Home

ଟାଉନ୍‌ କ୍ଲବ ୨୬ ରନରେ ବିଜୟୀ

ଭୁବନେଶ୍ୱର, ୨।୪ (ତପନ ସ୍ବାଇଁ): ଶ୍ରୀ ଜୟଦେବ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ନହରକଣ୍ଟା ଖେଳ ପଡ଼ିଆରେ ଚାଲିଥିବା ଦିଲ୍ଲୀପ ପଣ୍ଡା ମେମୋରିଆଲ ୧୫ ବର୍ଷରୁ କମ୍‌ କ୍ରିକେଟ ଲିଗ୍‌ର ସୋମବାର ଅନୁଷ୍ଠିତ ମ୍ୟାଚରେ ଟାଉନ୍‌ କ୍ଲବ ବିଜୟୀ ହୋଇଛି। ଲୋ ସ୍କୋରିଂ…

ପଡ଼ିଆରେ ବେହୋସ୍‌ ହେଲେ ଫ୍ରିଡ଼ା ମାନମ୍‌

ଓଲଭରହାମ୍ପଟନ୍‌,୨ା୪(ପି.ଟି.): ଇଂଲିଶ ଲିଗ୍‌ କପ୍‌ ଫାଇନାଲ ମ୍ୟାଚ୍‌ରେ ଆର୍ସେନଲ ମହିଳା ଦଳର ମିଡ୍‌ ଫିଲ୍ଡର ଫ୍ରିଡା ମାନମ୍‌ ବେହୋସ ହୋଇଯାଇଥିଲେ। ମୋଲିନକ୍ସ ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌କୁ ଆର୍ସେନଲ ୧-୦ରେ ବିଜୟୀ ହୋଇଥିବା ବେଳେ ଫ୍ରିଡା ମ୍ୟାଚ୍‌ ସମୟରେ ପଡିଆରେ…

୪୦ ଡିଗ୍ରୀ ଛୁଇଁଲା ୮ ସହର: ଉଷ୍ମରାତି ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨/୪(ଅନିଲ ଦାସ):ରାଜ୍ୟରେ ୨୪ ଘଣ୍ଟାର ବ୍ରେକ୍‌ ପରେ ପୁଣି ବଢ଼ିଛି ତାପମାତ୍ରା। ଅସମ୍ଭାଳ ଖରାତାତି ସହ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଖାଲି ଦିନ ନୁହେଁ, ରାତ୍ରିର ତାପମାତ୍ରା ମଧ୍ୟ ଅଧିକ ରହୁଛି। ସୋମବାର ୮ ସହରରେ ତାପମାତ୍ରା ୪୦ଡିଗ୍ରୀ…

ବୋଲ୍ଟ, ଚହଲଙ୍କ ବୋଲିଂ ସଫଳତା

ମୁମ୍ବାଇ,୨ା୪: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ସୋମବାର ଟ୍ରେଣ୍ଟ ବୋଲ୍ଟ ଓ ୟୁଜବେନ୍ଦ୍ର ଚହଲ ୩ ଉଇକେଟ ନେଇଥିବା ବେଳେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ୧୨୫/୯ରେ ସୀମିତ ରହିଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇର ୩ ଜଣ…

ଏପ୍ରିଲରୁ ଜୁନ୍‌ ଅସହ୍ୟ ତାତି: ଅଧିକ ଦିନ ରହିବ ଗ୍ରୀଷ୍ମ ଲହର

ନୂଆଦିଲ୍ଲୀ,୨/୪(ପି.ଟି.):ଲୋକ ସଭା ନିର୍ବାଚନ ଏପ୍ରିଲ ୧୯ରୁ ଜୁନ୍‌ ୧ ଯାଏ ୭ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏପ୍ରିଲରୁ ଜୁନ୍‌ ପ୍ରଚଣ୍ଡ ଗ୍ରୀଷ୍ମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୋମବାର ସତର୍କ କରାଇଛି। ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ…

ସଚେତନତା ଜରୁରୀ

ପ୍ରତିବର୍ଷ ଏପ୍ରିଲ ୨ରେ ବିଶ୍ୱ ଅଟିଜମ୍‌ ସଚେତନତା ଦିବସ ପାଳନ କରାଯାଏ। ଆମ ଦେଶରେ ପ୍ରାୟ ୫୦ ଲକ୍ଷ ପିଲା ଅଟିଜମ୍‌ ଦ୍ୱାରା ପ୍ରଭାବିତ। ଭାରତରେ ଅଟିଜମ୍‌ର ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ ସଚେତନତାର ଘୋର ଅଭାବ ରହିଛ। ଫଳରେ ଠିକ୍‌…

ଦିଲୀପ ଘୋଷ ଓ ସୁପ୍ରିୟା ଶ୍ରୀନେତଙ୍କୁ ଇସିଙ୍କ ଚେତାବନୀ

ନୂଆଦିଲ୍ଲୀ, ୨।୪: ମହିଳାଙ୍କ ପ୍ରତି ଆପତ୍ତିଜନକ ବୟାନ ପାଇଁ ଭାଜପା ଏମ୍‌ପି ଦିଲୀପ ଘୋଷ ଓ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ୍‌ଙ୍କୁ ସୋମବାର ନିର୍ବାଚନ ଆୟୋଗ(ଇସି) ଚେତାବନୀ ଜାରି କରିଛନ୍ତି। ବୟାନ ଦେଉଥିବା ସମୟରେ ସତର୍କ ରହିବାକୁ ଉଭୟଙ୍କୁ ତାଗିଦ କରାଯାଇଛି। ଲୋକ…

ଇମ୍ରାନଙ୍କ ୧୪ ବର୍ଷ ଜେଲଦଣ୍ଡ ଉପରେ ରୋକ

ଇସ୍‌ଲାମାବାଦ୍‌, ୨।୪: ତୋଷାଖାନା ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଓ ସ୍ତ୍ରୀ ବୁଶ୍‌ରା ବିବିଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ପୂର୍ବରୁ ଉଭୟଙ୍କୁ ୧୪ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରାଯାଇଥିବାବେଳେ ସୋମବାର ଏହା ଉପରେ ଇସ୍‌ଲାମାବାଦ୍‌ ହାଇକୋର୍ଟ ରୋକ୍‌…

ନିର୍ବାଚନକୁ ବିପଦ ଡିପ୍‌ଫେକ୍‌ ଭିଡିଓ, ଭଏସ୍‌ କ୍ଲୋନିଂ

ନୂଆଦିଲ୍ଲୀ,୨ା୪(ପି.ଟି.): ଲୋକ ସଭା ନିର୍ବାଚନ ପୂର୍ବରୁ ଭୋଟରମାନଙ୍କୁ ପ୍ରଲୋଭିତ କରିବା ଲାଗି ରାଜନୈତିକ ଦଳଗୁଡ଼ିକ କୌଣସି ଉପାୟ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଏଭଳି ସ୍ଥଳେ ଭୋଟରମାନଙ୍କୁ ପ୍ରଭାବିତ କରିବା ଲାଗି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଡିପ୍‌ଫେକ୍‌ ପ୍ରଯୁକ୍ତିର ଦୁରୁପଯୋଗ ହେବା ନେଇ…

ଆରପାରିରେ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ

ଭୁବନେଶ୍ୱର,୧।୪: ପରଲୋକରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ। ସୋମବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁକୁ ନେଇ ତାଙ୍କ ସ୍ବାମୀ ବସନ୍ତ କୁମାର ଛୋଟରାୟ ସୂଚନା ଦେଇଛନ୍ତି। ଦୀର୍ଘଦିନ ହେଲା ଅସୁସ୍ଥତା କାରଣରୁ ସେ ଚିକିତ୍ସିତ ହୋଉଥିଲେ।…

ଜେଲ୍‌ରେ ଏହିମାନଙ୍କୁ ଭେଟିପାରିବେ କେଜ୍‌ରିଓ୍ବାଲ, ପ୍ରଶାସନକୁ ଦେଲେ ଲିଷ୍ଟ

ନୂଆଦିଲ୍ଲୀ,୧।୪: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତିହାର ଜେଲ୍‌ରେ ଭେଟିବାକୁ ଥିବା ଲୋକଙ୍କ ତାଲିକା ପ୍ରଶାସନଠାରେ ଦାଖଲ କରିଛନ୍ତି। ସୂଚନାନୁସାରେ, କେଜ୍‌ରିଓ୍ବାଲ ୬ଜଣ ବିଶେଷ ବ୍ୟକ୍ତିଙ୍କ ନାମ ପ୍ରଶାସନକୁ ଦେଇଛନ୍ତି, ଯେଉଁମାନେ ତାଙ୍କୁ ତିହାର ଜେଲରେ ଭେଟି ପାରିବେ। ତିହାର ଜେଲ୍‌…

ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ରାଜସ୍ଥାନ

ମୁମ୍ବାଇ, ୧।୪: ଆଇପିଏଲର ୧୪ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ପ୍ରଥମେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ମୁମ୍ବାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri