Home

ମଧ୍ୟାହ୍ନ ସୁଦ୍ଧା ଭଦ୍ରକରେ ୪୦ ପ୍ରତିଶତ ମତଦାନ

ଭଦ୍ରକ,୧ା୬(ସନାତନ ରାଉତ): ଶନିବାର ଭଦ୍ରକ ଜିଲାର ଲୋକ ସଭା ଓ ୫ ବିଧାନସଭା ପାଇଁ ୧୩୧୨ଟି ବୁଥ୍‌ରେ ମତଦାନ ଚାଲିଛି। ମଧ୍ୟାହ୍ନ ୧୨ ଟା ୩୦ ସୁଦ୍ଧା ୪୦ ପ୍ରତିଶତ ମତଦାନ ସରିଥିବା ଜଣାପଡ଼ିଛି। କେତେକ ସ୍ଥାନରେ ଇଭିଏମ୍‌ ତ୍ରୁଟି ଯୋଗୁ…

ଅଭିନେତ୍ରୀ ହେଲେ ମଲାଲା!

ମୁମ୍ବାଇ,୧।୬: ‘ନୋବେଲ ଶାନ୍ତି ପୁରସ୍କାର’ ଜିତିଥିବା ମଲାଲା ୟୁସୁଫଜାଇ ଅଭିନୟରେ ଡେବ୍ୟୁ କରିଛନ୍ତି। ସେ ବ୍ରିଟିଶ ସିଟକମ ‘ଓ୍ବି ଆର ଲେଡି ପାର୍ଟସ’ର ଦ୍ୱିତୀୟ ସିଜନରେ ଅଭିନୟ କରୁଛନ୍ତି । ସେ ଏଥିରେ ଏକ କ୍ୟାମୋ କରିଛନ୍ତି, ଟିଭି ଶୋ’ରୁ ତାଙ୍କର…

ପଦ୍ମଶ୍ରୀ ମାଗୁଣି ଚରଣଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୬): ବିଶିଷ୍ଟ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁଝର ଜିଲାର ଗୁରୁ ମାଗୁଣି କୁଅଁରଙ୍କର ଓଡ଼ିଶାର ଲୁପ୍ତପ୍ରାୟ କଣ୍ଢେଇ ନାଚ ପରମ୍ପରାକୁ…

ବିରାଟଙ୍କ ପାଖରେ ଏମିତି ଡିମାଣ୍ଡ ରଖିଲେ ଗାଭାସ୍କର

ନୂଆଦିଲ୍ଲୀ,୧।୬: ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଆଗରେ ଏକ ବଡ଼ ଡିମାଣ୍ଡ ରଖିଛନ୍ତି। ଗାଭାସ୍କର ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଶତକ ହାସଲ କରି ତାଙ୍କର ଏବଂ ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲାଷ୍ଟାୟର କୁକଙ୍କ କ୍ଲବରେ…

ନିର୍ବାଚନ ଡ୍ୟୁଟି ସମୟରେ ଚାଲିଗଲା ବିଏଲ୍‌ଓଙ୍କ ଜୀବନ

ଯାଜପୁର,୧ା୬(ହର୍ଷବର୍ଦ୍ଧନ ବେହେରା): ନିର୍ବାଚନ ଡ୍ୟୁଟିରେ ଥିବା ବେଳେ ଜଣେ ବିଏଲ୍‌ଓଙ୍କ ଜୀବନ ଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲା ବିଞ୍ଝାରପୁରରେ। ଓଳେଇ-ଚନ୍ଦନପୁରର ୧୫୭ ନଂ ବୁଥ୍‌ରେ କାର୍ଯ୍ୟରତ ବିଏଲ୍‌ଓ ମନୋରଞ୍ଜନ ସାହୁ(୫୬)ଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ତାଙ୍କ ଘର…

ସଲମାନଙ୍କ ଉପରେ ଆକ୍ରମଣ କରିବାର ଥିଲା ଯୋଜନା, ପାକିସ୍ତାନରୁ ମଗାଯାଇଥିଲା ଅସ୍ତ୍ରଶସ୍ତ୍ର

ମୁମ୍ବାଇ,୧।୬: ବଲିଉଡ ଅଭିନେତା ସଲମାନ ଖାଁ ଲଗାତାର ବିପଦରେ ଅଛନ୍ତି। ତାଙ୍କୁ ପୁଣି ଥରେ ଆକ୍ରମଣ କରିବା ପାଇଁ ଏକ ଷଡଯନ୍ତ୍ର ରଚାଯାଇଥିଲା। ତେବେ ମୁମ୍ବାଇ ପୋଲିସ ଏହି ଉଦ୍ୟମକୁ ପଣ୍ଡ କରିଛି। ଏହି ଘଟଣାରେ ନାଭି ମୁମ୍ବାଇ ପୋଲିସ ଚାରି…

