ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ
ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ ବ୍ୟାଙ୍କର ନୀତି ପ୍ରଣୟନ କରି ଗ୍ରାମୀଣ ବ୍ୟାଙ୍କଗୁଡିକରେ ଏକ ବୈପ୍ଳବିକ ରୂପାନ୍ତରଣ ଆଣିବାକୁ ଯାଉଛନ୍ତି।…
ନିର୍ବାଚନୀ ‘ଭେଟି’ର ବୋଝ
୨୦୨୩ ମସିହାରେ ପାଞ୍ଚ ଗ୍ୟାରେଣ୍ଟି ବା ପ୍ରତିଶ୍ରୁତି ଦେଇ କର୍ନାଟକରେ କଂଗ୍ରେସ କ୍ଷମତାସୀନ ହେଲା। ଏହା ଥିଲା ଦଳର ନିର୍ବାଚନୀ ଇସ୍ତାହାରର ଅଂଶବିଶେଷ। ରାଜ୍ୟବାସୀ ଏହି ପ୍ରତିଶ୍ରୁତିକୁ ବିଶ୍ୱାସ କରି ଭୋଟ ଦେଇଥିଲେ ଏବଂ କଂଗ୍ରେସ କ୍ଷମତାକୁ ଆସିପାରିଲା। ଏହି ୫…
କେବଳ ହିନ୍ଦୀ ନୁହେଁ
ଶିଶୁଟିଏ ଜନ୍ମ ହେବା ପରେ ତାକୁ ଯେଉଁ ଭାଷାରେ ଅଭ୍ୟସ୍ତ କରାଯାଇଥାଏ, ସେହି ଅନୁଯାୟୀ ସେ ପାରଙ୍ଗମ ହୋଇଥାଏ। ମାତୃଭାଷା ଆଧାରରେ ସେ ସଂସ୍କୃତିଗତ ପରିଚୟ ଲାଭ କରେ। ଭାରତରେ ବିଭିନ୍ନ ମାତୃଭାଷା ଓ ଉପଭାଷା ଥିବାବେଳେ କେବଳ ହିନ୍ଦୀର ପ୍ରଚାର…
ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସହ ସିକ୍ୟୁରଆଇଜ୍’ର ବୁଝାମଣା
ଭୁବନେଶ୍ୱର,୧୨।୧୧: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଏବଂ ସିକ୍ୟୁରଆଇଜ୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ସୋମବାର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦ୍ୱାରା ଏହି ଐତିହାସିକ ଚୁକ୍ତି ସ୍ବାକ୍ଷର ସଫଳତାର…
ମାଲାବାରର ନୂତନ କଲେକ୍ସନ ‘ସ୍ବର୍ଣ୍ଣାକୃତି’
ଭୁବନେଶ୍ୱର,୧୨।୧୧: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସର ନୂତନ କଲେକ୍ସନ ‘ସ୍ବର୍ଣ୍ଣାକୃତି’ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମାଲାବାରର ଏକ୍ସକ୍ଲୁସିଭ୍ ଷ୍ଟୋର(ମାଲାବାର ଶହୀଦନଗର ଷ୍ଟୋର) ପରିସରରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ମାଲାବାରର ନୂତନ କଲେକ୍ସନ ‘ସ୍ବର୍ଣ୍ଣାକୃତି’ର…
‘ଅଲ୍ ନ୍ୟୁ ମାରୁତି ଡିଜାୟର’ର ଅନାବରଣ
ନୂଆଦିଲ୍ଲୀ,୧୨।୧୧: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ (ଏମ୍ଏସ୍ଆଇଏଲ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍ ନ୍ୟୁ ମାରୁତି ଡିଜାୟର’ର ଆନୁଷ୍ଠାନିକ ଅନାବରଣ ସୋମବାର ସର୍ବଭାରତୀୟସ୍ତରରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଅଲ ନ୍ୟୁ ମାରୁତି ଡିଜାୟରରେ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା…
୨୬ତମ ବୀମା ଲୋକପାଳ ଦିବସ ପାଳିତ
