Home

ବିଦେଶୀ ସାଜିପାରନ୍ତି ଦୂତ

ଭାରତକୁ ଏକ ଧର୍ମନିରପେକ୍ଷ ଦେଶ ବୋଲି କୁହାଯାଉଥିଲା। ଏବେ ଅବଶ୍ୟ ତାହା ମଳିନ ପଡ଼ିଗଲାଣି। ଏଠାରେ ପ୍ରତ୍ୟେକ ଧର୍ମକୁ ସମାନ ଗୁରୁତ୍ୱ ଦିଆଯିବାର ନିୟମ ସମ୍ବିଧାନରେ ଉଲ୍ଲିଖିତ ରହିଛି। ହେଲେ ଅନେକ ସ୍ଥାନରେ ଉପୁଜୁଥିବା ସ୍ଥିତିକୁ ଦେଖିଲେ ଏହି ଦେଶ ସରକାରୀ…

ଆଜି କେନ୍ଦୁଝର ବନ୍ଦ, ଗଡ଼ିବନି ଟ୍ରେନ୍‌-ବସ୍‌

କେନ୍ଦୁଝର,୧୮ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଧନ ଖଣିରୁ ଗୁହାଳଡିହି ସାଇଡିଂକୁ ରେଳ ସଂଯୋଗ ପ୍ରତିବାଦରେ କେନ୍ଦୁଝର ଜିଲା ଟ୍ରକ୍‌ ମାଲିକ ସଂଘର ୨୪ ଘଣ୍ଟିଆ କେନ୍ଦୁଝର ଜିଲା ବନ୍ଦ ଓ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଛି। ଏହି…

ଆଖିବୁଜିଲା ୧୨୫ ବର୍ଷୀୟ କଇଁଛ ‘ଚାଣକ୍ୟ’

ହାଇଦ୍ରାବାଦ,୧୮ା୩: କନ୍ଦମୂଳ ଖାଇବାକୁ ଭଲ ପାଉଥିବା ଗାଲାପାଗୋସ ପ୍ରଜାତିର ବିଶାଳ କଇଁଛ ଚାଣକ୍ୟ ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନରେ ୧୨୫ ବର୍ଷ ବୟସରେ ରବିବାର ମୃତ୍ୟୁବରଣ କରିଛି। ପ୍ରାଣୀ ଉଦ୍ୟାନ ଆରମ୍ଭରୁ ଏହି କଇଁଛ ଏଠାରେ ରହି ଆସିଥିଲା। ଯାହାକି ପର୍ଯ୍ୟଟକଙ୍କ…

ଦବିଯାଉଛି ପୋଲ ସଂଯୋଗୀକରଣ ରାସ୍ତା

ରସୁଲପୁର,୧୮ା୩(ରଞ୍ଜିତ ରାଉତ): ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ଅନ୍ତର୍ଗତ କୁଆଖିଆ ସେକ୍ସନର ୨ ପଞ୍ଚାୟତର ୨ଟି ଗାଁକୁ ସଂଯୋଗ କରୁଥିବା ବିଭାଗୀୟ ରାସ୍ତାର ଏକ ପୋଲର ଉଭୟ ପାର୍ଶ୍ୱ ସଂଯୋଗୀକରଣ ଅଞ୍ଚଳ ଦବିଯାଉଛି। ଚାରି ଚକିଆ ଯାନ ଏହି ରାସ୍ତାଦେଇ ଯାତାୟାତ…

ଆସୁଛି ଝଡ଼ବର୍ଷା: ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୮ା୩:   ସୋମବାର ରାଜ୍ୟର ୨୦ରୁ ଅଧିକ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା ଓ ଢ଼େଙ୍କାନାଳ ଆଦି ୮ଟି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ମଙ୍ଗଳବାର ଉତ୍ତର ଓଡ଼ିଶା ସମେତ…

୬ ଥାକିଆ ରାସ୍ତା ନିର୍ମାଣରେ ଚଞ୍ଚକତା

ଯାଜପୁର,୧୮ା୩ (ହର୍ଷବର୍ଦ୍ଧନ ବେହେରା): ଯାଜପୁର ପୂର୍ତ୍ତ ବିଭାଗ ଅଧୀନରେ ୫୯.୧୮ କୋଟି ଟଙ୍କାର ୬ ଥାକିଆ ରାସ୍ତା ପ୍ରକଳ୍ପ ୪ ଥାକିଆ ଭାବେ ନିର୍ମାଣ ହୋଇଛି। ଏହା ପୁଣି ବହୁ ଗୁରୁତ୍ୱପୂର୍ଣ୍ଣ ଯାଜପୁର ରୋଡ ଚୋରଦା ଛକଠାରୁ ଡୁବୁରୀ ପର୍ଯ୍ୟନ୍ତ ଏସ୍‌ଏଚ୍‌-୧୦…

ରାଏବରେଲୀ-ଅମେଠିରୁ ଲଢ଼ିବେନି ପ୍ରିୟଙ୍କା, ରାହୁଲ

ନୂଆଦିଲ୍ଲୀ,୧୮।୩: ନେହେରୁ-ଗାନ୍ଧୀ ପରିବାରର ସୁରକ୍ଷିତ ଆସନ ରହିଆସିଥିବା ଦୁଇ ସଂସଦୀୟ କ୍ଷେତ୍ର ରାଏବରେଲୀ ଏବଂ ଅମେଠି ଏଥର କଂଗ୍ରେସ ହାତରୁ ଖସିଯାଇପାରେ। କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧୀ ନିକଟରେ ରାଜସ୍ଥାନରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି। ରାଏବରେଲୀରୁ ସେ…

ଇଲେକ୍ଟୋରାଲ ବଣ୍ଡ୍‌ରୁ ଭାଜପାକୁ ୬,୯୮୬.୫ କୋଟି

ନୂଆଦିଲ୍ଲୀ,୧୮।୩(ପି.ଟି.): ଭାରତର ନିର୍ବାଚନ କମିଶନର(ଇସିଆଇ) ରବିବାର ଇଲେକ୍ଟୋରାଲ ବଣ୍ଡ୍‌ର ସାନି ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ପୂର୍ବରୁ ଇସିଆଇ ଉକ୍ତ ତଥ୍ୟଗୁଡ଼ିକୁ ଜଉମୁଦା ଲଫାପାରେ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସେଗୁଡ଼ିକୁ ସାର୍ବଜନୀନ କରାଯାଇଛି। ୨୦୧୯ ଏପ୍ରିଲ ୧୨ରେ ସୁପ୍ରିମକୋର୍ଟଙ୍କ…

ସୁରକ୍ଷା ନାହିଁ, ଯାଉଛି ଜୀବନ

ଯାଜପୁର/ଧର୍ମଶାଳା,୧୮ା୩(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା): ପଥର ଖାଦାନ ଓ କ୍ରଶର ୟୁନିଟ୍‌ଗୁଡ଼ିକରେ ଆବଶ୍ୟକ ସୁରକ୍ଷା ଉପକରଣ ଅଭାବ, ଚିକିତ୍ସା ସୁବିଧା ନ ମିଳିବାରୁ ଅକାଳରେ ଶ୍ରମିକମାନେ ମୃତ୍ୟୁବରଣ କରୁଛନ୍ତି। ସରକାରୀ ଅନୁପାଳନ ବିନା ଗଢ଼ି ଉଠିଥିବା ପଥର କ୍ରଶର ୟୁନିଟ୍‌ରେ ଏଭଳି ଅବ୍ୟବସ୍ଥା…

ରାଜ୍ୟରେ ଝଡ଼ବର୍ଷା ହେବାର ସମ୍ଭାବନା: ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୭।୩(ଅନୁରାଧା ମହାରଣା)- ରାଜ୍ୟର ଅଧିକାଂଶ ଜିଲାରେ ଦିନର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିବାବେଳେ ଅନ୍ୟ କିଛି ସ୍ଥାନରେ ବର୍ଷା ରେକର୍ଡ ହୋଇଛି। ଆସନ୍ତା ୨ ଦିନ ମଧ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାପମାତ୍ର କମିପାରେ। ରାତି…

ମୋଦିଙ୍କ ହୁଙ୍କାର: ୪ ଜୁନ୍‌ରେ ୪୦୦ ପାର୍‌

ହାଇଦ୍ରାବାଦ୍‌,୧୭।୩: ଦେଶରେ ଲୋକ ସଭା ନିର୍ବାଚନ ବିଗୁଲ ବାଜିବା ପରଦିନ ଅର୍ଥାତ୍‌ ରବିବାରପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲାରେ ଏନଡିଏର ଏକ ବିଶାଳ ଜନସମାବେଶରେ ଯୋଗ ଦେଇଥିଲେ। ଏହି ରାଲିରେ ମଞ୍ଚ ଉପରେ ଏନଡିଏର ସହଯୋଗୀ ଟିଡିପି ମୁଖ୍ୟ ଏନ.…

ପାରିବାରିକ କଳହର କରୁଣ ପରିଣତି:ସାନଭାଇଙ୍କ ଛୁରାମାଡରେ ବଡ଼ଭାଇ ମୃତ

ଭବାନୀପାଟଣା,୧୭।୩ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଏମ.ରାମପୁର ବ୍ଳକ ଅନ୍ତର୍ଗତ ଦେଢଶୁଲି ପଞ୍ଚାୟତର ଗସକା ପଡାଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସାନ ଭାଇ ବିମ୍ବାଧର ମାଝୀ (୨୫)ର ଛୁରା ମାଡରେ ବଡ଼ଭାଇ ଦାସ ମାଝୀ(୨୮)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri