ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପୁଣି ଗିରଫ ହେଲେ କ’ଣ କେଜ୍ରିଓ୍ବାଲଙ୍କ ରାସ୍ତାରେ ଚାଲିବେ? ସାମ୍ନାରେ ରହିଛି ଏହି ୩ ବିକଳ୍ପ
ରାଞ୍ଚି,୫।୭: କଥିତ ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ହେଲେ ତାଙ୍କ ରାସ୍ତାର କଣ୍ଟା ଏଯାଏ ସଫା ହୋଇନାହିଁ। ଜେଲ୍ରୁ ବାହାରକୁ ଆସିବା ପରେ ସେ ବଡ଼ ନିଷ୍ପତ୍ତି ନେଇ ପୁଣିଥରେ ମୁଖ୍ୟମନ୍ତ୍ରୀ…
‘ଯାହାକୁ ଏଭଳି ମା’ ମିଳିଛି, ସେ କେବେ ବି ବିଫଳ ହୋଇପାରିବ ନାହିଁ’; ପନ୍ତଙ୍କୁ ଏଭଳି କହି…
ନୂଆଦିଲ୍ଲୀ,୫।୭: ଭାରତୀୟ କ୍ରିକେଟ ଟିମ୍ ଟି୨୦ ବିଶ୍ୱକପ୍ ୨୦୨୪ ଜିତିବା ପରେ ସ୍ବଦେଶ ଫେରିଛି। ଗୁରୁବାର ଦଳର ଖେଳାଳିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି ସମୟରେ ସମସ୍ତେ ନିଜର ପ୍ରଦର୍ଶନ ଉପରେ ଚର୍ଚ୍ଚା କରିଥିଲେ। ବିଶେଷକରି ଟିମ୍ ଇଣ୍ଡିଆ ବିଜୟରେ…
ମଝି ରାସ୍ତାରେ ଶିବସେନା ନେତାଙ୍କୁ ଖଣ୍ଡାରେ ହାଣିଲେ ନିହାଙ୍ଗ ଶିଖ୍, ସାମ୍ନାକୁ ଆସିଲା ବର୍ବର Video
ଲୁଧିଆନା,୫।୭: ପଞ୍ଜାବର ଲୁଧିଆନାରେ ଜଣେ ଶିବସେନା ତକସାଲି ନେତାଙ୍କ ଉପରେ ନିହାଙ୍ଗ ଶିଖ୍ ଆକ୍ରମଣ କରିବାର ବର୍ବର ଭିଡିଓ ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ନେତା ଗୁରୁତର ଆହତ ହୋଇଛନ୍ତି। ମଝି ରାସ୍ତାରେ ତକସାଲି ନେତାଙ୍କ ଉପରେ ନିହାଙ୍ଗ ଶିଖ୍ ଖଣ୍ଡାରେ…
ଓଡ଼ିଶା ପାଇଁ ପ୍ରଭାରୀ ନିଯୁକ୍ତ କଲା ଭାଜପା, ଅପରାଜିତାଙ୍କୁ ମିଳିଲା ବଡ଼ ଦାୟିତ୍ୱ
ଭୁବନେଶ୍ୱର,୫।୭: ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ଭାରତୀୟ ଜନାତା ପାର୍ଟି। ଓଡ଼ିଶାରେ ବିଜୟପାଲ ସିଂ ତୋମାରଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଏଥିସହ ଲତା ଉସେଣ୍ଡିଙ୍କୁ ସହ ପ୍ରଭାରୀ ଦାୟିତ୍ୱ ମିଳିଛି। ସେହିପରି ଏମପି ଅପରାଜିତା ଷଡ଼ଙ୍ଗୀଙ୍କୁ…
‘ଅଗଷ୍ଟରେ ଭାଙ୍ଗିବ ‘ମୋଦି ସରକାର’, ଦେଶରେ ଯେକୌଣସି ମୂହୁର୍ତ୍ତରେ ହୋଇପାରେ ନିର୍ବାଚନ’
ନୂଆଦିଲ୍ଲୀ,୫।୭: ଅଗଷ୍ଟରେ ଭାଙ୍ଗିବ ମୋଦି ସରକାର। ଏହାପରେ ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବ ବୋଲି ବଡ଼ ଦାବି କରିଛନ୍ତି ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ଏପରିକି ଦେଶରେ ଯେକୌଣସି ମୂହୁର୍ତ୍ତରେ ନିର୍ବାଚନ ହୋଇପାରେ ବୋଲି ସେ କହିବା ସହ…
ତୁମେ ମୋ ପାଇଁ ପୁରା ଦୁନିଆ, କେବେ ବି ଭୁଲି ପାରିବି ନାହିଁ…କାହା ପାଇଁ ହାର୍ଦ୍ଦିକଙ୍କ ସ୍ପେଶାଲ ପୋଷ୍ଟ
ନୂଆଦିଲ୍ଲୀ,୫।୭:ଟି -୨୦ ବିଶ୍ୱକପର ବିଶ୍ୱ ବିଜେତା ଦଳ ଟିମ୍ ଇଣ୍ଡିଆ ସ୍ବଦେଶକୁ ପେରିଛନ୍ତି। ତେବେ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ରାତିରେ ଟିମ୍ ମୁମ୍ବାଇରେ ପହଞ୍ଚିଥିଲା। ଯେଉଁଠି ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ମଧ୍ୟରେ ଟିମ ଇଣ୍ଡିଆ ଖେଳାଳିମାନେ ୱାଙ୍ଖଡେ…
