Home

ମାଛ, ହାତୀ-ଘୋଡା ଯାହା ଖାଉଛ ଖାଅ,ଦେଖାଇବା ଆବଶ୍ୟକତା କ’ଣ: ତେଜସ୍ବୀଙ୍କୁ ରାଜନାଥଙ୍କ ପ୍ରଶ୍ନ

ପାଟନା,୧୪।୪: ଯେଉଁମାନେ ଜେଲରେ ଅଛନ୍ତି ଏବଂ ଜାମିନରେ ଆସିଛନ୍ତି ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜେଲକୁ ପଠାଇବା ବିଷୟରେ କହୁଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଝିଅ ମିସା ଭାରତୀ ଏବଂ ପୁଅ ତେଜସ୍ବୀ…

କେଦାରେଶ୍ୱର ମନ୍ଦିରରୁ ଚୋରି

ପୁରୁଷୋତ୍ତମପୁର,୧୪ା୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚୋରମାନେ ମହାଦେବଙ୍କୁ ମଧ୍ୟ ଛାଡ଼ି ନାହାନ୍ତି। କୁସୁପୁର ଗ୍ରାମରେ ଥିବା କେଦାରେଶ୍ବର ମହାଦେବ ମନ୍ଦିରରେ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ପଶି ଘଣ୍ଟ,ଘଣ୍ଟି ଆଦି ସାମଗ୍ରୀ ଚୋରି କରି ନେଇଯାଇଛନ୍ତି। ରବିବାର…

ମା’ଙ୍କ ଗୋଇଠା ମାଡ଼ରେ ଚାଲିଗଲା ପୁଅର ଜୀବନ

କାଲିମେଳା,୧୪ା୪(ଜୀବନ କୃଷ୍ଣ ଦାସ): ପୁଅକୁ ଆକଟ କରିବାକୁ ଯାଇ ମା’ଙ୍କ ଗୋଇଠା ମାଡ଼ରେ ନିଜ ଜନ୍ମ କଲା ୮ ବର୍ଷ ପୁଅର ମୃତ୍ୟୁ ହେବା ପରି ଅଭାବନୀୟ ଘଟଣା ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ତୁମ୍ବାଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି।…

‘ବିଭାଜନ’ କାର୍ଡ ଖେଳିଲେ ମାୟାବତୀ

ନୂଆଦିଲ୍ଲୀ,୧୪।୪: ଲୋକ ସଭା ନିର୍ବାଚନ ୨୦୨୪ ଅଭିଯାନରେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଉତ୍ତରପ୍ରଦେଶର ବିଭାଜନ କାର୍ଡ ଖେଳିଛନ୍ତି। ମୁଜାଫରନଗରରେ ଅନୁଷ୍ଠିତ ରାଲିରେ ମାୟାବତୀ କହିଛନ୍ତି, ଯଦି ବିଏସପି ସରକାର ଗଠନ ହୁଏ ତେବେ ପଶ୍ଚିମ ଉତ୍ତରପ୍ରଦେଶକୁ ଅଲଗା ରାଜ୍ୟ…

ଖଣ୍ଡା ବୁଲାଇଲେ ଦୁଇ ଭାଜପା ପ୍ରାର୍ଥୀ

ସରଣ୍ଡା,୧୪ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଗୋଡ଼ଭଗାରେ ରବିବାର ହନୁମାନ ଜୟନ୍ତୀ ପାଳିତ ହୋଇଛି। ତେବେ ଏହି ଅବସରରେ ବାହାରିଥିବା ଶୋଭାଯାତ୍ରାରେ ଭାଜପାର ବରଗଡ଼ ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ ଅତାବିରା ବିଧାନସଭା ପ୍ରାର୍ଥୀ ନିହାର ରଞ୍ଜନ…

ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ର କୋଟି କୋଟି ଟଙ୍କା ପାଣିରେ ପଡିଲା

ନୂଆଦିଲ୍ଲୀ,୧୪।୪: ଆଇପିଏଲ ୨୦୨୪ରେ ଅନେକ ଖେଳାଳି ଅଛନ୍ତି, ଯେଉଁମାନେ କ୍ରମାଗତ ଭାବରେ ପଛରେ ରହିଛନ୍ତି। ଏଥି ମଧ୍ୟରୁ ଜଣେ ହେଉଛନ୍ତି ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ର ଦୀପକ ହୁଡା, ଯିଏ ଚଳିତ ସିଜିନର ୩ଟି ମ୍ୟାଚରେ ମାତ୍ର ୪୪ ରନ ସ୍କୋର କରିବାରେ…

ଗରିବ ପିଲାଙ୍କ ସ୍ବପ୍ନ ପୂରଣ କରିବେ ସୁପର ୩୦ର ଆନନ୍ଦ କୁମାର

ସିକାଗୋ,୧୪।୪: ୨୦୧୯ରେ ଏକ ବଲିଉଡ ଫିଲ୍ମ ସୁପର ୩୦ ରିଲିଜ ହୋଇଥିଲା, ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନ ଆନନ୍ଦ କୁମାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । ଏହି ମୁଭିର ଖୁବ ପ୍ରଶଂସା କରାଯାଇଥିଲା, କିନ୍ତୁ ତା’ଠାରୁ ଅଧିକ ସମସ୍ତେ ଜାଣିବାକୁ…

କାହା ଟାର୍ଗେଟରେ ସଲମାନ୍‌? କେବେ ଧମକ ତ କେବେ ଗୁଳିମାଡ଼…

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ସଲମାନଙ୍କ ଘର ଉପରକୁ ଗୁଳି ମାଡ଼। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଭୋର ସମୟରେ ଦୁଇ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ଏହାପରେ ସେମାନେ ଫେରାର ହୋଇଯାଇଥିଲେ। ଘଟଣାରେ କେହି ମୃତାହତ…

ବିଶ୍ୱ ଆଉ ଏକ ଯୁଦ୍ଧ କରିପାରିବ ନାହିଁ ବରଦାସ୍ତ:ଜାତିସଂଘ ମହାସଚିବ

ନ୍ୟୁୟର୍କ,୧୪।୪: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଇରାନର ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ଲାଗି ରହିଥିବା ଉତ୍ତେଜନାକୁ ଗୁରୁତର ଭାବେ ନିନ୍ଦା କରିଛନ୍ତି। ଏହାସହ ସେ ଚେତାବନୀ ଦେଇଛନ୍ତି, ଏହି ଅଞ୍ଚଳ କିମ୍ବା ବିଶ୍ୱ ଆଉ ଏକ ଯୁଦ୍ଧ ବରଦାସ୍ତ କରିପାରିବ…

ଘରେ ଉତ୍ସବ ଚାଲିଥିବା ବେଳେ ଭୂସ୍ଖଳନ: ୧୪ ମୃତ, ୩ ନିଖୋଜ

ଜାକର୍ତ୍ତା,୧୪ା୪: ଇଣ୍ଡୋନେସିଆର ସୁଲାଓ୍ବେସି ଦ୍ୱୀପରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଘରେ ଏକ ଉତ୍ସବ ଚାଲିଥିବା ସମୟରେ ଭୂସ୍ଖଳନ ହୋଇଥିଲା। ଫଳରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି। ଅଧିକାରୀମାନେ କହିଛନ୍ତି, ଶନିବାର ରାତିରେ…

ଅଣ୍ଡର ଓ୍ବାର୍ଲଡ ଡନ ଅମିର ସରଫରାଜଙ୍କୁ ଗୁଳି କରି ହତ୍ୟା, ଜେଲରେ ସରବଜିତଙ୍କୁ କହିଥିଲେ ନିହତ

ଲାହୋର,୧୪।୪: ଲାହୋରରେ ଅଣ୍ଡରୱାର୍ଲଡ ଡନ ଅମୀର ସରଫରାଜଙ୍କୁ ଗୁଳି କରି ହତ୍ୟା କରାଯାଇଛି। କୁହାଯାଉଛି ଯେ ଅଜଣା ଆକ୍ରମଣକାରୀମାନେ ସରଫରାଜଙ୍କୁ ଗୋଟିଏ ପରେ ଗୋଟିଏ କିଛି ରାଉଣ୍ଡ ଗୁଳି ଚଳାଇଥିଲେ, ଯେଉଁ କାରଣରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସେ ହେଉଛନ୍ତି…

ଟ୍ରକ୍‌ ପଛରେ ପଶିଗଲା କାର୍‌: ଜିଅନ୍ତା ଜଳିଗଲେ ୭, ମୃତକଙ୍କ ମଧ୍ୟରେ ୨ ଶିଶୁ

ଜୟପୁର,୧୪ା୪: ବିକାନେର ଜାତୀୟ ରାଜପଥରେ ଏକ କାର୍‌ ଟ୍ରକ୍‌ ପଛରେ ପଶିଯିବାରୁ ଦୁଇଟି ଯାକ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଫଳରେ ୭ ଜଣ ଜୀବନ୍ତ ଜଳି ଯାଇଛନ୍ତି। ରାଜପଥରେ ଏହି ଦୁର୍ଘଟଣା ପରେ ପୋଲିସ ପ୍ରଶାସନରେ ଆତଙ୍କ ଖେଳିଯାଇଥିଲା। କାର୍‌ରେ ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri