Home

ପୁଣି ଫେରୁଛି କରୋନା! ଭାରତକୁ ଆଲର୍ଟ ଜାରି

ନୂଆଦିଳ୍ଲୀ,୩୧।୮: କୋଭିଡ-୧୯ ଭାରତରେ ପୁଣି ଥରେ କାୟା ବିସ୍ତାର କରିବାକୁ ଯାଉଛି। ଏନେଇ ଆଲର୍ଟ ଜାରି କରାଯାଇଛି। ଆମେରିକାରୁ ଦକ୍ଷିଣ କୋରିଆ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ କୋଭିଡ ମାମଲା ଦେଖାଯିବା ଆରମ୍ଭ କରିଛି। ଆମେରିକାରେ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର…

ଅମିତ ଶାହାଙ୍କୁ ଭେଟିଲେ ଚିରାଗ ପାଶୱାନ, କଲେ ଏହି ଆଲୋଚନା, ଭାଜପା ସହ ସମ୍ପର୍କକୁ ନେଇ…

ନୂଆଦିଲ୍ଲୀ,୩୧।୮: ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ ପାଶୱାନ)ର ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶୱାନ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ କିଛି ଠିକ୍‌ ଚାଲିନଥିବା ଚର୍ଚ୍ଚା ହେଉଛି। ଗତ କିଛି ଦିନ ହେବ ଚିରାଗ ପ୍ରାୟ ପ୍ରତ୍ୟେକ…

ଧର୍ମ ପରିବର୍ତ୍ତନ କରିଥିବା ଲୋକଙ୍କୁ ରିଜର୍ଭେଶନର ଲାଭ କାହିଁକି? ପ୍ରଶ୍ନ ଉଠାଇଲେ ମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ଲୋକ ସଭା ଏମପି ତଥା ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ତୋଖନ ସାହୁ କହିଛନ୍ତି ଯେ ଯେଉଁମାନେ ଧର୍ମ ପରିବର୍ତ୍ତନ କରିଛନ୍ତି ସେମାନେ ଏସଟି ସଂରକ୍ଷଣର ଲାଭ କାହିଁକି ପାଇବେ। ଯେଉଁମାନେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଅଟନ୍ତି, ଡକ୍ଟର…

ଗଞ୍ଜାମ ଜିଲା ମଦ ମୃତ୍ୟୁ ମାମଲା: ଏମକେସିଜିରେ ଆଉ ଜଣଙ୍କ ମୃତ୍ୟୁ

ଚିକିଟି,୩୧।୮(ପ୍ରକାଶ ଚନ୍ଦ୍ର ସାହୁ):ଗଞ୍ଜାମ ଜିଲାରେ ବିଷାକ୍ତ ମଦର ବିଭୀଷିକାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ବିଳମ୍ବିତ ରାତ୍ରରେ ଏମକେସିଜିରେ ଚିକିତ୍ସାଧୀନ ଥିବା ଜଣେ ଲୋକଙ୍କ ମୃତ୍ୟୁ ଘଟିଥିଲା। ଯାହାଫଳରେ ମଦ ମୃତ୍ୟୁ ସଂଖ୍ୟା ଏବେ ୩ ରେ ପହଞ୍ଚିଛି। ମୃତକ…

ରାତିଅଧରେ ଦିଅରଙ୍କୁ ସ୍ନେହରେ ଡାକିଲେ ଭାଉଜ, ଏମିତି କାଣ୍ଡ କଲେ ଚିଲ୍ଲାଇ ଦୌଡିଲେ ଦିଅର…ଆଉ ତା’ପରେ

ଭୋପାଳ,୩୧।୮: ମଧ୍ୟ ପ୍ରଦେଶରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ସିଦ୍ଧି ଜିଲାରେ ଜଣେ ଭାଉଜ ତାଙ୍କ ଦିଅରଙ୍କ ପ୍ରାଇଭେଟ୍‌ ପାର୍ଟ କାଟି ଦେଇଛନ୍ତି। ଆହତ ଦିଅରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଦିଅରଙ୍କ ଅଭିଯୋଗ ଉପରେ ପୋଲିସ ଅଭିଯୁକ୍ତ ଭାଉଜଙ୍କ ବିରୋଧରେ…

ଭାରତରେ ଶେଖ ହାସିନାଙ୍କୁ ସ୍ଥାନ ଦେଇ ବଡ଼ ଅଡୁଆରେ ପଡ଼ିଲେ ମୋଦି, ଏବେ କରିବେ କ’ଣ?

ନୂଆଦିଲ୍ଲୀ,୩୧।୮: ବାଂଲାଦେଶରୁ ଭାରତକୁ ପଳାଇଆସିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନରେନ୍ଦ୍ର ମୋଦି ସରକାରଙ୍କ ସମସ୍ୟାକୁ ବଢାଇ ଦେଇଛନ୍ତି। ବାସ୍ତବରେ ବାଂଲାଦେଶର ବର୍ତ୍ତମାନର ସରକାର ତାଙ୍କ ପ୍ରତ୍ୟର୍ପଣ ପାଇଁ ନିରନ୍ତର ଦାବି କରୁଥିବାବେଳେ ସରକାର ତାଙ୍କ ଆଗରେ ନଇଁବାକୁ କରିବାକୁ ପ୍ରସ୍ତୁତ…

ଧର୍ମଗଡ଼କୁ ରେଳ ଲାଇନ ସଂଯୋଗ ଆଶା ଉଜ୍ଜୀବିତ

ଭବାନୀପାଟଣା,୩୧ା୮ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଧର୍ମଗଡକୁ ରେଳ ଲାଇନ ସଂଯୋଗୀକରଣ ଆଶା ଉଜ୍ଜୀବିତ ହୋଇଛି। ବହୁ ପ୍ରତୀକ୍ଷିତ ଜୁନାଗଡ-ନବରଙ୍ଗପୁର ରେଳ ଲାଇନ ମଧ୍ୟରେ ଧର୍ମଗଡ ନିକଟରେ ଧର୍ମଗଡ ରୋଡ ଷ୍ଟେଶନ ନିର୍ମାଣ ହେବ ବୋଲି ଜଣାପଡିଛି। ଧର୍ମଗଡଠାରେ ଏକ ସ୍ବତନ୍ତ୍ର…

ଅବସର ନେବା ପରେ ଏମିତି କ’ଣ କହିଲେ ଶିଖର ଧାଓ୍ବନ, ଯାହାକୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୮: ନିକଟରେ ଭାରତୀୟ ଓପନର୍‌ ଶିଖର ଧାୱନ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି। ସେବେଠାରୁ ସେ ଅନେକ ସମୟରେ କିଛି ନା କିଛି ଷ୍ଟେଟମେଣ୍ଟକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି। ଏବେ ଧାୱନ ଶୁବମନ ଗିଲଙ୍କୁ ନେଇ ଏକ ବଡ ବୟାନ…

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଛତ୍ରପୁର ବିଇଓଙ୍କ ଘରେ ପଶିଲା ଭିଜିଲାନ୍ସ

ଛତ୍ରପୁର,୩୧।୮(ସନ୍ତୋଷ ପାଢ଼ୀ): ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା ଅଧିକାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କ ଘରେ ଶନିବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସୀତାରାମଙ୍କ ବ୍ରହ୍ମପୁର ସ୍ଥିତ ଖୋଡ଼ାସିଙ୍ଗି…

ପାରାଦ୍ୱୀପରେ ହଟଚମଟ: ଚାଇନା ଜାହାଜରୁ ଧରାପଡିଲେ ୩ ଘାନା ନାଗରିକ

ପାରାଦ୍ୱୀପ,୩୧।୮(ଶରତ ରାଉତ): ପାରାଦ୍ୱୀପ ବନ୍ଦର ସିକ୍ୟୁ ୧ ବର୍ଥରେ ଶନିବାର ଭୋରୁ ଲାଗିଥିବା ଚାଇନା ଜାହାଜ ଏମଭି ଗ୍ରେଟ ଶେଙ୍ଗ ଓ୍ବେନକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ଉକ୍ତ ଜାହାଜରେ ୩ ଜଣ ଘାନା ଦେଶର ନାଗରିକ ବେଆଇନ ଭାବେ ପ୍ରବେଶ…

ଟ୍ରମ୍ପଙ୍କ ସୁରକ୍ଷାରେ ପୁଣି ତ୍ରୁଟି? ଧସେଇ ପଶିବାକୁ ଚାହୁଁଥିଲେ ବ୍ୟକ୍ତି, ଅଟକାଇଲା ପୋଲିସ

ଓ୍ବାଶିଂଟନ,୩୧।୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମାହୋଲ ରହିଛି ବେଶ ସରଗରମ। ରାଷ୍ଟ୍ରପତି ପଦ ପାଇଁ ଉଭୟ ପ୍ରାର୍ଥୀ – ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସ ରାଲିରେ ପରସ୍ପରକୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ, ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପ ଶୁକ୍ରବାର…

ଜଷ୍ଟିସ ହିମାଙ୍କ ବିଦାୟୀକୁ ନେଇ ଭାବୁକ ହେଲେ ସିଜେଆଇ

ନୂଆଦିଲ୍ଲୀ,୩୧।୮: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ ଜଷ୍ଟିସ ହିମା କୋହଲିଙ୍କ ଅବସରର ସମୟରେ ତାଙ୍କୁ ପ୍ରଶଂସା କରି କହିଛନ୍ତି, ସେ ସବୁବେଳେ ମହିଳାଙ୍କ ଅଧିକାରକୁ ନେଇ ଲଢିଛନ୍ତି ଓ ଏଥିପ୍ରତି ସଜାଗ ରହିଛନ୍ତି। ସେପ୍ଟେମ୍ବର ୧ରେ ହିମା ଅବସର ନେଉଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?