Exit poll: ପଲଟିଲା ବାଜି, ଏହି ରାଜ୍ୟରେ ଇଣ୍ଡିଆ ମେଣ୍ଟର ବାଜିମାତ
ନୂଆଦିଲ୍ଲୀ,୧।୬: ସରିଛି ୨୦୨୪ ଲୋକ ସଭା ନିର୍ବାଚନ। ଶନିବାର ସପ୍ତମ ପର୍ଯ୍ୟାୟ ମତଦାନ ସରିଛି। ତେବେ ମତଦାନ ସରିବା ପରେ ସଂଧ୍ୟାରେ ବଡ଼ ବଡ଼ ଏଜେନ୍ସି ଦ୍ୱାରା ଏକଜିଟ ପୋଲ ପ୍ରକାଶ ପାଇଛି। ତେବେ ଏହି ଏକଜିଟ ପୋଲର ପୂର୍ବାନୁମାନ ଅନୁଯାୟୀ,…
ଭୋଟ୍ ଦେବାକୁ ଆସିଲେନି ୨୦୦ ଭୋଟର
ସିମୁଳିଆ,୧ା୬(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅଡ଼ା ପଞ୍ଚାୟତର ଦକ୍ଷିଣଅଡ଼ା ମହିଁଷାମୁଣ୍ଡା ଆଦିବାସୀ ସାହିର ୨ଶହ ଭୋଟର ଭୋଟ୍ ବର୍ଜନ କରିଛନ୍ତି। ଗାଁରେ ବିଜୁଳି, ପାଣି ଓ ସଡ଼କ ବ୍ୟବସ୍ଥା ନ ଥିବାରୁ ଭୋଟରମାନେ ଭୋଟ୍ ଦେବାକୁ ଆସି ନ…
ଏକଜିଟ ପୋଲ ପୂର୍ବରୁ ବଡ଼ ଭବିଷ୍ୟବାଣୀ କରିଦେଲେ ପ୍ରଶାନ୍ତ କିଶୋର, କହିଲେ ପୁଣି ଫେରୁଛି…
ନୂଆଦିଲ୍ଲୀ,୧।୬: ଏକଜିଟ ପୋଲ ୨୦୨୪ ପ୍ରକାଶ ପାଇବାର କିଛି ଘଣ୍ଟା ପୂର୍ବରୁ, ଭାରତୀୟ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ବଡ଼ ପୂର୍ବାନୁମାନ କରିଛନ୍ତି। ଶନିବାର ଶେଷ ପର୍ଯ୍ୟାୟ ଭୋଟ ସରିବା ପରେ ସବୁ ନ୍ୟୁଜ…
ବୁଥ୍ ଆଗରେ ସ୍ତ୍ରୀଙ୍କୁ ହାଣି ହତ୍ୟା କଲେ ସ୍ବାମୀ
ଭଦ୍ରକ,୧।୬: ଶେଷ ପର୍ଯ୍ୟାୟ ଭୋଟ ଦେଉଛି ଓଡ଼ିଶା। ଶନିବାର ଏହି ଭୋଟ ଚାଲିଥିବାବେଳେ ଅନେକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏହିକ୍ରମରେ ଭଦ୍ରକର ମୁକ୍ତାଡିହ ବୁଥ ଆଗରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୁକ୍ତାଡିହ ବୁଥ ଆଗରେ ଜଣେ ବ୍ୟକ୍ତି…
ବସ୍ଷ୍ଟାଣ୍ଡରେ ଜଳିଗଲା ୪ ବସ୍
ବିଷମକଟକ,୧ା୬(ବିଭୂତି ଭୂଷଣ ନାୟକ): ରାୟଗଡ଼ା ଜିଲା ବିଷମକଟକ ବ୍ଲକର ବିଜୁ ପଟ୍ଟନାୟକ ବସ୍ଷ୍ଟାଣ୍ଡରେ ଜଣେ ମାଲିକଙ୍କର ୬ଟି ବସ୍ ରହିଥିଲା। ସେଥିରୁ ୪ଟି ବସ୍ ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚିଥିଲେ…
୨୦୦୯, ୨୦୧୪, ୨୦୧୯ରେ କେତେ ସଠିକ୍ ଥିଲା ଏକ୍ଜିଟ୍ ପୋଲ୍, ଜାଣନ୍ତୁ ପୂରା ତଥ୍ୟ…
ନୂଆଦିଲ୍ଲୀ,୧ା୬: ଲୋକ ସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ଭୋଟ୍ ଶନିବାର ଅର୍ଥାତ୍ ଆଜି ଶେଷ ହେବ। ମତଦାନ ସରିବା ପରେ ତୁରନ୍ତ ଏକ୍ଜିଟ୍ ପୋଲ ଫଳାଫଳ ପ୍ରକାଶ ପାଇବ। ୧୯୫୭ରୁ ଭାରତରେ ଏକ୍ଜିଟ୍ ପୋଲ ଆରମ୍ଭ ହୋଇଥିଲା।…
କେଜରିୱାଲଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ପଠାଇଲେ ବରିଷ୍ଠ ଭାଜପା ନେତା
