Home

୨୦୨୯ରେ କିଏ ହେବ ଭାଜପାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦାବିବାର? ସଫା ସଫା କହିଲେ ଶାହା

ନୂଆଦିଲ୍ଲୀ,୧୩।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭୋଟ ସମଗ୍ର ଦେଶରେ ପର୍ଯ୍ୟାୟକ୍ରମେ ଚାଲିଛି। ଏଭଳି ପରିସ୍ଥିତିରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ପ୍ରମୁଖ ବିରୋଧୀ ଦଳର ନେତାମାନେ ନିର୍ବାଚନ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ବରିଷ୍ଠ…

ତେଜ ପ୍ରତାପଙ୍କ ରାଗ, ଆରଜେଡି କର୍ମୀଙ୍କୁ ମଞ୍ଚ ଉପରୁ ଠେଲିଦେଲେ

ପାଟନା,୧୩।୫: ବର୍ତ୍ତମାନ ବିହାରର ରାଜଧାନୀ ପାଟନାରୁ ବଡ ଖବର ସାମ୍ନାକୁ ଆସୁଛି, ଯେଉଁଠାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଜଣେ ଆରଜେଡି କର୍ମୀଙ୍କୁ ମଞ୍ଚରୁ ଠେଲି ଦେଇଛନ୍ତି। ବାସ୍ତବରେ…

‘ପ୍ରଚଣ୍ଡ’ଙ୍କ ନେତୃତ୍ୱ ବାଲା ସରକାରଙ୍କୁ ଲାଗିଲା ବଡ ଝଟ୍‌କା

କାଠମାଣ୍ଡୁ,୧୩।୫: ନେପାଳର ଉପପ୍ରଧାନମନ୍ତ୍ରୀ ତଥା ଜନତା ସମାଜବାଦି ପାର୍ଟି-ନେପାଳ (ଜେଏସପି-ଏନ)ର ଅଧ୍ୟକ୍ଷ ଉପେନ୍ଦ୍ର ଯାଦବ ସୋମବାର ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଯାଦବଙ୍କ ଇସ୍ତଫା ସହିତ ତାଙ୍କ ଦଳ ସରକାରରୁ ବାହାରି ଯାଇଛି। ଗୋଟିଏ ପ୍ରକାରେ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ…

୨ ପ୍ରିଜାଇଡିଂ ଅଫିସର୍‌ଙ୍କୁ ସସ୍‌ପେଣ୍ଡ ସହ ଗିରଫ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର,୧୩।୫: ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଛି। କାଁ ଭାଁ ହିଂସାକାଣ୍ଡକୁ ଛାଡିଦେଲେ ମତଦାନ ସୁରୁଖୁରୁରେ ଚାଲିଛି। ଏସବୁ ଭିତରେ ଗଞ୍ଜାମର ୨୭ ଏବଂ ୧୬୩ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କୁ ସସ୍‌ପେଣ୍ଡ ସହ ଗିରଫ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ…

‘ଏଏପିରେ ସୁରକ୍ଷିତ ନୁହେଁ ନାରୀ,’ କେଜରିଓ୍ବାଲଙ୍କୁ ପ୍ରଶ୍ନ କଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ,୧୩।୫: ଦିଲ୍ଲୀ ପୋଲିସକୁ ଦୁଇଟି କଲ ଆସିଥିଲା ଯେଉଁଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ସମ୍ନାରେ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ସ୍ବାତି ମାଲିୱାଲଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଏ ନେଇ ସ୍ବାତି ମାଲିୱାଲଙ୍କ…

ଭାରତର ଟେନ୍‌ସନ୍‌ ବଢାଇପାରେ ଚାଇନା: ଏହି ଦେଶ ସହ ମିଶି ରଚୁଛି ଷଡଯନ୍ତ୍ର

ନୂଆଦିଲ୍ଲୀ/ବେଜିଂ,୧୩।୫: ଆଗାମୀ ସମୟରେ ଚାଇନା ଭାରତର ଟେନ୍‌ସନ୍‌କୁ ବଢାଇପାରେ। ବର୍ତ୍ତମାନ ଚାଇନା ୟୁରୋପରେ ଭାରତର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଫ୍ରାନ୍ସ ଉପରେ ଦୃଷ୍ଟି ରଖିଛି। ଡ୍ରାଗନ କେବଳ ସେଠାରେ ନୂତନ ସମ୍ଭାବନା ଖୋଜୁନାହିଁ ବରଂ କୂଟନୈତିକ ଚାପ ପକାଇ ବଡ଼ ଲକ୍ଷ୍ୟ ହାସଲ…

ବୁଥ୍‌ ବାହାରେ ଭାଜପା ବିଧାୟକ ପ୍ରାର୍ଥୀଙ୍କୁ ମାଡ଼: ଧସ୍ତାଧସ୍ତି ବେଳର ଭିଡିଓ ଭାଇରାଲ

ଝରିଗାଁ,୧୩।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ): ଅବାଧ, ମୁକ୍ତ, ନିରପେକ୍ଷ ଏବଂ ସୁରକ୍ଷାର ସହ ମତଦାନ ସବ୍ୟସ୍ତ କରିବା ପାଇଁ ସମସ୍ତ ବ୍ୟବସ୍ଥା ଚାଲିଛି। ଝରିଗାଁ ବ୍ଲକ ବାଣୁଆଗୁଡା ପଞ୍ଚାୟତ ଅନ୍ତର୍ଗତ ଦେଉଳକୋଣା (ବୁଥ ନମ୍ବର ୨୦୪) ବୁଥରେ ମତଦାନ ଚାଲିଥିବାବେଳେ ଅପରାହ୍ନ…

‘ହେଡଲାଇନ ପଛରେ ଦୌଡନ୍ତୁ ନାହିଁ, ଖବରକୁ ଯାଞ୍ଚ କରୁନ୍ତୁ,’ ରୁଷିଆ ଆକ୍ରମଣ ମଧ୍ୟରେ ଅନୁରୋଧ କଲେ ଜେଲନସ୍କି

କ୍ୱିଭ,୧୩।୫: ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କି ଏକ ଭିଡିଓ ରିଲିଜ କରି ରୁଷିଆ ଆକ୍ରମଣର ଜବାବ ଦେଇଛନ୍ତି। ସେ ଏହି ଭିଡିଓରେ କହିଛନ୍ତି, ଆଜି ମୁଖ୍ୟ ପ୍ରସଙ୍ଗ ହେଉଛି ରୁଷିଆର କାର୍ଯ୍ୟକଳାପ ଉପରେ ଆମର ପ୍ରତିକ୍ରିୟା। ଦିନସାରା ମୁଖ୍ୟ କମାଣ୍ଡର, ଗୁପ୍ତଚର ବିଭାଗ…

୧୫ରେ ବଲାଙ୍ଗୀର ଆସିବେ ରାହୁଲ ଗାନ୍ଧୀ:ଶେଷ ପର୍ଯ୍ୟାୟରେ ପସ୍ତୁତି

ବଲାଙ୍ଗୀର, ୧୩।୫ (ସୁନୀଲ କୁମାର ମହାନ୍ତି): ଆସନ୍ତା ୧୫, ବୁଧବାର କଂଗ୍ରେସର ଲୋକପ୍ରିୟ ନେତା ରାହୁଲ ଗାନ୍ଧି ବଲାଙ୍ଗୀର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଦିନ ୧୧ଟାରେ ହେଲିକପ୍ଟର ଯୋଗେ ସେ ବଲାଙ୍ଗୀର ମନୋହରପୁର ପଡ଼ିଆରେ ପହଞ୍ଚିବେ। ସେଠାରୁ ଏକ…

ଓଡ଼ିଶା ଆସିବେ ରାହୁଲ-ଖାର୍ଗେ, ଭୁବନେଶ୍ବରରେ କରିବେ ପ୍ରେସମିଟ୍‌

ଭୁବନେଶ୍ୱର,୧୩।୫: ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ। ୧୫ ତାରିଖରେ ରାହୁଲ ବଲାଙ୍ଗୀରରେ ସଭା କରିବାର କାର୍ଯ୍ୟକ୍ରମ ଥିବା ବେଳେ ୧୬ ତାରିଖରେ କନ୍ଧମାଳରେ ସଭାରେ ଯୋଗଦେବେ ଖାର୍ଗେ। ଏନେଇ ଓଡ଼ିଶା…

ଖୁବ ଶୀଘ୍ର ବିବାହ କରିବେ ରାହୁଲ

ରାଏବରେଲି,୧୩।୫: ରାଏବରେଲି ଲୋକ ସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଏବରେଲିରେ ପହଞ୍ଚିଛନ୍ତି। ଏହି ସମୟରେ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଏବରେଲିରେ ଏକ ରାଲି କରିଥିଲେ। ତାଙ୍କ…

‘ମନ୍ଦିରରେ ବିରାଜିବେ ମାହି…,’ ଧୋନିଙ୍କୁ ଭଗବାନ କରିଦେଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୧୩।୫: ଆଇପିଏଲ ୨୦୨୪ ର ୬୧ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ରାଜସ୍ଥାନ ରୟାଲ୍ସର ସମ୍ମୁଖୀନ ହୋଇଥିଲା। ଚେନ୍ନାଇ ଏହି ମ୍ୟାଚରେ ରାଜସ୍ଥାନକୁ ପରାସ୍ତ କରିଛି। ଯାହା ପରେ ଚେନ୍ନାଇ ପାଇଁ ପ୍ଲେ ଅଫ ପାଇଁ ରାସ୍ତା ସହଜ ହୋଇଯାଇଛି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri