Home

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୩.୨୮% ମତଦାନ

ଭୁବନେଶ୍ୱର,୧୩ା୫: ରାଜ୍ୟରେ ସୋମବାର ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଚାଲିଛି। ତେବେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୩.୨୮% ମତଦାନ ହୋଇଥିବା ନିର୍ବାଚନ କମିଶନ ଆପ୍‌ରୁ ଜଣାପଡ଼ିଛି। ସେହିପରି। ମୋହନାରେ ୨୧.୪୭% ମତଦାନ ହୋଇଥିବା ବେଳେ ନବରଙ୍ଗପୁରରେ ୨୧.୫୦%, ନର୍ଲା ୨୬.୪୬%, ନୂଆପଡ଼ା…

୧ ସେକେଣ୍ଡରେ ୫ ଏଚ୍‌ଡି ଫିଲ୍ମ ଡାଉନ୍‌ଲୋଡ! ବିଶ୍ୱର ପ୍ରଥମ ୬ଜି ଡିଭାଇସ୍‌ ଆଣିଲା ଏହି ଦେଶ

ଟୋକିଓ,୧୩।୫: ଟେକ୍ନୋଲୋଜି କ୍ଷେତ୍ରରେ ଜାପାନ ସର୍ବଦା ଆଗରେ ରହିଥାଏ। ଦୁନିଆର ଅନେକ ସ୍ଥାନ ଅଛି, ଯେଉଁଠାରେ ୫ଜି ଧୀରେ ଧୀରେ ପହଞ୍ଚୁଛି। କିନ୍ତୁ ଜାପାନ ନିକଟରେ ବିଶ୍ୱର ପ୍ରଥମ ହାଇ ସ୍ପିଡ ୬ଜି ପ୍ରୋଟୋଟାଇପ ଡିଭାଇସ ଆଣିଛି। ଏହି ଡିଭାଇସ ବିଷୟରେ…

ଚଳିତ ବର୍ଷ ଦେଶରେ ହେବ ଅଧିକ ବର୍ଷା, ଅଧିକ ଶୀତ

ନୂଆଦିଲ୍ଲୀ,୧୩।୫: ଚଳିତ ବର୍ଷ ଦେଶରେ ମୌସୁମୀ ସାଧାରଣ ଅପେକ୍ଷା ବହୁତ ଭଲ ହେବାକୁ ଯାଉଛି। ପ୍ରଶାନ୍ତ ମହାସାଗରରେ ଖୁବ ଶୀଘ୍ର ଲା ନୀନାର ପ୍ରଭାବ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜୁନଠାରୁ ଆରମ୍ଭ ହୋଇଥିବା ମୌସୁମୀରେ ହାରାହାରି…

ଅନୁଗୋଳ ଆସିବେ ମୋଦି

ଅନୁଗୋଳ,୧୩।୫(ଅମିତ କୁମାର ସାମଲ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦ ତାରିଖରେ ଅନୁଗୋଳ ଆସି ଭାଜପାର ନିର୍ବାଚନୀ ସଭାରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବା ପରେ ଜିଲା ଭାଜପା ଶିବିରରେ ଭରପୂର ଉତ୍ସାହ ଦେଖାଦେଇଛି। ଏହି ସଭାରେ ଅନୁଗୋଳ ଭାଜପା…

ଆଜି ଅନୁଗୋଳରେ ପାଣ୍ଡିଆନଙ୍କ ରୋଡ୍‌ ଶୋ

ଅନୁଗୋଳ,୧୩ା୫(ଅମିତ କୁମାର ସାମଲ): ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୋମବାର ଅନୁଗୋଳ ଜିଲାରେ ଦଳୀୟ ନିର୍ବାଚନ ପ୍ରଚାରର ମଙ୍ଗ ଧରିବେ। ଅପରାହ୍ନ ସାଢ଼େ ୩ଟାରେ ସେ ପାଲଲହଡ଼ା ନିର୍ବାଚନମଣ୍ଡଳୀରେ ପହଞ୍ଚି ସାଧାରଣ ସଭାରେ ଯୋଗଦେବେ। ପରେ ତାଳଚେରରେ…

ଅବସର ନେବେ ଚନ୍ଦ୍ରଚୂଡ଼, ଜାଣନ୍ତୁ କିଏ ହେବେ ପରବର୍ତ୍ତୀ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୧୩ା୫: ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଆସନ୍ତା ନଭେମ୍ବର ୧୦ରେ ତାଙ୍କ ପଦରୁ ଅବସର ନେବେ। ସେ ୯ ନଭେମ୍ବର ୨୦୨୨ରେ ଭାରତର ୫୦ତମ ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୨ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ…

ମୁଣ୍ଡରେ ପଗଡ଼ି ଭିଡି ଖାଦ୍ୟ ପରଷିଲେ ପ୍ରଧାନମନ୍ତ୍ରୀ ମୋଦି

ପାଟନା,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବିହାର ଗସ୍ତର ଦ୍ୱିତୀୟ ଦିନରେ ପାଟନା ସହରର ତାଖ ଶ୍ରୀ ହରମାନନ୍ଦ ସାହି ଗୁରୁଦ୍ୱାରରେ ପହଞ୍ଚିଛନ୍ତି। ଏଠାରେ ମଥା ଟେକିଥିଲେ। ମୁଣ୍ଡ ନୁଆଁଇ ପ୍ରାର୍ଥନା କରିଥିଲେ ଲଙ୍ଗର ମଧ୍ୟ ଖାଇଲେ। କେବଳ ଏତିକି ନୁହେଁ…

ପ୍ରଥମ ଥର ମତଦାନକୁ ନେଇ ଉତ୍ସାହିତ ଛାତ୍ରୀ

ମାଲକାନଗିରି,୧୩।୫(ଦୁର୍ଯ୍ୟୋଧନ ପାତ୍ର): ଚଳିତ ନିର୍ବାଚନରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଯୁବତୀଯୁବକ ପ୍ରଥମ ଥର ପାଇଁ ନିଜର ମତଦାନ କରିବା ପାଇଁ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ମାଲକାନଗିରି ସହର ବୁଥ ନମ୍ବର ୬୫ରେ ଜଣେ କଲେଜ ଛାତ୍ରୀ ଦିବ୍ୟଶ୍ରୀ ପାତ୍ର…

ଘୁଷୁରି କିଡନୀ ଲଗାଇଥିବା ପ୍ରଥମ ବ୍ୟକ୍ତିଙ୍କର ମୃତ୍ୟୁ

ମାସାଚ୍ୟୁଏଟ୍ସ,୧୩।୫: ଘୁଷୁରିର ଜେନେଟିକାଲି ଏଡିଟେଡ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଇଥିବା ବିଶ୍ୱର ପ୍ରଥମ ବ୍ୟକ୍ତି ରିକ ସ୍ଲେମ୍ୟାନଙ୍କର ଅପରେଶନ ହେବାର ପ୍ରାୟ ୨ ମାସ ମଧ୍ୟରେ ମୃତ୍ୟୁ ହୋଇଛି। ଗତ ବର୍ଷ ଶେଷ ପର୍ଯ୍ୟାୟ, କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ୬୨…

ରାଜନୈତିକ ଉଷ୍ମତାକୁ ବଢାଇଲା ଥରୁରଙ୍କ ବୟାନ

ମୁମ୍ବାଇ,୧୩।୫: କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ଅନ୍ୟ ଦଳ ସମ୍ପର୍କରେ ଦେଇଥିବା ବିବୃତ୍ତି ରାଜନୈତିକ ଆଲୋଡ଼ନକୁ ବଢାଇ ଦେଇଛି। କଂଗ୍ରେସ ସହିତ ଛୋଟ ଦଳର ସମ୍ଭାବ୍ୟ ମିଶ୍ରଣକୁ ନେଇ କେତେକ ଲୋକଙ୍କ ମତ ସହ ଥରୁର ସହମତ ହୋଇଥିଲେ। ଏକ…

ପରିଚୟ ପତ୍ର ଥାଇ ବି ଭୋଟ ଦେଇପାରିଲେନି ଭୋଟର

ମାଲକାନଗିରି,୧୩।୫(ଦୁର୍ଯ୍ୟୋଧନ ପାତ୍ର): ପ୍ରତି ୫ ବର୍ଷକୁ ଥରେ ସାଧାରଣ ନିର୍ବାଚନ ହୋଇଥାଏ। ଏହି ମହାନ ପର୍ବରେ ସାମିଲ ହୋଇ ନିଜର ଗଣତନ୍ତ୍ର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ପ୍ରତ୍ୟକ ଭୋଟର ଆଗ୍ରହ ପ୍ରକାଶ କରିଥାନ୍ତି। କିନ୍ତୁ ମାଲକାନଗିରି ଜିଲା ପୌରପରିଷଦ ଅଞ୍ଚଳ…

ରଣାସିଂ ବୁଥ୍‌କୁ ଭୋଟ ଦେବାକୁ ଆସୁନାହାନ୍ତି ସୀମାନ୍ତ ଗ୍ରାମବାସୀ

ପଟାଙ୍ଗି,୧୩।୫(ସରୋଜ ଧଳ):ପ୍ରଥମ ପର୍ଯ୍ୟାୟର ନିର୍ବାଚନର ମତଦାନ ସାରା ରାଜ୍ୟରେ ଆରମ୍ଭ ହୋଇଯାଇଥିବାବେଳେ କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ନେରେଡି ଓ୍ବାଲ୍‌ସା ଗ୍ରାମବାସୀ ସୀମାନ୍ତ ରଣାସିଂ ବୁଥ୍‌ରେ ନ ପହଞ୍ଚିବା ଅନେକ କିଛି ଦର୍ଶାଉଛି। ସୂଚନା ମୁତାବକ, ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?