Home

ମୋ ପାଖରେ ରହିଛି କଂଗ୍ରେସର ପାପର ତାଲିକା: ମୋଦି

ନୂଆଦିଲ୍ଲୀ,୧୮।୧୨: ବିଆର ଆମ୍ବେଦକରଙ୍କ ଉପରେ ମନ୍ତବ୍ୟକୁ ନେଇ ସଂସଦରେ ଉତ୍ତେଜନା ଦେଖାଦେଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତିରେ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି। ବୁଧବାର ବିରୋଧୀ ଦଳ ଏହି ପ୍ରସଙ୍ଗରେ ସଂସଦର ଉଭୟ ଗୃହରେ ଏକ ଅଡୁଆ ସୃଷ୍ଟି କରିଥିଲେ।…

ମାଲ୍ୟା-ନୀରବଙ୍କ ଠାରୁ ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ, ଅର୍ଥମନ୍ତ୍ରୀ ଦେଲେ ବିସ୍ଫୋରକ ତଥ୍ୟ

ନୂଆଦିଲ୍ଲୀ,୧୮।୧୨: ବିଜୟ ମାଲ୍ୟା ଓ ନୀରବ ମୋଦିଙ୍କ ଠାରୁ ବଡ଼ ଆକାରର ସମ୍ପତ୍ତି ଜବତ। ଦେଶରେ ବ୍ୟାଙ୍କଗୁଡିକୁ ଚୂନା ଲଗାଇ ଏମାନେ ଦେଶ ଛାଡିଥିଲେ। ଏବେ ଏହି ଦୁଇଠକଙ୍କ ଠାରୁ ଭାରତ ସରକାର କୋଟିକୋଟି ଟଙ୍କାର ସମ୍ପତ୍ତି ଜବତ କରବାରେ ସଫଳ…

୨୩୧ କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡି ଚଢ଼ାଉ

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ ତଥା ସମ୍ବଲପୁରର ଅନ୍ୟତମ ସ୍ବେଚ୍ଛାସେବୀ ସଂଗଠନ ବିଶ୍ବ(ଭାରତ ଇଣ୍ଟିଗ୍ରେଟେଡ୍‌ ସୋସିଆଲ ଓ୍ବେଲଫେୟାର ଏଜେନ୍ସି)ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସ୍ବର୍ଗତ କ୍ଷୀରୋଦ ମଲ୍ଲିକଙ୍କ ଘରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ…

ଉମର ଖଲିଦଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୧୮।୧୨: ଦିଲ୍ଲୀ ଦଙ୍ଗା ସହ ଜଡିତ ଏହି ମାମଲାରେ ଅଭିଯୁକ୍ତ ଉମର ଖଲିଦ ବୁଧବାର କୋର୍ଟରୁ ଏକ ବଡ ଆଶ୍ୱସ୍ତି ପାଇଛନ୍ତି। ଦିଲ୍ଲୀର କର୍କରଡୁମା କୋର୍ଟ ତାଙ୍କୁ ସାତ ଦିନର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ୨୮ ଡିସେମ୍ବରରୁ ୩ ଜାନୁୟାରୀ…

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବୈଷ୍ଣବ ସାମଲ, ଏହି ପୁସ୍ତକ ପାଇଁ ମିଳିବ ପୁରସ୍କାର

ଭୁବନେଶ୍ୱର,୧୮ା୧୨: ଖ୍ୟାତନାମା ସାହିତି୍ୟକ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ ମର୍ଯ୍ୟାଦାଜନକ ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ସେ ତାଙ୍କର ପ୍ରବନ୍ଧ ‘ଭୂତି ଭକ୍ତି ବିଭୂତି’ ଲାଗି ଏହି ପାଇବେ ବୋଲି ସୂଚନା ମିଳିଛି। ବୈଷ୍ଣବ ସାମଲ ଉତ୍କଳ ବିଶ୍ବବିଦ୍ୟାଳୟ…

ଆଉ ଏକ ବଡ଼ ଗ୍ୟାରେଣ୍ଟି ଦେଲେ କେଜ୍‌ରିଓ୍ବାଲ: ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମାଗଣାରେ ମିଳିବ…

ନୂଆଦିଲ୍ଲୀ,୧୮ା୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପୂର୍ବରୁ ଆମ ଆଦ୍‌ମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆପ୍‌ ସରକାର ଦିଲ୍ଲୀର ବୃଦ୍ଧଙ୍କୁ ମାଗଣା…

ଇମୋଶନାଲ୍‌ ହେଲେ କୋହଲି, ଅଶ୍ୱିନଙ୍କୁ ନେଇ କହିଦେଲେ ଏମିତି କଥା

ନୂଆଦିଲ୍ଳୀ,୧୮।୧୨: ଗାବାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ ପରେ ରବିଚନ୍ଦ୍ରନ ଅଶ୍ୱିନ ଅବସର ଘୋଷଣା କରିଛନ୍ତି। ଅଶ୍ୱିନ ଆଉ ଅନ୍ତର୍ଜାତୀୟ କ୍ରିକେଟରେ ଖେଳିବେ ନାହିଁ। ଅବସର ନେବା ପୂର୍ବରୁ ବିରାଟ କୋହଲିଙ୍କ ସହ ଏକ ଫଟୋ ଭାଇରାଲ…

ରାଗରେ ନିଆଁବାଣ ପୁଟିନ୍‌: ୟୁକ୍ରେନକୁ ଧମକ ଦେଲା ରୁଷିଆ

ମସ୍କୋ,୧୮।୧୨: ସମୟ ସହିତ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଉତ୍ତେଜନା ବୃଦ୍ଧି ପାଉଛି। ଗତ କିଛି ମାସ ଧରି ରୁଷିଆର ୟୁକ୍ରେନ ଉପରେ ଆଣବିକ ଆକ୍ରମଣକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଏସବୁ ମଧ୍ୟରେ ରୁଷିଆର ଆଣବିକ କାର୍ଯ୍ୟକ୍ରମ…

Pushpa-2 ସ୍କ୍ରିନିଂ ସମୟରେ ଆହତ ହୋଇଥିବା ନାବଳକ ଏବେ ଗୁରୁତର

ନୂଆଦିଲ୍ଲୀ,୧୮।୧୨: ଡିସେମ୍ବର ୪ରେ ମୁଭି ପୁଷ୍ପା ୨ର ପ୍ରିମିୟର୍‌ ଶୋ’ ପୂର୍ବରୁ ହାଇଦ୍ରାବାଦର ସାା ଥିଏଟରରେ ଦଳାଚକଟାେରେ ଆହତ ହୋଇଥିବା ଶିଶୁ ଏବେ ଗୁରୁତର। ଏବେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି ବୋଲି ସୂଚନା ମିଳିଛି। ମଙ୍ଗଳବାର ହାଇଦ୍ରାବାଦର କିଏମଏସ କୁଡଲେସ…

ମୋଦିଙ୍କୁ ଭେଟି କ’ଣ ଚର୍ଚ୍ଚା କଲେ ଶରଦ ପାଓ୍ବାର, ଜାଣନ୍ତୁ କାହିଁକି ରାଜନୀତି ହେଲା ସରଗରମ

ନୂଆଦିଲ୍ଲୀ,୧୮।୧୨: ଏନସିପି-ଏସସିପି ମୁଖ୍ୟ ଶରଦ ପାୱାର ବୁଧବାର ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ପାୱାର ପ୍ରଧାନମନ୍ତ୍ରୀଙ୍କ ସହ ଚାଷୀଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଏନସିପି-ଏସସିପି ମୁଖ୍ୟ ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କଂଗ୍ରେସକୁ ବିଜୟ ମନ୍ତ୍ର ଦେଲେ ଅମିତ ଶାହା: ଏହି ୩ କଥା ମାନିଲେ କଂଗ୍ରେସ ଗଢିବ ସରକାର

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବୁଧବାର ସଂସଦରେ ସରକାର ଗଠନ ପାଇଁ କଂଗ୍ରେସକୁ ତିନୋଟି ମନ୍ତ୍ର ଦେଇଛନ୍ତି। ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ସମ୍ପର୍କରେ ସେ କହିଛନ୍ତି, ଏହି ରାଜ୍ୟଗୁଡିକରେ ପରାଜୟର ଯାଞ୍ଚ ପାଇଁ କଂଗ୍ରେସର କୌଣସି…

ବର୍ଷା ବିଗାଡିଦେଳା ଖେଳ: ଗାବା ଟେଷ୍ଟ ଡ୍ର’

ବ୍ରିସବେନ,୧୮।୧୨: ବ୍ରିସବେନର ଗାବା ଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଡ୍ର ହୋଇଥିଲା। ଅଷ୍ଟ୍ରେଲିଆ ଜିତିବା ପାଇଁ ଭାରତକୁ ୨୭୫ ରନର ଲକ୍ଷ୍ୟ ଦେଇଥିଲା। କିନ୍ତୁ ମ୍ୟାଚର ପଞ୍ଚମ ଦିନରେ ଚା’ ବିରତି ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?