ନାମାଙ୍କନ ପତ୍ର ଦାଖଲ ପରେ ଏମିତି ପ୍ରତିଶ୍ରୁତି ଦେଲେ ହେମାମାଳିନୀ
ଲକ୍ଷ୍ନୌ,୪।୪: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଏବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ କିଛି ଦିନ ବାକି ଅଛି। ଏ ସମ୍ପର୍କରେ ଗୁରୁବାର ଭାଜପା ପ୍ରାର୍ଥୀ ହେମାମାଳିନୀି ମଥୁରା ଲୋକ ସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ…
ଭଗତ ସିଂ-ଆମ୍ବେଡକରଙ୍କ ମଝିରେ ଲାଗିଛି ଫଟୋ, ସୁନୀତା ପଢ଼ିଲେ ଜେଲ୍ରୁ କେଜ୍ରିଓ୍ବାଲ ପଠାଇଥିବା ବାର୍ତ୍ତା
ନୂଆଦିଲ୍ଲୀ,୪।୪: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ ଜେଲରେ ଅଛନ୍ତି, କିନ୍ତୁ ଜେଲରୁ ପତ୍ନୀ ସୁନୀତାଙ୍କ ମାଧ୍ୟମରେ ଜନସାଧାରଣ ଏବଂ ଆମ ଆଦମୀ ପାର୍ଟି ବିଧାୟକଙ୍କ ନିକଟରେ ବାର୍ତ୍ତା ପହଞ୍ଚାଉଛନ୍ତି। ଗୁରୁବାର ଅର୍ଥାତ ୪ ଏପ୍ରିଲରେ ସୁନୀତା ଏକ…
ଦୁର୍ଘଟଣା ପରେ ପୋଡ଼ାଜଳା: ପୋଲିସ-ଜନତା ମୁହାଁମୁହିଁ
କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଅଁରା-ଫୁଲଝର ରାସ୍ତା ନିକଟରେ ପ୍ଲାଣ୍ଟ ରାସ୍ତାରେ ବୁଧବାର ରାତିରେ ଏକ ହାଇଓ୍ବା (ଓଡି ୦୯ଜେଡ୍/ ୧୯୦୮)ଧକ୍କାରେ ସ୍ଥାନୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ସନ୍ତୋଷ ଦେହୁରୀ ଓ ଘର ବିନିନ୍ଦା…
ଦିଲ୍ଲୀ ପ୍ରତି ହୋଇଛି ବଡ଼ ଅନ୍ୟାୟ? ପ୍ରଶ୍ନ ଉଠାଇଲେ ପନ୍ତ
ବିଶାଖାପାଟଣା,୪।୪: ବୋଲର୍ଙ୍କୁ ପ୍ରହାର, ଫ୍ଲପ୍ ବ୍ୟାଟିଂ ଏବଂ ୧୦୬ ରନ୍ର ପରାଜୟ…ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଚତୁର୍ଥ ମ୍ୟାଚ୍ ବହୁତ ଖରାପ ଥିଲା। କୋଲକାତା ନାଇଟ ରାଇଡର୍ସ ଏକତରଫା ଭାବେ ଦିଲ୍ଲୀକୁ ହରାଇଥିଲା। ଏହି ପରାଜୟ ପରେ ଦିଲ୍ଲୀ ଅଧିନାୟକ ପନ୍ତ ଏବଂ…
କଂଗ୍ରେସ ଫିକ୍ସ କଲା ପ୍ରାର୍ଥୀ ତାଲିକା; ବାଲେଶ୍ୱରରୁ ଶ୍ରୀକାନ୍ତ, ପୁରୀରେ ନୂଆ ମୁହଁ!
ଭୁବନେଶ୍ୱର,୪।୪: ମୁଣ୍ଡ ଉପରେ ନିର୍ବାଚନ। ରାଜ୍ୟରେ ବଢୁଥିବା ତାପମାତ୍ରର ପରି ରାଜ୍ୟ ରାଜନୀତି ମଧ୍ୟ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ବିଜେଡି ଓ ଭାଜପାର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ ମଧ୍ୟ ୪୯ ବିଧାନସଭା ଓ ୮ ଲୋକ ସଭା…
ପତ୍ନୀଙ୍କଠାରୁ ଅଲଗା ହେଲେ ସେଲିବ୍ରିଟି ସେଫ୍ କୁନାଲ କପୁର
ନୂଆଦିଲ୍ଲୀ,୪।୪: ବିବାହର ୧୬ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହୋଇଛନ୍ତି ସେଲିବ୍ରିଟି ସେଫ୍ କୁନାଲ କପୁର। ୨୦୦୮ରେ ସେ ଏକତା କପୁରଙ୍କୁ ବିବାହ କରିଥିଲେ। ବିବାହର ୪ ବର୍ଷ ପରେ ଦୁହେଁ ପୁତ୍ର ସନ୍ତାନର ପିତାମାତା ହୋଇଥିଲେ। ହେଲେ ସେମାନଙ୍କ ମଧ୍ୟରେ…
ମରିବା ପର୍ଯ୍ୟନ୍ତ କଂଗ୍ରେସରେ ରହିବି: ସୁର
ଭୁବନେଶ୍ୱର,୪ା୪: କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ସୋ-କଜ୍ର ଉତ୍ତର ରଖିଛନ୍ତି। ଗୁରୁବାର ସେ କଂଗ୍ରେସ ଭବନ ଯାଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟରେ ଏହାର ଉତ୍ତର ରଖିଛନ୍ତି। ସେ କହିଛନ୍ତି, ମୁଁ ପୁଅ ପାଇଁ କୌଣସି ସଭାସମିତିରେ ଭୋଟ୍…
କଂଗ୍ରେସରୁ ଇସ୍ତଫା ଦେଲେ ବାପି ସର୍ଖେଲ
ଭୁବନେଶ୍ୱର,୪ା୪: ଗୁରୁବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପାରାଦୀପର ବାପି ସର୍ଖେଲ। ପିସିସି ସଭାପତିଙ୍କ ନିକଟକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି। କିଛିଦିନ ତଳେ ବାପିଙ୍କ ସ୍ତ୍ରୀ ମନିଦୀପା କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ବେଳେ ଆଜି ବାପି କଂଗ୍ରେସ ଛାଡ଼ିଛନ୍ତି। ଯାହାକୁ…
ଜେଲ୍ରେ ଏସବୁ କାମ କରୁଛନ୍ତି କେଜ୍ରିଓ୍ବାଲ୍
ନୂଆଦିଲ୍ଲୀ,୪।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଏବେ ତିହାର ଜେଲରେ ଅଛନ୍ତି। ସେ ଜେଲ୍ରେ ରହି ଧ୍ୟାନ, ବହି ପଢିବା ଏବଂ ଯୋଗ କରିବାରେ ଅତିବାହିତ କରୁଛନ୍ତି। ଜେଲ ସୂତ୍ର ଗୁରୁବାର ଏହି ସୂଚନା…
ନିର୍ବାଚନ ଲଢିବେ ସିଦ୍ଧୁ ମୁସଓ୍ବୋଲାଙ୍କ ବାପା, ମିଳିଲା ଏହି ଦଳର ଟିକେଟ୍
ନୂଆଦିଲ୍ଲୀ,୪।୪: ବହୁ ଲୋକପ୍ରିୟ ପଞ୍ଜାବ ଗାୟକ ସିଦ୍ଧୁ ମୁସଓ୍ବୋଲାଙ୍କ ବାପା ଏବେ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଚର୍ଚ୍ଚା ହେଉଛି କି, କଂଗ୍ରେସ ତାଙ୍କୁ ଟିକଟେ୍ ଦେଇଛି। ଏହାପୂର୍ବରୁ ମୁସଓ୍ବୋଲାଙ୍କ ବାପା ବଲକୌର ସିଂହ ନିର୍ବାଚନ ଲଢିବା ନେଇ ଚର୍ଚ୍ଚାରେ ଥିଲେ। ତେବେ…
ଥଣ୍ଡା ରୋଗୀଙ୍କୁ ଦେଇଦେଲେ କୁକୁରକାମୁଡ଼ା ଇଞ୍ଜେକ୍ସନ, ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା
ଭଦ୍ରକ,୪ା୪(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି। ହାତ ଗୋଡ଼ ବିନ୍ଧା ହେଉଥିବାରୁ ଡାକ୍ତରଖାନା ଆସିଥିଲେ ଜଣେ ରୋଗୀ। ତାଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦିଆଯାଇଥିବାରୁ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାନୁଯାୟୀ,…
‘ହାତ’ ଛାଡିବାର ମାତ୍ର କିଛି ଘଣ୍ଟା ପରେ ‘ପଦ୍ମ’ ଧରିଲେ ଗୌରବ
ନୂଆଦିଲ୍ଲୀ,୪।୪: କଂଗ୍ରେସର ପୂର୍ବତନ ନେତା ଗୌରବ ବହ୍ଲଭ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସେ ଗୁରୁବାର ସକାଳେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିକଟକୁ ପଠାଯାଇଥିବା ତାଙ୍କ ଇସ୍ତଫା ପତ୍ରର ଏକ ଫଟୋ ସୋସିଆଲ…
Archives


