ନୀରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ
ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବା ପଛରେ ନିଜର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଯେଉଁ କେତୋଟି ବିଷୟକୁ ପ୍ରାଥମିକତା ଦିଆଯିବା ଦରକାର, ପୁଣି ତାହା ଆପଣଙ୍କର ହାତ ପାଆନ୍ତାରେ ରହିଛି। ପ୍ରଥମ କଥା ହେଲା ଖାଦ୍ୟପେୟ। ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ।…
ଅଗଷ୍ଟ ୧୫ରେ ଜମ୍ମୁ-କଶ୍ମୀରରେ ହୋଇପାରେ ବଡ ଆତଙ୍କବାଦୀ ଆକ୍ରମଣ
ନୂଆଦିଲ୍ଲୀ,୧୨।୮: ଦେଶର ସୁରକ୍ଷା ଏବଂ ଗୁପ୍ତଚର ଏଜେନ୍ସି ଅଗଷ୍ଟ ୧୫କୁ ନେଇ ଏକ ବଡ଼ ସତର୍କ ସୂଚନା ଜାରି କରିଛି। ଏହି ସତର୍କ ସୂଚନାରେ ଅଗଷ୍ଟ ୧୫କିମ୍ବା ତା ପୂର୍ବରୁ ଜମ୍ମୁ କଶ୍ମୀରରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ କରାଯାଇପାରିବ ବୋଲି…
ମଶାବାହିତ ରୋଗ
ସାଧାରଣତଃ ଅନେକ କୀଟପତଙ୍ଗ ମଣିଷକୁ କେତେକ ଗୁରୁତର ରୋଗ ସଂକ୍ରମିତ କରିଥାଆନ୍ତି। ତିନି ପ୍ରକାର କୀଟ ପତଙ୍ଗ ଯଥା-କୀଟ, ଆରାକନିଡା ଓ କ୍ରଷ୍ଟାସିଆ ନିମ୍ନମତେ ରୋଗ ସଞ୍ଚାରଣ ପାଇଁ ଦାୟୀ ଅଟନ୍ତି। ମଶା, ମାଛିକୁ ପକ୍ଷଯୁକ୍ତ କୀଟ ଏବଂ ଫ୍ଲି, ଉକୁଣୀ…
ଗ୍ରହାଣୁ ଓ କୃଷ୍ଣ ଧୂମକେତୁ
”ପୃଥିବୀ ପ୍ରତି ଗ୍ରହାଣୁଗୁଡ଼ିକର ସଂଘାତ ବିପଦ ଆମକୁ ଜଣାଅଛି। ଏହାର ପ୍ରତିକାର ପାଇଁ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ବର୍ତ୍ତମାନ କୃଷ୍ଣ ଧୂମକେତୁର ବିପଦ ଆହୁରି ଅଧିକ ଜଣାପଡୁଛି। କାରଣ ଏଗୁଡିକ ଛୋଟ ଏବଂ ସହଜରେ ଧରା ପଡନ୍ତି ନାହିଁ। ଏଗୁଡିକର କକ୍ଷ…
କୋହଲି-ରୋହିତ ଭଳି ବଡ଼ ଖେଳାଳିଙ୍କ ରାଜ୍ ଖୋଲିଲେ ରାହୁଲ ଦ୍ରାବିଡ: କହିଦେଲେ ଏମିତି କଥା
ନୂଆଦିଲ୍ଲୀ,୧୨।୮: ୨୦୨୪ ଟି-୨୦ ବିଶ୍ୱକପ ପରେ ରାହୁଲ ଦ୍ରାବିଡ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ପଦରୁ ଇସ୍ତଫା ଦେଇଥିଲେ ବିଶ୍ୱକପ ଶେଷ ହେବା ସହିତ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଥିଲା। ଦ୍ରାବିଡଙ୍କ ପରେ ଗୌତମ ଗମ୍ଭୀରଙ୍କୁ ମୁଖ୍ୟ କୋଚ…
ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ: ୯ଟି ସ୍ଥାନରେ ଏକକାଳୀନ ଚଢାଉ
ଭୁବନେଶ୍ୱର,୧୨।୮: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ ହୋଇଛି। ଆର୍ଆଣ୍ଡ୍ବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ରେଡ୍ ହୋଇଥିବା ଜଣାପଡିଛି। ଭୁବନେଶ୍ବର, କଟକ, ଝାରସୁଗୁଡ଼ାର ୯ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି।…
ଜମ୍ମୁ-କଶ୍ମୀର ନିର୍ବାଚନକୁ ନେଇ ଆସିଲା ବଡ ଅପଡେଟ
ଶ୍ରୀନଗର,୧୨।୮: ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନକୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଏକ ଅପଡେଟ ଆସିଛି। ଯଦି ସବୁକିଛି ଠିକ ରହିବ ତେବେ ଶୀଘ୍ର ଏଠାରେ ନିର୍ବାଚନ ଅନୁଷ୍ଠିତ ହୋଇପାରିବ । ଯଦିଓ ନିର୍ବାଚନ ଆୟୋଗର ଆକଳନରୁ ଜଣାପଡିଛି ଯେ ଜମ୍ମୁ…
ଟ୍ରମ୍ପ୍ଙ୍କ ହୋଶ୍ ଉଡାଇଲେ କମଲା ହାରିସ
ଓ୍ବାଶିଂଟନ୍,୧୨।୮: ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପକ୍ଷରୁ ଏବଂ କମଲା ହାରିସ ଡେମୋକ୍ରାଟିକ୍ସ ପକ୍ଷରୁ ମଇଦାନରେ ଅଛନ୍ତି। ଜୋ ବାଇଡେନ୍ ନିର୍ବାଚନ ଲଢିବା ପରେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମସ୍ୟା ବଢୁଥିବା ଜଣାପଡିଛି।…
ମେଦବହୁଳତା କମାଏ କିସ୍ମିସ୍
କିସ୍ମିସ୍ରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଅଧିକାଂଶ ଲୋକ ଅତ୍ୟଧିକ ଖାଦ୍ୟ ଖାଇଦେଇଥିବାରୁ ତାହା ଠିକ୍ ଭାବେ ହଜମ ହୁଏନା। ପରବର୍ତ୍ତୀ ସମୟରେ ଏହା କୋଷ୍ଠକାଠିନ୍ୟ ବା କନଷ୍ଟିପେଷ୍ଟନ୍ର ରୂପ ମଧ୍ୟ ନିଏ। ତେଣୁ ପ୍ରତିଦିନ କିସ୍ମିସ୍ ଖାଇବା…
ଜୀରାନଦୀରୁ ମିଳିଲା ଯୁବକଙ୍କ ମୃତଦେହ: ରବିବାରରୁ ଥିଲେ ନିଖୋଜ
ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ପ୍ରବାହିତ ଜୀରାନଦୀରୁ ସୋମବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ସ୍ଥାନୀୟ ବାଲିଟିକ୍ରାର ରାଧେଶ୍ୟାମ ଭୁଏ(୨୦) ବୋଲି ଜଣାପଡିଛି। ତେବେ କିଭଳି ପରିସ୍ଥିତିରେ ତାଙ୍କ ମୃତ୍ୟୁ ହୋଇଛି,…
ଭର୍ଚୁଆଲ୍ ଇଣ୍ଟରଲାଇନ୍ ପ୍ଲାଟଫର୍ମର ଶୁଭାରମ୍ଭ
ନୂଆଦିଲ୍ଲୀ,୧୨।୮: ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପ୍ରଥମ ଭାରତୀୟ ଏୟାରଲାଇନ୍ ଭାବେ ଭର୍ଚୁଆଲ ଇଣ୍ଟରଲାଇନ୍ ପ୍ଲାଟଫର୍ମର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି, ଯେଉଁଥିରେ ଯାତ୍ରୀମାନେ ବୁକିଂର ବ୍ୟାପକ ବିକଳ୍ପ ପାଇପାରିବେ। ଏପରି କି ଏୟାରଲାଇନ୍ର ୱେବ୍ସାଇଟ୍ରେ ବିମାନ ସର୍ଚ୍ଚ କରିବା ବେଳେ ଗ୍ରାହକମାନେ…
ବଜାରରେ ଟିଭିଏସ୍ର ନୂତନ ମଡେଲସ
ନୂଆଦିଲ୍ଲୀ,୧୨।୮: ଟିଭିଏସ୍ ମୋଟର କମ୍ପାନୀର ନୂତନ ମଡେଲସ ‘ଟିଭିଏସ୍ ଏନ୍ଟିଓଆର୍କ୍ୟୁ ୧୨୫ ଏବଂ ଟିଭିଏସ୍ ଏନ୍ଟିଓଆର୍କ୍ୟୁ ରେସ ଏକ୍ସପି’କୁ ନିକଟରେ ଅନାବରଣ (ଉନ୍ମୋଚନ) କରାଯାଇଛି। ଏପରି କି ଟିଭିଏସ୍ର ଉଭୟ ମଡେଲ ଟିଭିଏସ୍ ଏନ୍ଟିଓଆର୍କ୍ୟୁ ୧୨୫କୁ ଯୁବ ପ୍ରଫେଶନାଲ୍ମାନଙ୍କ ପାଇଁ ଏବଂ ଅତୁଳନୀୟ…
Archives