କାହିଁକି ବଢୁଛି ଏତେ ତାପମାତ୍ରା, ଜାଣନ୍ତୁ ପ୍ରକୃତ କାରଣ

ନୂଆଦିଲ୍ଲୀ,୧ା୬: ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଛି। ଏପରିକି ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ଯୋଗୁ ଲୋକଙ୍କ ଜୀବନ ମଧ୍ୟ ଯାଉଛି। ସବୁଠୁ ଚିନ୍ତାର କାରଣ ପାଲଟିଛି ରାଜଧାନୀ ଦିଲ୍ଲୀ। ତେବେ ଦିଲ୍ଲୀରେ ଏତେ ଗରମ କାହିଁକି ବୋଲି ମନରେ ପ୍ରଶ୍ନ…

ଇଣ୍ଡିଗୋ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ

ମୁମ୍ବାଇ,୧।୬: ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ସମ୍ପର୍କରେ ଏକ ବଡ ସୂଚନା ସାମ୍ନାକୁ ଆସିଛି। ଶନିବାର ସକାଳେ ମୁମ୍ବାଇ ଯିବାକୁଥିବା ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଥିଲା। ବିମାନ 6E 5314 ସକାଳ ପ୍ରାୟ ୭ଟାରେ ଚେନ୍ନାଇରୁ ଉଡ଼ିଗଲା।…

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ପୋଖରୀରେ ଫିଙ୍ଗିଦେଲେ ଇଭିଏମ୍‌

କୋଲକାତା,୧ା୬: ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା କୁଲତଲିରେ ହଠାତ୍‌ ଭୋଟରମାନେ ରାଗିଯାଇଥିଲେ। ମତଦାନ ବୁଥ୍‌ରେ ପଶି ଏକ ଇଭିଏମ୍‌ ଉଠାଇ ନିକଟସ୍ଥ ପୋଖରୀରେ ଫିଙ୍ଗି ଭୋଟ୍‌ ପ୍ରକ୍ରିୟାକୁ ଅଟକାଇ ଦେଇଥିଲେ ଭୋଟର। ଯେତେବେଳେ କିଛି…

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମଡେଲଙ୍କୁ ଅସଦାଚରଣ କଲେ ସୁରକ୍ଷାକର୍ମୀଙ୍କ

ପ୍ୟାରିସ,୧।୬: ୟୁକ୍ରେନର ଜଣେ ମଡେଲ (ସାୱା ପଣ୍ଟିଜସ୍କା) କାନ୍ସ ଫିଲ୍ମ ଫେଷ୍ଟିଭାଲର ଆୟୋଜକଙ୍କ ବିରୋଧରେ ଆଇନଗତ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ହୋଇଛି ଯେ ରେଡ କାର୍ପେଟରେ ଜଣେ ସୁରକ୍ଷାକର୍ମୀ ତାଙ୍କ ସହ ଅସଦାଚରଣ କରିଥିଲେ। କାନ୍ସ ଫେଷ୍ଟିଭାଲରେ ଯୋଗ ଦେଇଥିବା ଅନେକ…

ମାମୁଘରକୁ ଆସି ନାବାଳିକାଙ୍କ ଜୀବନଗଲା

ପାଟଣା,୧ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସୋରାସକେଲା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ମାମୁଘରକୁ ବୁଲିବାକୁ ଆସି ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଉଛନ୍ତି ଘଟଗାଁ ଥାନା ବିଣାଝରୀ ଗ୍ରାମର ପପୁ ନାଏକ ଓ…

ପ୍ରଥମ ଥର ପାଇଁ ମା’ଙ୍କୁ ଏଟିଏମ୍‌ରୁ ଟଙ୍କା ବାହାର କରିବା ଶିଖାଇଲେ ଝିଅ, ଦୃଶ୍ୟ ଦେଖି ଆଖିରେ ଆସୁଛି ଲୁହ-Video

ଆଜିକାଲିର ସମାଜକୁ ଦେଖିଲେ ଏଭଳି କହିବା ଠିକ ହେବ ଯେ ଆମମାନଙ୍କର ମା’ ହେଉଛନ୍ତି ଅନ୍ତିମ ଜେନେରେଶନ୍‌, ଯାହାଙ୍କୁ ମୋବାଇଲ ଏବଂ ଅନ୍ୟ ଆଧୁନିକ ଉପକରଣ ଚଳାଇ ଆସେନା। ଏହାର ଅନେକ ଭିଡିଓ ଏବଂ ପ୍ରମାଣ ଆପଣ ଦେଖିପାରନ୍ତି। ଆଜି ଆମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?