Home

ବଜାଜ ଆଲିଆଞ୍ଜ ଲାଇଫ୍‌ ଇ ଟଚ୍‌

ନୂଆଦିଲ୍ଲୀ,୨୦।୮: ବଜାଜ ଆଲିଆଞ୍ଜ ଲାଇଫ ଇନସ୍ୟୁରାନ୍ସ (ବଜାଜ ଆଲିଆଞ୍ଜ)ର ନୂତନ ଉତ୍ପାଦ ‘ବଜାଜ ଆଲିଆଞ୍ଜ ଲାଇଫ୍‌ ଇ ଟଚ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମିଆଦୀ ବୀମା ଆର୍ଥିକ ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶରେ ପରିଣତ ହୋଇଥିବାବେଳେ ତାହା ପଲିସିଧାରକ…

ରୟାଲ ଏନ୍‌ଫିଲ୍ଡର ନୂତନ ଅଭିଯାନ

ନୂଆଦିଲ୍ଲୀ,୨୦।୮: ଦେଶର ପ୍ରମୁଖ ଦୁଇ ଚକିଆ ଯାନ ତଥା ରୟାଲ ଏନ୍‌ଫିଲ୍ଡର ନୂତନ ଅଭିଯାନ ‘ରିଜିଓନାଲ ଟିଶାର୍ଟ କଲେକ୍ସନ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ନୂତନ ଆଞ୍ଚଳିକ/ରିଜିଓନାଲ ଟିସାର୍ଟ କଲେକ୍ସନକୁ ମଧ୍ୟ ସର୍ବଭାରତୀୟସ୍ତରରେ ଉନ୍ମୋଚନ (ଅନାବରଣ) କରାଯାଇଛି। ଅପରପକ୍ଷରେ ମୋଟରସାଇକ୍ଲିଙ୍ଗ୍‌…

ଖିମ୍‌ଜୀ ଜୁଏଲର୍ସକୁ ‘ଟିଭି କ୍ୟାମ୍ପେନ ଅଫ୍‌ ଦି ଇୟର’ ଆୱାର୍ଡ

ଭୁବନେଶ୍ୱର,୨୦।୮: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଓଡ଼ଶାର ପ୍ରମୁଖ ଗହଣା ବ୍ରାଣ୍ଡ୍‌ ‘ଖିମ୍‌ଜୀ ଜୁଏଲର୍ସ’କୁ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଫୁରା ପକ୍ଷରୁ ଆୟୋଜିତ ରିଟେଲ ଜୁଏଲର ଇଣ୍ଡିଆ ଆୱାର୍ଡସ-୨୦୨୪ରେ ଖିମ୍‌ଜୀ ଜୁଏଲର୍ସକୁ ସମ୍ମାନଜନକ ‘ଟିଭି…

ପିଏସ୍‌ବି କାର୍ଯ୍ୟଦକ୍ଷତା ସମୀକ୍ଷା କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର, ୨୦।୮ (ଅନୁରାଧା ମହାରଣା): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ନୂଆଦିଲ୍ଲୀରେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରି ସରକାରୀ କ୍ଷେତ୍ରର ବ୍ୟାଙ୍କ(ପିଏସ୍‌ବି)ଗୁଡ଼ିକର କାର୍ଯ୍ୟଦକ୍ଷତାର ସମୀକ୍ଷା କରିଛନ୍ତି। ବୈଠକରେ ଜମା ସଂଗ୍ରହ, ଡିଜିଟାଲ ପେମେଣ୍ଟ ଏବଂ ସାଇବର ସୁରକ୍ଷା, ନୂତନ ଋଣ…

ଆଲିଶାନର ସୁପର ଆନୁଆଲ ସେଲ୍‌

ଭୁବନେଶ୍ୱର,୨୦।୮: ରାଜ୍ୟର ଅଗ୍ରଣୀ ପୁରୁଷ ପରିଧାନ ବ୍ରାଣ୍ଡ୍‌ ତଥା ଭୁବନେଶ୍ୱରର ପ୍ରମୁଖ ଗାର୍ମେଣ୍ଟ ଶୋ’ରୁମ୍‌ ‘ଆଲିଶାନ’ର ବହୁ ପ୍ରତୀକ୍ଷିତ ‘ସୁପର ଆନୁଆଲ ସେଲ୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ସେଲ୍‌ ଜରିଆରେ ଗ୍ରାହକମାନେ କଲରପ୍ଲସ, ପାର୍କ ଆଭେନ୍ୟୁ, ପାର୍କ୍ସ, ଆଲେନ୍‌ସୋଲି,…

‘ବର୍ଡର ୨’ରେ ବରୁଣ

ମୁମ୍ବାଇ: ୧୯୯୭ ମସିହାରେ ରିଲିଜ୍‌ ହୋଇଥିବା ଲୋକପ୍ରିୟ ଦେଶାତ୍ମବୋଧ ଚଳଚ୍ଚିତ୍ର ‘ବର୍ଡର’ର ସ୍ବିକେଲ ‘ବର୍ଡର ୨’କୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି। ଏହି ଚଳଚ୍ଚିତ୍ରକୁ ନେଇ ରବିବାର ଏକ ବଡ଼ ଅପ୍‌ଡେଟ ସାମ୍‌ନାକୁ ଆସିଛି। ‘ବର୍ଡର ୨’ ଫିଲ୍ମ ପାଇଁ ଅଭିନେତା…

୨୦୦ କୋଟି କ୍ଲବ୍‌ରେ ‘ସ୍ତ୍ରୀ ୨’

ମୁମ୍ବାଇ: ଅଗଷ୍ଟ ୧୫ରେ ମୁକ୍ତିଲାଭ କରିଥିବା ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ବହୁ ପ୍ରତୀକ୍ଷିତ ‘ସ୍ତ୍ରୀ ୨’ ଚଳଚ୍ଚିତ୍ରକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଏହି ହରର କମେଡି ଫିଲ୍ମ ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି। ରିପୋର୍ଟ…

ବିକଶିତ ଭାରତ ରାଜୀବଙ୍କ ସ୍ବପ୍ନ ଥିଲା

ସବୁ ଜାତି, ଧର୍ମ, ବର୍ଣ୍ଣର ଲୋକଙ୍କ ମଧ୍ୟରେ ଜାତୀୟ ଏକତା ମନୋଭାବ ସହ ଶାନ୍ତି, ସ୍ନେହ ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଉତ୍ସାହିତ କରି ଭାରତକୁ ଏକ ବିକଶିତ ଦେଶ କରିବାର ସ୍ବପ୍ନ ଦେଖିଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ। ସଦ୍ଭାବନା…

ବାଇଡେନ୍‌ଙ୍କ ବିରୋଧରେ ରିପବ୍ଲିକାନଙ୍କ ମହାଭିଯୋଗ ରିପୋର୍ଟ

ଓ୍ବାଶିଂଟନ,୨୦ା୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିରୋଧରେ ହାଉସ୍‌ ରିପବ୍ଲିକାନମାନେ ସେମାନଙ୍କର ପ୍ରାରମ୍ଭିକ ମହାଭିଯୋଗ ତଦନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି। ବାଇଡେନ୍‌ କ୍ଷମତାର ଦୁରୁପଯୋଗ କରି ପୁଅ ହଣ୍ଟର ବାଇଡେନ୍‌ ଏବଂ ପରିବାର ସମ୍ପୃକ୍ତ ଥିବା ଆର୍ଥତ୍କ କାରବାର ମାମଲାର ବିଚାରରେ…

୨୩ରେ ୟୁକ୍ରେନ୍‌ ଯିବେ ମୋଦି

ନୂଆଦିଲ୍ଲୀ, ୨୦।୮: ଆସନ୍ତା ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ୍‌ ଗସ୍ତରେ ଯିବେ। ଏନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଏହି ଅବସରରେ ୨ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗ ଉପରେ ଆଲୋଚନା ହେବ। ୩୦…

ତଲାକ ପ୍ରଥା ବିବାହ ପାଇଁ ଘାତକ ଥିଲା

ନୂଆଦିଲ୍ଲୀ,୨୦ା୮(ପି.ଟି.): ୨୦୧୯ର ୩ ତଲାକ ଆଇନକୁ କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟରେ ସମର୍ଥନ କରିଛନ୍ତି। ପୂର୍ବରୁ ତଲାକ ପ୍ରଥା ବିବାହ ପାଇଁ ଘାତକ ଥିଲା ବୋଲି ସରକାର କହିଛନ୍ତି। ଉକ୍ତ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ଏକାଧିକ ପିଟିଶନ୍‌ ଉପରେ କେନ୍ଦ୍ର…

ନକଲି ଏନ୍‌ସିସି କ୍ୟାମ୍ପ୍‌ରେ ୧୩ ଛାତ୍ରୀଙ୍କୁ ଯୌନ ନିର୍ଯାତନା

ଚେନ୍ନାଇ , ୨୦।୮: ତାମିଲନାଡ଼ୁର କୃଷ୍ଣାଗିରିସ୍ଥିତ ଏକ ଘରୋଇ ବିଦ୍ୟାଳୟର ୧୩ ଛାତ୍ରୀଙ୍କୁ ଗୋଟିଏ ନକଲି ଏନ୍‌ସିସି କ୍ୟାମ୍ପ୍‌ରେ ଯୌନ ନିର୍ଯାତନା କରାଯାଇଥିବାର ଏକ ମାମଲା ସାମନାକୁ ଆସିଛି। ତେବେ ଏହି ମାମଲାରେ ୧୧ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?