Home

ଆନନ୍ଦେଶ୍ୱରଙ୍କ ଆଶୀର୍ବାଦ ନେଇ ପ୍ରଚାର ମଇଦାନକୁ ଓହ୍ଲାଇଲେ ପାଟଣା ବିଧାୟକ

ପାଟଣା,୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟ ପାଟଣାସ୍ଥିତ ଆନନ୍ଦେଶ୍ୱର ଶିବ ମନ୍ଦିରରେ ସୋମବାର ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ଆନୁଷ୍ଠାନିକ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।…

କେ. କବିତାଙ୍କ ଜାମିନ ଆବେଦନ ଖାରଜ, ପୁଅର ପରୀକ୍ଷା ଦର୍ଶାଇ ମାଗିଥିଲେ ଜାମିନ

ନୂଆଦିଲ୍ଲୀ,୮।୪: ବିଆରଏସ୍‌ ନେତା କେ, କବିତାଙ୍କୁ ସୋମବାର ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଦିଲ୍ଲୀ ଲିକର ପଲିସି ମାମଲାରେ ତିହାର ଜେଲରେ ହାଜର ହୋଇଥିବା କବିତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଗତ…

ପାକିସ୍ତାନରେ ଡାକ୍ତରଙ୍କ ଘୋର ଅଭାବ, ଚିକିତ୍ସା ଅଭାବରୁ ପ୍ରତିଦିନ ୭୦୦୦ ଶିଶୁଙ୍କର ହେଉଛି ମୃତ୍ୟୁ!

ଇସଲାମାବାଦ,୮।୪: ପାକିସ୍ତାନରେ ସ୍ବାସ୍ଥ୍ୟ ବ୍ୟବସ୍ଥା କିପରି ଭୁଶୁଡି ପଡିଛି ସେଠାକାର ଶିଶୁଙ୍କ ମୃତ୍ୟୁକୁ ଦେଖିଲେ ସହଜରେ ଆକଳନ କରାଯାଇପାରିବ। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ପାକିସ୍ତାନରେ ପ୍ରତିଦିନ ପ୍ରାୟ ୭,୦୦୦ ନବଜାତ ଏବଂ ଶିଶୁଙ୍କର ମୃତ୍ୟୁ ହେଉଛି। ଏଥିମଧ୍ୟରୁ ହାରାହାରି ୧୫୦…

ବଢୁଛି ବିଜେଡି କଳି:ସମ୍ବିତଙ୍କ ବିରୋଧରେ ପୁଣି ମେଳି

ପାରାଦୀପ,୯।୪(ଶରତ ରାଉତ):ପାରାଦୀପ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ଯେତିକି ବିଳମ୍ବ ହେଉଛି , ବିଧାୟକ ସମ୍ବିତ ରାଉତରାୟଙ୍କୁ ବିରୋଧ ସେତିକି ବୃଦ୍ଧି ପାଉଛି। ସମ୍ବିତଙ୍କୁ ଆଉ ପ୍ରାର୍ଥୀ ନ କରିବା ପାଇଁ ୮ ଥର ବିରୋଧୀ ସଭା ହୋଇଥିଲା।…

ସୁପର୍‌ମ୍ୟାନ୍‌ ଭାବେ ଏମିତି କ୍ୟାଚ୍‌ ଧରିଲେ ରବି ବିଷ୍ଣୋଇ, ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ,୮।୨: ଏକାନା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ପ୍ରଥମେ ଖେଳି ୨୦ ଓଭରରେ ୧୬୩ ରନ ସଂଗ୍ରହ କରିଥିଲା। ଟାର୍ଗେଟକୁ ପିଛା କରି ଗୁଜରାଟ ଟାଇଟାନ୍ସ ଶୁବମନ ଗିଲ ଏବଂ ସାଇ ସୁଦର୍ଶନଙ୍କଠାରୁ ଭଲ ଆରମ୍ଭ କରିଥିଲା, କିନ୍ତୁ…

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି ରାୟଗଡ଼ା ଜିଲାର ଅନେକ ଗ୍ରାମରେ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇପାରୁନାହାନ୍ତି। ଏପରିକି ଜାତୀୟ…

ଭାଜପା ଜିତିଲେ ଦେଶରେ ହେବ ନାହିଁ ଦ୍ୱିତୀୟ ଥର ନିର୍ବାଚନ, ଅର୍ଥମନ୍ତ୍ରୀ ସିତାରମଣଙ୍କ ସ୍ବାମୀ ପରକଲା ପ୍ରଭାକରଙ୍କ ଦାବିକୁ ନେଇ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୮।୪: ଅର୍ଥନୀତିଜ୍ଞ ପରକଲା ପ୍ରଭାକର ଦାବି କରିଛନ୍ତି ଯେ ଯଦି ଚଳିତ ବର୍ଷର ଲୋକ ସଭା ନିର୍ବାଚନରେ ଭାଜପା ଜିତେ ତେବେ ଦେଶରେ ପୁନ-ନିର୍ବାଚନ ହେବ ନାହିଁ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ବାମୀ ପରକଲାଙ୍କ ଏହି ବିବୃତ୍ତି ସୋସିଆଲ ମିଡିଆରେ…

ନା ମୁଁ ଖାଏ ବିଫ, ନା ରେଡ ମିଟ: କଂଗ୍ରେସ ନେତାଙ୍କ ଅଭିଯୋଗର ଜବାବ ଦେଲେ କଙ୍ଗନା

ଶିମଲା,୮।୪: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସୋମବାର (ଏପ୍ରିଲ ୮, ୨୦୨୪) କଂଗ୍ରେସ ନେତା ବିଜୟ ୱାଡେଟିୱରଙ୍କ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ସେ…

ବିଚାରପତିଙ୍କ ଉପରେ ରାଗିଗଲେ ଏଲନ ମସ୍କ

କାଲିଫର୍ନିଆ,୮।୪: ଭେଟେରାନ ବ୍ୟବସାୟୀ ଏଲନ ମସ୍କ ବ୍ରାଜିଲର ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ଉପରେ ବର୍ଷିଛନ୍ତି ଏବଂ ସେ ବିଚାରପତିଙ୍କ ଇସ୍ତଫା ଦାବି କରିଛନ୍ତି। ବ୍ରାଜିଲର ସୁପ୍ରିମକୋର୍ଟର ବିଚାରପତି ଆଲେକ୍ସଜାଣ୍ଡ୍ରେ ଡି ମୋରେସ ବ୍ରାଜିଲରେ ଅନେକ ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ଲକ୍‌ କରିଛନ୍ତି…

୬ ମାଓବାଦୀ ଗିରଫ

ମାଲକାନଗିରି,୮ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକ୍‌ମା ପୋଲିସକୁ ମିଳିଛି ବଡ଼ ସଫଳତା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲାରୁ ୬ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ପୋଲିସ ଏବଂ ସିଆର୍‌ପିଏଫ୍‌ କୋବ୍ରା…

କିଏ ସେହି ମାଧବି ଲତା, ଯାହାଙ୍କୁ ପ୍ରଧାନମନ୍ତ୍ରୀ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୮।୪: ଏଥର ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୪୯ବର୍ଷିୟ ମାଧବି ଲତାଙ୍କୁ ହାଇଦ୍ରାବାଦ ଆସନରୁ ଅଲ ଇଣ୍ଡିଆ ମଜଲିସ-ଇ-ଇନ୍ତେହାଦୁଲ ମୁସଲିମନ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ବିରୋଧରେ ପ୍ରାର୍ଥୀ କରିଛନ୍ତି। ବୃତ୍ତି ଅନୁଯାୟୀ ବ୍ୟବସାୟୀ ହେବା ବ୍ୟତୀତ ମାଧବୀ…

ଖେଳପଡ଼ିଆ ପାଲଟିଛି ପାଣିପାଇପ୍‌ ଷ୍ଟକ୍‌ୟାର୍ଡ

କେନ୍ଦୁଝର,୮ା୪(ଦୀପକ ମିଶ୍ର): କେନ୍ଦୁଝର ଜିଲା ଧରଣୀଧର ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆ ଦୀର୍ଘଦିନ ଧରି ପାଣି ପାଇପ୍‌ ଷ୍ଟକୟାର୍ଡ ପାଲଟିଛି। ଏପରିକି କଡ଼ା ସୁରକ୍ଷା ମଧ୍ୟରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ସମୟରେ ବି ପାଇପ ଉଠି ନ ଥିଲା। ଶିକ୍ଷାନୁଷ୍ଠାନର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri