Home

ସିଆର୍‌ପିଏଫ୍‌ କ୍ୟାମ୍ପ୍‌ରେ ଯବାନଙ୍କ ମୃତ୍ୟୁ ଘଟଣା:ହତ୍ୟା ଅଭିଯୋଗ ଆଣିଲେ ପରିବାର

ଭବାନୀପାଟଣା,୧୯ା୮ (ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହର ବଜାରପଡ଼ାରେ ଥିବା ସିଆର୍‌ପିଏଫ୍‌ ୬୪ ବାଟାଲିଅନ କ୍ୟାମ୍ପ୍‌ରେ ରବିବାର ଜଣେ ଯବାନଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଥିଲା। ମୃତ ଯବାନ ହେଲେ ଜଗତସିଂହପୁର ଜିଲା ନୂଆଗାଁ ଥାନା ଓସୋକଣାର ଅର୍ଜୁନ…

ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ଘଟଣା: ୟୁନିୟନ ଅଫ ଜର୍ନାଲିଷ୍ଟ, ସଚେତନ ନାଗରିକର ପ୍ରତିବାଦ

କୋକସରା,୧୯ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଟ୍ରେନିଂ ନେଉଥିବା ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ନେଇ ସାରା ଦେଶରେ ଡାକ୍ତରଙ୍କ ସୁରକ୍ଷା ପାଇଁ ଆନ୍ଦୋଳନ ଜାରି ରହିଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର…

ଭୂମିହୀନ ପରିବାରଙ୍କ ଦାବି: ଉଚ୍ଛେଦ ପୂର୍ବରୁ ଥଇଥାନ କର

ବରଗଡ଼,୧୯।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବରଗଡ଼ ଜିଲା ପ୍ରଶାସନ ବିଭିନ୍ନ ସ୍ଥାନରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି। ଏହି କ୍ରମରେ ଅତାବିରା ବ୍ଲକର ଗୋଡ଼ଭଗା ଅଞ୍ଚଳରୁ ରାଜପଥ ପାର୍ଶ୍ୱସ୍ଥ ଜବରଦଖଲ ଉଚ୍ଛେଦ କରାଯାଉଛି। ତେବେ ଉକ୍ତ ଉଚ୍ଛେଦ ପ୍ରକ୍ରିୟାରେ…

ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ପରାମର୍ଶ ଦେଲା ଜେଏମଏମ, କହିଲା ଏବେ ବି ସମୟ ଅଛି…

ରାଞ୍ଚି,୧୯।୮: ପୂର୍ବତନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ଚମ୍ପାଇ ସୋରେନଙ୍କ ଭାଜପାରେ ଯୋଗଦେବା ନେଇ କଳ୍ପନାଜଳ୍ପନାରକରାଯାଉଛି। ଗତ କିଛି ଦିନ ହେବ ନେତାମାନେ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏହି ସଂପର୍କରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ମୁଖପାତ୍ର…

ଭାରତ ବନ୍ଦକୁ ସମର୍ଥନ ଘୋଷଣା କଲେ ଏସ୍‌ସି, ଏସ୍‌ଟି ମିଳିତ ମଞ୍ଚ

ବରଗଡ଼,୧୯।୮(ପ୍ରେମାନନ୍ଦ ଖମାରୀ):ଏସ୍‌ସି, ଏସ୍‌ଟି ଆରକ୍ଷଣ ତାଲିକାରେ କ୍ରିମି ଲେୟର ଏବଂ ବର୍ଗୀକରଣକୁ ବିରୋଧ କରି ଆସନ୍ତା ୨୧ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ବରଗଡ଼ ଜିଲା ଏସ୍‌ସି, ଏସ୍‌ଟି ମିଳିତ ମଞ୍ଚ ଏହି ଡାକରାକୁ ପୂର୍ଣ୍ଣ ସମର୍ଥନ ଜଣାଇଛି। ଏହି କ୍ରମରେ…

ପଦାକୁ ଆସିବ ସବୁ ସତ: ଡାକ୍ତରୀ ଛାତ୍ରୀ ବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କ ହେବ ପଲିଗ୍ରାଫ ଟେଷ୍ଟ

କୋଲକତା,୧୯।୮:କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଏହାକୁ ବିରୋଧ କରି ଦେଶବ୍ୟାପୀ ଡାକ୍ତର ଓ ସ୍ବାସ୍ଥ୍ୟା କର୍ମୀଙ୍କ ଆନ୍ଦୋଳନ ଚାଲିଛି। ଏହି ସମୟରେ…

କିଏ ସେହି ସୀମା ପାହୁଜା, ଯିଏ ଖୋଲିବେ କୋଲକାତା ଡାକ୍ତରଙ୍କ ହତ୍ୟା ମାମଲାର ବଡ଼ ରହସ୍ୟ, ପୂର୍ବରୁ କରିଥିଲେ…

ନୂଆଦିଲ୍ଲୀ,୧୯।୮: କୋଲକାତାର ଆର୍‌.ଜି କର କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟା ରହସ୍ୟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଅଭିଯୁକ୍ତ ସଞ୍ଜୟ ରୟ ଏବଂ ହସ୍ପିଟାଲର ଡାକ୍ତରଙ୍କ ବିବୃତ୍ତିରେ ତାଳମେଳ ରହୁନଥିବା ବେଳେ ଏହି ମାମଲା ଅତ୍ୟନ୍ତ ଗଭୀର ବୋଲି…

ସିଆର୍‌ପିଏଫ୍‌ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଶହୀଦ

ଶ୍ରୀନଗର,୧୯।୮: ଆତଙ୍କବାଦୀମାନେ ସୋମବାର ଜମ୍ମୁ କଶ୍ମୀରର ଉଧମପୁରରେ ଏକ ସିଆର୍‌ପିଏଫ୍‌ ଦଳ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଜଣେ ଇନ୍ସପେକ୍ଟର ଶହୀଦ ହୋଛନ୍ତି। ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି। ବର୍ତ୍ତମାନ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଚାଲିଛି।…

ଭାରତ ବନ୍ଦ ଡାକରାକୁ ସଫଳ ପାଇଁ ଆହ୍ବାନ

ଛତ୍ରପୁର,୧୯ା୮(ଦିଲ୍ଲୀପ ସାମଲ)-ସୁପ୍ରିମ କୋର୍ଟ ଦ୍ୱାରା ଆରକ୍ଷଣର ଉପ ବର୍ଗୀକରଣ ଓ କ୍ରିମିଲେୟର ଆଦେଶ ମଞ୍ଜୁର ନାହିଁ । ଏହାକୁ ତତ୍କାଳ ପ୍ରତ୍ୟାହାର କରିବା, କେନ୍ଦ୍ର ସରକାର ଶୀଘ୍ର ସମ୍ବିଧାନ ସଂଶୋଧନକରି ଆରକ୍ଷଣକୁ ସୁରକ୍ଷିତ କରିବା, ସରକାରୀ ଜମିରେ ଦୀର୍ଘ ଦିନ ଧରି…

ରାତାରାତି କୋଟିପତି ହୋଇଗଲେ ଏହି ପାକିସ୍ତାନ ଖେଳାଳି: ମିଳୁଛି କୋଟି କୋଟି ଟଙ୍କା…

ଇସଲାମାବାଦ୍‌,୧୯।୮ଗତ କିଛି ଦିନ ହେବ ପାକିସ୍ତାନର ଜାଭେଲିନ ଥ୍ରୋ ଅର୍ଶଦ ନଦିମ ଏହି ଖବରରେ ଅଛନ୍ତି। ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ନୀରଜ ଚୋପ୍ରାଙ୍କ ଅପେକ୍ଷା ଅର୍ଶଦ ନଦିିମ ଭଲ ପ୍ରଦର୍ଶନ କରିଥିଲେ। ନାଦିମ ୯୨.୯୭ ମିଟର ଜାଭେଲିନ ଫିଙ୍ଗି ଅଲିମ୍ପିକ୍ସରେ…

ଦିନେ ଆକାଉଣ୍ଟରେ ଥିଲା ମାତ୍ର ୧୮ ଟଙ୍କା: ଆଜି କୋଟି କୋଟି ଟଙ୍କାର ମାଲିକ ଏହି ଅଭିନେତା

ଅଗଷ୍ଟ ୧୫ରେ ମୁକ୍ତିଲାଭ କରିଥିବା ‘ସ୍ତ୍ରୀ ୨’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ଏହି ଚଳଚ୍ଚିତ୍ର ପଞ୍ଚମ ଦିନରେ ୨୦୦ କୋଟି ଟଙ୍କା ଅତିକ୍ରମ କରିଛି। ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।…

ନବୀନ ପଟ୍ଟନାୟକଙ୍କ ହାତରେ ରାଖୀ ବାନ୍ଧି ଏମିତି କହିଲେ ଲେଖାଶ୍ରୀ

ଭୁବନେଶ୍ୱର,୧୯।୮: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ଦିନରେ ଭାଇ ହାତରେ ରାଖୀ ବାନ୍ଧି ଶୁଭ ମନାସୁଛନ୍ତି ଭଉଣୀ। ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ରାଖୀ ବାନ୍ଧିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ନବୀନଙ୍କ ରାଖୀ ବାନ୍ଧିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?