Home

ଦେବେନ୍ଦ୍ର ଫଡନାଭିସ ହେଉଛନ୍ତି ମାଷ୍ଟର ମାଇଣ୍ଡ: ସଞ୍ଜୟଙ୍କ ବଡ ଅଭିଯୋଗ

ମୁମ୍ବାଇ,୧।୯: ମହାରାଷ୍ଟ୍ରର ସିନ୍ଧୁଦର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ରାଜନୈତିକ ଉଷ୍ମତା ତୀବ୍ର ରହିଛି। ବିରୋଧୀ କ୍ରମାଗତ ଭାବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପାକୁ ଘେରି ରହିଛନ୍ତି। ଏହି ପରିପ୍ରେକ୍ଷୀରେ ମୁମ୍ବାଇରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶିବସେନା…

କିଏ ସ୍ବପ୍ନା ପାଟକର? ସଞ୍ଜୟ ରାଉତଙ୍କ ଉପରେ ଆଣିଛନ୍ତି ଗୁରୁତର ଅଭିଯୋଗ

ମୁମ୍ବାଇ,୧।୯: ଗୋରେଗାଓଁର ପାତ୍ର ଚାୱଲଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାର ସାକ୍ଷୀ ସ୍ବପ୍ନା ପାଟକର ଏକ ଚିଠି ଲେଖିଛନ୍ତି। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ଅତିରିକ୍ତ ନିର୍ଦ୍ଦେଶକ (ପଶ୍ଚିମ ଅଞ୍ଚଳ) କୁ ସେ ଏକ ଚିଠି ଲେଖିଛନ୍ତି ଯେ ମାମଲାର…

କୋଲକାତାରେ ପୁଣି ଲଜ୍ଜା: ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତଙ୍କ ଘର ଭଙ୍ଗାରୁଜା

କୋଲକାତା,୧ା୯: ଆର୍‌ ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ମହିଳା ସୁରକ୍ଷା ପ୍ରସଙ୍ଗରେ ବିରୋଧୀ ମମତା ସରକାର ଉପରେ ମଧ୍ୟ…

ଚିନ୍ତା ବଢ଼ାଉଛନ୍ତି ବାଳ ଅପରାଧୀ

ଭୁବନେଶ୍ୱର,୧ା୯(ସତ୍ୟଜିତ୍‌ ରାଉତ): ଯେଉଁ ବୟସରେ ପାଠ ପଢ଼ି ସଫଳ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିବା କଥା, ସେହି ସମୟରେ ଅପରାଧ ଜଗତରେ ପାଦ ଦେଉଛନ୍ତି ନାବାଳକ। ହତ୍ୟା, ନିଶା କାରବାର, ଚୋରି, ଲୁଟ୍‌, ସଂଘବଦ୍ଧ ଆକ୍ରମଣ ଆଦି ଘଟଣାରେ ସାମିଲ…

ତେଜସ୍ବୀଙ୍କ ଭିତରେ ଆସିଛି ଶାମ ପିଟ୍ରୋଡାଙ୍କ ଆତ୍ମା

ନୂଆଦିଲ୍ଲୀ,୧।୯: ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଚାଇନିଜ ଭର୍ସନ ବାଲା ମନ୍ତବ୍ୟ ଉପରେ ଭାଜପା କଡା ପ୍ରତିକ୍ରିୟା ଦେଇଛି। ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ ‘ସାମ ପିଟ୍ରୋଡାଙ୍କ ଆତ୍ମା’ ତେଜସ୍ବୀ ଯାଦବଙ୍କ ଭିତରେ ପ୍ରବେଶ କରିଛି। ବାସ୍ତବରେ ତେଜସ୍ବୀ ଶନିବାର…

ପଦ ଛାଡ଼ିଲେ କେସି ତ୍ୟାଗୀ

ପାଟ୍‌ନା,୧ା୯: ବରିଷ୍ଠ ଜେଡିୟୁ ନେତା କେ.ସି ତ୍ୟାଗୀ ରବିବାର ଦଳର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଲେଖିଥିବା ପତ୍ରରେ ତ୍ୟାଗୀ ତାଙ୍କ ଇସ୍ତଫା ପାଇଁ ବ୍ୟକ୍ତିଗତ କାରଣ ଉଲ୍ଲେଖ କରିଛନ୍ତି। ତେବେ ବିଭିନ୍ନ ପ୍ରସଙ୍ଗରେ ତାଙ୍କର…

ଆଜିଠାରୁ ଲାଗୁ ହେଲା ୫ ନୂଆ ନିୟମ, ଖାଉଟିଙ୍କ ପକେଟ ଉପରେ ପଡିବ ସିଧା ପ୍ରଭାବ, ଜାଣି ନିଅନ୍ତୁ ନ ହେଲେ ପସ୍ତେଇବେ…

ନୂଆଦିଲ୍ଲୀ,୧।୯: ସେପ୍ଟେମ୍ବର ୧ ୨୦୨୪ ଅର୍ଥାତ ଆଜିଠାରୁ ଦେଶରେ ଅନେକ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏଲପିଜି ସିଲିଣ୍ଡର ମୂଲ୍ୟ ଠାରୁ ଆରମ୍ଭ କରି କ୍ରେଡିଟ କାର୍ଡ ନିୟମ…

ଆଜିଠୁ ସୁଭଦ୍ରା ଯୋଜନା ପାଇଁ ପଞ୍ଜୀକରଣ ଆରମ୍ଭ, ଏହି ସ୍ଥାନରେ ମିଳିବ ଫର୍ମ, ଜାଣନ୍ତୁ ଆବେଦନର ନିୟମ…

ଭୁବନେଶ୍ୱର,୧ା୯: ସୁଭଦ୍ରା ଯୋଜନା ପାଇଁ ରବିବାରଠାରୁ ଆରମ୍ଭ ହେଉଛି ପଞ୍ଜୀକରଣ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋସିଆଲ ମିଡିଆରେ ଲାଇଭ୍‌ରେ ଆସି ଶନିବାର ସବିଶେଷ ସୂଚନା ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ କହିଥିଲେ, ‘ସୁଭଦ୍ରା’ ଯୋଜନା ପାଇଁ ମାର୍ଗଦର୍ଶିକା ଜାରି ହୋଇସାରିଛି। ସମସ୍ତ ଜିଲାରେ…

ଡିଏମ୍‌ଏଫ୍‌ ପାଣ୍ଠିର ହରିଲୁଟ୍‌ ହୋଇଛି: ବିଧାୟକ

ଯାଜପୁର,୧ା୯(ହର୍ଷବର୍ଦ୍ଧନ ବେହେରା): ଖଣି ଓ ଶିଳ୍ପାୟନ ଯୋଗୁ ପ୍ରଭାବିତ ଅଞ୍ଚଳବାସୀଙ୍କ ଥଇଥାନ ତଥା ପ୍ରଦୂଷଣଜନିତ କ୍ଷୟକ୍ଷତିର ଭରଣା ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମଏଫ) ପାଣ୍ଠି ଗଠନ ହୋଇଛି। କିନ୍ତୁ ଏହି ପାଣ୍ଠିରେ ଆଦାୟ ହେଉଥିବା ଅର୍ଥରେ ସୁକିନ୍ଦା ଓ ଧର୍ମଶାଳା ଖଣି…

ହୃଦ୍‌ଘାତରେ ପୂର୍ବତନ ବିଧାୟକଙ୍କ ପରଲୋକ

ସମ୍ବଲପୁର,୧ା୯: ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ରବିବାର ଭୋର୍‌ ସମୟରେ ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଛି। ବ୍ରଜରାଜନଗରସ୍ଥିତ ହରିଓଁ ବିହାର ଘରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।…

ଗୋଟିଏ ଦିନ ପାଇଁ ବନ୍ଦ ରହିବ ଗେଟ୍‌ଓ୍ବେ ଅଫ୍‌ ଇଣ୍ଡିଆ, ଜାଣନ୍ତୁ କାରଣ

ମୁମ୍ବାଇ,୧ା୯: ଲୋକଙ୍କ ପାଇଁ ଗୋଟିଏ ଦିନ ବନ୍ଦ ରହିବ ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆ ବା ଇଣ୍ଡିଆ ଗେଟ୍‌। ରବିବାର ସକାଳ ୧୦ଟାଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଏହା ବନ୍ଦ ରହିବ। ଏହାର କାରଣ ହେଉଛି ମହାବିକାଶ ଅଗାଡ଼ିଙ୍କ…

ଇଡି ସ୍କାନରରେ ବୁର୍ଜ ଖଲିଫା ନିର୍ମାଣ କରିଥିବା କମ୍ପାନୀ, ଜାଣନ୍ତୁ ପୂରା ଘଟଣା…

ଦୁବାଇ,୧ା୯: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇରେ ଥିବା ପ୍ରସିଦ୍ଧ ରିଏଲ ଇଷ୍ଟେଟ କମ୍ପାନୀର ଭାରତୀୟ ୟୁନିଟ୍‌ ଏମାର ଇଣ୍ଡିଆ ବିରୋଧରେ ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏମାର ଇଣ୍ଡିଆ ଲିମିଟେଡ୍‌ ଏବଂ ଏମ୍‌ଜିଏଫ୍‌ ଡେଭଲପ୍‌ମେଣ୍ଟ ଲିମିଟେଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?