‘ମୁଁ ଡଗରାର ବାଇଗଣ ନୁହେଁ ଯେ ଯିଏ ଯେଉଁଠି ଚାହିଁବ ଫୋପାଡି ଦେବ,’ ପୁର୍ଣ୍ଣିଆ ସିଟକୁ ନେଇ ଅଡି ବସିଲେ ପପୁ ଯାଦବ
ପାଟନା,୧।୪: କଂଗ୍ରେସ ନେତା ତଥା ପୂର୍ବତନ ଏମପି ପପୁ ଯାଦବ ନିଜ ଦଳ ତଥା ବିହାରରେ ମହାମେଣ୍ଟ ପାଇଁ ଏକ ବଡ ମୁଣ୍ଡବିନ୍ଧାର କାରଣ ହେବାକୁ ଯାଉଛନ୍ତି । ଏହି ପ୍ରଶ୍ନ ଉଠିଛି କାରଣ ପପୁ ଯାଦବ ପୂର୍ଣ୍ଣିଆରୁ ନିର୍ବାଚନ ଲଢିବାକୁ…
ଜାରିହେଲା ୯୦ ଟଙ୍କିଆ କଏନ୍, ଏହାର ଓଜନ ରହିଛି…
ନୂଆଦିଲ୍ଲୀ,୧ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ୯୦ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ସ୍ୱତନ୍ତ୍ର କଏନ୍ ବା ମୁଦ୍ରା ଜାରି କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆରବିଆଇ ଗଭର୍ନର ଶକ୍ତିକାନ୍ତ…
ଭଞ୍ଜନଗରରେ ପୋଲିସ ପ୍ରତିଷ୍ଠା ଦିବସ
ଭଞ୍ଜନଗର,୧ା୪(ବାବୁଲ ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡ଼ା ଆଇଆର୍ବି ୮ମ ସ୍ବତନ୍ତ୍ର ବାଟାଲିୟନରେ ସୋମବାର ୮୯ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ କମାଣ୍ଡିଙ୍ଗ ଅଫିସର ହୃଷୀକେଶ ରଥ ମୁଖ୍ୟ ଅତଥି ଭାବେ ଯୋଗଦେଇ ପରେଡ୍ରେ…
ପ୍ରତି ଗାଁରେ ଖୋଲିବ ବାର…, ମହିଳା ନେତାଙ୍କ ଏମିତି ଘୋଷଣା, ଖୁସି ହୋଇଗଲେ ଗରିବ!
ମୁମ୍ବାଇ,୧।୪: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ଉତ୍ସାହ ତୀବ୍ର ହୋଇଛି। ଏହି ସମୟରେ ମହାରାଷ୍ଟ୍ରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଚିମୁର ଗାଁର ସ୍ବାଧୀନ ପ୍ରାର୍ଥୀ ବନିତା ରାଉତ ଯଦି ୨୦୨୪ ଲୋକ ସଭା ନିର୍ବାଚନରେ…
ଭାରତର ଟେନସନ୍ ବଢାଇଲା ଚାଇନା
ନୂଆଦିଲ୍ଳୀ,୧।୪: ଚାଇନା ସହାୟତାରେ ବାଂଲାଦେଶରେ ବୁଡ଼ାଜାହାଜ ବେସ୍ର ନିର୍ମାଣ ପ୍ରାୟ ଶେଷ ହୋଇଛି। ନିକଟରେ ପ୍ରକାଶିତ ବୁଡ଼ାଜାହାଜ ବେସର ଉପଗ୍ରହ ଚିତ୍ର ଭାରତକୁ ଟେନସନ ଦେବାକୁ ଯାଉଛି। ଚିତ୍ରରେ ଏକ ଡ୍ରାଏ ଡକ ଦୃଶ୍ୟମାନ ହୁଏ, ଯେଉଁଠାରେ ବୁଡାଜାହାଜର ମରାମତି କାର୍ଯ୍ୟ…
କାନ୍ଥ ଫାଟିଲାଣି, ଅସରାଏ ବର୍ଷା ହେଲେ ଗଳୁଛି ପାଣି
ନନ୍ଦପୁର,୧ା୪(ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ତହସିଲ ଅଧୀନ ବ୍ଲକ ଅଞ୍ଚଳର ପଞ୍ଚାୟତବାସୀଙ୍କୁ ରାଜସ୍ବ ସେବା ଯୋଗାଇବାକୁ ନିର୍ମିତ ପାଡୁଆ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣରେ ସୁନାବେଡା ଆରଡି ବିଭାଗ ନିମ୍ନମାନର କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି। ବ୍ୟୟ ଅଟକଳ ଓ…
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି କଫି ଫୁଲ
କୋରାପୁଟ ୧ା୪(ଅମିତାଭ ବେହେରା): କୋରାପୁଟ ଜିଲାରେ ଥିବା ବିଭିନ୍ନ କଫି ବଗିଚାରେ ଏବେ କଫି ଫୁଲ ଫୁଟିବା ସମୟ ଆରମ୍ଭ କରିଛି। ଫୁଲ ଫିଟିଲେ ଏହା ଯେମିତି କଫି ଫୁଲର ଧଳା ଚାଦର ଭଳି ଶୋଭା ପାଇଥାଏ। ଯାହା ପ୍ରକୃତିପ୍ରେମୀଙ୍କୁ ବଗିଚାକୁ…
କଂଗ୍ରେସକୁ ପୁଣି ଝଟ୍କା, ଭାଜପାରେ ସାମିଲ ହେଲେ କମଳନାଥଙ୍କ ନିକଟତମ
ଭୋପାଳ,୧।୪: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସୋମବାର ଛିନ୍ଦୱାଡା ମ୍ୟୁନିସିପାଲ କର୍ପୋରେସନ ମେୟର ବିକ୍ରମ ଅହାକେ ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏବଂ ଭାଜପା ରାଜ୍ୟ ସଭାପତି ଭି.ଡି…
ଶୁଖିଲା ପଡ଼ିଛି ଋଷିକୁଲ୍ୟା
ଧରାକୋଟ,୧ା୪ (ବିଷ୍ଣୁକେଶରୀ ଆଚାର୍ଯ୍ୟ): ପୁଣ୍ୟତୋୟା ଋଷିକୁଲ୍ୟା ନଦୀ ଗଞ୍ଜାମ ଜିଲାର ଜୀବନ ରେଖା ଭାବେ ପରିଚିତ। ଧାର୍ମିକ ଓ ଆଧ୍ୟାତ୍ମିକ ଭାବନା ସହ ଏହି ନଦୀ ଯେତିକି ଜଡ଼ିତ, ପିଇବା ପାଣି ସହ ଜିଲାର ଜଳ ସେଚନ ବ୍ୟବସ୍ଥା ପାଇଁ ମଧ୍ୟ…
ବିଶ୍ୱର ପ୍ରଥମ ଉଇକେଟ୍କିପର୍ ଭାବେ ଏମିତି କାରନାମା କଲେ ଧୋନୀ
ବିଶାଖାପାଟନମ,୧।୪: ଆଇପିଏଲ୍ ୨୦୨୪ର ଏମଏସ ଧୋନୀ ପ୍ରଥମ ଦୁଇଟି ମ୍ୟାଚରେ ଏମଏସ ଧୋନୀ କେବଳ ଉଇକେଟକିପିଂ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିଲେ। କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପି ବିପକ୍ଷରେ ଆଇପିଏଲ ୨୦୨୪ର ତୃତୀୟ ମ୍ୟାଚ ଖେଳିଥିଲା ଏବଂ…
ନାକେଦମ କରିବ ତାତି
ବ୍ରହ୍ମପୁର,୧ା୪(ଅଶୋକ କୁମାର ସାହୁ): ଗ୍ରୀଷ୍ମର ପ୍ରକୋପ ଧିରେ ଧିରେ ବଢ଼ୁଛି। ରାଜ୍ୟରେ ବିିଭିନ୍ନ ସହରର ତାପମାତ୍ରା ଏବେ ୩୫ରୁ ୪୦ ଡିଗ୍ରୀ ମଧ୍ୟରେ ରହୁଛି। ବାୟୁ ମଣ୍ଡଳରେ ଆର୍ଦ୍ରତା ୭୦ ପ୍ରତିଶତ ରହୁଥିବାରୁ ପ୍ରବଳ ଗରମ ଅନୁଭୂତ ହେଉଥିବା ପାଣିପାଗ ବିଭାଗରୁ…
୨ କି.ମି. ଚାଲିଲେ ମିଳୁଛି ବାଲ୍ଟିଏ ପାଣି
ହାଟଡ଼ିହୀ,୧ା୪(ପାର୍ଥ ସୌରଭ ସା): ସର୍ବନିମ୍ନ ଆବଶ୍ୟକତା ତଥା ପାନୀୟ ଜଳ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଚଳନ କରିଛନ୍ତି। ଗାଁ ଗାଁରେ ପ୍ରକଳ୍ପ କରି ଅନେକ ଅର୍ଥ ବ୍ୟୟ ମଧ୍ୟ କରୁଛନ୍ତି। କିନ୍ତୁ ଆନନ୍ଦପୁର ଉପଖଣ୍ଡ କାଠକଟା ପଞ୍ଚାୟତ ଚତୁରିସାହିରେ…
Archives


