ସଡ଼କ ଦୁର୍ଘଟଣାରେ ୩ ଗୁରୁତର
ହିଞ୍ଜିଳିକାଟୁ, ୧୮।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ବେଲଗାଁ ଥାନା ଅନ୍ତର୍ଗତ ଗୋଦରାପଲ୍ଲୀ ଗ୍ରାମ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ମାନେ ବାଇକରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।…
ନବୀନଙ୍କ ସହ ରହିଛୁ, ଶେଷ ଯାଏ ରହିବୁ
ଭୁବନେଶ୍ୱର,୧୮ା୧୨(ଅନିଲଦାସ):ବିଜେଡି ନେତା ସୁଜିତ କୁମାର ଓ ମମତା ମହାନ୍ତ ଭାଜପାରେ ସାମିଲ ହେବା ପରେ ଦଳର ଆହୁରି କେତେକ ଏମ୍ପି ଦଳ ଛାଡ଼ିବା ନେଇ ବିଭିନ୍ନ ସମୟରେ ଭାଜପା ନେତାମାନେ ଗଣମାଧ୍ୟମରେ କହୁଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା…
ସ୍ନୋ ପାଉଡର ଲଗାଅ ନାହିଁ
ଧନର ଦେବୀ ଲକ୍ଷ୍ମୀ। ତାଙ୍କର ଅନ୍ୟନାମ ଚଞ୍ଚଳା। ଅର୍ଥାତ୍ ସେ ଗୋଟିଏ ଜାଗାରେ ରହିପାରନ୍ତି ନାହିଁ। ଯଦି ଲୋକଙ୍କ ପାଖରେ ଧନ ଅଛି ତେବେ ତାହାକୁ ଅନ୍ୟ ଲୋକ ପାଇଲେ କ୍ଷତି କ’ଣ। ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି ସେଥିରେ ଏବେ…
ଜେ.ପି. ନଡ୍ଡାଙ୍କ ସ୍ଥାନ ନେବେ କିଏ? ଫେବୃୟାରୀରେ ହୋଇଯିବ ସ୍ପଷ୍ଟ
ନୂଆଦିଲ୍ଲୀ,୧୮ା୧୨(ପି.ଟି.):ଭାଜପାର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଫେବୃଆରୀ ଶେଷ ସୁଦ୍ଧା ନିର୍ବାଚିତ ହୋଇପାରନ୍ତି ବୋଲି ଦଳର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ସୂଚନା ଦେଇଛନ୍ତି। ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସ୍ଥାନରେ ନୂଆ ଅଧ୍ୟକ୍ଷ ଦାୟିତ୍ୱ ନେବେ। ଜାନୁଆରୀ ମଧ୍ୟଭାଗ ସୁଦ୍ଧା ଅର୍ଦ୍ଧାଧିକ…
ଫଡ୍ନବିସଙ୍କୁ ଭେଟିଲେ ଉଦ୍ଧବ: ବଢୁଛି ଚର୍ଚ୍ଚା
ନାଗପୁର, ୧୮।୧୨:ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦଳର ଘୋର ବିପର୍ଯ୍ୟୟ ପରେ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକ୍ରେ ମଙ୍ଗଳବାର ନାଗପୁର ବିଧାନ ଭବନଠାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସଙ୍କୁ ଭେଟିଛନ୍ତି। ନିର୍ବାଚନରେ ଭାଜପାର ବଡ଼ ବିଜୟ ହୋଇଥିବାରୁ ଉଦ୍ଧବ…
ବିସ୍ଫୋରଣରେ ରୁଷିଆ ଜେନେରାଲ ନିହତ
ମସ୍କୋ,୧୮ା୧୨:ବୋମା ବିସ୍ଫୋରଣରେ ରୁଷିଆର ବରିଷ୍ଠ ଜେନେରାଲ ଇଗୋର କିରିଲୋଭ୍ଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। ମସ୍କୋସ୍ଥିତ ତାଙ୍କ ଆପାର୍ଟମେଣ୍ଟ ବିଲ୍ଡିଂ ବାହାରେ ଏକ ସ୍କୁଟରରେ ଲୁଚାଇ ରଖାଯାଇଥିବା ବୋମା ବିସ୍ଫୋରଣ ହୋଇଥିଲା। ରୁଷିଆ ସେନାର ଆଣବିକ, ଜୈବ ଏବଂ ରାସାୟନିକ ସୁରକ୍ଷା ବଳର…
ଅଲିଭ୍ ରିଡ୍ଲେଙ୍କୁ ବାଉଁଶ ଟାଓ୍ବାର ବିପଦ
ମହାକାଳପଡ଼ା,୧୮ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥାରେ ଅଲିଭ୍ ରିଡ୍ଲେ କଇଁଛଙ୍କ ପାଇଁ ସାମୁଦ୍ରିକ ଅଭୟାରଣ୍ୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଅଲିଭ୍ ରିଡ୍ଲେ କଇଁଛଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ୨୦୨୪ ନଭେମ୍ବର ୧ରୁ ୨୦୨୫ ମେ ୩୧…
ଭବାନୀପାଟଣା ବ୍ଲକ୍ର ୨୦ ସରପଞ୍ଚ ଭାଜପାରେ ସାମିଲ
ଭବାନୀପାଟଣା,୧୮ା୧୨(ଉତ୍ତମ କୁମାର ଦାଶ):ରାଜ୍ୟରେ ଭାଜପା ସରକାର ଆସିବା ପରେ କଳାହାଣ୍ଡି ଜିଲାରେ ଦିନକୁ ଦିନ ଦଳର ଶକ୍ତି ବଢ଼ିବାରେ ଲାଗିଛି। ଏପରିସ୍ଥଳେ ମଙ୍ଗଳବାର ଭୁବନେଶ୍ୱର ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଭବାନୀପାଟଣା ବ୍ଲକର ୨୦ ଜଣ ସରପଞ୍ଚ ଦଳରେ ବିଧିବଦ୍ଧ ଭାବେ ସାମିଲ…
କ୍ୟାନସର୍ ରୋଗୀଙ୍କ ପାଇଁ ଖୁସି ଖବର: ପ୍ରସ୍ତୁତ ହେଲା କ୍ୟାନ୍ସର୍ ଟିକା,ନୂଆବର୍ଷରୁ…
ମସ୍କୋ,୧୮।୧୨: ଆଜି ସମଗ୍ର ବିଶ୍ୱ କର୍କଟ ଭଳି ଗମ୍ଭୀର ରୋଗରେ ପୀଡିତ। ଏଭଳି ପରିସ୍ଥିତିରେ ରୁଷିଆ ଏକ ଦାବି କରିଛି, ଯାହା ସମଗ୍ର ବିଶ୍ୱ ପାଇଁ ଆଶ୍ୱସ୍ତି ଆଣିଦେଇଛି। ରୁଷିଆ କହିଛି ଯେ, ଆମେ ଏକ କ୍ୟାନ୍ସର୍ ଟିକା ପ୍ରସ୍ତୁତ କରିଛୁ,…
ଭାରତକୁ ଧମକ ଦେଲେ ଟ୍ରମ୍ପ, ବାଇଡେନ କହିଲେ ବହୁତ ବଡ଼ ଭୁଲ କରିଦେଲ…
ଓ୍ବାଶିଂଟନ୍,୧୮।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ଜିତିବା ଦିନଠାରୁ ସେ ତାଙ୍କ ନିଷ୍ପତ୍ତିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ସେ ପୁଣି ଥରେ ଏପରି ବିବୃତ୍ତି ଦେଇଛନ୍ତି ଯାହା ଉଭୟ ଭାରତ ଏବଂ ଚାଇନା ପାଇଁ ଚିନ୍ତାର କାରଣ ପାଲଟିଛି।…
ଶିଡ଼ି ତଳେ ଏସବୁ ରଖୁଛନ୍ତି କି? ମାଡ଼ି ଆସିବ ଦାରିଦ୍ରତା, ଘରେ ବଢ଼ିବ….
ସ୍ଥାନର ଅଭାବ ଯୋଗୁ କିଛି ଲୋକ ଶିଡ଼ି ତଳେ ଥିବା ଖାଲି ସ୍ଥାନକୁ ଜିନିଷ ରଖିବା ପାଇଁ ବ୍ୟବହାର କରିଥାନ୍ତି ତ ଆଉ କିଛି ଲୋକ ଏଠାରେ ଛୋଟ ଗାଧୁଆଘର ହେଉ କି ରୋଷେଇ ଘର ଆଦି ତିଆରି କରିଦେଇଥାନ୍ତି। ହେଲେ…
କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ବିପାଶା ଚୁମ୍ବନ ଦେବା ବେଳର ଫଟୋ ହେଉଛି ଭାଇରାଲ
ମୁମ୍ବାଇ: ବଲିଉଡ୍ର ସେନ୍ସେଶନାଲ ଅଭିନେତ୍ରୀ ବିପାଶା ବସୁଙ୍କ ଏକ ପୁରୁଣା ଫଟୋ ପୁଣିଥରେ ଭାଇରାଲ ହେଉଛି। ଫଟୋରେ ସେ ଫୁଟବଲ୍ର କ୍ରିଷ୍ଟିଆନ୍ ରୋନାଲ୍ଡୋଙ୍କୁ ଚୁମ୍ବନ ଦେଉଥିବା ଦେଖାଯାଉଛି। ଫଟୋଟି ୨୦୦୭ର, ଯେତେବେଳେ ବିଶ୍ୱର ନୂଆ ସପ୍ତମାଶ୍ଚର୍ଯ୍ୟକୁ ନେଇ ହେଉଥିବା ଘୋଷଣା କାର୍ଯ୍ୟକ୍ରମରେ…

