ବୁଥ୍ ବାହାରେ ଭାଜପା ବିଧାୟକ ପ୍ରାର୍ଥୀଙ୍କୁ ମାଡ଼: ଧସ୍ତାଧସ୍ତି ବେଳର ଭିଡିଓ ଭାଇରାଲ
ଝରିଗାଁ,୧୩।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ): ଅବାଧ, ମୁକ୍ତ, ନିରପେକ୍ଷ ଏବଂ ସୁରକ୍ଷାର ସହ ମତଦାନ ସବ୍ୟସ୍ତ କରିବା ପାଇଁ ସମସ୍ତ ବ୍ୟବସ୍ଥା ଚାଲିଛି। ଝରିଗାଁ ବ୍ଲକ ବାଣୁଆଗୁଡା ପଞ୍ଚାୟତ ଅନ୍ତର୍ଗତ ଦେଉଳକୋଣା (ବୁଥ ନମ୍ବର ୨୦୪) ବୁଥରେ ମତଦାନ ଚାଲିଥିବାବେଳେ ଅପରାହ୍ନ…
‘ହେଡଲାଇନ ପଛରେ ଦୌଡନ୍ତୁ ନାହିଁ, ଖବରକୁ ଯାଞ୍ଚ କରୁନ୍ତୁ,’ ରୁଷିଆ ଆକ୍ରମଣ ମଧ୍ୟରେ ଅନୁରୋଧ କଲେ ଜେଲନସ୍କି
କ୍ୱିଭ,୧୩।୫: ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କି ଏକ ଭିଡିଓ ରିଲିଜ କରି ରୁଷିଆ ଆକ୍ରମଣର ଜବାବ ଦେଇଛନ୍ତି। ସେ ଏହି ଭିଡିଓରେ କହିଛନ୍ତି, ଆଜି ମୁଖ୍ୟ ପ୍ରସଙ୍ଗ ହେଉଛି ରୁଷିଆର କାର୍ଯ୍ୟକଳାପ ଉପରେ ଆମର ପ୍ରତିକ୍ରିୟା। ଦିନସାରା ମୁଖ୍ୟ କମାଣ୍ଡର, ଗୁପ୍ତଚର ବିଭାଗ…
୧୫ରେ ବଲାଙ୍ଗୀର ଆସିବେ ରାହୁଲ ଗାନ୍ଧୀ:ଶେଷ ପର୍ଯ୍ୟାୟରେ ପସ୍ତୁତି
ବଲାଙ୍ଗୀର, ୧୩।୫ (ସୁନୀଲ କୁମାର ମହାନ୍ତି): ଆସନ୍ତା ୧୫, ବୁଧବାର କଂଗ୍ରେସର ଲୋକପ୍ରିୟ ନେତା ରାହୁଲ ଗାନ୍ଧି ବଲାଙ୍ଗୀର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଦିନ ୧୧ଟାରେ ହେଲିକପ୍ଟର ଯୋଗେ ସେ ବଲାଙ୍ଗୀର ମନୋହରପୁର ପଡ଼ିଆରେ ପହଞ୍ଚିବେ। ସେଠାରୁ ଏକ…
ଓଡ଼ିଶା ଆସିବେ ରାହୁଲ-ଖାର୍ଗେ, ଭୁବନେଶ୍ବରରେ କରିବେ ପ୍ରେସମିଟ୍
ଭୁବନେଶ୍ୱର,୧୩।୫: ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ। ୧୫ ତାରିଖରେ ରାହୁଲ ବଲାଙ୍ଗୀରରେ ସଭା କରିବାର କାର୍ଯ୍ୟକ୍ରମ ଥିବା ବେଳେ ୧୬ ତାରିଖରେ କନ୍ଧମାଳରେ ସଭାରେ ଯୋଗଦେବେ ଖାର୍ଗେ। ଏନେଇ ଓଡ଼ିଶା…
ଖୁବ ଶୀଘ୍ର ବିବାହ କରିବେ ରାହୁଲ
ରାଏବରେଲି,୧୩।୫: ରାଏବରେଲି ଲୋକ ସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଏବରେଲିରେ ପହଞ୍ଚିଛନ୍ତି। ଏହି ସମୟରେ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଏବରେଲିରେ ଏକ ରାଲି କରିଥିଲେ। ତାଙ୍କ…
‘ମନ୍ଦିରରେ ବିରାଜିବେ ମାହି…,’ ଧୋନିଙ୍କୁ ଭଗବାନ କରିଦେଲେ ପୂର୍ବତନ କ୍ରିକେଟର
ନୂଆଦିଲ୍ଲୀ,୧୩।୫: ଆଇପିଏଲ ୨୦୨୪ ର ୬୧ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ରାଜସ୍ଥାନ ରୟାଲ୍ସର ସମ୍ମୁଖୀନ ହୋଇଥିଲା। ଚେନ୍ନାଇ ଏହି ମ୍ୟାଚରେ ରାଜସ୍ଥାନକୁ ପରାସ୍ତ କରିଛି। ଯାହା ପରେ ଚେନ୍ନାଇ ପାଇଁ ପ୍ଲେ ଅଫ ପାଇଁ ରାସ୍ତା ସହଜ ହୋଇଯାଇଛି ।…
ରାଏବରେଲିରୁ କାହିଁକି ନିର୍ବାଚନ ଲଢୁଛନ୍ତି ରାହୁଲ, ନିଜେ କହିଲେ କାରଣ
