କିଙ୍ଗ୍, କୁଇନ ହେବା ପାଇଁ ପ୍ରିନ୍ସ ଓ୍ବିଲିୟମ, ପ୍ରିନ୍ସେସ କେଟ୍ଙ୍କ ପ୍ରସ୍ତୁତି ଆରମ୍ବ
ଲଣ୍ଡନ, ୧୨।୧୨:ବ୍ରିଟେନ୍ର ଓ୍ବେଲ୍ସ ଯୁବରାଜ ଓ୍ବିଲିୟମ (୪୨) ଓ ଯୁବରାଣୀ କେଟ ମିଡିଲଟନ୍ (୪୨) କିଙ୍ଗ୍ ଓ କୁଇନ ହେବା ପାଇଁ ପ୍ରସ୍ତୁତି କରୁଛନ୍ତି ବୋଲି ଗୁରୁବାର ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ରୟାଲ ବାୟୋଗ୍ରାଫର ସାଲି…
ହୋଟେଲରେ ଚାଲିଥିଲା ଜୁଆଆଡ୍ଡା, ମାଡିବସିଲା ପୋଲିସ
ବରଗଡ଼, ୧୨।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଟାଉନ ଥାନା ପୋଲିସ ଗୁରୁବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଜୁଆଆଡ୍ଡାରେ ଅତର୍କିତ ଚଢାଉ କରିଛି। ସ୍ଥାନୀୟ ବରଗଡ଼ -ଭଟଲି ରାସ୍ତାରେ ରହିଥିବା ଏକ ହୋଟେଲ ମଙ୍ଗଲମ ପ୍ୟାଲେସରେ ଚାଲିଥିବା ବଡଧରଣର ଜୁଆଆଡ୍ଡା ଉପରେ ଚଢାଉ କରି…
ଆମେ ମୁଣ୍ଡ ନୁଆଁଇବୁ ନାହିଁ: ଧନକରଙ୍କୁ ଖୋଲାଖୋଲି ଶୁଣାଇଦେଲେ ଖାର୍ଗେ
ନୂଆଦିଲ୍ଲୀ,୧୨।୧୨: ସଂସଦର ଶୀତକାଳୀନ ଅଧିବେଶନରେ ଉତ୍ତେଜନା ମଧ୍ୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଗଣତନ୍ତ୍ର ସର୍ବଦା ଦୁଇଟି ଚକ ଉପରେ ଚାଲିଥାଏ। ଗୋଟିଏ ଚକ ଶାସକ ଦଳ ଏବଂ ଅନ୍ୟଟି ହେଉଛି ବିରୋଧୀ…
ଗଞ୍ଜେଇ ବଦଳରେ ମଦ ଜବତ ଘଟଣା:ଅବକାରୀ ଏସଆଇ ନିଲମ୍ବିତ
ପାରାଦୀପ,୧୨୧୨ (ଶରତ ରାଉତ): ପାରାଦୀପ ଅବକାରୀ ବିଭାଗର ସବଇନ୍ସପେକ୍ଟର ଜ୍ୟୋତିରଞ୍ଜନ ସେନାପତି ଗୁରୁବାର ନିଲମ୍ବିତ ହୋଇଛନ୍ତି। କୋହଳ ଦଫା ଲଗାଇ ଅଭିଯୁକ୍ତଙ୍କୁ ଖସାଇବା ଉଦ୍ୟମ ଅଭିଯୋଗ ଅବକାରୀ କମିଶନର ତାଙ୍କୁ ନିଲମ୍ବନ କରିଛନ୍ତି। ସୂଚନାଯୋଗ୍ୟ, ମାସେ ତଳେ କୁଜଙ୍ଗ ବାଲିପାରି ଗାଁରେ…
ସିଦ୍ଧ ଜଗନ୍ନାଥ ନିକଟରେ ଲାଗି ହେଲା ଏକ ଶହରୁ ଉର୍ଦ୍ଧ୍ୱ ପ୍ରକାରର ବ୍ୟଞ୍ଜନ
କେନ୍ଦୁଝର,୧୨।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୁରୁଣା ସହର ନିକଟ ସିଦ୍ଧମଠଠାରେ ଥିବା ସିଦ୍ଧ ଜଗନ୍ନାଥଙ୍କ ବ୍ୟଞ୍ଜନ ଦାଦଶୀ ପାଳିତ ହୋଇଯାଇଛି। ସିଦ୍ଧ ଜଗନ୍ନାଥଙ୍କୁ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରି ଏକ ଶହରୁ ଉର୍ଦ୍ଧ୍ୱ ପ୍ରକାରର ବ୍ୟଞ୍ଜନ ଲାଗି ହୋଇଥିଲା। ଏହାକୁ ଦେଖିବା…
ଅନାସ୍ଥା ପ୍ରସ୍ତାବକୁ ନେଇ ତାତିଲେ ଗ୍ରାମବାସୀ
ମୋରଡା,୧୨।୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ପଞ୍ଚାୟତ ଅଧୀନ ଝାଟିଅଡା ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଆଜି ହେବାକୁ ଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ରାଜନୀତି ବେଶ ସରଗରମ ହୋଇ ଉଠିଛି। ସୂଚନା ଅନୁଯାୟୀ,୧୬ଟି ୱାର୍ଡକୁ ନେଇ ଗଠିତ ଉକ୍ତ ପଞ୍ଚାୟତର ବର୍ତ୍ତମାନର…
ଆକ୍ସନ ମୋଡ୍ରେ ଜୟ ଶାହା: ଅଷ୍ଟ୍ରେଲିଆରେ ଚାଳିଛି ବଡ଼ ଗେମ୍ ପ୍ଲାନ୍
ନୂଆଦିଲ୍ଳୀ,୧୨।୧୨: ଆଇସିସିର ନୂତନ ଚେୟାରମ୍ୟାନ ହେବା ମାତ୍ରେ ଜୟ ଶାହା କ୍ରିକେଟକୁ ବିଶ୍ୱରେ ଏକ ନୂତନ ସ୍ଥାନ ଦେବା ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେ ବ୍ରିସବେନରେ ୨୦୩୨ ଅଲିମ୍ପିକ ଆୟୋଜକ କମିଟିଙ୍କୁ ଭେଟିଛନ୍ତି। ୨୦୩୨ ଅଲିମ୍ପିକ୍ସ ଅଷ୍ଟ୍ରେଲିଆର ବ୍ରିସବେନରେ ଆୟୋଜିତ…
ବିଜେଡି ଇତିହାସ ଶେଷ, ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାରେ ରାଜ୍ କରିବ ଭାଜପା:ହିମନ୍ତ ବିଶ୍ବଶର୍ମା
ଭୁବନେଶ୍ୱର, ୧୨।୧୨: ବିଜେଡି ଇତିହାସ ଶେଷ ହୋଇଯାଇଛି। ଆଗାମୀ ୫୦ ବର୍ଷ ଯାଏ ଭାଜପା ରାଜ୍ୟରେ ଶାସନ କରିବ। ଗୁରୁବାର ଏମିତି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ପୁରୀ ଶ୍ରୀମନ୍ଦିରରେ ମହାପ୍ରମୁଙ୍କ ଦର୍ଶନ ପରେ ସେ ଏଭଳି…
‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ
ନୂଆଦିଲ୍ଳୀ,୧୨।୧୨: ‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ବିଲ୍କୁ କେନ୍ଦ୍ର କ୍ୟାବିନେଟ ଗୁରୁବାର ଏହାକୁ ଅନୁମୋଦନ କରିଛି। ଆସନ୍ତା ସପ୍ତାହରେ ଏହା ସଂସଦରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି। ଏହାପୂର୍ବରୁ ବୁଧବାର କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ‘ଗୋଟିଏ ଦେଶ, ଗୋଟିଏ…
ଗୁରୁବାରରେ ମହିଳାଙ୍କ ପାଇଁ ଭଣ୍ଡାର ଖୋଲିଦେଲେ ସରକାର: ଏଣିକି ପ୍ରତିମାସରେ ମହିଳାଙ୍କ ଆକାଉଣ୍ଟକୁ ଆସିବ ୧୦୦୦ ଟଙ୍କା
ନୂଆଦିଲ୍ଲୀ,୧୨।୧୨: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି। ଦିଲ୍ଲୀର ମହିଳାମାନଙ୍କୁ ଏଏପି ସରକାର ଦେଇଥିବା ପ୍ରତିଶ୍ରୁତି ବର୍ତ୍ତମାନ ପୂରଣ ହୋଇଛି। କେଜ୍ରିୱାଲ ଗୁରୁବାରରେ ‘ମହିଳା ସମ୍ମାନ ଯୋଜନା’…
ଜୟନାରାୟଣଙ୍କ ବିସ୍ଫୋରକ ବୟାନ, ଭାଜପାରେ ମିଶିବେ ନବୀନ ପଟ୍ଟନାୟକ
ଭୁବନେଶ୍ୱର,୧୨।୧୨: ଭାଜପାରେ ମିଶିବେ ନବୀନ। ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ସମ୍ବଲପୁର ବିଧାୟକ ତଥା ବରିଷ୍ଠ ଭାଜପା ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି, ଭାଜପା ଚାହୁଁନି ବିଜେଡି ଭାଙ୍ଗିଯାଉ । ଶତ୍ରୁ ବଞ୍ଚିରୁହନ୍ତୁ, ଅପମାନିତ ହୁଅନ୍ତୁ । ଭାଜପା…
ସଂସଦରେ କଲେଜ୍ ଛାତ୍ରଙ୍କ ଭଳି ବ୍ୟବହାର କରୁଛନ୍ତି ରାହୁଲ ଗାନ୍ଧୀ: ଜେପି ନଡା
ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ମୁଖ୍ୟ ଜେପି ନଡା ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଟାର୍ଗେଟ୍ କରିଛନ୍ତି। ସଂସଦରେ ଉପରାଷ୍ଟ୍ରପତିଙ୍କ ନକଲ କରିବାକୁ ସାଂସଦମାନଙ୍କୁ ପ୍ରବର୍ତ୍ତାଇବା ଦେଖି ନଡା ରାହୁଲ ଗାନ୍ଧୀଙ୍କୁ…

