Home

ଏନ୍‌ଏଚ୍‌ କଡ଼ରେ ପାର୍କିଂ, ବିପଦରେ ଛାତ୍ରୀଛାତ୍ରଙ୍କ ଜୀବନ

ଯାଜପୁର,୧ା୯(ହର୍ଷବର୍ଦ୍ଧନ ବେହେରା): ବ୍ୟାସନଗର କେନ୍ଦ୍ରୀୟ ବିଦ୍ୟାଳୟର ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ରହିଛନ୍ତି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅନୁଦାନ ଓ ତତ୍ତ୍ୱାବଧାନରେ ଯାଜପୁର ଜିଲା କୋରାଇ ଥାନା ଅନ୍ତର୍ଗତ ଇଟାପୁର ମୌଜାର ୨୦ ନମ୍ବର ଜାତୀୟ…

ମହିଳାଙ୍କୁ ଧରାଇଦେଲେ ମିଳିବ ୨୫,୦୦୦ ଡଲାର

ଓ୍ବାଶିଂଟନ୍‌: ସିଣ୍ଡି ରୋଡ୍ରିଗୁଏଜ୍‌ ସିଂଙ୍କୁ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌ (ଏଫ୍‌ବିଆଇ) ଖୋଜୁଛି। ସେ ୨୦୨୩ ମାର୍ଚ୍ଚରୁ ନିଜ ସ୍ବାମୀ ଅର୍ଶଦୀପ ସିଂ ଓ ୬ ଝିଅପୁଅଙ୍କ ସହ ଭାରତକୁ ଫେରାର ହୋଇଥିବା ଏଫ୍‌ବିଆଇ ଜାଣିବାକୁ ପାଇଛି। ଏହି ୩୯…

ବିଇଓଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ, ଏତିକି ଟଙ୍କାର ସମ୍ପତ୍ତି ଠାବ

ଛତ୍ରପୁର,୧ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କୁ ରବିବାର ବ୍ରହ୍ମପୁର ଭିଜିଲାନ୍ସ ଗିରଫ କରିଛି। ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ତାଙ୍କର ବାସଭବନ, କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ତାଙ୍କର ବ୍ରହ୍ମପୁରସ୍ଥିତ ଖୋଡ଼ାସିଙ୍ଗି ନିକଟ…

ହରିୟାଣାରେ ନିର୍ବାଚନ ତାରିଖ ବଦଳିବାରୁ ବଢିବ ଭୋଟ ପ୍ରତିଶତ: ଭାଜପା

ଚଣ୍ଡିଗଡ଼,୧।୯: ହରିୟାଣା ବିଧାନସଭା ନିର୍ବାଚନର ତାରିଖ ପରିବର୍ତ୍ତନକୁ ଭାଜପା ଜାତୀୟ ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମ ସ୍ବାଗତ କରିଛନ୍ତି। ଏହା ଭୋଟ ପ୍ରତିଶତ ବୃଦ୍ଧି କରିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଅକ୍ଟୋବର ୧ରୁ ଅକ୍ଟୋବର ୫ପର୍ଯ୍ୟନ୍ତ ନିର୍ବାଚନ…

ଲୋକେ ଜାଣନ୍ତୁ ଆମେ ବି ବିଦ୍ୟମାନ ଅଛୁ…, କାହିଁକି ଏମିତି କହିଲେ ସିଜେଆଇ

ନୂଆଦିଲ୍ଲୀ,୧।୯: ଜିଲା ଜଜ ନ୍ୟାୟପାଳିକାର ମେରୁଦଣ୍ଡ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚଡ ଶନିବାର କହିଛନ୍ତି। ଆମେ ସେମାନଙ୍କୁ ଅବମାନନା କରିବା ବନ୍ଦ କରିବା ଉଚିତ୍‌। ସିଜେଆଇ କହିଛି ଯେ ଜିଲା କୋର୍ଟ ହେଉଛି ସେହି ସ୍ଥାନ ଯେଉଁଠାରେ ସାଧାରଣ…

ବୀରେନ୍ଦ୍ର ସଚ୍ଚଦେବାଙ୍କ ବଡ ଭବିଷ୍ୟବାଣୀ, ଭାଜପା ନେତା ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧।୯: ରାଜଧାନୀ ଦିଲ୍ଲୀର କେଜରିୱାଲ ସରକାରଙ୍କ ବହିଷ୍କାର ଦାବିରେ ଦିଲ୍ଲୀ ଭାଜପା ସଭାପତି ବିରେନ୍ଦ୍ର ସଚ୍ଚଦେବା ଦାବି କରିଛନ୍ତି। ସେ ଜଳ ଏବଂ ବିଜୁଳି ବିଲ ସମ୍ପର୍କରେ ଏଏପି ସରକାର ଉପରେ ପ୍ରଶ୍ନ ଉଠାଇ ଦିଲ୍ଲୀରେ ତାଙ୍କ ସରକାର ଗଠନ ହେବା…

ଜାତୀୟ ରାଜପଥ କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଜବତ: ମୁହଁରେ ରହିଛି କ୍ଷତଚିହ୍ନ

ଗୋପାଳପୁର,୧ା୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଅଧିନସ୍ଥ ୧୬ ନଂ ଜାତୀୟ ରାଜପଥ କଡ଼ରୁ ରବିବାର ଜଣେ ଅଜଣା ଯୁବକଙ୍କ ମୃତଦେହକୁ ଗୋଳନ୍ଥରା ପୋଲିସ ଜବତ କରିଛି। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ…

ବାଂଲାଦେଶ ହିଂସା: ୪୯ ସଂଖ୍ୟାଲଘୁ ଶିକ୍ଷକଙ୍କୁ ଇସ୍ତଫା ଦେବାକୁ କରାଗଲା ବାଧ୍ୟ

ଢାକା,୧।୯: ପ୍ରଧାନମନ୍ତ୍ରୀ ଭାବରେ ଶେଖ ହସିନାଙ୍କ ଇସ୍ତଫା ପରେ ସପ୍ତାହେ ମଧ୍ୟରେ ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟର ୪୯ଶିକ୍ଷକଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ଏହା କୁହାଯାଇଛି। ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, ବାଂଲାଦେଶ ହିନ୍ଦୁ ବୁଦ୍ଧିଷ୍ଟ ଖ୍ରୀଷ୍ଟିଆନ…

ସ୍ବଭାବ କବି ଗଙ୍ଗାଧର ମେହେରଙ୍କ କବିତାରେ ର଼୍ୟାମ୍ପ୍‌ ଶୋ’, ଭିଡିଓ ଭାଇରାଲ ପରେ…

ବରପାଲି,୧ା୯(ଚିତ୍ତରଞ୍ଜନ ସାହୁ): ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ମଧୁମୟ କବିତା ସାରା ବିଶ୍ୱରେ ଆଦୃତ ଲାଭ କରିଥିବା ବେଳେ ଗଙ୍ଗାଧରଙ୍କ କବିତା ବଜାଇ ର଼୍ୟାମ୍ପ୍‌ ଶୋ’ କରିବା ନେଇ କବିଙ୍କ ଜନ୍ମପୀଠ ବରପାଲିରେ ଘୋର ବିରୋଧ କରାଯାଇଛି। ସ୍ବଭାବ କବି ଗଙ୍ଗାଧର…

ଜଳୁଛି ଇରାନ! ବିଶ୍ୱର ସବୁଠାରୁ ଉତ୍ତପ୍ତ ସ୍ଥାନ ହେବାକୁ ଯାଉଛି ଏଠାକାର ଗାଁ

ତେହେରାନ,୧।୯: ଇରାନର ଏକ ଗାଁ ଜଳୁଛି! ଏଠାରେ ଥିବା ପାଣିପାଗ କେନ୍ଦ୍ର ଅଗଷ୍ଟ ୨୮ରେ ଏଠାକାର ତାପମାତ୍ରା ୮୨.୨ ଡିଗ୍ରୀ ସେଲସିୟସ ରେକର୍ଡ କରିଛି। ଯଦି ଏହା ସତ ତେବେ ଏହା ପୃଥିବୀର ସର୍ବାଧିକ ରେକର୍ଡ ହୋଇଥିବା ଉତ୍ତାପ ସୂଚକାଙ୍କରେ ପରିଣତ…

ଏନଡିଏରେ ଫାଟ! ହିମନ୍ତ ଶର୍ମାଙ୍କୁ କଡ଼ା ଟାର୍ଗେଟ କଲେ ଜେଡିୟୁ-ଏଲଜେପି

ନୂଆଦିଲ୍ଲୀ,୧।୯: ଆସାମ ବିଧାନସଭାରେ ମୁସଲିମ ବିଧାୟକ ନମାଜ ପଢିବା ବନ୍ଦ କରିବା ଘଟଣାରେ ଜାତୀୟ ରାଜନୀତି ସରଗରମ ରହିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଏପରି ନିଷ୍ପତ୍ତିରେ ରାଜନୀତି ଜୋର ଧରିଛି। ବିରୋଧୀ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଏହାକୁ ନେଇ…

ଏଲନ୍‌ ମସ୍କଙ୍କ ନୂଆ ଯୋଜନା: ହ୍ବାଟ୍ସଆପ୍‌କୁ ଟକ୍କର ଦେବ ‘X’ର ନୂଆ ଫିଚର, କଲିଂ ହେବ ମାଗଣା

ଓ୍ବାଶିଂଟନ,୧ା୯: ବର୍ତ୍ତମାନର ‘ଏକ୍ସ’ ଯାହାକୁ ପୂର୍ବରୁ ଟୁଇଟର କୁହାଯାଉଥିଲା। ଏବେ ଏହାକୁ ଦେଶର ବହୁ ସଂଖ୍ୟକ ଲୋକ ବ୍ୟବହାର କରୁଛନ୍ତି। ସମଗ୍ର ବିଶ୍ୱରେ ‘ଏକ୍ସ’ରେ ଲକ୍ଷ ଲକ୍ଷ ଉପଭୋକ୍ତା ଅଛନ୍ତି। ଏଭଳି ପରିସ୍ଥିତିରେ ଏଲନ ମସ୍କ ଏକ ନୂତନ ଯୋଜନା ପ୍ରସ୍ତୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?