ଆମ୍ବଟାକୁଆ ଜାଉ ଖାଇବା ଘଟଣା: ପୀଡ଼ିତା କହିଲେ ପଛ କଥା ଆଉ ମନେ ପଡୁନି, ଏବେ ଦୁର୍ବଳ ଲାଗୁଛି
ଦାରିଙ୍ଗବାଡ଼ି,୧୦ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କାରେ ଆମ୍ବଟାକୁଆ ଖାଇ ଏବେ ମଧ୍ୟ ୩ ଜଣ ଚିକିତ୍ସାଧୀନ ରହିଥିବା ବେଳେ ଆଉ ୩ ଜଣ ଘରକୁ ଫେରିଛନ୍ତି। ସେମାନେ ସାମାନ୍ୟ ସୁସ୍ଥ ଅନୁଭବ କରୁଥିବା କହିଥିଲେ। ତେବେ ତିନିଜଣଙ୍କ ମଧ୍ୟରେ…
କୁନି ବୟସରେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି ଏସବୁ ୟୁଟ୍ୟୁବର, ସାକ୍ଷାତକାରରେ ଅଧିକ ଜାଣନ୍ତୁ…
ଭଲରେ କଥା କହି ପାରୁ ନଥିବା ବୟସରେ ଏମାନେ ନାଚ, ଗୀତ, ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଛନ୍ତି। ତା’ସହିତ ସୋସିଆଲ ମିଡିଆରେ ଭାଇରାଲ୍ ହୋଇ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ଗଢିପାରିଛନ୍ତି। ପାଠଶାଠ ସବୁଥିରେ ଏମାନେ ବେଶ୍…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍ ପଛରେ ପିଟିହେଲା କାର୍, ଚାଲିଗଲା ଗୋଟିଏ ପରିବାରର ୫ ଜୀବନ
ନୂଆଦିଲ୍ଲୀ,୧୦ା୧୧: ଗ୍ରେଟର ନୋଏଡା ଏକ୍ସପ୍ରେସଓ୍ବେରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଯେଉଁଥିରେ ୩ ଜଣ ମହିଳା ଏବଂ ୨ ଜଣ ପୁରୁଷ ଅଛନ୍ତି। ନୋଏଡାଠାରୁ ପରୀଚୌକ୍…
ଓଡ଼ିଶା ଆସିବେ ରାଷ୍ଟ୍ରପତି
ନୂଆଦିଲ୍ଲୀ/ଭୁବନେଶ୍ୱର,୧୦ା୧୧: ପୁଣି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ଡିସେମ୍ବର ୪ରେ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସି ପୁରୀରେ ନୌସେନା ଦିବସ ପାଳନ ଉତ୍ସବରେ ଯୋଗ ଦେବେ। ପୁରୀ ବ୍ଲୁ ଫ୍ଲାଗ ବିଚ୍ରେ ନୌସେନା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ‘ଅପରେଶନ…
ନିର୍ବାଚନ ପରେ କାଙ୍ଗାଳ ହେଲେ କମଲା ହାରିସ୍, ଟ୍ରମ୍ପ ଆପଣାଉଛନ୍ତି ଏହି ଫର୍ମୂଲା
ଓ୍ବାଶିଂଟନ,୧୦ା୧୧: ସାଧାରଣ ନିର୍ବାଚନ ପରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସମର୍ଥକଙ୍କଠାରୁ ସାହାଯ୍ୟ ଲୋଡ଼ିଛନ୍ତି। ଡେମୋକ୍ରାଟ୍ମାନଙ୍କୁ ଦାନ କରିବାକୁ ସେ ସମର୍ଥକମାନଙ୍କୁ ଅନୁରୋଧ କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି, ଡେମୋକ୍ରାଟ୍ଙ୍କ ପାଖରେ ଅଧିକ…
ଶିଡ଼ି ତଳେ ଏସବୁ ରଖୁଛନ୍ତି କି? ମାଡ଼ି ଆସିବ ଦାରିଦ୍ରତା, ଘରେ ବଢ଼ିବ ଅଶାନ୍ତି
ସ୍ଥାନର ଅଭାବ ଯୋଗୁ କିଛି ଲୋକ ଶିଡ଼ି ତଳେ ଥିବା ଖାଲି ସ୍ଥାନକୁ ଜିନିଷ ରଖିବା ପାଇଁ ବ୍ୟବହାର କରିଥାନ୍ତି ତ ଆଉ କିଛି ଲୋକ ଏଠାରେ ଛୋଟ ଗାଧୁଆଘର ହେଉ କି ରୋଷେଇ ଘର ଆଦି ତିଆରି କରିଦେଇଥାନ୍ତି। ହେଲେ…
ହାସିମୋଟୋ ଥାଇରଏଡିଟିସ୍ ରୋଗ ସହ ଲଢୁଛନ୍ତି ଅଭିନେତା ଅର୍ଜୁନ କପୁର
ମୁମ୍ବାଇ: ଅଭିନେତା ଅର୍ଜୁନ କପୁର ନିକଟରେ ତାଙ୍କ ଫିଲ୍ମ ‘ସିଙ୍ଘମ ଏଗେନ୍’ରେ ଖଳନାୟକ ଭୂମିକାରେ ନଜର ଆସି ଦର୍ଶକଙ୍କ ବହୁ ପ୍ରଶଂସା ସାଉଁଟିଛନ୍ତି। ତେବେ ସେ ଗତ କିଛି ଦିନ ହେବ ହାସିମୋଟୋ ଥାଇରଏଡିଟିସ୍ ନାମକ ଏକ ରୋଗରେ ପୀଡ଼ିତ ଅଛନ୍ତି…
ଜହ୍ନ ଓ ଶୈଶବ
ଜହ୍ନ ଗୋଟେ ନାଆ ନୁହେଁ, ଜହ୍ନ ଗୋଟେ ଗାଁ। ସେ ଆମ ହସ ଲୁହରୁ ଆରମ୍ଭ କରି ପ୍ରେମ ପ୍ରଣୟର ଏକ ସାମଗ୍ରିକ ଜୀବନ୍ତ ରୂପଚିତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ଆମ ସ୍ମୃତି ବିସ୍ମୃତିର ବନଫୁଲ, ଯାହାକୁ ନାଇ…
ଅଭାବନୀୟ: ୫ କୁକୁର ଛୁଆଙ୍କୁ ପେଟ୍ରୋଲ ପକାଇ ଜିଅନ୍ତା ଜାଳିଲେ ୨ ମହିଳା
ମିରଟ, ୧୦।୧୧: ଉତ୍ତରପ୍ରଦେଶର ମିରଟରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ କଙ୍କରଖେଡ଼ା ଥାନା ଖଡ଼ୌଲି କଲୋନୀରେ ୩ ଦିନ ତଳେ ଜନ୍ମ ହୋଇଥିବା ୫ କୁକୁରଛୁଆ ବାରମ୍ବାର ଶବ୍ଦ କରୁଥିବାରୁ ଏଥିରେ ବିରକ୍ତ ହୋଇ ଶୋଭା ଏବଂ ଆରତି…
ଗୋବର ଘଷିରେ ଶବଦାହ ବନାମ ଜୈବ ଚାଷ
ସ୍ବର୍ଗଦ୍ବାରରେ ଏଣିକି କାଠ ବଦଳରେ ଗୋବର ଘଷିରେ ଶବଦାହ ହେବ ବୋଲି ନିକଟରେ ସରକାର ସୂଚନା ଦେଇଛନ୍ତି। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋବରକୁ ଶବଦାହରେ ବ୍ୟବହାର କରାଯିବ ବୋଲି କୁହାଯାଇଛି। ଅବଶ୍ୟ ଆମର ଏତେ ଅଧ୍ୟୟନ ନାହଁ ଯେ ଶାସ୍ତ୍ରରେ ଏଭଳି…
ଟ୍ରମ୍ପ୍ଙ୍କୁ ହତ୍ୟା ପାଇଁ ଇରାନ୍ର ଯୋଜନାକୁ ପଣ୍ଡ କଲା ଏଫ୍ବିଆଇ
ଓ୍ବାଶିଂଟନ,୧୦ା୧୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ତୃତୀୟ ଥର ପାଇଁ ହତ୍ୟା ଉଦ୍ୟମ ହୋଇଥିଲା। ଇରାନ ପକ୍ଷରୁ କରାଯାଇଥିବା ଏହି ଯୋଜନାକୁ ସଂଘୀୟ ତଦନ୍ତ ବ୍ୟୁରୋ (ଏଫ୍ବିଆଇ) ପଣ୍ଡ କରିଦେଇଛି। ଏହି ମାମଲାରେ ଇରାନର ଜଣେ ନାଗରିକଙ୍କ ନାଁରେ ମାମଲା…
ଅଙ୍ଗନଓ୍ବାଡି କର୍ମୀଙ୍କ ପାଇଁ ସ୍ଥାୟୀ ସରକାରୀ କର୍ମଚାରୀ ଭଳି ସୁବିଧା କର
ଅହମଦାବାଦ,୧୦ା୧୧: ଅଙ୍ଗନଓ୍ବାଡି କର୍ମୀ ଏବଂ ସହାୟିକାମାନଙ୍କ ପାଇଁ ସ୍ଥାୟୀ ସିଭିଲ୍ କର୍ମଚାରୀଙ୍କ ଭଳି ସୁବିଧା କରିବା ନିମନ୍ତେ ଗୁଜରାଟ ହାଇକୋର୍ଟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଶର ଅନେକ ଲକ୍ଷ ଅଙ୍ଗନଓ୍ବାଡି କର୍ମୀ…

