପ୍‌-ସିଜନ ୩’

ଭୁବନେଶ୍ୱର,୩୦।୩: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ର ସାମାଜିକ ପ୍ରତିଷ୍ଠାନ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଫାଉଣ୍ଡେଶନ(ଏଚ୍‌ଏମ୍‌ଆଇଏଫ୍‌)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଆର୍ଟ ଫର୍‌ ହୋପ୍‌-ସିଜନ୩’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଚ୍‌ଏମ୍‌ଆଇଏଫ୍‌ର ଏମ୍‌ଡି ତଥା ସିଇଓ ଉନ୍‌ ସୋ କିମ୍‌,ଇଣ୍ଡିଆନ କାଉନସିଲ…

ଗହମ କଳାବଜାର, ମୂଲ୍ୟବୃଦ୍ଧିରେ ଲାଗିବ ରୋକ୍‌

ଭୁବନେଶ୍ୱର,୩୦।୩(ଅନୁରାଧା ମହାରଣା): ଗହମର ମୂଲ୍ୟବୃଦ୍ଧି କିମ୍ବା କଳାବଜାର ରୋକିବା ପାଇଁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଗହମ ଷ୍ଟକ୍‌ ଘୋଷଣା କରିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ସରକାର ପୂର୍ବରୁ ଗହମ ଉପରେ ଏକ ଷ୍ଟକ୍‌ ସୀମା ଧାର୍ଯ୍ୟ କରିଥିଲେ।…

ଟିପିସିଓଡିଏଲ୍‌ ପାଳିଲା ଆର୍ଥ ଆଓ୍ବାର

ଭୁବନେଶ୍ୱର,୩୦।୩: ପ୍ରତିବର୍ଷ ଭଳି ଚଳିତ ମଧ୍ୟ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)ପକ୍ଷରୁ ନିକଟରେ ଆର୍ଥ ଆଓ୍ବାର ପାଳିତ ହୋଇଯାଇଛି। ବିଶେଷକରି ପରିବେଶ ଅବକ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଜରୁରୀ ପଦକ୍ଷେପର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?