Home

ନୀତୀଶଙ୍କ ଉପରେ ବଡ଼ ଅଭିଯୋଗ ଆଣିଲେ ପିକେ

ପାଟନା,୧୮।୭: ରାଜନୀତିକ ରଣନୀତିଜ୍ଞ ବା ରାଜନୀତିର ଚାଣକ୍ୟ କୁହାଯାଉଥିବା ତଥା ଜନ ସୁରାଜ ଅଭିଯାନର ସୂତ୍ରଧର ପ୍ରଶାନ୍ତ କିଶୋର ଓରଫ ପି.କେ ଗୁରୁବାର (ଜୁଲାଇ ୧୮) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ମଦ ଉପରେ…

ଡେଲିଭରି ବୟଙ୍କୁ ଝୁଣି ପକାଇଲେ କୁକୁର! ଦେଖନ୍ତୁ ଲୋମ ଟାଙ୍କୁରା ଭିଡିଓ

ରାୟପୁର,୧୮।୭: ଛତିଶଗଡ଼ର ରାୟପୁରର ଖମ୍ହାରଡିହ ପୋଲିସ ଷ୍ଟେଶନ ଅଞ୍ଚଳରୁ ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଠାରେ ଅନୁପମ ନାଗରରେ ଦୁଇଟି ପିଟବୁଲ କୁକୁର ଡେଲିଭରି ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରଥିବା ଦେଖାଯାଇଛି। ଗତ ଶୁକ୍ରବାର ଦିନ ଏହି ଘଟଣା…

NEET ପେପର ଲିକ୍‌ ମାମଲାରେ ସିବିଆଇର ବଡ ଆକ୍ସନ, ପାଟନା ଏମ୍ସରୁ ଗିରଫ ହେଲେ ୪ ଡାକ୍ତରୀ ଛାତ୍ର

ନୂଆଦିଲ୍ଲୀ,୧୮।୭: ନିଟ ପେପର ଲିକ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏକ ବଡ ପଦକ୍ଷେପ ନେଇଛି। ସିବିଆଇ ଟିମ ଗୁରୁବାର (ଜୁଲାଇ ୧୮)ରେ ପେପର ଲିକ ମାମଲା ସହ ଜଡିତ ୪ ଜଣ ଛାତ୍ରଙ୍କୁ ଗିରଫ କରିଛି। ଏଥି ସହ…

କ୍ଷମା ତ ମାଗିଲେ ମଦନ ଦିଲାଓ୍ବର, ହେଲେ କଂଗ୍ରେସକୁ ଦେଲେ ବଡ ଅସ୍ତ୍ର

ଜୟନୁର,୧୮।୭: ରାଜସ୍ଥାନ ବିଧାନସଭାରେ ଜୁଲାଇ ୩ରୁ ଆରମ୍ଭ ହୋଇଥିବା ବିଧାନସଭା ଅଧିବେଶନରେ ଏଥର ମଦନ ଦିଲାୱର ପ୍ରାଧାନ୍ୟ ବିସ୍ତାର କରିଥିଲେ। ଗୃହ ଆରମ୍ଭ ହେବା ଦିନଠାରୁ ବିରୋଧୀମାନେ ତାଙ୍କୁ କିଛି କହିବାର ସୁଯୋଗ ଦେଇ ନ ଥିଲେ। ଯେତେବେଳେ ସେ ନିଜର…

ପୂରଣ ହେଲା ବିରାଟ କୋହଲିଙ୍କ ସ୍ବପ୍ନ, ସାମ୍ନାକୁ ଆସିଲା ପୁଅ ଅକାୟଙ୍କ ପ୍ରଥମ ଝଲକ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୭: ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ଦୀର୍ଘ ଦିନ ଧରି କଳ୍ପନା ଜଳ୍ପନା ଚାଲିଛି ଯେ ଏହି ଦମ୍ପତି ନିଜ ପରିବାର ସହ ସମୟ କାଟିବାକୁ ଲଣ୍ଡନ ଯିବାକୁ…

‘ଡ୍ରିଙ୍କ ବ୍ରେକ’କୁ ଶେଷ କରିବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୧୮।୭: ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର କ୍ରିକେଟରେ ନିୟମ କରୁଥିବା ବ୍ୟକ୍ତିଙ୍କୁ ଏକ ବଡ ପ୍ରସ୍ତାବ ଦେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ବୋଲରଙ୍କ ପାଇଁ ଅନୌପଚାରିକ ପାନୀୟ ବିରତି ବା ଡ୍ରିଙ୍କ ବ୍ରେକ୍‌ ଶେଷ କରିବାକୁ ଗାଭାସ୍କର ଅଧିକାରୀମାନଙ୍କୁ କହିଛନ୍ତି।…

ଭିତର ରତ୍ନଭଣ୍ଡାରରେ କ’ଣ ଅଛି? ବାହାରକୁ ଆସିବା ପରେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଦେଲେ ବଡ଼ ସୂଚନା

ଜଷ୍ଟିସ ବିଶ୍ବନାଥ ରଥ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ କରିବା ପାଇଁ ସାଢ଼େ ୭ ଘଣ୍ଟା ଲାଗିଲା। ସକାଳ ୯ଟା ୫୧ରେ ଆମେ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲୁ। ଅପରାହ୍ନ ୫ଟା ୧୫ ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ…

ଯୁବତୀଙ୍କ ମୁଣ୍ଡରେ ଛୁଞ୍ଚି ଫୁଟାଇଲେ ତାନ୍ତ୍ରିକ, ସାମ୍ନାକୁ ଆସିଲା ଖବର, ଆଉ ତା’ ପରେ…

ବଲାଙ୍ଗୀର,୧୮ା୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଇଚଗାଁରେ ଗୁଣିଗାରେଡ଼ିରେ ଜଣେ ଯୁବତୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଯୁବତୀଙ୍କ ବାରମ୍ବାର ଦେହ ଭଲ ନ ହେବାରୁ ପରିବାର ଲୋକେ ତାନ୍ତ୍ରିକଙ୍କ ପାଖକୁ ଯାଇଥିଲେ। ତାନ୍ତ୍ରିକ ଜଣକ…

ନୀତୀଶଙ୍କୁ ବଡ଼ ଝଟ୍‌କା: ହାତ ଛାଡିଲେ ଏହି ବଡ଼ ନେତା

ପାଟନା,୧୮।୭: ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଜେଡିୟୁକୁ ଏକ ବଡ଼ ଝଟ୍‌କା ଦେଇଛନ୍ତି। ଜେଡିୟୁ ନେତା ତଥା ରାଜ୍ୟ ସଚିବ ମହମ୍ମଦ ଇରଫାନ ଗୁରୁବାର ଦିନ ଜେଡିୟୁର ସମସ୍ତ ପଦବୀ ସହିତ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ଏବଂ ଜନ…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଘରର ଇଏମଆଇ, ଚେକ୍‌ ବାଉନ୍ସ ପାଇଁ ହେବ ନାହିଁ ବାଧ୍ୟତାମୂଳକ କାର୍ଯ୍ୟନୁଷ୍ଠାନ

ନୂଆଦିଲ୍ଲୀ,୧୮।୭: ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳ (ଏନସିଆର) ରେ ନିଜର ଫ୍ଲାଟ ନ ପାଇ ଅସୁବିଧାରେ ପଡିଥିବା ଘର କ୍ରେତାଙ୍କୁ ଏକ ବଡ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ କିମ୍ବା ବିଲଡରମାନେ ମାସିକ କିସ୍ତି…

ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି….

ନୂଆଦିଲ୍ଲୀ,୧୮।୭: ଇଂଲଣ୍ଡ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ଟ୍ରେଣ୍ଟ ବ୍ରିଜରେ ଆରମ୍ଭ ହୋଇଛି। ୱେଷ୍ଟଇଣ୍ଡିଜ ଅଧିନାୟକ କ୍ରେଗ ବ୍ରାଥୱାଇଟ ଟସ ଜିତି ପ୍ରଥମେ ଫିଲ୍ଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ କ୍ରିକେଟରେ…

ହସ୍ପିଟାଲରେ ଭର୍ତ୍ତି ହେଲେ ଜାହ୍ନବୀ କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ଫୁଡ୍‌ ପଏଜନ ହୋଇଥିଲା ଏବଂ ଏହି କାରଣରୁ ତାଙ୍କୁ ଦକ୍ଷିଣ ମୁମ୍ବାଇର ଏଚ୍‌ଏନ୍‌ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜାହ୍ନବୀ ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?