Home

ସିରିଆଲ-ଫିଲ୍ମରେ ଶିଶୁଙ୍କ ନିୟୋଜନ ନେଇ କଟକଣା

ଭୁବନେଶ୍ୱର,୮ା୮(ଶର୍ମିଷ୍ଠା ପାଣିଗ୍ରାହୀ): ମନୋରଞ୍ଜନ ଶିଳ୍ପ ଓ ବ୍ୟବସାୟିକ ମନୋରଞ୍ଜନ କାର୍ଯ୍ୟକ୍ରମରେ ଶିଶୁ ଏବଂ କିଶୋରଙ୍କୁ ନିୟୋଜନ ନେଇ କେତେକ କଟକଣା ଲଗାଯାଇଛି। ଏନେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍‌) ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି। ପୋକ୍‌ସୋ ଆକ୍ଟ,…

ତଲାବିରା: ଫସିଲେ ନବୀନ!

ଭୁବନେଶ୍ୱର,୮।୮(ସୁନିତ୍‌ ମିଶ୍ର): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କୋଇଲା ଦୁର୍ନୀତି ପ୍ରସଙ୍ଗକୁ ନେଇ ରାଜନୀତି ଜୋର୍‌ ଧରିଛି। ହିଣ୍ଡାଲ୍‌କୋ ନାଁରେ ସିବିଆଇ ଏତଲା ରୁଜୁକରିବା ପରେ ଅଡୁଆ ବଢ଼ିଥିବା କୁହାଯାଉଛି। ଯେହେତୁ ୨୦୦୫ରେ ହିଣ୍ଡାଲ୍‌କୋକୁ…

ଆଇଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ, ୧୭ ଜିଲାପାଳ ବଦଳିଲେ

ଭୁବନେଶ୍ୱର,୮।୮(ଅନିଲ ଦାସ)ରାଜ୍ୟ ସରକାର ଆଇଏଏସ୍‌ ଏବଂ ବରିଷ୍ଠ ଓଏଏସ୍‌ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏନେଇ ବୁଧବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୧୭ ଜଣ ଜିଲାପାଳଙ୍କୁ…

ରାଜଧାନୀରେ ଡବଲ ମର୍ଡର

ଭୁବନେଶ୍ୱର,୮।୮: ରାଜଧାନୀ ଭୁବନେଶ୍ୱରରେ ବୁଧବାର ବିଳମ୍ବିତ ରାତିରେ ଡବଲ ମର୍ଡର ହୋଇଛି। ଭୁବନେଶ୍ୱରସ୍ଥିତ ହାଇଟେକ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଏହି ହତ୍ୟାକାଣ୍ଡ ଘଟିଛି। ଗାଡି ପାର୍କିଂକୁ ନେଇ ଛୁରି ଭୁସି ହତ୍ୟା କରାଯାଇଥିବା ଜଣାଯାଇଛି। ତେବେ ହତ୍ୟାକାରୀଙ୍କୁ ଧରିବା ପାଇଁ…

୬ ବାର୍‌ ଡ୍ୟାନ୍ସରଙ୍କୁ ଅଟକାଇ ବନ୍ଧା ହେଲେ ମାଲିକ

ଭୁବନେଶ୍ୱର,୭ା୮: ରାଜ୍ୟ ବାହାରୁ ୬ ବାର୍‌ଡ୍ୟାନ୍ସରଙ୍କୁ ଭୁବନେଶ୍ୱର ଆଣିଥିଲେ। ମିଛ ପ୍ରତିଶ୍ରୁତି ଦେଇ ଭୁବନେଶ୍ୱର ନଶା ବାର୍‌ରେ ବିଳମ୍ବିତ ରାତି ଯାଏ ଡ୍ୟାନ୍ସ କରିବାକୁ ବାଧ୍ୟ କଲେ। ଆଉ କାମ କରିବାକୁ ରାଜି ନ ହେବାରୁ ଆରମ୍ଭ ହୋଇଯାଇଥିଲା ଅକଥନୀୟ ନିର୍ଯାତନା।…

ଜେପି ନଡ୍ଡା ଫୋନ୍‌ କରିବେ, ଆପଣଙ୍କ ପାଇଁ ବଡ଼ ପ୍ଲାନ୍‌ ଅଛି: ବିଧାୟକଙ୍କୁ ଆସିଲା ଚାଞ୍ଚଲ୍ୟକର ଫୋନ୍‌ କଲ୍‌: ଆଉ ତା’ପରେ

ଭୋପାଳ,୭।୮: ମଧ୍ୟପ୍ରଦେଶର ଜଣେ ବିଧାୟକଙ୍କୁ ଠକିବାକୁ ଉଦ୍ୟମ ମାମଲା ସାମ୍ନାକୁ ଆସିଛି। ଭାଜପା ରାଷ୍ଟ୍ରୀୟ ସଭାପତିଙ୍କ ନାଁ ନେଇ ଠକ ତାଙ୍କୁ ୧.୨୫ ଲକ୍ଷ ଟଙ୍କା ମାଗିଥିଲେ। ତେବେ ବିଧାୟକଙ୍କ ଉପସ୍ଥିତି ହେତୁ ତାଙ୍କୁ ଠକାମୀର ଶିକାର ହେବାରୁ ବର୍ତ୍ତିଥିଲେ। କାନପୁରରୁ…

ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ହତ୍ୟା

ଗଜପତି,୭ା୮(ଗିରିଧାରୀ ପରିଚ୍ଛା): ପାହାଡ଼ ଉପରେ ଥିବା କୁଡ଼ିଆରେ ଶୋଇଥିବା ବେଳେ ଦମ୍ପତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗଜପତି ଜିଲା ଆର୍‌ ଉଦୟଗିରି ଥାନା ଟୁଙ୍ଗୁରୁ ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଦୁହେଁ ଟୁଁଗୁରୁ…

‘ଭିନେଶ ଫୋଗଟଙ୍କୁ ‘ଭାରତ ରତ୍ନ’ ଦିଆଯାଉ’

ନୂଆଦିଲ୍ଲୀ,୭।୮: ଭାରତୀୟ ରେସଲର ଭିନେଶ ଫୋଗଟଙ୍କ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା କରାଯାଇଛି। ଅଲିମ୍ପିକ ପ୍ରତିଯୋଗିତାରୁ ମହିଳା ରେସଲର ଭିନେଶଙ୍କ ଅଯୋଗ୍ୟତା ପଛରେ ଏକ ଷଡଯନ୍ତ୍ରକାରୀ ଅଛନ୍ତି ବୋଲି ସଂସଦରେ ବିରୋଧୀ ଦାବି କରିଛନ୍ତି। ସେପଟେ ଟିଏମସି ଏମ୍‌ପି ଅଭିଷେକ…

୨ ସବ୍‌-ରେଜିଷ୍ଟ୍ରାରଙ୍କୁ ନିଲମ୍ବନ କଲେ ସରକାର

ଭୁବନେଶ୍ୱର,୭ା୮: ରାଜ୍ୟ ସରକାର ୨ ଜଣ ସବ୍‌-ରେଜିଷ୍ଟ୍ରାରଙ୍କୁ ବୁଧବାର ଚାକିରିରୁ ନିଲମ୍ବିତ କରିଛନ୍ତି। ଜଗତପୁରରେ କାର୍ଯ୍ୟରତ ସବ୍‌-ରେଜିଷ୍ଟ୍ରାର ଆର୍ଯ୍ୟଦୀପ୍ତ ଅରଣ୍ୟକ ସାମନ୍ତରାୟଙ୍କୁ ଜମି ବିକ୍ରିରେ ବେଆଇନ କାରବାର ପାଇଁ ଚାକିରିରୁ ନିଲମ୍ବନ କରାଯାଇଛି। ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆମେରିକା କନ୍‌ସଲ ଜେନେରାଲ

ଭୁବନେଶ୍ୱର,୭ା୮: ହାଇଦ୍ରାବାଦଠାରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକାର କନ୍‌ସଲ ଜେନେରାଲ ଜେନିଫର୍‌ ଲାର୍‌ସନ ବୁଧବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ବାଗତ କରିବା ସହ ଶିଳ୍ପ, ଶିକ୍ଷା, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଓ…

୨ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୭ା୮(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ର ସୁକ୍‌ମା ଜିଲାରେ ଚାଲିଥିବା ମାଓବାଦୀ ବିଲୋପ ଅଭିଯାନ ଅଧୀନରେ ଛତିଶଗଡ଼ ସରକାରଙ୍କ ମାଓବାଦୀ ବିଲୋପ ଏବଂ ପୁନର୍ବାସ ନୀତି ଏବଂ ସୁକ୍‌ମା ପୋଲିସ ଆଭ୍ୟନ୍ତରୀଣ ଅଞ୍ଚଳରେ ଶିବିର ପ୍ରତିଷ୍ଠା ଯୋଗୁ ୨ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ…

ଦ୍ୱିତୀୟ ସ୍ତ୍ରୀଙ୍କ ବାଲ୍‌ଟି ମାଡରେ ପ୍ରଥମ ସ୍ତ୍ରୀଙ୍କ ଚାଲିଗଲା ଜୀବନ

ନୂଆପଡ଼ା/ବୋଡେନ, ୭ା୮ (ମକାରୁ ବେମାଲ/ଟିକେଶ୍ୱର ନାଗ):ନୂଆପଡ଼ା ଜିଲା ବୋଡେନ ଥାନା ଜାମଗାଁ ଠେଲାପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ସ୍ତ୍ରୀଙ୍କ ବାଲ୍‌ଟି ମାଡ଼ରେ ପ୍ରଥମ ସ୍ତ୍ରୀ ବାରୁଣୀ ଜଗତ (୪୪)ଙ୍କ ମୃତ୍ୟୁ ଘଟିଛି। ଏ ନେଇ ଅଭିଯୋଗ ପରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?