ରାତିରେ ଶୋଇଥିଲେ ମା’, ଝିଅ; କାମୁଡିଦେଲା ସାପ: ଆଉ ତା’ପରେ
ଭଞ୍ଜନଗର,୨୯।୮(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା ରାଇକିଆ ବ୍ଲକ ଇନ୍ଦ୍ରଗଡ଼ ପଞ୍ଚାୟତ ଅନ୍ତର୍ଗତ ନିଶାଭୁଇଁ ଗ୍ରାମରେ ସର୍ପ ଦଂଶନ ରେ ଗୁରୁବାର ସକାଳେ ମା’, ଝିଅ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। ମୃତ ଦୁଇଜଣ ହେଲେ ଗୁରୁବାରି ନାୟକ…
ଟେଲିଗ୍ରାମ ପ୍ରତିଷ୍ଠାତାଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ: ଜାମିନ ପାଇଁ ଦେବାକୁ ପଡ଼ିବ ୪୭ କୋଟି ଟଙ୍କା
ପ୍ୟାରିସ୍,୨୯।୮: ଫ୍ରାନ୍ସରେ ଗିରଫ ହେବା ପରେ ମେସେଜିଂ ଆପ ଟେଲିଗ୍ରାମର ପ୍ରତିଷ୍ଠାତା ତଥା ସିଇଓ ପାଭେଲ ଡୁରୋଭଙ୍କ ସମସ୍ୟା ବଢିବାରେ ଲାଗିଛି। ତାଙ୍କ ବିରୋଧରେ ପ୍ରାଥମିକ ଅଭିଯୋଗ ହୋଇଛି। ଫ୍ରାନ୍ସ କୋର୍ଟରେ ରୁଷିଆର ମୂଳ ବୈଷୟିକ ବ୍ୟବସାୟୀଙ୍କ ବିରୋଧରେ ଅନେକ ଗୁରୁତର…
ବଦଳିଲା ସ୍ବର, ରାହୁଲଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସ୍ମୃତି ଇରାନୀ! କହିଲେ ସଫଳତାର ସ୍ବାଦ ଚାଖିଛନ୍ତି…
ନୂଆଦିଲ୍ଲୀ,୨୯।୮: ନିକଟରେ ଏକ ସାକ୍ଷାତକାରରେ ନିଜ କଡା ପ୍ରତିଦ୍ୱନ୍ଦୀ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବିଷୟରେ ବଡ଼ ବୟାନ ଦେଇଛନ୍ତି ଭାଜପା ନେତା ସ୍ମୃତି ଇରାନୀ। ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ଇରାନୀ କହିଛନ୍ତି, ରାହୁଲ ଭାବନ୍ତି ଯେ, ସେ…
କେବଳ ଅଭିନୟ ନୁହେଁ, ଏହି କାମ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ନାଗାର୍ଜୁନ: ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ
ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍ କରୁଥିବା ନାଗାର୍ଜୁନ ଆଜି ୬୫ ବର୍ଷରେ ପଦାର୍ପଣ କରିଛନ୍ତି। ନାଗାର୍ଜୁନ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେବେଠାରୁ ସେ…
ସୁରକ୍ଷାବାହିନୀ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ
ଶ୍ରୀନଗର,୨୯।୮: ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା ମିଳିଛି। ତିନିଟି ଭିନ୍ନ ଅପରେଶନରେ ୩ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ସୁରକ୍ଷା ବାହିନୀ କୁପୱାରାର ମାସିଲରେ ସୁରକ୍ଷାବାହିନୀ ଗୁଳିରେ ଦୁଇ ଆତଙ୍କବାଦୀଙ୍କୁ ନିହତ ହୋଇଥିବାବେଳେ ଟାଙ୍ଗଧରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ରାଜୌରୀରେ…
କାହିଁକି ଭାଜପା ମୁହାଁ ହେଲେ ଚମ୍ପାଇ ସୋରେନ: ନିଜେ ଖୋଲିଦେଲେ ସବୁ ଗୁମର
