Home

ବାହାଘର କଥା, ଭୁଲ୍‌କୁ କ୍ଷମା କରିଦେବେ, ହାତଯୋଡ଼ି କହିଲେ ନୀତା ଅମ୍ବାନୀ

ମୁମ୍ବାଇ,୧୫ା୭: ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ବୋହୂ ରାଧିକା ମର୍ଚାଣ୍ଟଙ୍କ ବିବାହ ଚର୍ଚ୍ଚାରେ ରହିଛି। ଅମ୍ବାନୀ ପରିବାର ଦ୍ୱାରା ବିବାହର ‘ଶୁଭ ଆଶୀର୍ବାଦ’ ଏବଂ ତା’ପରେ ୧୪ ଜୁଲାଇରେ ‘ମଙ୍ଗଳ ଉତ୍ସବ’ ବା ରିସେପ୍ସନ…

କୋମାକୁ ଚାଲିଯାଇପାରନ୍ତି କେଜ୍‌ରିଓ୍ବାଲ୍‌, ବଢୁଛି ବ୍ରେନ୍‌ ଷ୍ଟ୍ରୋକ ଆଶଙ୍କା:ସାଂଘାତିକ ଅଭିଯୋଗ ଆଣିଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୧୫।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ତିହାର ଜେଲ ପ୍ରଶାସନର ଡାକ୍ତରୀ ରିପୋର୍ଟରେ ଆମ ଆଦମୀ ପାର୍ଟିର ପ୍ରତିକ୍ରିୟା ଆସିଛି। ଏଏପି ଏମ୍‌ପି ସଞ୍ଜୟ ସିଂ କହିଛନ୍ତି, କେଜ୍‌ରିଓ୍ବାଲ୍‌ଙ୍କ ସୁଗାର ସ୍ତର ଅନେକ ଥର ହ୍ରାସ ପାଇଛି ବୋଲି ତିହାର ଜେଲ…

ହଠାତ୍‌ ୩ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍‌ କଲେ ଅମିତ ଶାହା: ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ,୧୫।୭: ୟୁପି, ଆସାମ ଏବଂ ଗୁଜରାଟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସକ୍ରିୟ ହୋଇପଡିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ୟୁପି ମୁଖ୍ୟ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏବଂ ଗୁଜରାଟର…

ଚାଇନା ସମର୍ଥକ ଓଲି ପୁଣି ହେବେ ନେପାଳର ପ୍ରଧାନମନ୍ତ୍ରୀ: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ଚାଇନା ସମର୍ଥକ ଓଲି ପୁଣି ହେବେ ନେପାଳର ପ୍ରଧାନମନ୍ତ୍ରୀ: ଜାଣନ୍ତୁ ଭାରତ ଉପରେ କ’ଣ ଉପରେ ପ୍ରଭାବ ନୂଆଦିଲ୍ଲୀ,୧୫।୭:ନେପାଳରେ ପୁଣିଥରେ କେପି ଶର୍ମା ଓଲିଙ୍କ ସରକାର ଗଠନ ହେଉଛି। ସେ ଆଜି ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଗତ କିଛି…

ଏହି ଖେଳାଳିଙ୍କୁ ସଲାମ କଲେ ସଚିନ ତେନ୍ଦୁଲକର

ମୁମ୍ବାଇ,୧୫।୭: ୱିମ୍ବଲଡନ ୨୦୨୪ର ଫାଇନାଲ ଜୁଲାଇ ୧୪ରେ ଖେଳାଯାଇଥିଲା। ଏହି ମ୍ୟାଚ ସର୍ବିଆର ନୋଭାକ ଜୋକୋଭିକ ଏବଂ ସ୍ପେନର କାର୍ଲୋସ ଅଲକାରାଜଙ୍କ ମଧ୍ୟରେ ହୋଇଥିଲା। ଏହି ଫାଇନାଲ ମ୍ୟାଚ ବହୁତ ଆକର୍ଷଣୀୟ ଥିଲା। ଲଣ୍ଡନର ସେଣ୍ଟ୍ରାଲ କୋର୍ଟରେ ନୋଭାକ ଜୋକୋଭିକଙ୍କୁ ପରାସ୍ତ…

ରାମ ଜନ୍ମଭୂମିର ସୁରକ୍ଷା ଆକଳନ କରିବେ ଏନ୍‌ଏସ୍‌ଜି ଟିମ୍‌

ଅଯୋଧ୍ୟା,୧୫ା୭: ଅଯୋଧ୍ୟାରେ ଜାତୀୟ ସୁରକ୍ଷା ଗାର୍ଡ (ଏନ୍‌ଏସ୍‌ଜି) ହବ୍‌ ନିର୍ମାଣ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ଏହା ପରେ ଏନ୍‌ଏସ୍‌ଜି କଣ୍ଟିଜେଣ୍ଟ ସ୍ଥାୟୀ ଭାବରେ ଏଠାରେ ନିୟୋଜିତ ହେବ। ଏ ବାବଦରେ ୧୭ ଜୁଲାଇରେ ଏନ୍‌ଏସ୍‌ଜିର ଏକ ଦଳ ଅଯୋଧ୍ୟାକୁ…

ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଲା ଏସ୍‌ବିଆଇ

ନୂଆଦିଲ୍ଲୀ,୧୫।୭: ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। ବିଭିନ୍ନ ଋଣକୁ ମହଙ୍ଗା କରିବାକୁ ସରକାରୀ ବ୍ୟାଙ୍କ ଘୋଷଣା କରିଛି। ବର୍ଦ୍ଧିତ ସୁଧ ହାର ଆଜିଠାରୁ ହିଁ କାର୍ଯ୍ୟକାରୀ ହୋଇଛି। ଏଭଳି ପରିସ୍ଥିତିରେ ଏସବିଆଇ ଗ୍ରାହକଙ୍କୁ…

ମନ୍ତ୍ରୀ-ଅଫିସରଙ୍କ ନାଁ ନେଇ ମହିଳାଙ୍କ ସ୍ବରରେ କରୁଥିଲେ ଠକେଇ

ବଲାଙ୍ଗୀର,୧୫ା୭(ବୀରେନ୍ଦ୍ର କୁମାର ଝାଙ୍କର): ମନ୍ତ୍ରୀ, ଅଫିସର ଓ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାଁ ନେବା ସହ ମହିଳାଙ୍କ ସ୍ବରରେ ମୋବାଇଲ ଫୋନରେ କଥା ହୋଇ ଓଡ଼ିଶାର ବିଭିନ୍ନ ଜିଲାରେ ଲୋକଙ୍କୁ ବିପୁଳ ଟଙ୍କା ଠକି ନେଇଛନ୍ତି ସାଇବର ଅପରାଧୀମାନେ। ଏନେଇ ତଦନ୍ତ କରୁଥିବା…

୬୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ୟାମଲ

ବର୍ଲିନ,୧୫।୭: ସ୍ପେନ୍‌ ୟୁରୋ କପ ୨୦୨୪ ଚାମ୍ପିୟନ୍‌ ହୋଇଛି। ଇଂଲଣ୍ଡକୁ ପରାସ୍ତ କରି ଦଳ ଟାଇଟଲ ଜିତିଛି। ଇଂଲଣ୍ଡ ବିପକ୍ଷ ଫାଇନାଲରେ ଖେଳି ଏକ ପ୍ରମୁଖ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ଖେଳିବାରେ ସ୍ପେନର ଲାମିନ ୟାମଲ ସର୍ବକନିଷ୍ଠ ଖେଳାଳି ହୋଇଥିଲେ। ସେ…

ବାରିପଦାର ଏକ ଘରୋଇ ହସ୍ପିଟାଲରେ ଲାଗିଲା ନିଆଁ

ବାରିପଦା,୧୫ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଶଟ୍‌ସର୍କିଟ୍‌ରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବାରିପଦା ଟାଉନ ଥାନା ଅନ୍ତର୍ଗତ ସାଇ ହସ୍ପିଟାଲର ଦ୍ବିତୀୟ ମହଲାରେ ଥିବା ଆଇସିୟୁ ଡ୍ୟୁଟି ରୁମ୍‌ରେ ନିଆଁ ଲାଗିଥିଲା। ଘଟଣାସ୍ଥଳରେ…

ଇତିହାସ ରଚିଲା ସ୍ପେନ୍‌:ପ୍ରଥମ ଦଳ ଭାବେ…

ବର୍ଲିନ,୧୫।୭: ଜର୍ମାନୀର ବର୍ଲିନରେ ଆୟୋଜିତ ୟୁରୋ କପ ୨୦୨୪ର ଫାଇନାଲ୍‌ ମ୍ୟାଚ ସ୍ପେନ ଇଂଲଣ୍ଡକୁ ପରାସ୍ତ କରି ଟାଇଟଲ ଜିତିଛି। ଏହି ବିଜୟ ସହିତ ସ୍ପେନ ୟୁରୋ କପ ଇତିହାସରେ ସବୁଠାରୁ ସଫଳ ଦଳ ହୋଇଗଲା। ୨୦୨୪ ଫାଇନାଲରେ ସ୍ପେନ ଇଂଲଣ୍ଡକୁ…

ରାଶନ କାର୍ଡରୁ ବଞ୍ଚିତ ଶବର ପରିବାର

ମହାକାଳପଡ଼ା,୧୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁର ଗରିବ, ଖଟିଖିଆ, ଜନଜାତିମାନଙ୍କୁ ମାଗଣାରେ ରାଶନ ସାମଗ୍ରୀ ଚାଉଳ, ଗହମ, କିରୋସିନ ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି। ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛଲା ପଞ୍ଚାୟତ ଲୁଣିମାଠିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?