ଭିନେଶଙ୍କ ଅବସର ଘୋଷଣା ପରେ ଶଶି ଥରୁର କହିଲେ ଲଢୁ ଲଢୁ ଝିଅ…
ନୂଆଦିଲ୍ଲୀ,୮ା୮: ଭାରତର ଷ୍ଟାର୍ ରେସଲର ଭିନେଶ ଫୋଗଟ ଅବସର ଘୋଷଣା କରିଛନ୍ତି। ବର୍ତ୍ତମାନ କଂଗ୍ରେସ ଏମ୍ପି ଶଶି ଥରୁର ଭିନେଶଙ୍କ ଅବସରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ଝିଅଟି ସିଷ୍ଟମ ଦ୍ୱାରା ରନ୍ଧା ଯାଇଛି’। ଏଥିସହିତ ସେ…
ପୁଣି ବାଂଲାଦେଶ ଫେରିବେ ଶେଖ ହାସିନା! ହାସିନାଙ୍କ ପୁଅ ଦେଲେ ବଡ଼ ବୟାନ, ନିର୍ବାଚନ ହେଲେ…
ନୂଆଦିଲ୍ଲୀ,୮।୮: ବାଂଲାଦେଶର ରାଜନୈତିକ ଅସ୍ଥିରତା ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବେ ଭାରତରେ ଶରଣ ନେଇଛନ୍ତି। କିନ୍ତୁ ଏହାପରେ ସେ କେଉଁଠି ରହିବେ? ହାସିନା ନିଜ ଭଉଣୀ ଏବଂ କିଛି ସହଯୋଗୀଙ୍କ ସହିତ ୟୁରୋପ ଯିବେ ନା ପୁଣି ବାଂଲାଦେଶ…
ଅଜିତ ପାଓ୍ବାରଙ୍କ ମୁଖ୍ୟମନ୍ତ୍ରୀ ମୋହ ଛାଡିନି: ଶିନ୍ଦେ, ଫଡନଭିସଙ୍କ ଉପସ୍ଥିତିରେ କହିଦେଲେ ଏମିତି କଥା
ପୁଣେ,୮।୮: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ବୟାନବାଜି ତୀବ୍ର ହେବାରେ ଲାଗିଛି। ଏହି କ୍ରମରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏକ ବଡ଼ କଥା କହିଦେଇଛନ୍ତି। ସେ କହିଛନ୍ତି, ଯଦି ଭାଜପା ଏବଂ ଶିବସେନା ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ…
ହଦଗଡ଼ ଅଭୟାରଣ୍ୟରେ ପୁଣି ଏକ ହାତୀ ମୃତ୍ୟୁ, ଶିକାର ସନ୍ଦେହ
ହାଟଡିହୀ,୮ା୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ହସ୍ତୀ ଅଭୟାରଣ୍ୟ ପରିଧିର ପିତାନାଉ ନିକଟରେ ଏକ ମାଈ ହାତୀ ମୃତ୍ୟୁ ଘଟିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି। ଖବର ମିଳିବା ପରେ ବନ ବିଭାଗ ହାତୀ ମୃତ୍ୟୁର ତଦନ୍ତ ଆରମ୍ଭ…
ବାଲାଂଦେଶ ରାଜନୀତିରେ ଏଣ୍ଟ୍ରି ମାରିଲେ ହାସିନାଙ୍କ ବଡ଼ ଶତ୍ରୁ: ଜେଲ୍ରୁ ମୁକୁଳି ଦେଲେ ହୁଙ୍କାର
ଡାକା,୮।୮: ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାଂଲାଦେଶ ନ୍ୟାଶନାଲ ପାର୍ଟି ମୁଖ୍ୟ ଖାଲେଦା ଜିଆ ଜେଲରୁ ମୁକୁଳିବାର ଦିନକ ପରେ ତାଙ୍କ ମୁକ୍ତି ପାଇଁ ସାହାଯ୍ୟ କରିଥିବା…
ଭଦ୍ରକକୁ ମିଳିଲା ନୂଆ ଜିଲାପାଳ
ଭଦ୍ରକ,୮ା୮: ଆଇଏଏସ୍ ସ୍ତରରେ ରାଜ୍ୟ ସରକାର ବଡ଼ ଧରଣର ଅଦଳବଦଳ କରିଛନ୍ତି। ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋରଙ୍କ ସମ୍ବଲପୁର ଜିଲାକୁ ବଦଳି ହୋଇଥିବା ବେଳେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କୁ ଭଦ୍ରକ ଜିଲାପାଳ…
ବାଦଲ ଫଟା ବର୍ଷା ନେଲା ୧୪ ଜଣଙ୍କ ଜୀବନ, ୧୦ ନିଖୋଜ