ନୂଆଦିଲ୍ଲୀ,୧୩।୫: ସୋମବାର ରାଏବରେଲିରୁ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ ପ୍ରକାଶ କରିଛନ୍ତି ଯେ ସେ କାହିଁକି ଆମେଥିରୁ ନୁହେଁ ବରଂ ରାଏବରେଲିରୁ ନିର୍ବାଚନ ଲଢୁଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ କଂଗ୍ରେସ କୋଟି କୋଟି ଲୋକଙ୍କୁ କୋଟିପତି କରିବ। ୧ ତାରିଖରେ…
ରେଳଲାଇନ୍ରୁ ମିଳିଲା ଏବିଡିଓଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ
କେନ୍ଦୁଝର,୧୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ହରିଚନ୍ଦନପୁର ବ୍ଲକର ଏବିଡିଓ ବିଧୂଭୂଷଣ ଜେନାଙ୍କ କ୍ଷତବିକ୍ଷତ ମୃତ ହରିଚନ୍ଦନପୁର ନିକଟ ରେଳ ଲାଇନରୁ ରେଳବାଇ ପୋଲିସ ଉଦ୍ଧାର କରିଛି। ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନାହିଁ। ରେଳବାଇ ପୋଲିସ ମୃତଦେହ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ…
ବିଲୁପ୍ତି ପଥେ କାଳବୈଶାଖୀ
ଖରାଦିନର ଏକ ଉତ୍ତପ୍ତ ଅପରାହ୍ନ। ଧୁ ଧୁ ମୁଣ୍ଡଫଟା ଖରା, ପ୍ରବଳ ଗରମ, ଗୁଳୁଗୁଳି ଓ ଝାଞ୍ଜି ପବନରେ ଅତିଷ୍ଠ ସାଧାରଣ ଜନଜୀବନ। ପିଲାମାନେ ଯାଇଥାନ୍ତି ଆମ୍ବତୋଟାକୁ ଆମ୍ବ ଖାଇବାକୁ। ହଠାତ୍ ପବନ ସୁ ସୁ ବହିବାକୁ ଆରମ୍ଭ କରେ। ଚାରିଆଡ଼…
ପାକିସ୍ତାନ ଚୁଡ଼ି ପିନ୍ଧିନାହିଁ ଯଦି ପିନ୍ଧାଇଦେବା: ମୋଦି
ମୁଜାଫରନଗର,୧୩।୫: ବିହାରର ମୁଜାଫରପୁରରେ ଏକ ସାଧାରଣ ସଭାରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତା ମଣି ଶଙ୍କର ଆୟାରଙ୍କ ପାକ ସମର୍ଥକ ବିବୃତ୍ତି ଉପରେ ଆକ୍ରମଣ କରି ଏହାର ଉତ୍ତର ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯଦି ପାକିସ୍ତାନ ଚୁଡ଼ିା ପିନ୍ଧୁନାହିଁ…
ଯନ୍ତ୍ରଣାର ଉତ୍ସ ଭାରିକୋଜ୍ ଭେନ୍
ଯନ୍ତ୍ରଣା ଭରା ଅବସ୍ଥାରେ ଭାରିକୋଜ୍ ଭେନ୍କୁ ଠାବ କରାଯାଇଥାଏ। ଏହି ଭେନ୍ ପ୍ରାୟତଃ ସମସ୍ତଙ୍କ ପାଖେ ଦେଖାଯାଇ ନ ଥାଏ। ଏପରି ଭେନ୍ ସାଧାରଣ ଭେନ୍ ଭାବେ ଚର୍ମ ନିକଟରେ ଥାଏ ଅଧିକନ୍ତୁ ବାହ୍ୟ ପାର୍ଶ୍ୱକୁ ରହି ଫୁଲିବା ଦ୍ୱାରା ଭାରିକୋଜ୍…
୩୫ ନଂ ଜୋନ୍ରେ ନିର୍ବାଚନୀ ପ୍ରଚାର ଜୋର୍ଦାର
ହାଟଡିହୀ,୧୩ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ନିର୍ବାଚନୀ ପ୍ରଚାରକୁ ଜୋର୍ଦାର ଚାଲିଛି। ସୋମବାର ହାଟଡିହୀ ବ୍ଲକର ୩୫ନଂ ଜୋନ୍ରେ ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ପ୍ରଚାର କରିଛନ୍ତ। ଜୋନ୍ ଅଧୀନ ହାଟଡିହୀ,ପନ୍ଦାଡୋ,ମରୈଗାଁ, ଜମ୍ଭୀରା, ଶଢ଼ା, ଢେଙ୍କା, ଶାସଙ୍ଗ…

