Home

ରାଜ୍ୟରେ ବିଜେଡି-ଭାଜପା ମେଣ୍ଟ ହେଲେ କାହାକୁ ମିଳିବ କେତେ ଆସନ, ଜାଣନ୍ତୁ…

ଭୁବନେଶ୍ୱର,୭।୩: ରାଜ୍ୟରେ ବିଜେଡି-ଭାଜପା ମେଣ୍ଟକୁ ନେଇ ତୀବ୍ର ଆଲୋଚନା କରାଯାଉଛି। ତେବେ ଆସନ୍ତା ୧୨ ତାରିଖରେ ଅମିତ ଶାହା ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି। ଏହି ସମୟରେ ବିଜେଡି-ଭାଜପା ମେଣ୍ଟକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। କୁହାଯାଉଛି ଯେ,…

ସୌରଭ ଗାଙ୍ଗୁଲିଙ୍କ ନାଁରେ ଅଭିଯୋଗ ଆଣିଲେ ସ୍ତ୍ରୀ

ନୂଆଦିଲ୍ଲୀ,୭।୩:ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନାଁରେ ସ୍ତ୍ରୀ ଡୋନା ଏକ ଅଭିଯୋଗ ଆଣିଛନ୍ତି। ନିକଟରେ ଡୋନା ଗାଙ୍ଗୁଲିଙ୍କୁ ବଙ୍ଗଳା ଟେଲିଭିଜନ ଶୋ’ ଦିଦି ନଂ ୧ ରେ ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ରାଖନା ବାନାର୍ଜୀ ଏହି ଶୋ’ର ହୋଷ୍ଟ କରନ୍ତି।…

ଘୋଷଣା ହେବ ମେଣ୍ଟ! ଓଡିଶା ଆସୁଛନ୍ତି ଅମିତ ଶାହା

ଭୁବନେଶ୍ୱର,୭।୩: ଓଡିଶା ଆସୁଛନ୍ତି ଅମିତ ଶାହା। ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ଅବସରରେ ଦଳୀୟ ନେତାଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସୂଚନା ମଧ୍ୟ…

ଟସ୍‌ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ଭାରତୀୟ ଦଳରେ ୨ ପରିବର୍ତ୍ତନ, ଏହି ଖେଳାଳିଙ୍କୁ ମିଳିଲା ଡେବ୍ୟୁ ସୁଯୋଗ

ଧର୍ମଶାଳା,୭।୩: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ । ଏହି ମ୍ୟାଚ ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ଖେଳାଯାଉଛି। ଟିମ ଇଣ୍ଡିଆ ବର୍ତ୍ତମାନ ସିରିଜରେ ୩-୧ରେ ଆଗୁଆ ରହିଛି। ତେବେ ଇଂଲଣ୍ଡ…

ଆଜିଠୁ ପଞ୍ଚମ ଟେଷ୍ଟ: ଭାରତର ଲକ୍ଷ୍ୟ ୪-୧ରେ ସିରିଜ ବିଜୟ

ଧର୍ମଶାଳା, ୭।୩ (ପି.ଟି.): ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜର ୫ମ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବ। ଭାରତ ୩-୧ରେ ଅଗ୍ରଣୀ ରହିବା ସହ ସିରିଜକୁ ଆଗୁଆ ଜିତି ସାରିଛି। ଏବେ ଅନ୍ତିମ ଟେଷ୍ଟ…

ପଲିଥିନ ତଳେ ଚାଲିଛି ସମବାୟ ସମିତି

ଧାମନଗର, ୭ା୩(ସନ୍ତୋଷ କୁମାର ମହାପାତ୍ର)ଧାମନଗର ବ୍ଲକ ମୁସ୍ତଫାପୁର ମହାନ୍ତିସାହିରେ ଥିବା ଦୋବଲ ସେବା ସମବାୟ ସମିତିର କାର୍ଯ୍ୟାଳୟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଯେକୌଣସି ମୂହୂର୍ତ୍ତରେ ଘରର ଆଜବେଷ୍ଟସ ଛପର ଓ ଇଟାକାନ୍ଥ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି। ବର୍ଷା ପାଣି ପଡ଼ିବା…

ଗାଁକୁ ରାସ୍ତା ନାହିଁ ତ ନେତାଙ୍କୁୁ ଭୋଟ ନାହିଁ

ବାରିପଦା,୭ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଦେଶ ସ୍ବାଧୀନତାର ୭୭ବର୍ଷ ପରେ ମଧ୍ୟ ଗଁାକୁ ଭଲ ରାସ୍ତା ନାହିଁ ା ମାଳ ମାଳ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ମୌଳିକ ସୁବିଧା ମିଳି ପାରୁନାହିଁ। ଜିଲାରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୩ ମନ୍ତ୍ରୀ ଥାଇ…

ଧାରା ୩୭୦ ହଟିବା ପରେ ପ୍ରଥମ ଥର କଶ୍ମୀର ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ଏତିକି କୋଟି ମୂଲ୍ୟ ପ୍ରକଳ୍ପର କରିବେ ଉଦ୍‌ଘାଟନ

ନୂଆଦିଲ୍ଲୀ,୭।୩: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପ୍ରଥମ ଥର ପାଇଁ କଶ୍ମୀର ଗସ୍ତ କରିବେ। ଏହି ସମୟରେ ୬୪୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ସେ ଶ୍ରୀନଗରରେ ଏକ ସାଧାରଣ…

ସେତେବେଳେ କୋରେଇ, ଏବେ ଧର୍ମଶାଳା

ରସୁଲପୁର,୭ା୩(ରଞ୍ଜିତ ରାଉତ):ସାଧାରଣ ନିର୍ବାଚନ ପାଖେଇ ଆସିଲେ ବିଜେଡିର ନେତା ଓ କର୍ମୀଙ୍କ ମିଶାଣ ଫେଡ଼ାଣକୁ ନେଇ ଦଳ ବେଶୀ ଚର୍ଚ୍ଚାରେ ରହିଥାଏ। ଯାଜପୁର ଜିଲାରେ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଥିବା ଛାମୁଆ ନେତାଙ୍କୁ ଫେରାଇ ଆଣିବା ପାଇଁ ଦଳ ସମାନ ରଣନୀତି…

ମହେଶ ପୂର୍ବତଟ ରେଳପଥର ନୂତନ ଅତିରିକ୍ତ ମହାପ୍ରବନ୍ଧକ

ଭୁବନେଶ୍ୱର,୭।୩: ଭାରତୀୟ ରେଳର ପ୍ରମୁଖ ଜୋନ୍‌ ତଥା ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଭାବେ ମହେଶ କୁମାର ବେହେରା ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଭାରତୀୟ ରେଳ ଇଞ୍ଜିନିୟର୍ସ ସେବାର ବରିଷ୍ଠ ଅଧିକାରୀ ମହେଶ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଭାବେ…

ପଟ୍ଟାମୁଣ୍ଡାଇରେ ବଢୁଛି ନକଲି ବ୍ରାଣ୍ଡ୍‌ ଔଷଧ କାରବାର

ପଟ୍ଟାମୁଣ୍ଡାଇ, ୭ା୩ (କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ଭେଷଜ ନିୟନ୍ତ୍ରକଙ୍କ ବିଭାଗର ଅଧିକାରୀ ପଟ୍ଟାମୁଣ୍ଡାଇ ଅଞ୍ଚଳ ପାଇଁ ଏକପ୍ରକାର ନୀରବତା ଅବଲମ୍ବନ କରୁଥିବାରୁ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ବ୍ୟାପକ ଭାବେ ବେଆଇନ ଔଷଧ କାରବାର ବୃଦ୍ଧି ପାଉଛି। ନିମ୍ନମାନର ଔଷଧ ସାଙ୍ଗକୁ ନକଲି…

ଲୋକ ସଭା ନିର୍ବାଚନ ପାଇଁ ଆଜି ଆସିବ କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା, ଏହି ବରିଷ୍ଠ ନେତାଙ୍କୁ ମିଳିପାରେ ଟିକେଟ୍‌

ନୂଆଦିଲ୍ଲୀ,୭।୩: ସମସ୍ତ ରାଜନୈତିକ ଦଳ ଲୋକ ସଭା ନିର୍ବାଚନ ପାଇଁ ବ୍ୟସ୍ତ ଅଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସ ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଦଳ ଆଜି ଅର୍ଥାତ୍‌ ଗୁରୁବାର କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ବୈଠକ କରିବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri