ପ୍ରାର୍ଥୀଙ୍କ ବାରମ୍ବାର ଦଳବଦଳ ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଉଛି
ଭୁବନେଶ୍ୱର, 2।୪ (ବନ୍ଦନା ସେଠୀ):ଭାରତବର୍ଷରେ ନିର୍ବାଚନ ଆଉ ଧର୍ମବଳ ଉପରେ ପ୍ରତିଷ୍ଠିତ ନାହିଁ। ଏହା ପ୍ରତିପତ୍ତି ଓ ଧନବଳ ଉପରେ ନିର୍ଭରଶୀଳ ହେବାକୁ ଲାଗିଛି। ସ୍ବାଧୀନତା ପରେ ପରେ ଯେଉଁ ନିର୍ବାଚନ ହେଉଥିଲା ସେଥିରେ ପ୍ରାର୍ଥୀଗଣଙ୍କ ବ୍ୟକ୍ତିତ୍ୱକୁ ପରଖି ଜନତା ଭୋଟ…
୧୪୭ ଛାଡ଼, ୮୦ ଆସନ ପାଇଁ ପ୍ରାର୍ଥୀ ପାଉନି ଭାଜପା
ଭୁବନେଶ୍ୱର,୨ା୪(ଅନିଲଦାସ):ବିଜୁ ଜନତା ଦଳ ପକ୍ଷରୁ ଯାହା କହି ଆସୁଛୁ ତାହା ସତ୍ୟ ବୋଲି ପ୍ରମାଣିତ ହେଉଛି। ଓଡ଼ିଶା ଭାଜପା ପାଖରେ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଛାଡ଼ନ୍ତୁ, ୮୦ ଆସନ ଲାଗି ମଧ୍ୟ ପ୍ରାର୍ଥୀ ନାହାନ୍ତି ବୋଲି ବିଜେଡି କହିଛି।…
ଟର୍ଚ୍ଚ ଲାଇଟ୍ରେ ଚାଲିଛି ରୁକୁଣା ରଥ ନିର୍ମାଣ
ପୁରୁଣା ଭୁବନେଶ୍ୱର,୨ା୪(ସୁବାସ ଚନ୍ଦ୍ର ପ୍ରଧାନ):ଆସନ୍ତା ୧୬ ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏହି ଉପଲକ୍ଷେ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆଗେଇ ଚାଲିଛି। ସର୍ଦ୍ଦାରୀ ମହାରଣା ସେବାୟତ ବଟକୃଷ୍ଣ ମହାରଣାଙ୍କ ନେତୃତ୍ୱରେ ରଥଖଳାରେ ରଥ ନିର୍ମାଣ ଚାଲିଛି।…
ଅସ୍ମିତା ସବୁବେଳେ ସ୍ବାଭିମାନ ସହ ଯୋଡ଼ିହୋଇ ରହିଛି: ଧର୍ମେନ୍ଦ୍ର
ଭୁବନେଶ୍ୱର, ୨।୪(ସୁନିତ୍ ମିଶ୍ର):ଭାଷା ଓ ସଂସ୍କୃତି ହିଁ ଆମର ଅସ୍ମିତା। ଆଉ ଅସ୍ମିତା ସବୁବେଳେ ସ୍ବାଭିମାନ ସହ ଯୋଡ଼ି ହୋଇ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଭୁବନେଶ୍ୱରରେ ଓଡ଼ିଶା @୧୦୦ ସମ୍ଭାବନାର ଶତାବ୍ଦୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ଓଡ଼ିଶାର…
ଯୁକ୍ତ୨ ପରୀକ୍ଷା: ଆଜି ସରିବ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ
ଭୁବନେଶ୍ୱର, ୨।୪(ଅସମାପିକା ସାହୁ):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଖାତା ମୂଲ୍ୟାୟନ ପ୍ରକ୍ରିୟା ମଙ୍ଗଳବାର ଶେଷ ହେବ। ଖାତା ଦେଖିବାକୁ ମୋଟ ୬,୫୦୦ ଶିକ୍ଷକ ନିୟୋଜିତ ହୋଇଛନ୍ତି। ଅନ୍ଲାଇନରେ ୨,୮୦୦ ଶିକ୍ଷକ ଖାତା ଦେଖୁଥିବାବେଳେ…
ବହୁ ସଂଘର୍ଷ କରିଛନ୍ତି ଭାରତୀ
ମୁମ୍ବାଇ: ଭାରତରେ ହାସ୍ୟ ଅଭିନୟ କ୍ଷେତ୍ରରେ ସଫଳତା ହାସଲ କରିଥିବା କେଇଜଣ ମହିଳାଙ୍କ ମଧ୍ୟରୁ ଭାରତୀ ସିଂ ଅନ୍ୟତମ। ଅତୀତରେ ସେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ବୋଲି ଭାରତୀ ଏକ ସାକ୍ଷାତ୍କାରରେ କହିଛନ୍ତି। ଭାରତୀଙ୍କୁ ମାତ୍ର ୨ ବଷ ହୋଇଥିବାବେଳେ…
ବିଜେଡି ନେତାଙ୍କ ମାଲିକାନାରେ ଥିବା ବଣିକ କୋଚିଂ ସେଣ୍ଟର, ଯଯାତି ହୋଟେଲରେ ଆଇଟି ଚଢ଼ାଉ
ଭୁବନେଶ୍ୱର,୨।୪(ସତ୍ୟଜିତ୍ ରାଉତ):ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ମାଲିକାନାରେ ଥିବା ବଣିକ୍ କୋଚିଂ ସେଣ୍ଟର, ବ୍ୟବସାୟିକ ପ୍ରତିଷ୍ଠାନ ଓ ତାଙ୍କ ବାସଭବନରେ ଆୟକର ବିଭାଗ ପକ୍ଷରୁ ସୋମବାର ଚଢ଼ାଉ ହୋଇଛି। ଚଢ଼ାଉ ହେଉଥିବା ସ୍ଥାନ ମଧ୍ୟରେ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ବଣିକ ଶାଖା, ସୁବ୍ରତଙ୍କ…
ଆର୍ବିଆଇ ବିଶ୍ୱରେ ନେତୃତ୍ୱପୂର୍ଣ୍ଣ ଭୂମିକା ନେବ
ଭୁବନେଶ୍ୱର,୨।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଇତିମଧ୍ୟରେ ୯୦ ବର୍ଷରେ ପହଞ୍ଚତ୍ଛି। ଏନେଇ ମୁମ୍ବାଇସ୍ଥିତ ଆର୍ବିଆଇ ମୁଖ୍ୟାଳୟରେ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ଆୟୋଜିତ ‘ଆର୍ବିଆଇ@ ୯୦’ର ଉଦ୍ଘାଟନୀ ସମାରୋହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରି କହିଛନ୍ତି, ଆଜି…
ଏଭଳି ନେତା ଦଳ ଛାଡ଼ିବା ବିଜେଡି ପାଇଁ ଶୁଭ: ଦେବାଶିଷ
କଟକ,୨ା୪(ଶିଳ୍ପା ପ୍ରିୟଦର୍ଶିନୀ):ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନେତାଙ୍କ ଦଳଡିଅଁା ପର୍ବ ଜାରି ରହିଛି। ଏଥିରୁ ବାଦ୍ ପଡିନାହାନ୍ତି କେନ୍ଦ୍ରାପଡା ଏମ୍ପି ଅନୁଭବ ମହାନ୍ତି। ଦୁଇଦିନ ତଳେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିଲେ। ହେଲେ କେଉଁ କାରଣ ପାଇଁ ଦଳ…
ପଦ୍ମଶ୍ରୀ ପ୍ରମୋଦଙ୍କୁ ଉତ୍କଳ ପ୍ରତିଭା ସମ୍ମାନ
ଭୁବନେଶ୍ୱର,୨।୪: ଓଡ଼ିଶା ତଥା ଭାରତର ଜଣାଶୁଣା ପାରା-ବ୍ୟାଡ୍ମିଣ୍ଟନ କ୍ରୀଡାବିତ୍ ତଥା ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ଉତ୍କଳ ପ୍ରତିଭା ପ୍ରତିଷ୍ଠାନ (ଓଡିଏମ୍ ସମୂହର ଅନ୍ୟତମ ଅନୁଷ୍ଠାନ) ପକ୍ଷରୁ ‘ଉତ୍କଳ ପ୍ରତିଭା ସମ୍ମାନ-୨୦୨୪’ପ୍ରଦାନ କରାଯାଇଛି। ଏପରିକି ପବିତ୍ର ଓଡ଼ିଶା ଦିବସ ଅବସରରେ ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍…
ବିଏମ୍ସିର ସମ୍ପ୍ରସାରଣ ୟୁନିଟ୍ ଉଦ୍ଘାଟିତ
ଭୁବନେଶ୍ୱର,୨।୪: ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ବେଦାନ୍ତ ମେଡିକାଲ ରିସର୍ଚ୍ଚ ଫାଉଣ୍ଡେଶନର ପ୍ରମୁଖ ହସ୍ପିଟାଲ ‘ବାଲ୍କୋ ମେଡିକାଲ ସେଣ୍ଟର’ବା ବିଏମ୍ସି ନ୍ୟୁ ରାୟପୁର ଛତିଶଗଡ଼ର ୬ଷ୍ଠ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଏମ୍ସିର ସମ୍ପ୍ରସାରଣ ୟୁନିଟ୍…
‘ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି’
ଭୁବନେଶ୍ୱର, ୨।୪(ସୁନିତ୍ ମିଶ୍ର):ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗାପ୍ରସାଦ ଛୁରିଆଙ୍କୁ ବେଆଇନ ଭାବେ ବରଗଡ଼ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ପଦବୀରେ ନିଯୁକ୍ତି ଦିଆଯାଇଛି। ନିୟନ୍ତ୍ରିତ ବଜାର କମିଟି ରାଜ୍ୟ ସମବାୟ ସଂସ୍ଥାର ପରିଧି ଅନ୍ତର୍ଭୁକ୍ତ। ଏହି…
Archives


