Home

ପ୍ରଧାନମନ୍ତ୍ରୀ ମୋଦି ଶପଥ ନେବାବେଳେ ମୁଁ ଏମିତି ଭାବିଥିଲି….ହାରିବା ପରେ ଦୁଃଖ ବଖାଣିଲେ ନବନୀତ୍‌

ନୂଆଦିଲ୍ଲୀ,୧୪।୬: ଗତ ଲୋକ ସଭା ନିର୍ବାଚନରେ ମହାରାଷ୍ଟ୍ରର ୪୮ଟି ଲୋକ ସଭା ଆସନ ମଧ୍ୟରୁ ଅମରାବତୀ ଆସନରେ ବିଦାୟୀ ଏମ୍‌ପି ତଥା ଭାଜପା ପ୍ରାର୍ଥୀ ନବନୀତ୍‌ ରାଣା ଏବଂ କଂଗ୍ରେସର ବଲୱନ୍ତ ୱାଙ୍ଖେଡେଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା। ଶେଷରେ କଂଗ୍ରେସ…

କୁଏଟ୍‌ରୁ ୪୫ ମୃତଦେହ ଧରି ଭାରତ ଫେରିଲା ବାୟୁସେନା ବିମାନ

ନୂଆଦିଲ୍ଲୀ,୧୪ା୬: କୁଏଟ୍‌ରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମୃତଦେହକୁ ନେଇ ଶୁକ୍ରବାର ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନ କୋଚିରେ ପହଞ୍ଚିଛି। ବିମାନରେ ରାଜ୍ୟ ମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂ ମଧ୍ୟ ଉପସ୍ଥିତ ଥିଲେ। ଯିଏ କି ଶୀଘ୍ର ମୃତଦେହଗୁଡ଼ିକ…

ମହାରାଷ୍ଟ୍ରରେ ରାଜନୈତିକ ମାହୋଲ ସରଗରମ

ନୂଆଦିଲ୍ଲୀ,୧୪।୬: ଲୋକ ସଭା ନିର୍ବାଚନ ଫଳାଫଳ ପରେ ରାଜନୈତିକ ମାହୋଲ ସରଗରମ ରହିଛି। ତିନି-ଚାରି ମାସ ପରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବ। ଲୋକ ସଭା ନିର୍ବାଚନରେ ଏନଡିଏ ରାଜ୍ୟରେ ଖରାପ ପ୍ରଦର୍ଶନ କରିଥିଲା। ଏହି ପରାଜୟର କାରଣ ମୁଖ୍ୟମନ୍ତ୍ରୀ ଏକନାଥ…

ହଜିଯାଉଛି ରଜ ମଉଜ

ଡେରାବିଶ,୧୪ା୬(ବେବର୍ତ୍ତା ଅଜୟ ଦାସ): ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲା ଅଞ୍ଚଳରେ କୃଷିଭିତ୍ତିକ ଗଣପର୍ବ ରଜ ଏକ ମୁଖ୍ୟପର୍ବ ଭାବେ ପାଳିତ ହୋଇଆସୁଛି। ଅତୀତ ଓ ବର୍ତ୍ତମାନ ମଧ୍ୟରେ ଏହି ପର୍ବ କ୍ରମଶଃ ସାଧାରଣରେ ଯେପରି ଅନାଗ୍ରହ ସୃଷ୍ଟି କରୁଥିବା ଭଳି ଦେଖିବାକୁ ମିଳିଛି।…

ବିପଦରେ ସାମୁଦ୍ରିକ ପ୍ରାଣୀ, ଭିତରକନିକା

କେନ୍ଦ୍ରାପଡ଼ା, ୧୪ା୬ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ଉପରେ ବିପଦ ଘନେଇ ଆସୁଛି। ଏଠାରେ ଥିବା ସାମୁଦ୍ରିକ ଓ ବନ୍ୟ ପ୍ରାଣୀ ମୃତ୍ୟୁ ଆଡକୁ ଠେଲି ହେଉଛନ୍ତି। ମଧୁର ଜଳର ସଙ୍କଟ ସହ ଶିଳ୍ପ ପ୍ରଦୂଷଣ ଏଥିପାଇଁ…

ପ୍ରସ୍ତାବିତ ୧୦୨୭ ଶିଳ୍ପ ମଧ୍ୟରୁ ୨୦୪ ପ୍ରତିଷ୍ଠା

ଯାଜପୁର,୧୪ା୬(ହର୍ଷବର୍ଦ୍ଧନ ବେହେରା): ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଓ ଶିଳ୍ପର ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୫ରେ ଓଡ଼ିଶା ଶିଳ୍ପ ବିକାଶ ଯୋଜନା-୨୦୨୫ ପରିକଳ୍ପନା କରାଯାଇଥିଲା। ଏଥିରେ ୫ଟି କ୍ଷେତ୍ର ଭିତ୍ତିକ ଶିଳ୍ପ ଯଥା…

ପିଠା ଖିଆ, ଦୋଳିଖେଳରେ ମନ

କଟକ,୧୪ା୬(ଶିଳ୍ପା ପ୍ରିୟଦର୍ଶିନୀ): ଆନନ୍ଦ ଉଲ୍ଲାସର ପର୍ବ ‘ରଜ’। ଯାହାକୁ ପ୍ରତ୍ୟେକ ଓଡ଼ିଆ ଅପେକ୍ଷା କରି ରହିଥାନ୍ତି। ପୋଡପିଠାଠାରୁ ଆରମ୍ଭ କରି ରଜ ପାନ ଖିଆ ଓ ଦୋଳି ଖେଳ ପର୍ବକୁ ଆହୁରି ଆକର୍ଷଣୀୟ କରିଥାଏ। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମିଶି…

୧୩ ଦିନରେ ସହରରୁ ୨୪ ଡେଙ୍ଗୁ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୪।୬ (ବନ୍ଦନା ସେଠୀ): ବର୍ଷାଋତୁ ଆରମ୍ଭ ନ ହେଉଣୁ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଇଛି। ରାଜ୍ୟରେ ଡେଙ୍ଗୁ ସଂକ୍ରମଣରେ ଖୋର୍ଦ୍ଧା ଜିଲା ସର୍ବଦା ଆଗରେ ରହୁଥିବାବେଳେ ଭୁବନେଶ୍ୱର ହଟ୍‌ସ୍ପଟ୍‌ ପାଲଟୁଛି। ଗତ ୨/୩ବର୍ଷ ଧରି ଏହି ଧାରା ବଜାୟ ରହିଛି।…

କୁଏଟ୍‌ ବିଲ୍ଡିଂ ନିଆଁରେ ଓଡ଼ିଆ ଯୁବକ ମୃତ

ନୂଆଦିଲ୍ଲୀ, ୧୪।୬ (ପି.ଟି.): କୁଏଟ୍‌ର ଅଲ୍‌-ମନ୍‌ଗଫ୍‌ ସିଟିସ୍ଥିତ ଏକ ବିଲ୍ଡିରେ ବୁଧବାର ନିଆଁ ଲାଗିବାରୁ ୪୫ ଜଣ ଭାରତୀୟ ଶ୍ରମିକ ପ୍ରାଣ ହରାଇଛନ୍ତି। ଭାରତୀୟ ମୃତକଙ୍କ ଶବକୁ ଫେରାଇ ଆଣିବାକୁ ଗୁରୁବାର ରାତିରେ ବାୟୁସେନାର ସି-୧୩୦ଜେ ପରିବହନ ବିମାନକୁ କୁଏଟ୍‌ ପଠାଯାଇଥିବା…

ମହାପ୍ରଭୁଙ୍କ ନୀତିରେ ବିଳମ୍ବ

ପୁରୀ,୧୪ା୬: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ଶୁକ୍ରବାର ବିଳମ୍ବ ହୋଇଛି। ରାତ୍ର ପହୁଡ଼ ବିଳମ୍ବ ହେବାରୁ ଦ୍ବାର ଫିଟା ନୀତି ବିଳମ୍ବ ହୋଇଥିବା ଜଣାପଡ଼ିଛି। ତେବେ ଦ୍ବାର ଫିଟା ନୀତି ବିଳମ୍ବ ହେବାରୁ ମଙ୍ଗଳ ଆଳତି ମଧ୍ୟ ବିଳମ୍ବ ହୋଇଛି। ନୀତି ବିଳମ୍ବରେ…

ଇଟାଲୀରେ ପହଞ୍ଚିଲେ ମୋଦି

ରୋମ୍‌,୧୪ା୬: ୫୦ତମ ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଇଟାଲୀରେ ପହଞ୍ଚିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମିଲୋନିଙ୍କ ସହ ସାକ୍ଷାତ କରି ମୋଦି ବିଭିନ୍ନ ଆଲୋଚନା କରିବେ ବୋଲି ଏକ ରିପୋର୍ଟରୁ ପ୍ରକାଶ। ଏଥିସହିତ ସେ…

ବିଧାୟକ, ଏମ୍‌ପିଙ୍କ ବିରୋଧରେ ୪୩୪ ମାମଲା ବିଚାରାଧୀନ

କଟକ,୧୪ା୬ (କାର୍ତ୍ତିକ ସାହୁ): ହାଇକୋର୍ଟ ୱେବ୍‌ସାଇଟ୍‌ରେ ସଦ୍ୟ ପ୍ରକାଶିତ ସୂଚନା ଅନୁସାରେ ଓଡ଼ିଶାର ବିଭିନ୍ନ କୋର୍ଟରେ ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ୪୩୪ଟି ମାମଲା ବିଚାରାଧୀନ ରହିଛି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୮୨ଟି ମାମଲା ବିଚାରାଧୀନ ରହିଛି। ଏଥିସହ ଦ୍ୱିିତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?