ରାଞ୍ଚି,୨୯।୮: ଝାଡଖଣ୍ଡ ରାଜନୀତିରେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଚମ୍ପାଇ କେଉଁ ଚୁକ୍ତିରେ ଭାଜପାରେ ଯୋଗ ଦେଇଛନ୍ତି, ନେଇ ଆଲୋଚନା ଚାଲିଛି। ଚମ୍ପାଇଙ୍କୁ ଭାଜପାରେ ଯୋଗଦେବାର କାରଣ ପଚରାଯାଇଥିଲା, ସେ କହିଥିଲେ ଯେ ନରେନ୍ଦ୍ର ମୋଦିଙ୍କ…
ରାହୁଲଙ୍କ ଟେନଶନ ବଢାଇଲେ ଅଖିଳେଶ, ଖୋଲାଖୋଲି ମାଗୁଛନ୍ତି ଏତେ ସିଟ୍
ନୂଆଦିଲ୍ଲୀ,୨୯।୮: ୟୁପିରେ କଂଗ୍ରେସ ସହ ମେଣ୍ଟ କରିବା ପରେ ଏସପି ଲୋକ ସଭା ନିର୍ବାଚନରେ ଅତୁଳନୀୟ ସଫଳତା ପାଇଛି। ଏହା ପରେ ଏସପି ମୁଖ୍ୟ ଅଖିଳେଶ ଯାଦବ ୟୁପି ବାହାରେ ନିଜକୁ ମଜବୁତ କରିବା ଏବଂ ଜାତୀୟ ସ୍ତରରେ ପ୍ରାଧାନ୍ୟ ବିସ୍ତାର…
ରକ୍ତରଞ୍ଜିତ ରାଜରାସ୍ତା: ବସ ଧକ୍କାରେ ଚାଲିଗଲା ୧୬ ଗୋରୁଙ୍କ ଜୀବନ
ପରଜଙ୍ଗ,୨୯।୮(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ନଂ ଜାତୀୟ ରାଜପଥର ବାରିହାପୁର ଗାଁ ଛକ ନିକଟରେ ବୁଧବାର ରାତି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ଶୋଇଥିବା ଗୋରୁପଲଙ୍କ ଉପରେ ଏକ ନାଇଟ କୋଚ ବସ ଚଢ଼ିଯିବାରୁ ଦୁର୍ଘଟଣାରେ…
ବାରଝୁଲାରେ ବ୍ୟାପିଲା ଝାଡାବାନ୍ତି: ୨ ଦିନରେ ୧୨ ଆକ୍ରାନ୍ତ ଚିହ୍ନଟ
ଅମରପାଲି,୨୯।୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାରଝୁଲା ଗ୍ରାମରେ ଝାଡାବାନ୍ତି ବ୍ୟାପିଛି। ଗ୍ରାମର ପ୍ରାୟ ୧୨ଜଣ ବ୍ୟକ୍ତି ଝାଡ଼ା ବାନ୍ତି ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ…
ହିଟ୍ଲରଙ୍କୁ ବି ମୁହଁତୋଡ ଜବାବ ଦେଇଥିଲେ ଧ୍ୟାନଚାନ୍ଦ
ଆଜି ହେଉଛି ଜାତୀୟ କ୍ରୀଡା ଦିବସ। ୧୯୦୫ ମସିହା, ଅଗଷ୍ଟ ୨୯ରେ ଆହ୍ଲାବାଦର ପ୍ରୟାଗଠାରେ ହକିର ଯାଦୁଗର ଓ କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦ ଏକ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମ ଦିନକୁ ପ୍ରତିବର୍ଷ ଜାତୀୟ କ୍ରୀଡା ଦିବସ…
୫ ଘଣ୍ଟା ଯାଏ ମନ୍ତ୍ରୀଙ୍କ ସହ ମନ୍ଥନ କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ପରିଷଦର ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ମହିଳା ସମସ୍ୟା ଏବଂ ନୀତି ପ୍ରଣୟନ ଉପରେ ଆଲୋଚନା କରାଯାଇଥିଲା। ଦିଲ୍ଲୀର ସୁଷମା ସ୍ବରାଜ ଭବନରେ ପାଞ୍ଚ ଘଣ୍ଟା ଧରି ଚାଲିଥିବା ବୈଠକରେ ଭାଜପା ନେତୃତ୍ୱାଧୀନ ଏନଡିଏ…
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଛାତ୍ରୀଛାତ୍ର ଦକ୍ଷ ହେବା ନିହାତି ଆବଶ୍ୟକ
ଭବାନୀପାଟଣା,୨୯ା୮ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବିକାଶ ମହାବିଦ୍ୟାଳୟରେ ବିବିଏ, ବିସିଏ ବିଭାଗର ଛାତ୍ରୀଛାତ୍ରଙ୍କ ପାଇଁ ଚାଲିଥିବା ଦୁଇଦିନିଆ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମସିନ ଲର୍ନିଂ ସମ୍ବନ୍ଧୀୟ କର୍ମଶାଳା ବୁଧବାର ଉଦ୍ଯାପିତ ହୋଇଛି। ଦିଲ୍ଲୀ ଇନ୍ନୋଭିଆନ୍ସ ଟେକ୍ନୋଲୋଜିସ ଓ ଟେକ୍ନେସ,…