ଭୁବନେଶ୍ୱର,୧୨।୧୧: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବୀମା ଲୋକପାଳ ଦିବସ (ଡେ) ସୋମବାର ସର୍ବଭାରତୀୟସ୍ତରରେ ପାଳିତ ହୋଇଯାଇଛି। ଏପରିକି ବୀମା ଲୋକପାଳର ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର(ଓଡ଼ିଶା) ପକ୍ଷରୁ ସୋମବାର ଭୁବନେଶ୍ୱରର ଗୀତଗୋବିନ୍ଦ ସଦନ(ଜୟଦେବ ଭବନ)ଠାରେ ୨୬ତମ ବୀମା ଲୋକପାଳ ସ୍ବତନ୍ତ୍ର ସଭାର…
ବିଆଇଏସ୍ର ମାନକ ମହୋତ୍ସବ
ଭୁବନେଶ୍ୱର,୧୨ା୧୧(ଅନୁରାଧା ମହାରଣା): କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଅଧୀନ ଭାରତୀୟ ମାନକ ବ୍ୟୁରୋ(ବିଆଇଏସ୍), ଭୁବନେଶ୍ୱର ପକ୍ଷରୁ ବିଶ୍ୱ ମାନକ ଦିବସ ପାଳନ କରାଯାଇଛି। ଏହି ଅବସରରେ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ଆୟୋଜିତ ମାନକ ମହୋତ୍ସବରେ…
ରୟାଲ ଏନ୍ଫିଲ୍ଡର ଅଲ୍ ନ୍ୟୁ ବିୟର ୬୫୦
ଭୁବନେଶ୍ୱର,୧୨।୧୧ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ ବୁଲେଟ ବ୍ରାଣ୍ଡ୍ ତଥା ରୟାଲ ଏନ୍ଫିଲ୍ଡର ‘ଅଲ ନ୍ୟୁ ବିୟର ୬୫୦’ର ସର୍ବଭାରତୀୟ ଅନାବରଣ (ଉନ୍ମୋଚନ) ଉତ୍ସବ ସହିତ ବଜାର ପ୍ରବେଶ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍ର ଓଡିଶା…
୨.୩୬ ଲକ୍ଷରେ ନିଲାମ ହେଲା କ୍ୱିନ୍ ଏଲିଜାବେଥ୍-୨ଙ୍କ ବିବାହ କେକ୍ ଖଣ୍ଡ
ଲଣ୍ଡନ: ଦୀର୍ଘ ୭୭ ବର୍ଷ ପରେ ବ୍ରିଟେନ୍ର ପୂର୍ବତନ ରାଣୀ ଏଲିଜାବେଥ୍ ଦ୍ୱିତୀୟ ଏବଂ ପ୍ରିନ୍ସ ଫିଲିପ୍ଙ୍କ ବିବାହ କେକ୍ର ଏକ ଖଣ୍ଡକୁ ନିଲାମ କରାଯାଇଛି। ୧୯୪୭ ନଭେମ୍ବର ୨୦ରେ କ୍ୱିନ୍ ଏଲିଜାବେଥ ଏବଂ ପ୍ରିନ୍ସ ଫିଲିପ୍ଙ୍କର ବିବାହ ଅନୁଷ୍ଠିତ ହୋଇଥିଲା।…
୨୦୪୦ ସୁଦ୍ଧା ଲୁନାର ସ୍ପେସ୍ ଷ୍ଟେଶନ୍ ନିର୍ମାଣ କରିବ ଇସ୍ରୋ
ନୂଆଦିଲ୍ଲୀ: ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ଦିଗରେ ୨୦୪୦ ସୁଦ୍ଧା ଲୁନାର ସ୍ପେସ୍ ଷ୍ଟେଶନ୍ ନିର୍ମାଣ କରିବାକୁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ଯୋଜନା ପ୍ରସ୍ତୁତ କରିଛି। ଭାରତର ମହତ୍ତ୍ୱାକାଂକ୍ଷୀ ଚନ୍ଦ୍ର ମିଶନର ତୃତୀୟ ପର୍ଯ୍ୟାୟରେ ଇସ୍ରୋର…
ପୌରାଣିକ ଚଳଚ୍ଚିତ୍ର ନିର୍ମାଣରୁ ଦୂରେଇ ରୁହନ୍ତି ରୋହିତ
ମୁମ୍ବାଇ: ଆକ୍ସନ୍-ପ୍ୟାକ୍ ଫିଲ୍ମ ପାଇଁ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ବେଶ୍ ଜଣାଶୁଣା। ସମ୍ପ୍ରତି ସେ ତାଙ୍କ ଚଳଚ୍ଚିତ୍ର ‘ସିଙ୍ଘମ୍ ଏଗେନ୍’ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏହି ଚଳଚ୍ଚିତ୍ରରେ ସେ ହିନ୍ଦୁଧର୍ମର ପବିତ୍ର ମହାକାବ୍ୟ ରାମାୟଣର କେତେକ…

