Home

ଟିମ୍‌ ଇଣ୍ଡିଆର ନୂଆ କୋଚ ପାଇଁ ଆବେଦନ ଆରମ୍ଭ, ଏମିତି ସର୍ତ୍ତ ରଖିଲା ବିସିସିଆଇ

ନୂଆଦିଲ୍ଲୀ,୧୪।୫: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ମୁଖ୍ୟ କୋଚ ପଦ ପାଇଁ ଆବେଦନ ଆରମ୍ଭ କରିଛି। ଭାରତୀୟ ପୁରୁଷ ସିନିୟର ଦଳର ବର୍ତ୍ତମାନର ମୁଖ୍ୟ ହେଉଛନ୍ତି ରାହୁଲ ଦ୍ରାବିଡ। ତାଙ୍କ କାର୍ଯ୍ୟକାଳ ଜୁନ ମାସରେ ଆମେରିକା…

ଡାକ୍ତର ହେବାକୁ ଚାହୁଁଥିଲେ ଜ୍ୟୋତିକା

ଭୁବନେଶ୍ୱର,୧୪ା୫: ଭାରତରେ ପାଠ ପଢ଼ିବା ପାଇଁ ସାଧାରଣତଃ ସମସ୍ତ ମାତା ପିତା ନିଜ ପିଲାଙ୍କୁ ପରାମର୍ଶ ଦେଇଥାନ୍ତି। ତେବେ ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନ କରିଥିବା ଆଥ୍‌ଲେଟ ଜ୍ୟୋତିକା ଶ୍ରୀ ଦାଣ୍ଡିଙ୍କ କାହାଣୀ କିନ୍ତୁ ସମ୍ପୂର୍ଣ୍ଣ ଓଲଟା। ପାଠପଢ଼ାରେ ବେଶ୍‌ ଆଗୁଆ ରହିଥିଲେ…

ଏସିଆନ ବଡିବିଲ୍ଡିଂରେ ଭାଗନେବେ ଶୁଭକାନ୍ତ

ଭୁବନେଶ୍ୱର, ୧୪।୫ (ତପନ ସ୍ବାଇଁ): ଇଣ୍ଡୋନେସିଆର ବାଟମଠାରେ ୫୬ତମ ଏସିଆନ ବଡିବିଲ୍ଡିଂ ଆଣ୍ଡ ଫିଜିକ୍‌ ସ୍ପୋଟର୍‌ସ ଚାମ୍ପିୟନଶିପ୍‌ ଅଗଷ୍ଟ ୬ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଭାରତୀୟ ପ୍ରତିଯୋଗୀଙ୍କ ଚୟନ ଟ୍ରାଏଲ୍ସ କେରଳର କୋଚିଠାରେ ଗତ ୧୧…

ପରିବାର ସହ ଧାର୍ମିକ ଯାତ୍ରାରେ ଶିଳ୍ପା

ଜମ୍ମୁ: ଗତ ଶୁକ୍ରବାରଠାରୁ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟି ପରିବାର ସହ ଏକ ଧାର୍ମିକ ଯାତ୍ରା ଆରମ୍ଭ କରିଛନ୍ତି। ସେ ତାଙ୍କ ମା’ ସୁନନ୍ଦା ଶେଟ୍ଟି, ଭଉଣୀ ଶମିତା ଶେଟ୍ଟୀ ଏବଂ ଝିଅ ସମିଶାଙ୍କ ସହ ଏହି ଯାତ୍ରା କରୁଛନ୍ତି। ଶୁକ୍ରବାର…

ଜୟଶଙ୍କରଙ୍କ ଏହି କଥା ଶୁଣି ଖୁସିରେ ଗଦ୍‌ଗଦ୍‌ ଚାଇନା: ପ୍ରଶଂସାରେ ହେଲା ଶତମୁଖ

ନୂଆଦିଲ୍ଲୀ,୧୪।୫: ଆମେରିକାର ପ୍ରାଧାନ୍ୟ ବିରୋଧରେ ଏସ ଜୟଶଙ୍କରଙ୍କ ଏକ ବିବୃତ୍ତିକୁ ଚାଇନା ବହୁତ ପସନ୍ଦ କରିଛି। ନେପାଳରେ ପୋଷ୍ଟ ହୋଇଥିବା ଚାଇନା ରାଷ୍ଟ୍ରଦୂତ ଚେନ ଶୋଙ୍ଗ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପ୍ରଶଂସା କରିଛନ୍ତି। ଭିଡିଓ ଶେୟାର କରି ଚେନ…

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ ବୁଝିବା ଉଦ୍ଦେଶ୍ୟରେ ସେ ଭାରତ ଆସିଛନ୍ତି। କେବଳ ଗୋଟିଏ ମାସ ମଧ୍ୟରେ ଭାରତୀୟଙ୍କ…

ମାଧବୀ ଲତାଙ୍କ ନାଁରେ ମାମଲା

ହାଇଦ୍ରାବାଦ,୧୪ା୫(ପି.ଟି.): ହାଇଦ୍ରାବାଦର ଭାଜପା ପ୍ରାର୍ଥୀ କେ. ମାଧବୀ ଲତାଙ୍କ ନାଁରେ ସୋମବାର ନିର୍ବାଚନ କର୍ତ୍ତୃପକ୍ଷ ମାମଲା ରୁଜୁ କରିଛନ୍ତି। ଏକ ଭୋଟଗ୍ରହଣ କେନ୍ଦ୍ରରେ ବୁର୍ଖା ପିନ୍ଧିଥିବା ମୁସଲମାନ ମହିଳା ଭୋଟରମାନଙ୍କୁ ଫଟୋ ପରିଚୟପତ୍ର ସହ ମୁହଁ ଖୋଲିବା ପାଇଁ ସେ କହୁଥିବାର…

୨୦୧୯ରେ ୨୫ ପ୍ରାର୍ଥୀ ମୋଦିଙ୍କୁ ଦେଇଥିଲେ ଚ୍ୟାଲେଞ୍ଜ୍‌: ଜାଣନ୍ତୁ କିଏ କେଉଁ ସ୍ଥାନରେ ଥିଲେ

ନୂଆଦିଲ୍ଲୀ,୧୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ତୃତୀୟ ଥର ପାଇଁ ଲୋକ ସଭା ନିର୍ବାାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଏବଂ ତୃତୀୟ ଥର ପାଇଁ ମଧ୍ୟ ସେ ଉତ୍ତରପ୍ରଦେଶର ବାରାଣସୀ ଆସନରୁ ଭାଗ୍ୟ ପରୀକ୍ଷା କରୁଛନ୍ତି। ୨୦୧୪ରେ ପ୍ରଥମ ଥର ପାଇଁ ନରେନ୍ଦ୍ର…

ଛାଡପତ୍ର ପରେ ପଦରୁ ବି ଇସ୍ତଫା ଦେଲେ ମେଲିଣ୍ଡା: ମିଳିବ ଏତିକି ଟଙ୍କା

ନୂଆଦିଲ୍ଲୀ,୧୩।୫: ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ-ଚେୟାରମ୍ୟାନ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଆଗକୁ ବଢିବା ପାଇଁ ଉପଯୁକ୍ତ ସମୟ। ବର୍ତ୍ତମାନ ମୁଁ ମୋ ଜୀବନରେ କିଛି ନୂଆ ଖୋଜୁଛି। ସୋରା…

ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କଲେନି ପ୍ରତାପ ଜେନାଙ୍କ ପୁଅ

କଟକ,୧୪ା୫(ଶିଳ୍ପା ପ୍ରିୟଦର୍ଶିନୀ):ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ସୋମବାର ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାର ପ୍ରାୟ ୧ ଘଣ୍ଟା ପରେ ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ୍‌ ପ୍ରତାପ ଜେନା ଓ ବିଧାୟକ ପ୍ରତାପ ଜେନା…

୧୯ରେ ଆଣ୍ଡାମାନ ଛୁଇଁବ ମୌସୁମୀ

ଭୁବନେଶ୍ୱର,୧୪।୫(ଅସମାପିକା ସାହୁ):ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୧୯ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଛୁଇଁବ। ଏଥିପାଇଁ ପାଗ ଅନୁକୂଳ ରହିଛି। ଗତବର୍ଷ ମଧ୍ୟ ଏହି ସମୟରେ ଏସବୁ ଅଞ୍ଚଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ବାଭାବିକ…

ଭୟାବହ ଧୂଳିଝଡ: ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ମୁମ୍ବାଇ,୧୪ା୫:ମୁମ୍ବାଇରେ ସୋମବାର ଅପରାହ୍ନରେ ଭୟାବହ ଧୂଳିଝଡ଼ରେ ୧୪ ଜଣଙ୍କ ମୃତ୍ୟୁ ଘଟିବା ସହ ୭୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରଯାଇଛି। ଘାଟକୋପର ଅଞ୍ଚଳରେ ଏକ ପେଟ୍ରୋଲ ପମ୍ପ୍‌ ନିକଟରେ ଲାଗିଥିବା ୧୦୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri