୨ ପୋଲିସ କମର୍ଚାରୀ ନିଲମ୍ବିତ
ସାଲେପୁର,୮ା୮: କଟକ ଜିଲା ସାଲେପୁର ଥାନାର ଦୁଇ ପୋଲିସ କର୍ମଚାରୀଙ୍କୁ ଗୁରୁବାର ଚାକିରିରୁ ନିଲମ୍ବନ କରାଯାଇଛି। ଦୁଇ କର୍ମଚାରୀ ହେଲେ ସାଲେପୁର ଥାନାର ହୋମ୍ଗାର୍ଡ ସୁଶାନ୍ତ ସ୍ବାଇଁ ଏବଂ କନଷ୍ଟେବଳ ସଞ୍ଜୟ ଦାସ। ଅସଦାଚରଣ ଅଭିଯୋଗରେ ଗିରଫ ଅଭିଯୁକ୍ତ ସାଲେପୁର ଡାକ୍ତରଖାନାରୁ…
ସଂସଦର ମାହୋଲକୁ କରିଦେଉଛ ଗୋଳିଆ: ଅଖିଳେଶଙ୍କୁ କାହିଁକି ଏମିତି କହିଲେ ଅମିତ ଶାହା
ନୂଆଦିଲ୍ଲୀ,୮।୮: ମୋଦି ସରକାର ଗୁରୁବାର ଲୋକ ସଭାରେ ୱାକଫ ସଂଶୋଧନ ବିଲ ଉପସ୍ଥାପନ କରିଛନ୍ତି। ବିରୋଧୀମାନେ ସର୍ବସମ୍ମତି କ୍ରମେ ଏହି ବିଲ୍ ବିରୋଧ କରି ହଟ୍ଟଗୋଳ ସୃଷ୍ଟି କରିଥିଲେ। ଗୃହର ପ୍ରକ୍ରିୟା ସମୟରେ ଏସପି ସଭାପତି ଅଖିଳେଶ ଯାଦବ ଏବଂ ଅମିତ…
୨ ମିନିଟ୍ରେ ଦୁଇ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ଆଲର୍ଟ ଜାରି
ଟୋକିଓ,୮ା୮: ଜାପାନରେ ଦୁଇ ମିନିଟ୍ ମଧ୍ୟରେ ୨ଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ଯଥାକ୍ରମେ ୬.୯ ଓ ୭.୧ ରହିଥିଲା। ଦକ୍ଷିଣପଶ୍ଚିମରେ ଥିବା କ୍ୟୁଶ୍ୟୁ ଦ୍ୱୀପ ଓ ଶିକୋକୁରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଦୁଇ…
ବିଚାରପତି ରାଜନୀତିରେ ସାମିଲ ହେବା ଉଚିତ୍ କି? ଚନ୍ଦ୍ରଚୂଡ କହିଦେଲେ ଏମିତି କଥା
ନୂଆଦିଲ୍ଲୀ,୮।୮: ବିଚାରପତିମାନେ ଅବସର ପରେ ରାଜନୀତିରେ ପ୍ରବେଶ କରିବେ କି ନାହିଁ ଏହି ବିତର୍କ ଦୀର୍ଘ ଦିନ ଧରି ଚାଲିଆସୁଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ ଏକ ସାକ୍ଷାତକାରରେ କହିଛନ୍ତି ଯେ ଅବସର ପରେ କୌଣସି ବିଚାରପତି ରାଜନୀତିରେ ପ୍ରବେଶ…
ଦିଲ୍ଲୀ ଯିବା ପାଇଁ ଅଙ୍ଗନଓ୍ବାଡି କର୍ମୀଙ୍କୁ ଚିଠି ପଠାଇଲେ ପ୍ରଧାନମନ୍ତ୍ରୀ
ଦାରିଙ୍ଗବାଡ଼ି,୮ା୮(ଅରୁଣ ସାହୁ): ଆଉ ଏକ ସପ୍ତାହ ପରେ ଦେଶ ପାଳିବ ୭୮ ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବମୁଖର। ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ବହୁ ଆଡ଼ମ୍ବରରେ ପାଳନ କରିବା ପାଇଁ ପ୍ରସ୍ତୁତି ଜୋର୍ଦାର ଚାଲିଛି।…
ବର୍ଷାରେ ଧୋଇଗଲା ଆପ୍ରୋଚ୍ ରୋଡ୍, ବାହ୍ୟଜଗତରୁ ବିଚ୍ଛିନ୍ନ କାଣ୍ଡେଲ ପଞ୍ଚାୟତ
କେସିଙ୍ଗା,୮ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ-ଜୋଲକୋ ଗ୍ରାମକୁ ସଂଯୋଗ ହୋଇଥିବା ବରଘାଟ ନିକଟରେ ନିର୍ମାଣାଧୀନ ଆପ୍ରୋଚ ରୋଡ୍ ଲଘୁଚାପ ଜନିତ ବର୍ଷାରେ ଧୋଇଯାଇଛି। ଫଳରେ ରାସ୍ତା ବିଚ୍ଛିନ୍ନ ହୋଇପଡ଼ିଛି। ଠିକାସଂସ୍ଥା ମନମୁଖୀ କାମ କରୁଥିବା ବେଳେ ଏଥିପ୍ରତି…