ଗର୍ଭବତୀ ଅଛନ୍ତି ସୋନାକ୍ଷୀ! ମେଡିକାଲରେ ପହଞ୍ଚିଲେ…
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କ ବିବାହର ୧୫ ଦିନ ବିତି ନାହିଁ, କିନ୍ତୁ ଅଭିନେତ୍ରୀ ଗର୍ଭବତୀ ଥିବା ଜୋରଦାର ଆଲୋଚନା ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ଚର୍ଚ୍ଚା ହେଲାଣି କି, ସୋନାକ୍ଷୀ ଏବଂ ଜହିର ଖୁବ୍ଶୀଘ୍ର…
ଶେଷ ହେବ ରେଲଓ୍ବେର ଓ୍ବେଟିଂ ଟିକେଟ ଟେନସନ! ହୋଲି, ଦିପାବଳୀରେ ସମସ୍ତଙ୍କୁ ମିଳିବ ଟିକେଟ
ନୂଆଦିଲ୍ଲୀ,୫।୭: ପର୍ବ ସମୟରେ ସବୁଠାରୁ ବଡ ସମସ୍ୟା ହେଉଛି ଟ୍ରେନରେ ଟିକେଟ ପାଇବା। ଦୀର୍ଘ ପ୍ରତୀକ୍ଷା ବା ଓ୍ବେଟିଂ ପ୍ରକ୍ରିୟା ସପ୍ତାହ ପୂର୍ବରୁ ଆରମ୍ଭ ହୁଏ । କିନ୍ତୁ, ରେଳବାଇ ଏପରି ଯୋଜନା କରିଛି ଯେ ଆସନ୍ତା ଦୁଇ ବର୍ଷ ମଧ୍ୟରେ…
ଲାଞ୍ଚ ନେଉଥିବାବେଳେ ଆରଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
ଖୋର୍ଦ୍ଧା,୫।୭(ପ୍ରଭାତ ପାଣିଗ୍ରାହୀ): ଲାଞ୍ଚ ନେବା ବେଳେ ଧରାପଡିଲେ ବେଗୁନିଆ ତହସିଲ ସିକୋ ଆରଆଇ ବିଶେଶ୍ୱର ରାଏ ବେହେରା ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଓଡିଶା ଭିଜିଲାନ୍ସ ଟିମ ଦ୍ବାରା ଧରାପଡି ଗିରଫ ହୋଇଛନ୍ତି। ଜଣେ ଅଭିଯୋଗକାରୀଙ୍କ ଠାରୁ ସରକାରୀ…
ନୀରଜ ଚୋପ୍ରାଙ୍କୁ କ’ଣ ମାଗିଲେ ମୋଦି, କଥା ଦେଲେ ଖେଳାଳି
ନୂଆଦିଲ୍ଲୀ,୫।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଅଂଶଗ୍ରହଣ କରୁଥିବା ଭାରତୀୟ ଦଳର ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କଥାବାର୍ତ୍ତା କରିଥିଲେ। ପିଏମ ମୋଦି ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିବାକୁ ଭାରତୀୟ ଆଥଲେଟମାନଙ୍କୁ ପ୍ରେରଣା ଦେଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଜାଭେଲିନ…
ବବି ଦାସଙ୍କ ନାମରେ ଏତଲା
ଭୁବନେଶ୍ୱର,୪ା୭: ବିଜେଡି ସଂଗଠନର ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ନାମରେ ଶୁକ୍ରବାର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିବା ଜଣାପଡ଼ିଛି। ବବି ଅନୁମତି ନ ନେଇ ସରକାରୀ ବାସଭବନରେ ନିର୍ମାଣ କାର୍ଯ୍ୟ କରିଥିବା ଅଭିଯୋଗ କରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି…
ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ଉପଲବ୍ଧି ହାସଲ କଲା ଭାରତ
ନୂଆଦିଲ୍ଲୀ,୫।୭: ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶରେ ଏକ ରେକର୍ଡ ପ୍ରତିରକ୍ଷା ଉତ୍ପାଦନ ହୋଇଛି। ଏହି ସମୟ ମଧ୍ୟରେ ଦେଶରେ ୧.୨୭ ଲକ୍ଷ କୋଟି ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷା ଉପକରଣ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

