Home

୨୭ ବର୍ଷ ପରେ ଲଜ୍ଜାଜନର ରେକର୍ଡ କଲା ଭାରତ

କଲମ୍ବୋ,୭।୮: ବ୍ୟାଟ୍ସମ୍ୟାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପରେ ଡୁନିଥ ଭେଲାଲେଜଙ୍କ ନେତୃତ୍ୱରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଆଧାରରେ ଶ୍ରୀଲଙ୍କା ତୃତୀୟ ଦିନିକିଆରେ ଭାରତକୁ ୨-୦ରେ ପରାସ୍ତ କରି ସିରିଜ ଜିତିଥିଲା। ୧୯୯୭ ପରଠାରୁ ଏହା ପ୍ରଥମ ଥର ପାଇଁ ଭାରତ ଶ୍ରୀଲଙ୍କା ବିପକ୍ଷରେ…

ଭିନେଶଙ୍କୁ ମିଳିବ କି ପଦକ? ଆସିଲା ବଡ଼ ଅପଡେଟ୍‌

ପ୍ୟାରିସ,୭।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରୁ ଭିନେଶ ଫୋଗଟଙ୍କ ଅଯୋଗ୍ୟତା ପରେ ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ୟୁନାଇଟେଡ ୱାଲର୍‌ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)କୁ ଦାବି କରିଥିଲା ଯେ, ଭିନେଶଙ୍କୁ କିଛି ସମୟ ଦିଆଯାଉ। କିନ୍ତୁ ବର୍ତ୍ତମାନ ୟୁଡବ୍ଲ୍ୟୁଡବ୍ଲ୍ୟୁ ଅଧ୍ୟକ୍ଷଙ୍କ ମତାମତ ସାମ୍ନାକୁ…

ଦୁଇ ସନ୍ତାନ, ସ୍ବାମୀଙ୍କ ଆଖି ସାମ୍ନାରେ ବାଇକ୍‌ରୁ ଖସି ଚାଲିଗଲା ସ୍ତ୍ରୀଙ୍କ ଜୀବନ

ପଟ୍ଟାଙ୍ଗି,୭ା୮(ଶରତ ଧଳ): ଦୁଇ ସନ୍ତାନ ଏବଂ ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଜୀବନ ଚାଲିଯାଇଛି। ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦିଲି ନିକଟସ୍ଥ ଟାଙ୍ଗିଣି ଛକ ତଥା ଜାତୀୟ ରାଜପଥର ଏକ…

ଚିଲିଗୁଡ଼ା-ଓଲମା ରାସ୍ତାରେ ୫ ଫୁଟର ବନ୍ୟାଜଳ, ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ

କୋକସରା,୭ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଚିଲିଗୁଡ଼ାରୁ ଓଲମାକୁ ସଂଯୋଗ କରୁଥିବା ରାସ୍ତାରେ ବର୍ଷାଜଳ ପ୍ରବାହିତ ହେଉଛି। ଗଡ଼ରାମାଲ ଓ ଓଲମା ରାସ୍ତାର ମଝିରେ ରହିଥିବା ପୋଲରେ ମଙ୍ଗଳବାରଠାରୁ ଲାଗି ରହିଥିବା ମୂଷଳଧାରା ବର୍ଷା…

ଶେଖ୍‌ ହସିନାଙ୍କୁ ଅନ୍ୟ ଦେଶକୁ ଯିବା ପାଇଁ କରାଯିବନି ବାଧ୍ୟ, ଜାଣନ୍ତୁ ଭାରତରେ ରହିବା ନେଇ କ’ଣ ରହିଛି ଯୋଜନା

ନୂଆଦିଲ୍ଲୀ,୭ା୮: ବାଂଲାଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଦେଶ ଛାଡ଼ି ଭାରତ ଆସିଥିଲେ। ଏକ ବିଶେଷ ସୂତ୍ରରୁ ପ୍ରକାଶ ଯେ, ଭାରତ ସରକାର ଶେଖ ହସିନାଙ୍କୁ ଦିଲ୍ଲୀରୁ ଅନ୍ୟ ଦେଶକୁ ପଠାଇବେ ନାହିଁ। କୁହାଯାଉଛି ଯେ,…

ଭିନେଶ ବାଦ୍‌ ପଡ଼ିବା ପରେ ପ୍ରତିକ୍ରିୟା ରଖିଲେ ଭଉଣୀ ବବିତା, କହୁକହୁ କହିଦେଲେ ଏହି ବଡ଼ କଥା…

ନୂଆଦିଲ୍ଲୀ,୭ା୮: ପ୍ୟାରିସ୍‌ ଅଲିମ୍ପିକ୍ସରୁ ମହିଳା ରେସଲର ଭିନେଶ ଫୋଗଟ ବାଦ୍‌ ପଡ଼ିବା ପରେ କୋଟି କୋଟି ଭାରତୀୟଙ୍କ ସ୍ବର୍ଣ୍ଣପଦକ ସ୍ବପ୍ନ ମଉଳି ଯାଇଛି। ଫାଇନାଲ ମ୍ୟାଚ୍‌ ପୂର୍ବରୁ ଭିନେଶଙ୍କ ଓଜନ ବଢ଼ିଯିବାରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ବର୍ତ୍ତମାନ ସମସ୍ତ କୁସ୍ତିଯୋଦ୍ଧା ତାଙ୍କ…

ଭାରତକୁ ୨୪୯ ରନ୍‌ର ଟାର୍ଗେଟ୍‌ ଦେଲା ଶ୍ରୀଲଙ୍କା

କଲମ୍ବୋ,୭।୮: ଅଭିଶା ଫର୍ଣ୍ଣାଡୋ ଏବଂ କୁସାଲ ମେଣ୍ଡିସଙ୍କଠାରୁ ଅର୍ଦ୍ଧଶତକ ବଳରେ ଭାରତକୁ ୨୪୯ ରନ୍‌ର ଲକ୍ଷ୍ୟ ଦେଇଛି ଶ୍ରୀଲଙ୍କା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୫୦ ଓଭରରେ ୭ ଉଇକେଟ୍‌ ହରାଇ ୨୪୮ ରନ ସଂଗ୍ରହ କରିଥିଲା। ଭାରତ ପାଇଁ ପ୍ରଥମ…

ଆସୁଛି ଆଉ ଏକ ବଡ଼ ଲଘୁଚାପ: ଏହି ୭ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର,୭ା୮: ମୌସୁମୀ ସକ୍ରିୟ ହୋଇଥିବା ବେଳେ ବାରମ୍ବାର ଲଘୁଚାପ ସୃଷ୍ଟି ହେଉଛି। ଗୋଟିଏର ପ୍ରଭାବ ସରିନି, ଆସିଲାଣି ଆଉ ଏକ ବଡ଼ ଲଘୁଚାପ। ଉତ୍ତର ବଙ୍ଗୋପସାଗରର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପରେ ବୁଧବାର ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଗାଙ୍ଗେୟ…

କିଏ ଦେଶର ଝିଅଙ୍କ ପିଠିକୁ ମାରିଲା ଛୁରି? ଭିନେଶ ଫୋଗଟଙ୍କ ଅଯୋଗ୍ୟତା ଉପରେ ବଡ଼ ପ୍ରଶ୍ନ ଉଠାଇଲେ ସୁରଜେୱାଲା

ପ୍ୟାରିସ୍‌,୭।୮: ପ୍ୟାରିସ ଅଲିମ୍ପିକ୍ସରେ ହେବାକୁ ଥିବା ଫାଇନାଲ ମ୍ୟାଚରେ ଭାଗ ନେବା ପୂର୍ବରୁ ଭାରତୀୟ ମହିଳା ରେସଲର ଭିନେଶ ଫୋଗଟ ଅଯୋଗ୍ୟ ହୋଇଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସୁରଜେୱାଲା ଗୁରୁତର ପ୍ରଶ୍ନ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଗେରୁଆ ରଙ୍ଗର ରେନକୋଟ୍‌ ପିନ୍ଧିବେ ଟ୍ରାଫିକ ପୋଲିସ

ଭୁବନେଶ୍ୱର,୭।୮: ଗେରୁଆ ରଙ୍ଗର ରେନକୋଟ୍‌ ପିନ୍ଧିବେ ଭୁବନେଶ୍ୱର ଟ୍ରାଫିକ ପୋଲିସ। ଟ୍ରାଫିକ ପୋଲିସଙ୍କୁ ଦିଆଯାଇଛି ନୂଆ ରେନ୍‌କୋଟ୍‌। । ବର୍ଷା ବେଳେ ଟ୍ରାଫିକ ପୋଷ୍ଟରେ ମୁତୟନ ଥିବା ପୋଲିସ କର୍ମଚାରୀଙ୍କୁ ଗେରୁଆ ରଙ୍ଗର ରେନ କୋଟ ପ୍ରଦାନ କରାଯାଇଛି। ରାଜଧାନୀର ସମସ୍ତ…

ବାଲେଶ୍ୱର ଅଶାନ୍ତ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼

ବାଲେଶ୍ୱର,୭ା୮(ବାଞ୍ଛାନିଧି ଦେ): ବାଲେଶ୍ୱର ସହରରେ ବୁଧବାର ଗୁଳିକାଣ୍ଡ ଘଟିଛି l କିଛିଦିନର ବ୍ୟବଧାନ ପରେ ପୁଣି ବାଲେଶ୍ୱର ସହର ଅଶାନ୍ତ ହୋଇ ଉଠିଛି l ସହଦେଖୁଣ୍ଟା ଥାନା ଅନ୍ତର୍ଗତ ବାଲିଆ ନିକଟରେ ଜଣେ ଯୁବକଙ୍କ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ ହୋଇଥିବାରୁ…

ରାତାରାତି କେମିତି ବଢିଗଲା ୨ କିଲୋ ଓଜନ: ଭିନେଶ ଅଯୋଗ୍ୟ ଘୋଷଣା ପଛର ରହସ୍ୟ

ନୂଆଦିଲ୍ଲୀ,୭।୮:ସ୍ବର୍ଣ୍ଣ ପଦକ ଆଶା ବଢାଇ ଭିନେଶ ଫୋଗଟ ସମଗ୍ର ଭାରତର ହୃଦୟ ଜିତିଥିଲେ। ପ୍ରଥମ ରାଉଣ୍ଡରେ ଡିଫେଣ୍ଡିଂ ଅଲିମ୍ପିକ ଚାମ୍ପିୟନ ଜାପାନର ୟୁୟୁ ସୁସାକିଙ୍କୁ ପରାସ୍ତ କରିସାରିଛନ୍ତି। କିନ୍ତୁ କିଏ ଜାଣିଥିଲା ୨୪ ଘଣ୍ଟା ମଧ୍ୟରେ ଭିନେଶ ଏବଂ ୧୪୦ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?