ଶିମ୍ଲା,୮ା୮: ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ହୋଇ ୧୪ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦ ଜଣ ନିଖୋଜ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସାମେଜ ଏବଂ ବାଗି ବ୍ରିଜ୍ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ…
ଶେଷରେ ଅଖିଳେଶଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଯୋଗୀ ସରକାର
ଅଯୋଧ୍ୟା,୮।୮: ଅଯୋଧ୍ୟା ବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତ ମୋଇଦ ଖାନଙ୍କ ଡିଏନଏ ପରୀକ୍ଷା କରାଯିବ। ଏଥିପାଇଁ ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି। ପୋଲିସର ସୂଚନାନୁସାରେ, ମୋଇଦଙ୍କ ସହ ତାଙ୍କ ଚାକର ରାଜୁଙ୍କ ସହ ମଧ୍ୟ ପରୀକ୍ଷା କରାଯିବ। ୟୁପି ସରକାର ଏହି…
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ: ଚାରିଆଡେ ଶୋକର ଛାୟା
କୋଲକାତା,୮।୮: ଦୀର୍ଘ ଦିନର ଅସୁସ୍ଥତା ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଏମ ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଗୁରୁବାର ସକାଳେ କୋଲକାତାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ବଙ୍ଗଳାରେ ୩୪ ବର୍ଷ ବାମପନ୍ଥୀ ଶାସନ କାଳରେ…
ରାହୁଲ ଗାନ୍ଧୀଙ୍କ ପାଇଁ ବଡ଼ ଉପହାର ପଠାଇଲା ପାକିସ୍ତାନ: ଜାଣନ୍ତୁ କ’ଣ
ନୂଆଦିଲ୍ଲୀ,୮।୮: ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ଏବଂ ୭ ଜଣ ଏମ୍ପିଙ୍କୁ ପାକିସ୍ତାନ ଆମ୍ବ ପଠାଇଛି। ଦିଲ୍ଲୀର ପାକିସ୍ତାନ ହାଇ କମିଶନଙ୍କ ପକ୍ଷରୁ ଆମ୍ବ ବକ୍ସ ଏହି ଏମ୍ପିଙ୍କୁ ପଠାଯାଇଛି। ଅନେକ ଗଣମାଧ୍ୟମ…
ସନ୍ଦେହଜନକ ଭାବେ ସାହି ମଝିରେ ପଡିରହିଛି ମୃତଦେହ: ପୋଲିସ ପହଞ୍ଚି କରୁଛି ଖୋଳତାଡ
ପଟ୍ଟାଙ୍ଗି,୮ା୮(ଶରତ ଧଳ): ସାହି ମଝିରେ ପଡିରହିଛି ମୃତଦେହ। ପୋଲିସ ପହଞ୍ଚି ଆରମ୍ଭ କରିଛି ଖୋଳତାଡ। ଏହିପରି ଏକ ଅଭାବନୀୟ ଦୃଶ୍ୟ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ଶିଶୁ ବିଦ୍ୟାମନ୍ଦିର ସାହି ପରିସରରେ ଦେଖିବାକୁ ମିଳିଛି । ସୂଚନା ମୁତାବକ…
ସରକାରଙ୍କ ବଡ଼ ଘୋଷଣା, ରୋପ୍ୟ ପଦକ ବିଜେତା ଭଳି ସମ୍ମାନ ଓ ସୁବିଧା ପାଇବେ ଭିନେଶ ଫୋଗଟ
ନୂଆଦିଲ୍ଲୀ,୮।୮: ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ହେବା ପରେ ଭାରତୀୟ ମହିଳା ରେସଲର ଭିନେଶ ଫୋଗେଟ କୁସ୍ତିରୁ ସନ୍ୟାସ ଘୋଷଣା କରିଛନ୍ତି। ସେପଟେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ଏକ ବଡ଼ ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ…

