Home

ରାମ ମନ୍ଦିରକୁ ଉଡାଇ ଦେବାକୁ ଧମକ ଦେଲା ଆତଙ୍କବାଦୀ ସଙ୍ଗଠନ

ଅଯୋଧ୍ୟା,୧୪।୬: ଗତ କିଛି ଦିନ ହେବ ଦେଶରେ ଆତଙ୍କବାଦୀ ଆକ୍ରମଣ ଦେଶର ୩ଟି ସ୍ଥାନ ଉପରେ ଆକ୍ରମଣ କରିଛନ୍ତି। ବର୍ତ୍ତମାନ ରାମ ମନ୍ଦିର ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ପରିଣତ ହୋଇଛି। ରାମ ମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣର ଧମକ ସାମ୍ନାକୁ ଆସିଛି।…

ଆରଏସଏସର ଇନ୍ଦ୍ରେଶ କୁମାର ଭାଜପାକୁ କହିଲେ ଅହଂକାରୀ, କଂଗ୍ରେସ ଦେଲା ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୪।୬: ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ (ଆରଏସଏସ) ନେତା ଇନ୍ଦ୍ରେଶ କୁମାରଙ୍କ ବିବୃତ୍ତି ଉପରେ କଂଗ୍ରେସ କହିଛି ଯେ ବର୍ତ୍ତମାନ ସେମାନେ ଭାଜପାର ଅହଂକାର ଦେଖୁଛନ୍ତି। ଆରଏସଏସ କାରଣରୁ ଭାଜପା ଏସବୁ କରୁଛି। କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି…

ଏନ୍‌ଇଇଟି-ୟୁଜି ବିବାଦ: କେନ୍ଦ୍ର-ଏନ୍‌ଟିଏକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪।୬: ନିଟ୍‌-ୟୁଜି ବିବାଦ ମଧ୍ୟରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)କୁ ନୋଟିସ ଜାରି କରିଛନ୍ତି। ଏନ୍‌ଇଇଟି ପ୍ରଶ୍ନ ପେପର ଲିକ ଏବଂ ଅନ୍ୟାନ୍ୟ ଅନିୟମିତତା ଅଭିଯୋଗର ସିବିଆଇ ତଦନ୍ତ ପାଇଁ ଏକ ପିଟିସନ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଜିତନ ରାମ ମାନ୍‌ଝୀ

ପାଟନା,୧୪।୬: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନ୍‌ଝୀ ଏମ୍‌ଏସ୍‌ଏମ୍‌ଇ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନ୍‌ଝୀ ଗୟାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ବ୍ୟତୀତ ସେ ତାଙ୍କ ମନ୍ତ୍ରଣାଳୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ…

ଗିନିଜ୍‌ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଲେ ଏହି ଦମ୍ପତି: ଉଚ୍ଚତା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବ୍ରାସିଲିଆ:ଗିନିଜ ୱାଲର୍‌ଡ ରେକର୍ଡସ୍‌ ସଂଗଠନ କ୍ରମାଗତ ବିଭିନ୍ନ ଉଲ୍ଲେଖନୀୟ ମାନବୀୟ ସଫଳତାକୁ ସ୍ବୀକୃତି ଦେଇଥାଏ। ନିକଟରେ ଏହା ବ୍ରାଜିଲର ଏକ ଦମ୍ପତିଙ୍କୁ ବିଶ୍ୱର ସବୁଠାରୁ କମ୍‌ ଉଚ୍ଚତା ବିଶିଷ୍ଟ ଦମ୍ପତି ଆଖ୍ୟା ପ୍ରଦାନ କରିଛି, ଯାହା ଅନେକ ସୋସିଆଲ ମିଡିଆ ୟୁଜର୍ସଙ୍କର…

ଓଡ଼ିଆ ଅସ୍ମିତାକୁ ଦିଆଯିବ ଗୁରୁତ୍ୱ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪ା୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁକ୍ରବାର ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତିର ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ମ୍ୟୁଜିୟମ ଛକଠାରେ ବକ୍ସି ଜଗବନ୍ଧୁ, କଳ୍ପନା ଛକଠାରେ ଚାଖି ଖୁଣ୍ଟିଆ, ଏଜି ଛକରେ ଜୟୀ ରାଜଗୁରୁ ଓ…

ମଣିଷ ବେଶରେ ରୁହନ୍ତି ଏଲିଅନ

ଲଣ୍ଡନ, ୧୪।୬:ସାରା ବିଶ୍ୱର ବୈଜ୍ଞାନିକମାନେ ଏଲିଅନଙ୍କ ରହସ୍ୟକୁ ନେଇ ଦଶନ୍ଧି ଦଶନ୍ଧି ଧରି ଗବେଷଣା କରୁଥିଲେ ମଧ୍ୟ ଏବେ ସୁଦ୍ଧା ଏହି ପ୍ରଶ୍ନର କୌଣସି ଠୋସ୍‌ ଉତ୍ତର ମିଳିପାରିନାହିଁ। ତେବେ ଏଲିଅନମାନେ ମଣିଷଙ୍କ ବେଶରେ ପୃଥିବୀ ପୃଷ୍ଠରେ ଲୁଚି ରହିଥିବା ନେଇ…

ନିଷ୍କ୍ରିୟ ବେଳେ ଫୁଟିଲା ବୋମା, ହାବିଲଦାର ମୃତ

କଟକ/ଫୁଲନଖରା,୧୪ା୬(କାର୍ତ୍ତିକ ସାହୁ/ସତ୍ୟ ରଞ୍ଜନ ଦାସମହାପାତ୍ର): କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ବ୍ରିଜ ନିକଟରେ ବୋମା ନିଷ୍କ୍ରିୟ ଦଳ ବୋମା ନିଷ୍କ୍ରିୟ କରୁଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ କଟକ ରିଜର୍ଭ ପୋଲିସର ବାଣ ନିଷ୍କ୍ରିୟ ଟିମ୍‌ର ହାବିଲଦାର…

ନୁଡୁଲ୍ସ ଉପରେ ଲାଗିଲା ବ୍ୟାନ

କୋପେନହାଗେନ,୧୪।୬: ଏବେ ମସଲାଯୁକ୍ତ ନୁଡୁଲ୍ସ ଅନେକ ଲୋକଙ୍କ ପାଇଁ ଏକ ପ୍ରିୟ ଖାଦ୍ୟ ହୋଇପାରିଛି । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଲୋକମାନେ ନୁଡୁଲ୍ସକୁ ବହୁତ ପସନ୍ଦ କରନ୍ତି। ଏବେ ଡେନମାର୍କର ଖାଦ୍ୟ ପ୍ରାଧିକରଣ ଦକ୍ଷିଣ କୋରିଆରେ ପ୍ରସ୍ତୁତ ନୁଡୁଲ୍ସ…

ଭାଜପାକୁ ଲାଗିପାରେ ବଡ଼ ଝଟ୍‌କା, ହାତ ଛାଡିଦେବେ ଏମ୍‌ପି: ଟିଏମ୍‌ସିର ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୪।୬: ଏଥର ଲୋକ ସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଛି। ତେବେ ଭାଜପା ନେତୃତ୍ୱରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି। କ୍ରମାଗତ ତୃତୀୟ ଥର ପାଇଁ ଏନଡିଏ ମଧ୍ୟ ନିଜ ସରକାର ଗଠନ କରିଛି। ନରେନ୍ଦ୍ର ମୋଦି…

ଏହି ଦିନ ସଂସଦରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ

ନୂଆଦିଲ୍ଲୀ,୧୪।୫: କେନ୍ଦ୍ର ବଜେଟ ୨୦୨୪ ଖୁବ୍‌ଶୀଘ୍ର ସଂସଦରେ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଜୁଲାଇ ୨୨ର ସଂସଦରେ ଉପସ୍ଥାପିତ ହେବ। ଏହା ବ୍ୟତୀତ ଜୁଲାଇ ୩ରେ ଅର୍ଥନୈତିକ ସର୍ଭେ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ସାଧାରଣ ନିର୍ବାଚନ…

ମେଡିକାଲ ଯାଞ୍ଚ୍‌ ବେଳେ ସ୍ତ୍ରୀ ମୋ ପାଖରେ ରହୁ: କୋର୍ଟରେ ଆଉ ଏକ ଆବେଦନ କଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧୪।୬: ଦିଲ୍ଲୀର ଅବକାରୀ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ରାଉସ ଆଭେନ୍ୟୁ କୋର୍ଟ ବର୍ତ୍ତମାନ ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଆବେଦନକୁ ଜୁନ ୧୯ରେ ଶୁଣାଣି କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?