Home

ସଚେତନତାକୁ ପ୍ରାଥମିକତା ଦିଆଯାଉ

ନିମୋନିଆ ଏଭଳି ଏକ ସ୍ବାସ୍ଥ୍ୟ ସମସ୍ୟା, ଯାହା ଶିଶୁ, ଯୁବପିଢ଼ି, ବୟସ୍କଙ୍କୁ ହୋଇପାରେ। ଏହାର କେତୋଟି ପ୍ରମୁଖ ଲକ୍ଷଣ ରହିଛି। ସେଗୁଡିକ ବିଷୟରେ ଆମେ ଜାଣିବା ନିହାତି ଦରକାର। ଜଣେ ନିମୋନିଆ ଦ୍ୱାରା ଆକ୍ରାନ୍ତ ହେଲେ ଶ୍ୱାସକ୍ରିୟାରେ କଷ୍ଟ ହୁଏ। ଛାତି…

ପନ୍ତସିର୍‌ ଏୟାର ଡିଫେନ୍ସ ସିଷ୍ଟମ୍‌ ପାଇଁ ରୁଷିଆ ସହ ଭାରତର ଏମ୍‌ଓୟୁ

ନୂଆଦିଲ୍ଲୀ,୧୨ା୧୧: ଭାରତର ଏୟାର ଡିଫେନ୍ସ ସାମର୍ଥ୍ୟ ବୃଦ୍ଧି ଲକ୍ଷ୍ୟରେ ଭାରତ ଖୁବ୍‌ଶୀଘ୍ର ରୁଷିଆରୁ ଅତ୍ୟାଧୁନିକ ପନ୍ତସିର୍‌ ଏୟାର ଡିଫେନ୍ସ ମିଶାଇଲ୍‌-ଗନ୍‌ ସିଷ୍ଟମ୍‌ କିଣିବାକୁ ଯାଉଛି। ଏଥିପାଇଁ ଭାରତ ଡାଇନାମିକ୍ସ ଲିମିଟେଡ୍‌ (ବିଡିଏଲ୍‌) ରୁଷିଆର ଅସ୍ତ୍ର ରପ୍ତାନିକାରୀ ସଂସ୍ଥା ରୋସୋବୋରୋନେକ୍ସପର୍ଟ (ଆରଓଇ) ସହ…

ଶେଷ ଉଡ଼ାଣ ଭରିଲା ଭିସ୍ତାରା

ନୂଆଦିଲ୍ଲୀ, ୧୨।୧୧: ଭିସ୍ତାରା ଏୟାରଲାଇନ୍ସ ସୋମବାର ରାତିରେ ଏକ ସ୍ବତନ୍ତ୍ର ଏୟାରଲାଇନ୍ସ ଭାବେ ନିଜର ଶେଷ ଉଡ଼ାଣ ଭରିଛି। ଭିସ୍ତାରା ବିମାନ ‘ୟୁକେ ୯୮୬’ ମୁମ୍ବାଇରୁ ଦିଲ୍ଲୀ ଏବଂ ‘ୟୁକେ ୧୧୫’ ଦିଲ୍ଲୀରୁ ସିଙ୍ଗାପୁର ପାଇଁ ଉଡ଼ାଣ ଭରିଛି। ମଙ୍ଗଳବାରଠାରୁ ଏହା…

ବର୍ଷକରେ ଗଲାଣି ୪୪ ଜୀବନ

ଜମ୍ମୁ,୧୨ା୧୧(ପି.ଟି.): ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢ଼ିବାରେ ଲାଗିଛି। ସେମାନଙ୍କ ଆକ୍ରମଣ ଯୋଗୁ ବର୍ଷକ ମଧ୍ୟରେ ଜମ୍ମୁରେ ୧୮ ଯବାନଙ୍କ ସମେତ ୪୪ ଜଣଙ୍କ ଜୀବନ ଗଲାଣି। ଚଳିତବର୍ଷ ଜମ୍ମୁର ସୀମାନ୍ତ ଜିଲା ରାଜୌରୀ ଏବଂ ପୁଞ୍ଚ୍‌ରୁ ଆତଙ୍କବାଦୀ କାର୍ଯ୍ୟକଳାପ ଅନ୍ୟ ୬…

ଭଗତ ସିଂଙ୍କୁ ଆତଙ୍କବାଦୀ କହିଲା ପାକିସ୍ତାନ

ଇସଲାମାବାଦ୍‌,୧୧।୧୧୧: ପାକିସ୍ତାନ ସରକାର ଲାହୋରର ଶାଦମାନ ଚୌକ ନାମ ବଦଳାଇ ଶହୀଦ ଭଗତ ସିଂଙ୍କ ନାଁ ରଖାଯିବ ଯୋଜନା ଶେଷରେ ରଦ୍ଦ ହୋଇଛି। ଏହି ପଦକ୍ଷେପ ଜଣେ ଅବସରପ୍ରାପ୍ତ ସୈନ୍ୟ ଅଧିକାରୀଙ୍କ ଆପତ୍ତି ପରେ ଉଠାଯାଇଛି। ଲାହୋର ହାଇକୋର୍ଟରେ ଆସିଷ୍ଟାଣ୍ଟ ଆଡଭୋକେଟ…

ଲିଙ୍ଗ ପରିବର୍ତ୍ତନ କରି ପୁଅରୁ ଝିଅ ହେଲେ ଏହି କ୍ରିକେଟର୍‌ଙ୍କ ପୁଅ

ନୂଆଦିଲ୍ଲୀ,୧୧।୧୧:ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ପୁଅ ଆର୍ଯ୍ୟନ ନିକଟରେ ଲିଙ୍ଗ ପରିବର୍ତ୍ତନ କରି ପୁଅରୁ ଝିଅ ହୋଇଛନ୍ତି। ଲିଙ୍ଗ ପରିବର୍ତ୍ତନ ପରେ ଆର୍ଯ୍ୟନ ବଙ୍ଗର ତାଙ୍କ ନାମ ଅନାୟା ବାଙ୍ଗର କରିଛନ୍ତି। ଅନାୟା ନିଜ ଇନଷ୍ଟାଗ୍ରାମରେ ନିଜର ଯାତ୍ରା ବିଷୟରେ ପ୍ରକାଶ…

ଭାରତ ଉପରେ ରାଗିକି ନିଆଁବାଣ ପାକିସ୍ତାନ: ଏବେ ନେବ ଆକ୍ସନ

ଇସଲାମାବାଦ୍‌,୧୧।୧୧:ଚାମ୍ପିଅନ୍ସ ଟ୍ରଫି ସମ୍ପର୍କରେ ବିସିସିଆଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ବିସିସିଆଇ ଆଇସିସିକୁ କହିଛି ଯେ, ଟିମ ଇଣ୍ଡିଆ କୌଣସି ପରିସ୍ଥିତିରେ ପାକିସ୍ତାନ ଯିବ ନାହିଁ। ଏଥିପାଇଁ ଭାରତୀୟ ବୋର୍ଡ ସୁରକ୍ଷା କାରଣ ଦର୍ଶାଇଛି। ଭାରତ ପାକିସ୍ତାନ ଯିବାକୁ ମନା କରିବା…

ଏହି କାମ ପାଇଁ ଘଣ୍ଟାକୁ ୫ ହଜାର ଟଙ୍କା ଦେବେ ଏଲନ ମସ୍କ: ଏମିତି କରିପାରିବେ ଆବେଦନ

କାଲିଫର୍ନିଆ,୧୧।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଏକ୍ସ ମାଲିକ ଏଲନ ମସ୍କଙ୍କ ସମ୍ପତ୍ତିରେ ରେକର୍ଡ ବୃଦ୍ଧି ଘଟିଛି। ଏହି ସମୟରେ ମସ୍କ ଏମିତି କିଛି କରିଛନ୍ତି,ଯାହାକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ମସ୍କ ଏକ ଜବରଦସ୍ତ…

ଗାଈ କି ମଇଁଷି ନୁହେଁ, ଏହି କ୍ଷୀର ପିଅନ୍ତି ଅନୁଷ୍କା ଶର୍ମା

ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ବଲିଉଡରୁ ଦୂରତା ବଜାୟ ରଖିଛନ୍ତି। କିନ୍ତୁ ପ୍ରାୟତଃ ଅନୁଷ୍କା ତାଙ୍କ ଫ୍ୟାଶନ ଷ୍ଟେଟମେଣ୍ଟ ଏବଂ ଫିଟନେସ ପାଇଁ ଚର୍ଚ୍ଚାରେ ଥାନ୍ତି। ସେ ଏକ କଡ଼ା ଡାଏଟ୍‌ ଫଲୋ କରନ୍ତି। ସେ ଆଦୌ ଚିନି ଖାଆନ୍ତି ନାହିଁ…

ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁଫୁଲ, ମିଳିବ ଏସବୁ ଫାଇଦା…

ଆପଣଙ୍କର ଦୃଷ୍ଟିଶକ୍ତିଜନିତ ସମସ୍ୟା ରହିଛି କି? ଯଦି ହଁ, ତେବେ ଏଥିରୁ ରକ୍ଷା ପାଇବାର ଏକ ସରଳ ତଥା ସହଜ ଉପାୟ ରହିଛି। ବାସ୍‌, ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ କଖାରୁଫୁଲ ସାମିଲ କରନ୍ତୁ। ଏଥିରେ ଥିବା ଭିଟାମିନ୍‌ ‘ଏ’ ଦୃଷ୍ଟି…

ଶ୍ରେଷ୍ଠ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼, ଧନଜୀବନ ପ୍ରତି ମହାବିନାଶକ

ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ କ୍ଷୁଦ୍ର ଲଘୁଚାପ ‘ଦାନା’ ସମୟକ୍ରମେ ଅବପାତ, ଗଭୀର ଅବପାତ, ଘୂର୍ଣ୍ଣିବାତ୍ୟା ଓ ଗଭୀର ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇ ଓଡ଼ିଶା ଦେଇ ପ୍ରବାହିତ ହୋଇଯାଇଛି। ଏହା ଏକ କ୍ରାନ୍ତିମଣ୍ଡଳୀୟ ଘୂର୍ଣ୍ଣିଝଡ଼। ସାମୁଦ୍ରିକ ଝଡ଼ଗୁଡ଼ିକ ଅତ୍ୟନ୍ତ ଶକ୍ତିଶାଳୀ…

କାହାକୁ ଭୋଟ ଦେଇଥିଲେ ଟ୍ରମ୍ପଙ୍କ ସାନ ପୁଅ: ହେଲା ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୧୧।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି। ଏଥିରେ ଡୋନାଲ୍ଡ ଟ୍ରମ୍ପ ବାଜି ମାରିଛନ୍ତି। ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପଙ୍କ ସାନ ପୁଅ ବାରୋନ ଟ୍ରମ୍ପଙ୍କ ଏକ ମନ୍ତବ୍ୟ ଚର୍ଚ୍ଚାକୁ ଆସିଛି। ସେ କୌଣସି ଦଳକୁ ସମର୍ଥନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?