Home

ବୁମ୍‌ରାଙ୍କୁ ଡରିଗଲେ ଏହି ଅଷ୍ଟ୍ରେଲିଆ କ୍ରିକେଟର୍‌: କହିଦେଲେ ଏମିତି କଥା

ସିଡନୀ,୧୨।୧୧: ଅଷ୍ଟ୍ରେଲିଆ ନାଥନ ମ୍ୟାକସ୍ବେନି ଭାରତ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ ଡେବ୍ୟୁ କରିବାର ସମ୍ଭାବନା ରହିଛି। କଙ୍ଗାରୁକୁ ଭଲ ଆରମ୍ଭ କରିବାର ଦାୟିତ୍ୱ ନାଥାନ ମ୍ୟାକସ୍ବେନିଙ୍କ ଉପରେ ରହିବ, କିନ୍ତୁ ଏହି ସମୟରେ ସେ ବହୁତ ନର୍ଭସ ନଜର ଆସିଛନ୍ତି। ନାଥନ…

ପଦ ସମ୍ଭାଳୁ ସମ୍ଭାଳୁ ଆକ୍ସନ ମୋଡରେ ସିଜେଆଇ ସଞ୍ଜୀବ ଖାନ୍ନା, ଓକିଲଙ୍କୁ ଶୁଣାଇଲେ…

ନୂଆଦିଲ୍ଲୀ,୧୨।୧୧: ଜଷ୍ଟିସ ସଞ୍ଜୀବ ଖାନ୍ନା ବର୍ତ୍ତମାନ ଦେଶର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବା ମାତ୍ରେ ତାଙ୍କ କାର୍ଯ୍ୟ ଏବେ ଦୃଶ୍ୟମାନ ହେଉଛି। ସିଜେଆଇ ଭାବରେ କାର୍ଯ୍ୟକାଳର ପ୍ରଥମ ଦିନରେ ସେ ୪୫ଟି…

ଦିଅର ପାଇଁ ସ୍ବାମୀଙ୍କୁ ମାରିଦେଲେ ସ୍ତ୍ରୀ: ଆଉ ତା’ପରେ

କାନପୁର,୧୨।୧୧: ଉତ୍ତର ପ୍ରଦେଶର କାନପୁର ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଦିଅର ପ୍ରେମରେ ପଡି ସ୍ବାମୀଙ୍କୁ ହତ୍ୟା କରିଛନ୍ତି ସ୍ତ୍ରୀ। ବିଡୁ ପୋଲିସ ଷ୍ଟେଶନ ଅଞ୍ଚଳର ବାସିନ୍ଦା ଦୀନେଶ ଅବସ୍ଥିଙ୍କୁ ସ୍ତ୍ରୀ ଏବଂ ଦିଅର ମିଶି ହତ୍ୟା କରିଛନ୍ତି। ସ୍ବାମୀ…

ଗାଭାସ୍କରଙ୍କ ଚେତାବନୀ: ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆରେ ଦୋହରାଇବାକୁ ଯାଉଛି ନ୍ୟୁଜିଲ୍ୟାଣ୍ଡ ଭଳି ଭୁଲ!

ନୂଆଦିଲ୍ଲୀ,୧୨।୧୧: ଅଷ୍ଟ୍ରେଲିଆ ଗସ୍ତରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ କରିଥିବା ସମାନ ଭୁଲକୁ ଭାରତୀୟ କ୍ରିକେଟ ଟିମ୍‌ ପୁଣିଥରେ ଦୋହରାଇବାକୁ ଯାଉଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ପ୍ରଥମ ଥର ପାଇଁ ନିଜ ମାଟିରେ କ୍ଲିନ ସ୍ବିପର ସମ୍ମୁଖୀନ ହେବାକୁ ପଡିଥିଲା। ଏହାର କାରଣ ବିରାଟ…

ନଭେମ୍ବର ୧୬-୧୭ରେ ଅଯୋଧ୍ୟାରେ ହେବ ଆତଙ୍କବାଦୀ ଆକ୍ରମଣ!

ନୂଆଦିଲ୍ଲୀ,୧୨।୧୧: ଅଯୋଧ୍ୟା ରାମ ମନ୍ଦିର ପରିସରରେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁଙ୍କ ଦ୍ୱାରା ୧୬ ଓ ୧୭ ନଭେମ୍ବରରେ ଆତଙ୍କବାଦୀ ଆକ୍ରମଣ ହେବାର ଧମକ ଦିଆଯାଉଥିବା ଅଡିଓ ବାର୍ତ୍ତା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଏହି ଧମକ…

ଟ୍ରମ୍ପ-ପୁଟିନ୍‌ଙ୍କ ସିକ୍ରେଟ୍‌ ଡିଲ୍‌: ୟୁକ୍ରେନର ଅବସ୍ଥା ଏବେ ହେବ କ’ଣ

ମସ୍କୋ/ଓ୍ବାଶିଂଟନ୍‌,୧୨।୧୧:ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଲୋଚନା କରିଥିଲେ। ଅସ୍ତ୍ରବିରତି ସୂତ୍ର ଉପରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡିଛି। ଯଦିଓ କ୍ରେମଲିନ ଏହି ଖବରକୁ ଅସ୍ବୀକାର କରିଛନ୍ତି, କିନ୍ତୁ ଏହି…

ଘରୁ ୫୦ ଭରି ସୁନା ନେଇଗଲେ ଚୋର: ମାଲିକାଣୀ କଲେ ଏମିତି କାମ,୧୫ ଦିନରେ ମିଳିଲା ସୁନା

ଜୟପୁର,୧୨।୧୧:ରାଜସ୍ଥାନର ଜୟପୁରରେ ଚୋରିର ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। କିଛି ଦିନ ପୂର୍ବରୁ ଚୋରମାନେ ଏଠାରେ ଥିବା ଏକ ଘରୁ ୫୦ ଭରି ସୁନା ଅଳଙ୍କାର ଚୋରି କରି ପଳାଇ ଯାଇଥିଲେ। ମାମଲା ପୋଲିସ ପାଖରେ ପହଞ୍ଚିଥିଲା। ସନ୍ଦେହରେ ପୋଲିସ…

ପାକିସ୍ତାନରେ ବଢୁଛି ପ୍ରଦୂଷଣର ମାତ୍ରା, ପଞ୍ଜାବରେ ୧କୋଟିରୁ ଅଧିକ ଶିଶୁଙ୍କ ଜୀବନ ବିପଦରେ

ଲାହୋର,୧୨।୧୧: ଏବେ ପାକିସ୍ତାନ ଗୁରୁତର ବାୟୁ ପ୍ରଦୂଷଣର ସମ୍ମୁଖୀନ ହୋଇଛି। ଦେଶର ଅନେକ ସହରରେ ଦିଲ୍ଲୀର ବାୟୁ ପ୍ରଦୂଷଣଠାରୁ ୪-୫ ଗୁଣରୁ ଅଧିକ ଅଟେ। ମୁଲତାନ ପରେ ଲାହୋରରେ ବାୟୁ ଗୁଣବତ୍ତା ସୂଚକାଙ୍କ ରେକର୍ଡ ସ୍ତରରେ ପହଞ୍ଚିଛି। ଲାହଲରେ AQI ୧୦୦୦…

ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ନ ଗଲେ ପରିଣାମ କ’ଣ ହେବ: ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୧୧:ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ। ସୁରକ୍ଷା ଦୃଷ୍ଟିରୁ ଟିମ ଇଣ୍ଡିଆ ପାକିସ୍ତାନ ଯିବା ଉଚିତ ନୁହେଁ ବୋଲି ବିସିସିଆଇ ଦାବି କରିଛି। ଦୁବାଇ କିମ୍ବା ଅନ୍ୟ କୌଣସି ସ୍ଥାନରେ ହାଇବ୍ରିଡ ମଡେଲ…

ଚାଇନା ଯାଇପାରନ୍ତି ମୋଦି, ଦିଲ୍ଲୀରେ ବେଜିଂ ଅଧିକାରୀ ଆକ୍ଟିଭ!

ନୂଆଦିଲ୍ଲୀ/ବେଜିଂ,୧୨।୧୧: ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବା ପାଇଁ ଉଭୟ ଦେଶ ନିରନ୍ତର ଉଦ୍ୟମ କରୁଛନ୍ତି। ଗତ ମାସରେ ରୁଷିଆର କାଜାନ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା।…

ନବୀନ ରାମଗୁଲାମ ହେବେ ମରିସସର ନୂଆ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ମୋଦି, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ/ପୋର୍ଟ ଲାଉସି,୧୨।୧୧: ସଂସଦୀୟ ନିର୍ବାଚନରେ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସହଯୋଗୀ ପରାଜୟ ଆଡକୁ ଯାଉଛନ୍ତି। ସେ ୨୦୧୭ଠାରୁ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ…

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ ସଫଳତା ହାସଲ କରିବା ପରେ ଏବେ ୫୦୦ କୃଷକଙ୍କଠାରୁ ମିଲେଟ୍‌ କିଣୁଛନ୍ତି ଓ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?