ଫୁଲପୁର ଆସନରୁ ଲୋକ ସଭା ନିର୍ବାଚନ ଲଢି ପାରନ୍ତି ପଲ୍ଲବୀ ପଟେଲ!
ନୂଆଦିଲ୍ଲୀ,୧୦।୩: ପ୍ରୟାଗରାଜରେ ଆୟୋଜିତ କର୍ମୀ ସମ୍ମିଳନୀରେ ଏକ ବିରାଟ ଜନସମାଗମ କରି ଶକ୍ତି ପ୍ରଦର୍ଶନ କରି ଅପନା ଦଲ କମେରାୱାଡି ନେତା ତଥା ସମାଜବାଦୀ ପାର୍ଟିର ବିଧାୟକ ପଲ୍ଲବୀ ପଟେଲ ଫୁଲପୁର ଲୋକ ସଭା ଆସନରେ ନିଜର ଦାବି ରଖିଛନ୍ତି। ଆଶା…
ଦେଶର ବାଣିଜ୍ୟ ବୁଝାମଣାରେ ଏକ ବଡ଼ ସଫଳତା
ନୂଆଦିଲ୍ଲୀ,୧୦।୩:ଭାରତ ଏବଂ ଇଏଫ୍ଟିଏ(ୟୁରୋପିଆନ୍ ଫ୍ରି ଟ୍ରେଡ୍ ଆସୋସିଏଶନ) ମଧ୍ୟରେ ରବିବାର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଦେଶର ବାଣିଜ୍ୟ ବୁଝାମଣାରେ ଏହା ଏକ ବଡ଼ ସଫଳତା। ୪ ୟୁରୋପୀୟ ରାଷ୍ଟ୍ର ଗୋଷ୍ଠୀ ଇଏଫ୍ଟିଏ ସହ ଭାରତର ମୁକ୍ତ ବାଣିଜ୍ୟ ଚୁକ୍ତି…
ଟ୍ରକ ଧକ୍କାରେ ଚାଲିଗଲା ବାଇକ ଚାଳକଙ୍କ ଜୀବନ: ଜାତୀୟ ରାଜପଥ ଅବରୋଧ
ଗୋପାଳପୁର,୧୦/୦୩(ନବୀନ ରାଜ ଆଚାରୀ):୧୬ ନମ୍ବର ଜାତୀୟ ରାଜପଥ ଗୋଳନ୍ଥରା ଅଧିନସ୍ଥ କନିଷି ଗ୍ରାମ ଛକଠାରେ ଏକ ଟ୍ରକ ଯୁବକଙ୍କୁ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଯୁବକ ଜଣକ ହେଲେ ଦୁମୀଦୁମୀ ଗ୍ରାମ ଚିଣ୍ଟୁ ବାବୁ ବୋଲି ସୂଚନା ମିଳିଛି…
୪୦ ଫୁଟ ଗଭୀର ବୋରଓ୍ବେଲ୍ରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ
ନୂଆଦିଲ୍ଲୀ, ୧୦।୩: ଦିଲ୍ଲୀର କେଶୋପୁର ମଣ୍ଡି ନିକଟରେ ଥିବା ସ୍ଥାନୀୟ ଜଳବୋର୍ଡର ଏକ ୪୦ ଫୁଟ ଗଭୀର ବୋରଓ୍ବେଲରେ ପଡ଼ିି ରବିବାର ଜଣେ ଯୁବକ(୩୦)ଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ(ଏନ୍ଡିଆର୍ଏଫ୍) ଦ୍ୱାରା ଉକ୍ତ ଯୁବକଙ୍କ ମୃତଦେହକୁ ଜବତ…
ଇଣ୍ଡୋନେସିଆରେ ପ୍ରଳୟଙ୍କରୀ ବନ୍ୟା: ୧୯ ମୃତ
ଜାକର୍ତ୍ତା, ୧୦।୩: ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ପ୍ରଦେଶର ପେସିସିର ସେଲାତନ୍ ରେଜେନ୍ସିଠାରେ ଗତ କିଛି ଦିନ ଧରି ଲଗାତର ବର୍ଷା କାରଣରୁ ବନ୍ୟା ଓ ଭୂସ୍ଖଳନ ପରି ପ୍ରାକୃତିକ ବିପର୍ଯ୍ୟୟ ଘଟି ରବିବାର ସୁଦ୍ଧା ୧୯ ଜଣବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏବେ…
ପ୍ୟାରିସ ଅଲିମ୍ପିକ ରେସ୍ରୁ ବାଦ୍ ପଡିଲେ ବଜରଙ୍ଗ ପୁନିଆ
ନୂଆଦିଲ୍ଲୀ,୧୦।୩: ପ୍ୟାରିସ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟରୁ ଭାରତୀୟ ରେସଲର ବଜରଙ୍ଗ ପୁନିଆ ଏବଂ ରବି ଦାହିଆ ବାଦ୍ ପଡିଛନ୍ତି। ଉଭୟ ଜାତୀୟ ଦଳ ଚୟନ କୁସ୍ତି ଟ୍ରାଏଲ୍ସରେ ହାରିଯାଇଛନ୍ତି। ପୂର୍ବତନ ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ର ସଭାପତି ବ୍ରିଜ…
ଗୋଟିଏ ରାତିରେ ୫୭ ଚାରିଚାକିଆ ,୭ ଦୁଇ ଚକିଆ ଯାନ ଜବତ
ଭୁବନେଶ୍ୱର,୧୦।୩ (ସୂର୍ଯ୍ୟକାନ୍ତ ବେହେରା) : ସେଫ ସିଟି ଡ୍ରାଇଭ ଅଭିଯାନ କ୍ରମରେ ଭୁବନେଶର ସହରାଞ୍ଚଳ ପୋଲିସ ଜିଲା ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ ମଦ୍ୟପାନ କରି ଗାଡି ଚାଳନା ବିରୋଧରେ ଧରପଗଡ ଅଭିଯାନ କଡାକଡି କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।…
ଡିଏମକେକୁ ନୂଆ ନାମ ଦେଲା ଭାଜପା
ନୂଆଦିଲ୍ଲୀ,୧୦।୩: ୨୦୦୦କୋଟି ଟଙ୍କା ମୂଲ୍ୟର ଆନ୍ତର୍ଜାତୀୟ ଡ୍ରଗ୍ସ ରାକେଟ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଦିଲ୍ଲୀ ପୋଲିସ ପୂର୍ବତନ ଦ୍ରାବିଡା ମୁନ୍ନେତ୍ରା କଷଗାମ (ଡିଏମକେ) ର ପୂର୍ବତନ ଅଧିକାରୀ ଜାଫର ସାଦିକଙ୍କୁ ଗିରଫ କରିଛି। ଜାଫର ଜଣେ ତାମିଲ…
ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ
ରାୟଗଡ଼ା,୧୦।୩ (ଆଶିଷ ରଞ୍ଜନ ପଣ୍ଡା)- ଆନ୍ଧ୍ରପ୍ରଦେଶ କୋତାବାଲସା ରେଳ ଷ୍ଟେଶନ ନିକଟରେ ରବିବାର ସା ପ୍ରାୟ ୭ଟାରେ ଏକ ପାସେଞ୍ଜର ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିଶାଖାପାଟଣା- ଭବାନୀପାଟଣା ପାସେଞ୍ଜର ଟ୍ରେନ୍ର ଇଞ୍ଜିନ ସହିତ ୨ଟି ବଗି ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣାରେ ଜଣେ…
ରାଜ୍ୟରେ ବଢିବ ତାତି: ୪ ଦିନରେ ୪୦ଡିଗ୍ରୀ ଛୁଇଁବ ତାପମାତ୍ରା
ଭୁବନେଶ୍ୱର,୧୦।୩(ଅନୁରାଧା ମହାରଣା)- ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ଆଭ୍ୟନ୍ତରୀଣ ଜିଲା ଗୁଡିକରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲେ ମଧ୍ୟ ଅନ୍ୟ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ରବିବାର ବୌଦ୍ଧରେ ସର୍ବାଧିକ ୩୭.୨ ଡିଗ୍ରୀ…
ଅଡୁଆରେ ଉଦୟନିଧି, ଡ୍ରଗ୍ସ ସ୍ମଗଲିଂ ମାମଲାରେ ଇଡି ଦାଖଲ କଲା ମନି ଲଣ୍ଡରିଂ କେସ
ନୂଆଦିଲ୍ଲୀ,୧୦।୩: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ମନ୍ତ୍ରୀ ପୁଅ ଉଦୟନିଧିଙ୍କ ସମସ୍ୟା ବୃଦ୍ଧି ପାଇଛି। ବର୍ତ୍ତମାନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଡ୍ରଗ୍ସ ଚୋରା ଚାଲାଣ ମାମଲାରେ ଟଙ୍କା ହେରଫେର ବା ମନି ଲଣ୍ଡରିଂ ମାମଲା ରୁଜୁ କରିଛି। କେନ୍ଦ୍ରୀୟ ଏଜେନ୍ସି…
ପରମାଣୁ ଆକ୍ରମଣ କରିବାକୁ ଯୋଜନା କରୁଥିଲା ରୁଷିଆ, ମୋଦିଙ୍କ ହସ୍ତକ୍ଷେପ ପରେ ପ୍ଲାନ ବଦଳାଇଲେ ପୁଟିନ
ମସ୍କୋ/ନୂଆଦିଲ୍ଲୀ,୧୦।୩: ୨୦୨୨ରେ ରୁଷିଆ-ୟୁକ୍ରେନ ବିବାଦ ବା ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା କ୍ୱିଭରେ ମସ୍କୋ ଦ୍ୱାରା ଆଣବିକ ଆକ୍ରମଣର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିଲା। ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ, ଦୁଇଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଉଦ୍ଧେଶ୍ୟରେ…
Archives


