Home

ପାରାଦ୍ୱୀପରେ ହଟଚମଟ: ଚାଇନା ଜାହାଜରୁ ଧରାପଡିଲେ ୩ ଘାନା ନାଗରିକ

ପାରାଦ୍ୱୀପ,୩୧।୮(ଶରତ ରାଉତ): ପାରାଦ୍ୱୀପ ବନ୍ଦର ସିକ୍ୟୁ ୧ ବର୍ଥରେ ଶନିବାର ଭୋରୁ ଲାଗିଥିବା ଚାଇନା ଜାହାଜ ଏମଭି ଗ୍ରେଟ ଶେଙ୍ଗ ଓ୍ବେନକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ଉକ୍ତ ଜାହାଜରେ ୩ ଜଣ ଘାନା ଦେଶର ନାଗରିକ ବେଆଇନ ଭାବେ ପ୍ରବେଶ…

ଟ୍ରମ୍ପଙ୍କ ସୁରକ୍ଷାରେ ପୁଣି ତ୍ରୁଟି? ଧସେଇ ପଶିବାକୁ ଚାହୁଁଥିଲେ ବ୍ୟକ୍ତି, ଅଟକାଇଲା ପୋଲିସ

ଓ୍ବାଶିଂଟନ,୩୧।୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମାହୋଲ ରହିଛି ବେଶ ସରଗରମ। ରାଷ୍ଟ୍ରପତି ପଦ ପାଇଁ ଉଭୟ ପ୍ରାର୍ଥୀ – ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସ ରାଲିରେ ପରସ୍ପରକୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ, ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପ ଶୁକ୍ରବାର…

ଜଷ୍ଟିସ ହିମାଙ୍କ ବିଦାୟୀକୁ ନେଇ ଭାବୁକ ହେଲେ ସିଜେଆଇ

ନୂଆଦିଲ୍ଲୀ,୩୧।୮: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ ଜଷ୍ଟିସ ହିମା କୋହଲିଙ୍କ ଅବସରର ସମୟରେ ତାଙ୍କୁ ପ୍ରଶଂସା କରି କହିଛନ୍ତି, ସେ ସବୁବେଳେ ମହିଳାଙ୍କ ଅଧିକାରକୁ ନେଇ ଲଢିଛନ୍ତି ଓ ଏଥିପ୍ରତି ସଜାଗ ରହିଛନ୍ତି। ସେପ୍ଟେମ୍ବର ୧ରେ ହିମା ଅବସର ନେଉଛନ୍ତି…

ଭାଜପାର ମୁଣ୍ଡବିନ୍ଧା ବଢାଇଲାଣି ଏହି ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ ମୋଦି କ୍ଷମା ମାଗିବା ସତ୍ତ୍ୱେ ଛିଡୁନି ବିବାଦ

ପୁଣେ,୩୧।୮: ଖୁବ ଶୀଘ୍ର ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କିନ୍ତୁ ଏହାପୂର୍ବରୁ ସିନ୍ଧୁଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ନେଇ ରାଜନୈତିକ ଉତ୍ତେଜନା ଥମିବାର ନାଁ ନେଉନାହିଁ। ଏପରିକି ପ୍ରତିମୂର୍ତ୍ତି ଭାଙ୍ଗିବା ପାଇଁ ଭାଜପା ରାଜ୍ୟ ସଭାପତି ଆଶିଷ…

ସନ୍ଧ୍ୟାରେ ଯୁବକଙ୍କ ସହ ଝଗଡା, ଅଧରାତିରେ ମିଳିଲା ମହିଳାଙ୍କ ମୃତଦେହ: ହାତରେ ଥିଲା…

ଭୁବନେଶ୍ୱର,୩୧।୮: ବରମୁଣ୍ଡା ବସଷ୍ଟାଣ୍ଡରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏଠାରେ ଜଣେ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତ ମହିଳା ବିବାହିତ ବୋଲି ଜଣାପଡ଼ିଛି। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ପୁରୁଣା ବସଷ୍ଟାଣ୍ଡ ଟର୍ମିନାଲ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ଗର୍ଲସ ହଷ୍ଟେଲ ଓ୍ବାଶରୁମରେ ହିଡନ କ୍ୟାମେରା ଲଗାଇବା ପଛରେ ଯୁବତୀଙ୍କ ହାତ! ସାମ୍ନାକୁ ଆସୁଛି ନୂଆ ନୂଆ କଥା

ଅମରାବତୀ,୩୧।୮: ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାର ଇଞ୍ଜିନିୟରିଂ କଲେଜର ଗର୍ଲସ ହଷ୍ଟେଲର ୱାଶରୁମରେ ଲୂଚାଇ ରଖାଯାଇଥିବା କ୍ୟାମେରାର ଏକ ମାମଲା ସାମ୍ନାକୁ ଆସିଛି। ୱାଶରୁମରେ ଏକ ଲୁକ୍କାୟିତ କ୍ୟାମେରା ମିଳିବା ପରେ ଏଠାରେ ଉତ୍ତେଜନା ଦେଖାଦେଇଥିଲା। ଏହି ଘଟଣା ଗୁଦଲାଭାଲେରୁ କଲେଜ ଅଫ…

ପ୍ରଥମଥର ପାଇଁ ଏହି ମଧ୍ୟ-ପୂର୍ବ ଦେଶ ଗସ୍ତ କରୁଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ଗସ୍ତ କରିଥିଲେ। ସେ ଏପରି କରିଥିବା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ-ପୂର୍ବ ଦେଶ ବ୍ରୁନେଇ ଗସ୍ତ କରିବାକୁ ଯାଉଛନ୍ତି। ଏହା ପରେ ସେ ସିଙ୍ଗାପୁର ଯିବେ। ଏହା…

ପାର୍ବଣ ଋତୁ ପୂର୍ବରୁ ବଡ଼ ଉପହାର ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୩୧।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମେକ ଇନ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ ଅଧୀନରେ ତିନୋଟି ନୂତନ ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପ୍ରଦାନ କରିଛି। ଉତ୍ତରପ୍ରଦେଶ, କର୍ନାଟକ ଏବଂ ତାମିଲନାଡୁରେ ତିନୋଟି ବନ୍ଦେ…

ମମତାଙ୍କ ଚିଠିର ଉତ୍ତର ଦେଲା କେନ୍ଦ୍ର

ନୂଆଦିଲ୍ଲୀ,୩୧।୮: କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ମମତା ବାନାର୍ଜୀ ସରକାର ଅଡୁଆରେ ପଡିଛି। ବଳାତ୍କାର ଓ ହତ୍ୟା ଭଳି ଅପରାଧ ପାଇଁ କଠୋର ଆଇନ ଏବଂ ଦଣ୍ଡ ଦାବି କରି ମମତା…

ଏଲୋନ ମସ୍କଙ୍କୁ ବୁଦ୍ଧି ଶିଖାଇଲେ ବ୍ରାଜିଲ ଜଜ

ବ୍ରାସିଲିଆ,୩୧।୮: ବିଶ୍ୱର ସବୁଠୁ ବଡ ବିଲିୟନେୟାର ଏଲୋନ ମସ୍କ ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି। ଘଟଣାହେଲା ବ୍ରାଜିଲ ସୁପ୍ରିମକୋର୍ଟର ବିଚାରପତି ବ୍ରାଜିଲରେ ଟେକ ବିଲିୟନେୟାରର ସୋସିଆଲ ମିଡିଆ ଜଏଣ୍ଟ ଏକ୍ସକୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ନିଆଯାଇଥିବା ଏହି ପଦକ୍ଷେପ…

ପୁଣି ଖଳନାୟକ ଭୂମିକାରେ ରାଘବ

ମୁମ୍ବାଇ: ଜଣେ ଡ୍ୟାନ୍ସର ଭାବେ କ୍ୟାରିୟର ଆରମ୍ଭ କରିଥିବା ରାଘବ ଜୁୟାଲ ଏବେ ସମସ୍ତଙ୍କ ପସନ୍ଦର ଭିଲେନ୍‌ ବା ଖଳନାୟକ। ନିଜର ବଳିଷ୍ଠ ଅଭିନୟ ଜରିଆରେ ଦର୍ଶକମାନଙ୍କୁ ସେ ଆକୃଷ୍ଟ କରିପାରିଛନ୍ତି। ନିକଟରେ ରିଲିଜ ହୋଇଥିବା ‘କିଲ୍‌’ ଚଳଚ୍ଚିତ୍ରରେ ସେ ଖଳନାୟକ…

ଇଏ ହେଉଛନ୍ତି ଭାରତରୁ ସବୁଠୁ ଧନୀ ଆତ୍ମନିର୍ଭରଶୀଳ ମହିଳା, ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩୧।୮: ଭାରତର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ‘ଜୋହୋ’ର ସହ-ପ୍ରତିଷ୍ଠାତା ରାଧା ଭେମ୍ବୁ ଚଳିତ ବର୍ଷ ଚମତ୍କାର କାର୍ଯ୍ୟ କରିଛନ୍ତି। ହୁରୁନ ଇଣ୍ଡିଆ ରିଚ ଲିଷ୍ଟ ୨୦୨୪ରେ ତାଙ୍କୁ ଦେଶର ସବୁଠାରୁ ଧନୀ ଆତ୍ମନିର୍ଭରଶୀଳ ମହିଳା ଭାବରେ ବର୍ଣ୍ଣନା କରାଯାଇଛି। ରାଧା ଭେମ୍ବୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?