Home

ଥଣ୍ଡା ରୋଗୀଙ୍କୁ ଦେଇଦେଲେ କୁକୁରକାମୁଡ଼ା ଇଞ୍ଜେକ୍ସନ, ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ଭଦ୍ରକ,୪ା୪(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି। ହାତ ଗୋଡ଼ ବିନ୍ଧା ହେଉଥିବାରୁ ଡାକ୍ତରଖାନା ଆସିଥିଲେ ଜଣେ ରୋଗୀ। ତାଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦିଆଯାଇଥିବାରୁ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାନୁଯାୟୀ,…

‘ହାତ’ ଛାଡିବାର ମାତ୍ର କିଛି ଘଣ୍ଟା ପରେ ‘ପଦ୍ମ’ ଧରିଲେ ଗୌରବ

ନୂଆଦିଲ୍ଲୀ,୪।୪: କଂଗ୍ରେସର ପୂର୍ବତନ ନେତା ଗୌରବ ବହ୍ଲଭ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସେ ଗୁରୁବାର ସକାଳେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିକଟକୁ ପଠାଯାଇଥିବା ତାଙ୍କ ଇସ୍ତଫା ପତ୍ରର ଏକ ଫଟୋ ସୋସିଆଲ…

ଏହି ରାଜନେତାଙ୍କୁ ନିଜ ସାନ ଭାଇ କହିଲେ ପ୍ରଧାନମନ୍ତ୍ରୀ ମୋଦି

ପାଟନା,୪।୪: ଲୋକ ସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ଭୋଟ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିହାରର ଜାମୋଇରେ ପହଞ୍ଚିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ଚିରାଗ ପାସୱାନଙ୍କୁ ତାଙ୍କ ସାନ ଭାଇ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…

ନିର୍ବାଚନ ପୂର୍ବରୁ ନବନୀତଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୪।୪: ନକଲି କାଷ୍ଟ ସାର୍ଟିଫିକେଟ ମାମଲାରେ ଅମରାବତୀର ସ୍ବାଧୀନ ଏମ୍‌ପି ନବନୀତ କୌର ରାଣାଙ୍କୁ ଗୁରୁବାର ସୁପ୍ରିମକୋର୍ଟ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଏହି ମାମଲାରେ ବମ୍ବେ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ନବନୀତ ଏସସି ସାର୍ଟିଫିକେଟ ହାଇକୋର୍ଟ ଦ୍ୱାରା…

ପଦ୍ମପୁର ଆସନକୁ ଝୁଲାଇ ରଖିଛି ବିଜେଡି, ବଢୁଛି କଳ୍ପନାଜଳ୍ପନା

ବରଗଡ଼,୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ୫ଟି ବିଧାନସଭା ଆସନରୁ ଅତାବିରା, ବରଗଡ଼, ବିଜେପୁର ଏବଂ ଭଟଲି ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଛି। ହେଲେ ପଦ୍ମପୁର ଆସନକୁ ବିଜେଡି ଏପର୍ଯ୍ୟନ୍ତ ଝୁଲାଇ ରଖିଛି। ଏହାକୁ ନେଇ ଆଶାୟୀମାନେ…

କେଜ୍‌ରିଓ୍ବାଲ୍‌ଙ୍କ ଗିରଫକୁ ନେଇ ପୁଣି ବିଷ ଓଗାଳିଲା ଆମେରିକା

ନୂଆଦିଲ୍ଲୀ,୪।୪: ପୁଣିଥରେ ଆମେରିକାର ଗୁରୁପତଓ୍ବନ୍ତ ସିଂ ପନ୍ନୁ ଏବଂ ଦିଲ୍ଲୀର ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲଙ୍କ ସମ୍ପର୍କରେ ଏକ ବିବୃତ୍ତି ଆସିଛି। ଆମେରିକା ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି, ଏହି ଦୁଇ ଜଣଙ୍କ ମାମଲାରେ ସେ ଭାରତ ସରକାରଙ୍କ ପୁଙ୍ଖାନୁପୁଙ୍ଖ…

ବିଜେଡି ଛାଡ଼ିଲେ ରାମଚନ୍ଦ୍ର ପଣ୍ଡା

ଭୁବନେଶ୍ୱର,୪ା୪: ଗୁରୁବାର ବିଜେଡି ଛାଡ଼ିଛନ୍ତି ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ରାମଚନ୍ଦ୍ର ଜଣେ ଦକ୍ଷ ରାଜନୀତିଜ୍ଞ। ସେ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ଥରେ…

ପୁଣି ଖାରଜ ହେଲା କେଜ୍‌ରିଓ୍ବାଲଙ୍କ ଆବେଦନ

ନୂଆଦିଲ୍ଲୀ,୪ା୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଏହି ପଦରୁ ହଟାଇବା ପାଇଁ ଦାଖଲ ହୋଇଥିବା ଦ୍ୱିତୀୟ ଆବେଦନକୁ ମଧ୍ୟ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ କୋର୍ଟ କହିଛନ୍ତି ଯେ, ବେଳେବେଳେ ବ୍ୟକ୍ତିଗତ ସ୍ବାର୍ଥ ଜାତୀୟ ସ୍ବାର୍ଥ ଅଧୀନରେ ରହିବା ଆବଶ୍ୟକ।…

କେଜରିଓ୍ବାଲଙ୍କୁ ନେଇ ବଡ଼ ରାୟ ଦେଲେ କୋର୍ଟ

ନୂଆଦିଲ୍ଲୀ,୪।୪: ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପଦରୁ ହଟେଇବା ପାଇଁ କରାଯାଇଥିବା ଆବେଦନ ଖାରଜ। ଆଜି ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି। ଅବକାରୀ ଦୁର୍ନୀତି ମାମଲାରେ କେଜରିୱାଲ ଗିରଫ ହୋଇଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ…

ଶାଢି ପିନ୍ଧିଲେ ହୋଇପାରେ କ୍ୟାନସର୍‌, ଜାଣନ୍ତୁ ଏହାର ଲକ୍ଷଣ

ଶାଢି ଭାରତୀୟ ସଂସ୍କୃତି ସହିତ ଜଡିତ। ଏଠାରେ ଥିବା ମହିଳାମାନେ ଯେକୌଣସି ପ୍ରକାରର ପାର୍ଟି, ପର୍ବ, ପୂଜାରେ ଶାଢି ପିନ୍ଧନ୍ତି। ଶାଢି କେବଳ ପାରମ୍ପରିକ ଢଙ୍ଗରେ ନୁହେଁ,ବିଭିନ୍ନ ଶୈଳୀରେ ମଧ୍ୟ ପିନ୍ଧାଯାଏ। କିନ୍ତୁ ଏବେ ଶାଢି ପିନ୍ଧୁଥିବା ମହିଳାଙ୍କ ପାଇଁ ଏକ…

ମୁଖ୍ୟ ବିଚାରପତିଙ୍କ ସାମ୍ନାରେ ଛୁରୀରେ ବେକ କାଟି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ବେଙ୍ଗାଲୁରୁ,୪।୪: ମାମଲା ଶୁଣାଣି ହେଉଥିବା ସମୟରେ କୋର୍ଟରୁମ୍‌ରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ବ୍ୟକ୍ତି। ଏପରି ମାମଲା ପୁଣି ମୁଖ୍ୟ ବିଚାରପତିଙ୍କ ସାମ୍ନାରେ ହୋଇଥିବା ସୂଚନା ମିଳିଛି। ଘଟଣା ହେଉଛି, କର୍ନାଟକ ହାଇକୋର୍ଟରେ ମୁଖ୍ୟ ବିଚାରପତି ବିପିନଚନ୍ଦ୍ର ଅଞ୍ଜାରିଆ ଏକ ମାମଲାର…

ପାଣିଟାଙ୍କିରୁ ମିଳିଲା ୩୦ ମାଙ୍କଡ଼ଙ୍କ ମୃତଦେହ: ମେଡିକାଲରେ ୨୦୦ ପରିବାର ଭର୍ତ୍ତି

ହାଇଦ୍ରାବାଦ୍‌,୪।୪: ତେଲେଙ୍ଗାନାର ନାଲଗୋଣ୍ଡା ଜିଲା ନନ୍ଦିକୋଣ୍ଡା ମ୍ୟୁନିସିପାଲିଟି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ପିଇବା ପାଣି ଟାଙ୍କିରୁ ୩୦ଟି ମାଙ୍କଡ଼ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି। ମାଙ୍ଗଡ ମୃତଦେହ ଥିବା ପଚାସଢା ପାଣିକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri