Home

ଅବସର ଘୋଷଣା କଲେ ଫୁଟ୍‌ବଲ୍‌ ଆଇକନ୍‌ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ,୧୬।୫: ଅନ୍ତର୍ଜାତୀୟ ଫୁଟ୍‌ବଲରୁ ଅବସର ଘୋଷଣା କଲେ ଫୁଟ୍‌ବଲ୍‌ ଆଇକନ୍‌ ସୁନୀଲ ଛେତ୍ରୀ। ଜୁନ୍‌ରେ କୁଏତ ବିପକ୍ଷ ଫିଫା ବିଶ୍ୱକପ୍‌ ଯୋଗ୍ୟତା ମ୍ୟାଚ୍‌ ପରେ ସେ ଅବସର ନେବେ ବୋଲି ଗୁରୁବାର ଘୋଷଣା କରିଛନ୍ତି। ଜାତୀୟ ଦଳର ଅଧିନାୟକ ତାଙ୍କ ନିଷ୍ପତ୍ତିକୁ…

ଦେବଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

ଦେବଗଡ଼,୧୬।୫(ଶଶାଙ୍କ ଶେଖର ଝାଙ୍କର)ସମ୍ବଲପୁର ମୋର ପ୍ରିୟ ଭାଇ ଓ ଭଉଣୀମାନେ ସମସ୍ତଙ୍କୁ ମୋର୍‌ ଜୁହାର୍‌। ବିଏସକେୱାଇ ଯୋଜନା ଭଲ କି? ମିଶନ ଶକ୍ତି, ମମତା ଯୋଜନା, ଲକ୍ଷ୍ମୀ ବସ, ୫-ଟି ସ୍କୁଲ, କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନା, ମା’ ସମଲେଇ…

୧୮ରୁ ପୁଣି ହିଟ୍‌ ଓ୍ବେଭ୍‌

ଭୁବନେଶ୍ୱର, ୧୬।୫(ଅସମାପିକା ସାହୁ)ରାଜ୍ୟରେ ଏବେ କାଳବୈଶାଖୀ ଜାରି ରହିଛି। ଏହା ସତ୍ତ୍ୱେ ତାପମାତ୍ରା ମଧ୍ୟ ବଢ଼ି ଚାଲିଛି। ତେବେ ମୌସୁମୀ ଆସିବା ପୂର୍ବରୁ ତାତି ଅସହ୍ୟ ହୋଇପଡିବ। ଆସନ୍ତା ୧୮ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି ଗ୍ରୀଷ୍ମ ପ୍ରବାହ (ହିଟ୍‌…

ସମସ୍ତଙ୍କୁ ମିଳିବ ବିଜୁ ସ୍ବାସ୍ଥ୍ୟବୀମା କାର୍ଡ: ନବୀନ

ରାଉରକେଲା,୧୬ା୫(ଦିନେଶ ମିଶ୍ର)ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେକ୍ଟର-୧୩ ମେଲଣ ପଡ଼ିଆରେ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ବୁଧବାର ଜନସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସମସ୍ତଙ୍କୁ ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ମିଳିବ ବୋଲି କହିଥିଲେ। ସ୍ବାସ୍ଥ୍ୟକ୍ଷେତ୍ରରେ…

ଅରେଞ୍ଜ କ୍ୟାପ୍‌ ଉପରେ କୋହଲିଙ୍କ ଦବ୍‌ଦବା ଜାରି: ପର୍ପଲ କ୍ୟାପ୍‌କୁ ନେଇ ଏହି ୨ ବୋଲରଙ୍କ ମଧ୍ୟରେ ଲଢେଇ

ନୂଆଦିଲ୍ଲୀ,୧୬।୫: ଆଇପିଏଲ୍‌ ୨୦୨୪ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ୫ଟି ମ୍ୟାଚ ପରେ ଟୁର୍ନାମେଣ୍ଟରେ ପ୍ଲେ ଅଫ ମ୍ୟାଚ ଆରମ୍ଭ ହେବ। ଅରେଞ୍ଜ୍‌ ଏବଂ ପର୍ପଲ କ୍ୟାପ ପାଇଁ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଟୁର୍ନାମେଣ୍ଟରେ ଟପ-୪ରେ ପହଞ୍ଚିବା ପାଇଁ ଦଳ…

ନିର୍ବାଚନ ପୂର୍ବରୁ ସତ୍ୟବାଦୀରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ବଡ଼ ନେତା

ପୁରୀ,୧୬।୫: ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା। ଭାଜପାରୁ ଇସ୍ତଫା ଦେଇଛନ୍ତି ପୁରୀ ଜିଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ। ଗୁରୁବାର ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ…

ଚାରୁକୋଳି ମଞ୍ଜି ଦେଇଛି ରୋଜଗାର

ଜଳେଶ୍ୱର, ୧୬।୫(ନବୀନ ସାହୁ)ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଜଙ୍ଗଲ ଘେରା ରାଇବଣିଆ ଅଞ୍ଚଳରେ ଖରାଦିନେ ହେଉଥିବା ଚାରୁକୋଳି ଚାହିଦା ଅଧିକ ରହିଛି। ଏହି କୋଳି ଖଟାମିଠା ପରି ସ୍ବାଦିଷ୍ଟ ଲାଗିଥାଏ। ବିଦେଶରେ ମଧ୍ୟ ଏହାର ଚାହିଦା ରହିଛି। ତେବେ ବିକ୍ରିବଟା ଲାଗି…

ସୁନା ଋଣ ପ୍ରଦାନରେ ନିୟମ କଡ଼ାକଡ଼ି

ଭୁବନେଶ୍ୱର,୧୬।୫ (ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀଗୁଡ଼ିକୁ ସୁନା ଋଣ ପରିମାଣ, ନିଲାମ ପ୍ରକ୍ରିୟା ଏବଂ ନଗଦ ବିତରଣ ସମ୍ପର୍କିତ ନିୟମ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆର୍‌ବିଆଇ ତଥ୍ୟ ଅନୁଯାୟୀ, କୋଭିଡ୍‌ -୧୯…

ସୂର୍ଯ୍ୟମୁଖୀ ଚାଷ ପ୍ରତି ଆଗ୍ରହ ବଢ଼ୁଛି

ବ୍ରହ୍ମପୁର,୧୬ା୫(ସ୍ମୃତି ରଞ୍ଜନ ମହାଲିକ)ସୂର୍ଯ୍ୟମୁଖୀରେ ପ୍ରଚୁର ପରିମାଣର ଜୀବନ ଶକ୍ତି ତଥା ଖାଦ୍ୟପ୍ରାଣ ରହିଛି। ଏଥିରେ ୨୦.୮% ପୁଷ୍ଟିସାର ସହ ୫୦% ସ୍ନେହସାର ଥିବାରୁ ଏଥିରୁ ଉତ୍ପାଦିତ ତେଲ ସ୍ବାସ୍ଥ୍ୟପ୍ରଦ। ଏହି ତେଲରେ ଅଧିକ ପରିମାଣର ଭିଟାମିନ ଏ,ଡି ଓ ଇ ରହୁଥିବାରୁ…

ମୋତେ ଆଉ ଦେଖିବାକୁ ପାଇବେନି…କାହିଁକି ଏମିତି କଥା କହି ପ୍ରଶଂସକଙ୍କୁ ଇମୋଶନାଲ୍‌ କଲେ କୋହଲି

ନୂଆଦିଲ୍ଲୀ,୧୩।୫: ବିରାଟ କୋହଲି ଆଇପିଏଲ ୨୦୨୪ରେ ଚମତ୍କାର ଫର୍ମ ପ୍ରଦର୍ଶନ କରୁଛନ୍ତି। ଏହି ସିଜିନ୍‌ କୋହଲିଙ୍କ ଆଇପିଏଲ କ୍ୟାରିୟରର ଦ୍ୱିତୀୟ ଶ୍ରେଷ୍ଠ ସିରିଜ୍‌ ଥିଲା। ଏପର୍ଯ୍ୟନ୍ତ ସେ ୧୩ ଟି ମ୍ୟାଚରେ ୬୬୧ ରନ ସଂଗ୍ରହ କରିଛନ୍ତି, ଯାହା ୨୦୨୬ରେ ୯୭୩…

ଆଜି ରାଜଧାନୀରେ ନଡ୍ଡା, ଫୁଲବାଣୀରେ ଖାର୍ଗେଙ୍କ ରୋଡ୍‌ ଶୋ

ଭୁବନେଶ୍ୱର,୧୬।୫(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନରେ ଭାଜପା ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ରୀୟ ନେତାମାନେ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ବୁଧବାର ସା ସମୟରେ ଭୁବନେଶ୍ୱରଠାରେ ପହଞ୍ଚିଛନ୍ତି। ଏହାପରେ ସେ ସ୍ଥାନୀୟ ଏକ ଘରୋଇ ହୋଟେଲରେ…

ସାମଗ୍ରିକ ବିକାଶ ମୋ ଲକ୍ଷ୍ୟ:ଲତିକା

ବ୍ରହ୍ମପୁର,୧୬ା୫(ଅଶୋକ କୁମାର ସାହୁ):ରାଜ୍ୟରେ ଆସନ୍ତା ୨୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏହାକୁ ଆଉ ୪ଦିନ ବାକି ଥିବାବେଳେ ଆସିକା ସଂସଦୀୟ କ୍ଷେତ୍ର ଅଧୀନ ୭ ବିଧାନସଭା ଆସନରେ ସ୍ଥିତି ସରଗରମ ରହିଛି। ସେଥିମଧ୍ୟରୁ କବିସୂର୍ଯ୍ୟନଗର ବିଧାନସଭା ଆସନର ଗୁରୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?