Home

ଦାୟିତ୍ୱ ନେବାପରେ ପିଓକେକୁ ନେଇ ଏମିତି କହିଦେଲେ ଜୟଶଙ୍କର, କେହି କରିପାରିଲେନି ବିଶ୍ୱାସ

ନୂଆଦିଲ୍ଲୀ,୧୧।୬: ପୁଣି ଥରେ ବୈଦେଶିକ ମନ୍ତ୍ରୀ ଭାବରେ ଏସ ଜୟଶଙ୍କର କାର୍ଯ୍ୟ ଆରମ୍ଭ କରିନ୍ତି। ମଙ୍ଗଳବାର ସକାଳେ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ପହଞ୍ଚି ଦେଶର ନୂତନ ବୈଦେଶିକ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ଏହି ସମୟରେ ସେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ…

ଟାଇମ୍‌ରେ ଆସିବାକୁ କହିଥିଲେ ମୋଦି, ୯ଟା ପୂର୍ବରୁ ପହଞ୍ଚିଗଲେ ମନ୍ତ୍ରୀ

ନୂଆଦିଲ୍ଲୀ,୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କୁ ଦେଇଥିବା ପରାମର୍ଶ ସ୍ପଷ୍ଟ ଭାବେ ପ୍ରଭାବ ପକାଉଛି। କାହିଁକିନା ସୋମବାର ସାରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ କ୍ୟାବିନେଟ ସହକର୍ମୀଙ୍କ ସହ ଆଲୋଚନା କରିଥିଲେ। ସୂଚନାନୁସାରେ, ଏହି ସମୟ ମଧ୍ୟରେ ସେ ତାଙ୍କ…

ରେଲଓ୍ବେ ଟ୍ରାକ୍‌ରେ ପଡ଼ିଛି ଯବାନଙ୍କ ମୃତଦେହ: ଆତ୍ମହତ୍ୟା ସନ୍ଦେହ

କୋରାପୁଟ,୧୧।୬(ଅମିତାଭ ବେହେରା): କୋରାପୁଟ ରେଲୱେ ଟ୍ରାକରେ ବିଏସଏଫ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୋରାପୁଟ ଲାଣ୍ଡିଗୁଡା ନୂଆ କଲୋନୀ ରେଲୱେ ଟ୍ରାକରେ ମୃତଦେହ ମିଳିଛି। ମୃତକ ଜଣଙ୍କ ଧ୍ରୁବରାଜ ପ୍ରଧାନ ବୋଲି ଜଣାପଡିଛି। କୋରାପୁଟ ବିଏସଏଫ କନଷ୍ଟେବଳ ଭାବରେ କାର୍ଯ୍ୟରତ ଥିଲେ…

ମୋର ବି ପ୍ରଧାନମନ୍ତ୍ରୀ ହେବାକୁ ମନ ହେଉଛି, ପୂରଣ ହେବକି ଲାଲୁଙ୍କ ଇଚ୍ଛା…

ପାଟନା,୧୧।୬: ଲାଲୁ ପ୍ରସାଦ ଯାଦବ … କେବଳ ବିହାର ନୁହେଁ ଦେଶର ରାଜନୀତିର ଚେହେରା ଯାହାକୁ ଅନେକ ଜନତା ପସନ୍ଦ କରନ୍ତି। ଆପଣ ଏହାକୁ ନାପସନ୍ଦ କରିପାରିବେ କିନ୍ତୁ କୌଣସି ପରିସ୍ଥିତିରେ ଏହାକୁ ଅଣଦେଖା କରିପାରିବେ ନାହିଁ । ମଙ୍ଗଳବାର (ଜୁନ…

ଉପ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ବିମାନ ନିଖୋଜ

ବ୍ଲାଣ୍ଟାୟର,୧୧।୬: ସୋମବାର ମାଲାଓ୍ବିର ଉପରାଷ୍ଟ୍ରପତି ଏବଂ ଅନ୍ୟ ୯ଜଣଙ୍କୁ ନେଇ ଏକ ସାମରିକ ବିମାନ ନିଖୋଜ ହୋଇଯାଇଛି। ବିମାନର ସନ୍ଧାନ ଜାରି ରହିଛି। ମାଲାଓ୍ବି ରାଷ୍ଟ୍ରପତି ଲାଜରସ ଚକୱେରାଙ୍କ କାର୍ଯ୍ୟାଳୟ କହିଛି ଯେ ଉପରାଷ୍ଟ୍ରପତି ସାଉଲୋସ ଚିଲିମା ଏବଂ ଅନ୍ୟମାନଙ୍କୁ ନେଇ…

ଚାଇନାରେ ୪ ଆମେରିକୀୟ ଶିକ୍ଷକଙ୍କୁ ଛୁରାମାଡ

ବେଜିଂ,୧୧।୬: ଆଇୟୋଓ୍ବାର ଏକ ଛୋଟ ବିଶ୍ୱବିଦ୍ୟାଳୟର ଚାରିଜଣ ଆମେରିକୀୟ ଶିକ୍ଷକଙ୍କୁ ଉତ୍ତର-ପୂର୍ବ ଚାଇନାର ଜିଲିନ ପ୍ରଦେଶର ଏକ ସର୍ବସାଧାରଣ ପାର୍କରେ ଛୁରୀରେ ଆକ୍ରମଣ କରାଯାଇଛି। ଆମେରିକାର ଗଣମାଧ୍ୟମ ଏବଂ ଆମେରିକାର ସରକାରୀ କର୍ମଚାରୀମାନେ ଏହି ସୂଚନା ଦେଇଛନ୍ତି। ନ୍ୟୁଜ ଏଜେନ୍ସି ସିଏନଏନ…

ବିଧାୟକ ହୁଅନ୍ତୁ ଅବା ମନ୍ତ୍ରୀ… ଏଠି ଚା’ ମାଗିଲେ ମିଳେ ଦୁଇଟି ବିସ୍କୁଟ, ବିଲ ଦେବାବେଳେ…

ନୂଆଦିଲ୍ଲୀ,୧୧।୬: ୨୦୨୪ରେ ଲୋକ ସଭା ନିର୍ବାଚନରେ ଜିତିଥିବା ଅଧିକାଂଶ ଏମପିଙ୍କୁ ସରକାରୀ ଆବାସ ପାଇବା ପର୍ଯ୍ୟନ୍ତ ଜନପଥର ଓ୍ବେଷ୍ଟର୍ନ କୋର୍ଟରେ ରଖାଯାଇଛି। ନୂତନ ଗୃହ ବଣ୍ଟନ ନହେବା ପର୍ଯ୍ୟନ୍ତ ସମସ୍ତ ନୂତନ ନିର୍ବାଚିତ ଏମପି ଏଠାରେ ରହିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟରେ…

ଆଜି ବଡ଼ ଘୋଷଣା କରିପାରନ୍ତି ରାହୁଲ ଗାନ୍ଧୀ

ଲକ୍ଷ୍ନୌ,୧୧।୬: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର ଅର୍ଥାତ୍‌ ଆଜି ମା’ ସୋନିଆ ଏବଂ ଭଉଣୀ ପ୍ରିୟଙ୍କାଙ୍କ ସହ ରାଏବରେଲି ଆସୁଛନ୍ତି। ସେ ଭୁମାଉରେ ଭୋଟର ଏବଂ କର୍ମୀଙ୍କୁ ଧନ୍ୟବାଦ ଦେବେ। ଉତ୍ତରପ୍ରଦେଶରେ କଂଗ୍ରେସ ପ୍ରଥମ ଥର ପାଇଁ ଏହି…

ରଥଯାତ୍ରା ପାଇଁ ଖୋଲାଯାଉଛି ଏସି ଶେଡ୍‌

ପୁରୀ,୧୧ା୬(ଅଜିତ୍‌ କୁମାର ମହାନ୍ତି):ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ଥିବା ଏସି ଶେଡ୍‌ ବା ବ୍ୟାରିକେଡ୍‌ ଖୋଲା କାର୍ଯ୍ୟ ଜାରିରହିଛି। ଭକ୍ତଙ୍କ ସୁବିଧା ନିମନ୍ତେ ସରକାରଙ୍କ ପକ୍ଷରୁ ବଡ଼ଦାଣ୍ଡରେ ଏସି ଶେଡ୍‌ ନିର୍ମାଣ କରାଯାଇଥିଲା। ଫଳରେ ଭକ୍ତମାନେ ଏସି ଶେଡ୍‌ରେ ଆସିବା…

ମୋଦି ୩.୦ ସରକାରରେ କେଉଁ ରାଜ୍ୟରୁ କେତେ ଜଣ ମନ୍ତ୍ରୀ ଅଛନ୍ତି: ଜାଣନ୍ତୁ

ନୂଆଦିଲ୍ଲୀ,୧୧।୬: ଦେଶରେ ୩ୟ ଥର ପାଇଁ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଗଠନ ହୋଇଛି। ରବିବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ଶପଥ ନେବା ପରେ ସୋମବାର ଦାୟିତ୍ୱ ବଣ୍ଟନ କରାଯାଇଛି। ତେବେ ଏହି ମନ୍ତ୍ରିମଣ୍ଡଳରେ ଅଧିକାଂଶଙ୍କୁ ପୂର୍ବ ମନ୍ତ୍ରଣାଳୟର ଦାୟିତ୍ୱ ନ୍ୟସ୍ତ କରାଯାଇଥିବା…

ଦାଦାଙ୍କ ଆଡ଼କୁ ଢଳିଲେଣି ପୁତୁରା: ପୁଣି ବଦଳିପାରେ ମହାରାଷ୍ଟ୍ର ରାଜନୈତିକ ପାଣିପାଗ

ପୁଣେ,୧୧।୬: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ପାର୍ଟିର ପ୍ରତିଷ୍ଠା ଦିବସ ଅବସରରେ ଦାଦା ଶରଦ ପାୱାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଅଜିତ ପାୱାରଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ନିକଟରେ…

ଦର୍ଶକଙ୍କ ପ୍ରଶଂସା ସାଉଁଟୁଛି ‘ପଞ୍ଚାୟତ ୩’

ମୁମ୍ବାଇ: ୨୦୨୪ ମେ ମାସରେ ମୁକ୍ତିଲାଭ କରିଥିବା ବହୁ ପ୍ରତୀକ୍ଷିତ ‘ପଞ୍ଚାୟତ ୩’ ଓ୍ବେବ୍‌ ସିରିଜକୁ ଦର୍ଶକଙ୍କର ବେଶ୍‌ ଭଲପାଇବା ମିଳିଛି। ଏହି ସିରିଜରେ ଜିତେନ୍ଦ୍ର କୁମାର, ରଘୁବୀର ଯାଦବ, ନୀନା ଗୁପ୍ତା, ଚନ୍ଦନ ରାୟଙ୍କ ଭଳି ଅଭିନେତାମାନେ ଦର୍ଶକଙ୍କୁ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?