ନୂଆଦିଲ୍ଲୀ,୧।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ପଠାଇଛନ୍ତି ଜଣେ ବରିଷ୍ଠ ଭାଜପା ନେତା । ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା ନେଇ କେଜରିୱାଲ ସୁପ୍ରିମକୋର୍ଟରେ କହିବା…
ପୁରୀ ଗୁଣ୍ଡିଚା ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…
ପୁରୀ,୧।୬: ପୁରୀରେ ପୁଣି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ଏପରି ଘଟଣା ଦେଖିବାକୁ ମିଳିଛି। ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ ଗଦାରେ ନିଆଁ ଲାଗିଯାଇଛି। କେହି ଦୁର୍ବୃତ୍ତ ଅଳିଆ ଗଦାରେ ନିଆଁ ଲଗାଇ ଦେଇଥିବା ଅନୁମାନ…
ଟିମ୍ ଇଣ୍ଡିଆକୁ କିଭଳି କୋଚ୍ ଆବଶ୍ୟକ? ବିସିସିଆଇକୁ ଗାଙ୍ଗୁଲିଙ୍କ ପରାମର୍ଶ, ଗମ୍ଭୀରଙ୍କୁ ନେଇ ଦେଲେ ବଡ଼ ବୟାନ…
ନୂଆଦିଲ୍ଲୀ,୧।୬: ଗୋଟିଏ ପଟେ ଟିମ୍ ଇଣ୍ଡିଆ ଆମେରିକାରେ ଟି୨୦ ବିଶ୍ୱକପ୍ ପ୍ରସ୍ତୁତିରେ ଲାଗି ପଡ଼ିଥିବା ବେଳେ ଦେଶରେ ଏହା ବ୍ୟତିତ ଆଗାମୀ କୋଚ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି। ବିଶ୍ୱକପ୍ ପରେ ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡଙ୍କ…
ବାଇକ୍କୁ ଧକ୍କା ଦେଲା କମାଣ୍ଡର, ଚାଲିଗଲା ଶିକ୍ଷକଙ୍କ ଜୀବନ
ପାରଳାଖେମୁଣ୍ଡି,୧ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ କେସିପୁରୁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏଲ୍. ନିରଞ୍ଜନଙ୍କ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ସହରର କାଚରା ସାହିର ବାସିନ୍ଦା ନିରଞ୍ଜନ ପ୍ରତ୍ୟେକ ଦିନ ଭଳି ଶନିବାର ସକାଳୁ…
ପ୍ରିଜାଇଡିଂ ଅଫିସର ନିଲମ୍ବିତ
କଟକ,୧ା୬(କାର୍ତ୍ତିକ ସାହୁ): କଟକ ଜିଲା ନିଆଳି ନିର୍ବାଚନ ମଣ୍ଡଳୀରେ ୭୫ନଂ ବୁଥ୍ରେ ନିୟୋଜିତ ପ୍ରିଜାଇଡିଂ ଅଧିକାରୀ ନିଲମ୍ବିତ ହୋଇଛନ୍ତି। କଟକ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଅରିନ୍ଦମ ଡାକୁଆ ପ୍ରିଜାଇଡିଂ ଅଫିସର ଭାବେ ନିୟୋଜିତ ଥିବା କଟକର ହରେକୃଷ୍ଣ ମହତାବ…
ଶୁବମନ ଗିଲ୍ଙ୍କୁ ବିବାହ କରିବେ ରିଦ୍ଧିମା, ମୁହଁ ଖୋଲିଲେ ଅଭିନେତ୍ରୀ…
ମୁମ୍ବାଇ: ଭାରତୀୟ କ୍ରିକେଟର ଶୁବମନ ଗିଲ୍ଙ୍କ ନା ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଏବଂ ସୈଫ୍ ଅଲ୍ଲୀଙ୍କ ଝିଅ ସାରା ଅଲି ଖାନ୍ଙ୍କ ସହ ଜଡ଼ିତ ହେବା ଏବେ ଟେଲି ଅଭିନେତ୍ରୀ ରିଦ୍ଧିମା ପଣ୍ଡିତଙ୍କୁ ନେଇ ଚର୍ଚ୍ଚା ହେଉଛି। ଶୁବମନଙ୍କଠାରୁ ରିଦ୍ଧିମା…

