Home

ହଲିଉଡ୍‌ ଗୁରୁଙ୍କୁ ବାହାହେବେ ନରଓ୍ବେ ରାଜକୁମାରୀ

ଓସ୍‌ଲୋ: ନରଓ୍ବେ ରାଜକୁମାରୀ ମାର୍ଥା ଲୁଇସ୍‌ ଚଳିତ ସପ୍ତାହାନ୍ତରେ ହଲିଉଡ୍‌ ଗୁରୁ ତଥା ନିଜକୁ ଯାଦୁକର ବୋଲି ଦାବି କରୁଥିବା ଆମେରିକୀୟ ପ୍ରେମିକ ଡୁରେକ୍‌ ଭେରେଟ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଗେଇରାଙ୍ଗରଠାରେ ଏହି ବିବାହ ଉତ୍ସବ…

ଟାଟା ଷ୍ଟିଲ୍‌କୁ ବେଷ୍ଟ ସିଏସ୍‌ଆର୍‌ ପୁରସ୍କାର

ଭୁବନେଶ୍ୱର,୩୧।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲ୍‌କୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ‘ବେଷ୍ଟ ସିଏସ୍‌ଆର୍‌ ପୁରସ୍କାର ’ ପ୍ରଦାନ କରାଯାଇଛି। ବିଶେଷକରି କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ…

ସୁଲଭ ମୂଲ୍ୟରେ ଭରସାଯୋଗ୍ୟ ୱାଇ-ଫାଇ ସେବା

ଭୁବନେଶ୍ୱର,୩୧।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀ ଭାରତୀ ଏୟାରଟେଲ୍‌ (ଏୟାରଟେଲ୍‌)ର ସେବା ସମ୍ପ୍ରସାରଣ ସହ ଓଡ଼ିଶାର ସମସ୍ତ ୩୦ଟି ଜିଲାରେ ବ୍ରାଣ୍ଡ୍‌ର ହୋମ୍‌ ୱାଇ-ଫାଇ ସେବାକୁ ବିସ୍ତାର କରିଛି। ଏପରିକି ଏହି ସମ୍ପ୍ରସାରଣ ଦ୍ୱାରା…

ଆଖୁରସରୁ ଇଥାନଲ୍‌ ପ୍ରସ୍ତୁତି ଉପରୁ କଟକଣା ଉଠିଲା

ଭୁବନେଶ୍ୱର,୩୧।୮(ଅନୁରାଧା ମହାରଣା): ଚିନି ମିଲ୍‌ କ୍ଷେତ୍ରରେ ଏକ ଆଶ୍ୱସ୍ତିକର ଖବର ଆସିଛି। ସରକାର ଗତ ବର୍ଷ ଲଗାଇଥିବା କଟକଣାକୁ ପ୍ରତ୍ୟାହାରକରି ଇଥାନଲ୍‌ ଯୋଗାଣ ବର୍ଷ (ଇଏସ୍‌ଓ୍ବାଇ) ୨୦୨୪-୨୫ରେ ଇଥାନଲ୍‌ ଉତ୍ପାଦନ ପାଇଁ ଆଖୁରସ ଏବଂ ଚିନି ସିରପ ବ୍ୟବହାରକୁ ଅନୁମତି ଦେଇଛନ୍ତି।…

ପୂର୍ବୋଦୟ ବିକାଶ ଆଗରେ ରହିବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧।୮ (ଅଭୟ ଦାଶ): ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ୟୁସିସିଆଇଏଲ୍‌) ପକ୍ଷରୁ ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ସହଭାଗିତାରେ ଭୁବନେଶ୍ୱରର ଜନତା ମଇଦାନଠାରେ ଗ୍ଲୋବାଲ ଟ୍ରେଡ୍‌ ଶୋ’ ରିସର୍ଜେଣ୍ଟ ଓଡ଼ିଶା-୨୦୨୪ର ଶୁଭାରମ୍ଭ…

ତେଜୁଛି ରାଜନୀତି, ଥମୁନି ବଳାତ୍କାର

ନୂଆଦିଲ୍ଲୀ,୩୧ା୮: ୨୦୧୨ ଡିସେମ୍ବର ୧୬ ରାତି ପ୍ରାୟ ୯ଟାରେ ଦକ୍ଷିଣ ଦିଲ୍ଲୀ ମୁନିରକାରେ ଜଣେ ୨୩ ବର୍ଷୀୟା ଫିଜିଓଥେରାପିଷ୍ଟ ଛାତ୍ରୀ ବସ୍‌ରେ ଚଢ଼ିଥିଲେ ଘରକୁ ଯିବା ପାଇଁ। ସେହି ଚଳନ୍ତା ବସ୍‌ରେ ଡ୍ରାଇଭର ଓ ତାଙ୍କ ସହଯୋଗୀମାନେ ପାରାମେଡିକ୍‌ ଛାତ୍ରୀଙ୍କୁ ଗଣବଳାତ୍କାର…

ଆଭ୍ୟନ୍ତରୀଣ ବାୟୁ ପ୍ରଦୂଷଣ ଅଧିକ ବିପଜ୍ଜନକ

ନୂଆଦିଲ୍ଲୀ,୩୧ା୮(ପି.ଟି.): ବାହ୍ୟ ବାୟୁ ପ୍ରଦୂଷଣ ତୁଳନାରେ ଘର ଭିତରର ବାୟୁ ପ୍ରଦୂଷଣ ସ୍ବାସ୍ଥ୍ୟ ପାଇଁ ଅଧିକ ବିପଜ୍ଜନକ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବେଳେବେଳେ ପ୍ରଦୂଷିତ ଘରଗୁଡ଼ିକ ରହିଥିବା ଗାଁଠାରୁ ସହର ଅଧିକ ସ୍ବଚ୍ଛ ହୋଇଥାଏ। ଇଣ୍ଡିଆ କ୍ଲିନ୍‌ ଏୟାର ସମିଟ୍‌ (ଆଇସିଏଏସ୍‌),…

ସ୍ମାର୍ଟ ମିଟର ସୁରକ୍ଷିତ, ଭରସାଯୋଗ୍ୟ: ଟିପିଡବ୍ଲ୍ୟୁଓଡିଏଲ୍‌

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍‌ ବିତରଣ କମ୍ପାନୀ ଟିପିଡବ୍ଲ୍ୟୁଓଡିଏଲ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଇ ଦେବା ସହ ଗ୍ରାହକ ସେବା ପାଇଁ ସଦାସର୍ବାଦା ପ୍ରତିଶ୍ରୁତିବଦ୍ଧ ରହିଛି । ସ୍ମାର୍ଟ ମିଟର ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଓ ଭରସାଯୋଗ୍ୟ। ଶୁକ୍ରବାର ବରଗଡ଼ର ଏକ…

୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ):ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଏବଂ ଏସ୍‌ପି ପି.ଏସ୍‌ ମୀନାଙ୍କ ଉପସ୍ଥିତିରେ ଶୁକ୍ରବାର ବରଗଡ଼ ଜିଲା ପୋଲିସ ମୁଖ୍ୟାଳୟରେ ୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲା ଗାଙ୍ଗଲୁର ଥାନା…

ଆସାମ ବିଧାନସଭାରେ ୨ ଘଣ୍ଟିଆ ନମାଜ ବିରତି ବନ୍ଦ

ଗୁଆହାଟୀ,୩୧ା୮(ପି.ଟି.): ଆସାମ ବିଧାନସଭାରେ ମୁସଲମାନ ବିଧାୟକମାନଙ୍କ ନମାଜ ପାଠ ପାଇଁ ଶୁକ୍ରବାର ଦିଆଯାଉଥିବା ୨ ଘଣ୍ଟା ବିରତିକୁ ଉଠାଇ ଦିଆଯାଇଛି। ବିଧାନସଭାର ଆଗାମୀ ଅଧିବେଶନରୁ ଏହା କାର୍ଯ୍ୟକାରୀ ହେବ। ବିଧାନସଭାର ଏହି ନିଷ୍ପତ୍ତିକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଐତିହାସିକ ବୋଲି…

ନିଯୁକ୍ତି ଅପେକ୍ଷାରେ

ରେଳ ମନ୍ତ୍ରଣାଳୟ ଅଧ୍ୟକ୍ଷ/ସଦସ୍ୟ, ରେଳ ବୋର୍ଡ ଏବଂ ଜେନେରାଲ ମ୍ୟାନେଜର ସମେତ ଶୀର୍ଷ ପଦବୀଗୁଡ଼ିକରେ ନିଯୁକ୍ତି ବନ୍ଦ ରଖିଛି। ଏହି ନିଷ୍ପତ୍ତି ବୋଧହୁଏ ଭାରତୀୟ ଇଞ୍ଜିନିୟରିଂ ସର୍ଭିସେସ୍‌ (ଆଇଇଏସ୍‌) ମାଧ୍ୟମରେ ସେବାରେ ପ୍ରବେଶ କରିଥିବା ଅଧିକାରୀଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷ କାରଣରୁ…

ବାପଘରୁ ଶାଶୁଘର ଫେରିବା ବେଳେ ମହିଳାଙ୍କୁ ଗଣବଳାତ୍କାର

ବାଲେଶ୍ୱର,୩୦।୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଞ୍ଚଳରୁ ଏକ ଲଜ୍ଜାକର ଘଟଣା ସାମ୍‌ନାକୁ ଆସିଛି। ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ବାଲିଆପାଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?