ଇତିହାସ ରଚିବ ଇସ୍ରୋ, ଅଗଷ୍ଟ ୧୫ରେ ଲଞ୍ଚ୍ କରିବ ଭିନ୍ନ ଧରଣର ସାଟେଲାଇଟ୍
ହାଇଦ୍ରାବାଦ,୮ା୮: ସ୍ବାଧୀନତା ଦିବସରେ ଭାରତ ଆଉ ଏକ ଇତିହାସ ରଚିବାକୁ ଯାଉଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଖୁବ୍ଶୀଘ୍ର ଏହାର ସର୍ବଶେଷ ଆର୍ଥ ଅବ୍ଜରଭେସନ ସାଟେଲାଇଟ୍ ଯଥା ଇଓଏସ୍-୮ ଉତ୍କ୍ଷେପଣ କରିବାକୁ ଯାଉଛି। ଅଗଷ୍ଟ ୧୫ରେ ଏସ୍ଏସ୍ଏଲ୍ଭି-ଡି୩ ରକେଟ୍ରେ ଆର୍ଥ…
ଜନ୍ମଦିନରେ ଭାଙ୍ଗିଗଲା ମୀରାବାଇ ଚାନୁଙ୍କ ସ୍ବପ୍ନ
ପ୍ୟାରିସ,୮ା୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ନିରାଶାର ସମ୍ମୁଖୀନ ହେବାକୁ ପଡିଛି। ଟୋକିଓ ଗେମ୍ସରେ ରୌପ୍ୟ ବିଜୟିନୀ ଭାରତୀୟ ଭାରୋତ୍ତୋଳିକା ମୀରାବାଇ ସାଇଖୋମ ଚାନୁ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଛନ୍ତି। ଅଲିମ୍ପିକ ପଦକ ଜିତି ମିରାବାଇ…
ଭିନେଶଙ୍କୁ ନେଇ ମୁହଁ ଖୋଲିଲେ ଜେପି ନଡ୍ଡା: ରାଗିକି କହିଲେ…
ନୂଆଦିଲ୍ଲୀ,୮।୮: ଅଲିମ୍ପିକ୍ସରୁ ବିନେଶ ଫୋଗଟଙ୍କ ଦୁଃଖଦ ବିଦାୟ ପରେ ସଂସଦରେ ଉତ୍ତେଜନା ଦେଖାଯାଇଛି। ବିରୋଧୀ ୨ ଦିନ ହେଲା ଏହି ଘଟଣାରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡା କହିଛନ୍ତି, ଏହା ଏକ ଜାତୀୟ ପ୍ରଶ୍ନ, ସମଗ୍ର ଦେଶ ସେମାନଙ୍କ…
ନ୍ୟୁଜିଲାଣ୍ଡରେ ରାଷ୍ଟ୍ରପତିଙ୍କୁ ନିଆରା ଢଙ୍ଗରେ ସ୍ବାଗତ, ଦେଖନ୍ତୁ ଭିଡିଓ…
ଓ୍ବିଲିଂଟନ/ନୂଆଦିଲ୍ଲୀ,୮ା୮: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି। ସେ ବୁଧବାର ନ୍ୟୁଜିଲାଣ୍ଡରେ ପହଞ୍ଚି ସେଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଟଡ୍ ମ୍ୟାକଲେ ଏବଂ ଭାରତୀୟ ହାଇ କମିଶନର ନୀତା ଭୂଷଣ ତାଙ୍କୁ ସ୍ବାଗତ କରିଥିଲେ। ଗୁରୁବାର ରାଷ୍ଟ୍ରପତି…
ମୁଁ କୋହଲିଙ୍କୁ ପାଗଳ ପରି ଭଲ ପାଏ, ମୃଣାଳ ଠାକୁରଙ୍କ ଭିଡିଓ ହେଉଛି ଭାଇରାଲ
ବଲିଉଡ ଅଭିନେତ୍ରୀ ମୃଣାଳ ଠାକୁର ଆଜିକାଲି ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅଛନ୍ତି। ମୃଣାଳଙ୍କର ଏକ ପୁରୁଣା ସାକ୍ଷାତକାର ଗତ କିଛି ଦିନ ହେବ ଭାଇରାଲ ହେଉଛି। ଏଥିରେ ସେ ବିରାଟଙ୍କ ପ୍ରତି ତାଙ୍କର ପ୍ରେମ ବ୍ୟକ୍ତ କରିଥିଲେ। ଏହି…
ପ୍ରତିଦିନ ମୋର ଅପମାନ ହେଉଛି: କାହିଁକି ଏମିତି କହି ଚେୟାର୍ରୁ ଉଠି ପଳାଇଲେ ରାଜ୍ୟ ସଭା ଅଧ୍ୟକ୍ଷ
ନୂଆଦିଲ୍ଲୀ,୮।୮ ଦେଶର ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖର ସଂସଦରେ ରାଗିଯାଇ ଚେୟାର ଛାଡି ପଳାଇଛନ୍ତି। ବିରୋଧୀ ଦଳର ନେତାଙ୍କ ସ୍ଲୋଗାନରେ ସେ ରାଗିଥିଲେ। ସେ କହିଛନ୍ତି, ଆଜି ଏଠାରେ ଯାହା ଘଟିଛି ତାହା ଠିକ ନୁହେଁ। ଏଠାରେ…

