Home

ସ୍ତ୍ରୀ କାଟିଦେଲେ ସ୍ବାମୀଙ୍କ ବେକ

ଧରାକୋଟ,୧୮।୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ସ୍ତ୍ରୀ କାଟିଦେଲେ ସ୍ବାମୀର ବେକ। ଏପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ବରିଗୁଡା ଗ୍ରାମରେ। ଆହତ ସ୍ବାମୀ ହେଲେ ରୋହିତ ପାତ୍ର(୪୫)। ତାଙ୍କୁ ଗୁରୁତର ଅବସ୍ଥାରେ ଆସିକା ପରେ ବ୍ରହ୍ମପୁର ସ୍ଥାନାନ୍ତର…

ଲୁହା ରେଲିଂରେ ଫସିଗଲା ହଂସର ବେକ, ଏମିତି ଜୀବନ ବଞ୍ଚାଇଲେ ଜଣେ ବ୍ୟକ୍ତି, ଭିଡିଓ ଦେଖିଲେ…

ଭଗବାନ ମନୁଷ୍ୟକୁ ସବୁଠାରୁ ସ୍ବତନ୍ତ୍ର କରି ଗଢ଼ିଛନ୍ତି। ମଣିଷକୁ ହାତ, ଗୋଡ଼ ଏବଂ ତୀକ୍ଷ୍ଣ ବୁଦ୍ଧି ମଧ୍ୟ ଦେଇଛନ୍ତି। ଭଗବାନ ଏଥିପାଇଁ ମଣିଷକୁ ବୁଦ୍ଧି ଦେଇଛନ୍ତି କି, ଯେଉଁମାନେ ମଣିଷ ପରି ଶକ୍ତିଶାଳୀ ନୁହନ୍ତି, ସେମାନଙ୍କୁ ମାନବିକତା ଦେଖାଇ ସାହାଯ୍ୟ କରିବା…

ମହିଳାଙ୍କର ଘର ସମ୍ଭାଳିବା ମୂଲ୍ୟ ଚାକିରିରୁ ମିଳୁଥିବା ଦରମାଠାରୁ କମ ନୁହେଁ : ସୁପ୍ରିମକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ,୧୮।୨ : ଘର ସମ୍ଭାଳିବାର ମୂଲ୍ୟ ଏକ କାର୍ଯ୍ୟାଳୟରେ କାମ କରି ମିଳୁଥିବା ଦରମା ମୂଲ୍ୟଠାରୁ କମ ନୁହେଁ। ଜଣେ ଗୃହିଣୀ ଥିବାରୁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କୁ କମ କ୍ଷତିପୂରଣ ଦେବା ମାମଲାରେ ସୁପ୍ରିମକୋର୍ଟ ଏହା କହିଛନ୍ତି। ଗୃହ…

ସାହସ ଅଛି ଯଦି ରାଷ୍ଟ୍ରପତି ଶାସନ ଲାଗୁ କରି ଦେଖ: ଭାଜପାକୁ ଟିଏମ୍‌ସିର ଚ୍ୟାଲେଞ୍ଜ…

କୋଲକାତା,୧୮।୨ : ସନ୍ଦେଶଖାଲି ପ୍ରସଙ୍ଗରେ ପଶ୍ଚିମବଙ୍ଗର ରାଜନୀତି ସରଗରମ ହେବାରେ ଲାଗିଛି। ନିକଟରେ ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡିବା ପ୍ରସଙ୍ଗରେ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ଭାଜପା ନେତାମାନେ ଦାବି କରିଥିଲେ। ବର୍ତ୍ତମାନ ଟିଏମସି ଏହା ଉପରେ ଏକ ଦୃଢ଼…

ରାସ୍ତାକଡ଼ ଦୋକାନରୁ ସ୍ତ୍ରୀଙ୍କ ପାଇଁ ଚକୋଲେଟ୍‌ କିଣିଲେ କେଜିଏଫ୍‌ ଷ୍ଟାର, ହୃଦୟ ଜିଣୁଛି ସରଳତା

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ୟଶ ସଫଳ ଅଭିନେତା ହୋଇଥିଲେ ହେଁ ଜଣେ ସାଧାସିଧା ମଣିଷ। ପିଲାଟି ଦିନରୁ ବହୁ ସଂଘର୍ଷ କରିଛନ୍ତି ସେ। ବୋଧହୁଏ ସେଥିଲାଗି ସେ ଶୀର୍ଷରେ ଥାଇ ବି ପୁରୁଣା ଦିନକୁ ଭୁଲିନାହାନ୍ତି। ଏବେ ଅଭିନେତାଙ୍କ ଏକ…

ଅଳିଆ ଗଦାରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, ପୋଲିସ ହାତରେ ଲାଗିଲା ମେଡିକାଲ ରସିଦ

ରାୟଗଡ଼ା,୧୮।୨(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ସହର ନୂତନ ବସ୍‌ଷ୍ଟାଣ୍ଡ ସମ୍ମୁଖରେ ଯାଇଥିବା ୩୨୬ ନଂ ଜାତୀୟ ରାଜପଥ କଡ଼ର ଅଳିଆ ଗଦାରୁ ଏକ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ଉକ୍ତ ମୃତଦେହ ସହିତ ଏକ ସରକାରୀ ଚିକିତ୍ସାଳୟର ରସିଦ ମଧ୍ୟ…

ମୋ ପ୍ରଥମ ପାରିଶ୍ରମିକ ୫୦ ଟଙ୍କା ଥିଲା : ଅଭିଜିତ୍‌ ମଜୁମଦାର୍‌

ପିଲାଦିନେ ଡ୍ରାମାରେ ଅଭିନୟ କରୁଥିଲି। ସମ୍ବଲପୁର ଜି.ଏମ୍‌. କଲେଜରେ ଯୁକ୍ତ ୨ ପଢ଼ିଲାବେଳେ କଲେଜ ଡ୍ରାମାରେ ଭଲ ଅଭିନୟ କରିଥିବାରୁ ଗୋଲ୍ଡ ମେଡାଲ୍‌ ବି ପାଇଥିଲି। ତା’ ସାଙ୍ଗକୁ ଭଲ ଗୀତ ବି ଗାଉଥିଲି। କିଶୋର କୁମାରଙ୍କ ଗୀତ ଭଲ ଗାଉଥିବାରୁ…

ନାଇଟ୍‌ ଡ୍ୟୁଟି

ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ନାଇଟ୍‌ ସିଫ୍ଟ ସିଷ୍ଟମ ରହିଛି। ଯୁବତୀ ହୁଅନ୍ତୁ ଅବା ଯୁବକ, ସିଫ୍ଟ ଅନୁଯାୟୀ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବାକୁ ପଡୁଛି। ରାତିଅନିଦ୍ରା ହେବା ତଥା ଲାଇଫ୍‌ ଷ୍ଟାଇଲ୍‌ ବଦଳିଯିବା ଦ୍ୱାରା ଅନେକଙ୍କଠାରେ ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜୁଛି।…

ପୁଅ ମୋହ କଲା ଚୋର

ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର)ଆଧୁନିକ ଶିକ୍ଷା ଓ ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ମଣିଷ ମନ ଭିତରେ ଘର କରିଥିବା ଲିଙ୍ଗଗତ ବୈଷମ୍ୟର ପାଶବିକତା କମିନାହିଁ। ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଶୁକ୍ରବାର ଘଟିଥିବା ଶିଶୁ ଚୋରି…

ଛାତରୁ ପଡି ITI ଛାତ୍ରଙ୍କ ମୃତ୍ୟୁ

ରାଉରକେଲା,୧୮।୨: ହଷ୍ଟେଲ ଛାତରୁ ପଡି ITI ଛାତ୍ରଙ୍କ ମୃତ୍ୟୁ। ଘଟଣା ଘଟିଛି ଜଗଦାସ୍ଥିତ ଘରୋଇ ITI କଲେଜ। ମୃତ ଛାତ୍ରଙ୍କ ଘର ହତୀବାରି ବଂଶଯୋର ଗାଁରେ। କାହିଁକି ଓ କେଉଁ ପରିସ୍ଥିତିରେ ଛାତରୁ ପଡିଲେ କାରଣ ଅସ୍ପଷ୍ଟ ରହିଛି।

ମାଟ୍ରିକ ପରୀକ୍ଷା ୨୦୨୪: ଚାଲିବ ଏଆଇ କଣ୍ଟ୍ରୋଲ ରୁମ୍‌

କଟକ,୧୮ା୨ (କାର୍ତ୍ତିକ ସାହୁ)ଚଳିତବର୍ଷର ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଆସନ୍ତା ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କଟକସ୍ଥିତ…

ବିଏମ୍‌ସିର ୧୦୨୭ କୋଟି ଟଙ୍କାର ବଜେଟ

ଭୁବନେଶ୍ୱର, ୧୮।୨ (ବନ୍ଦନା ସେଠୀ)୨୦୨୪-୨୫ ଆର୍ଥତ୍କ ବର୍ଷ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଶନିବାର ପୂର୍ଣ୍ଣାଙ୍ଗ ବଜେଟ ପାରିତ ହୋଇଯାଇଛି। ୧ ହଜାର ୨୭କୋଟି ୫୫ଲକ୍ଷ ୨୬ହଜାର ୯୪୧ଟଙ୍କାର ବଜେଟ ରଖାଯାଇଛି, ଯାହା ବିଏମ୍‌ସି ବଜେଟ ଇତିହାସରେ ସର୍ବକାଳୀନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri